Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ପ୍ରଶଂସକଙ୍କୁ ପସନ୍ଦ ଆସୁନି କାର୍ତିକଙ୍କ ନୂଆ ଲୁକ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା କାର୍ତିକ ଆର୍ଯ୍ୟନ ଏବେ ତାଙ୍କ ଆଗାମୀ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି । ଅନୁରାଗ ବସୁଙ୍କ ଅନଟାଇଟେଲ୍ଡ ମ୍ୟୁଜିକାଲ ଡ୍ରାମାରେ ସେ ଶ୍ରୀଲୀଲାଙ୍କ ସହ ଅଭିନୟ କରୁଛନ୍ତି । ଶ୍ରୀଲୀଲା ଓ କାର୍ତିକଙ୍କ କେମେଷ୍ଟ୍ରି ଦେଖିବା ପାଇଁ ପ୍ରଶଂସକ ବ୍ୟଗ୍ର ହୋଇ…

ଅଫିସିଆଲ ଘୋଷଣା,ନିର୍ଦ୍ଦେଶନା ଦେବେ ହ୍ରିିତିକ ରୋଶନ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ନାୟକ ହ୍ରିତିକ ରୋଶନ ଏବେ ନିର୍ଦ୍ଦେଶନାରେ ପାଦ ଥାପିବେ । କ୍ରିଶ ୪ ଫିଲ୍ମ ମାଧ୍ୟମରେ ସେ ତାଙ୍କ ବାପା ରାକେଶ ରୋଶନଙ୍କ ଦାୟିତ୍ୱକୁ ଏଥର ଅଗକୁ ବଢ଼ାଇବେ । କ୍ରିଶ ୪ ଫିଲ୍ମକୁ ରାକେଶ ରୋଶନ ଓ ଆଦିତ୍ୟ ଚୋପ୍ରା ମିଳିତ ଭାବେ ପ୍ରଡ୍ୟୁସ କରିବେ । ରାକେଶ ରୋଶନ…

ତୁର୍କୀ ଫିଲ୍ମରେ ଏଣ୍ଟ୍ରି କଲେ କି ବିରାଟ କୋହଲି, ଭିଡିଓ ଭାଇରାଲ… 

ନୂଆଦିଲ୍ଲୀ: ତୁର୍କୀ ଫିଲ୍ମରେ ଏଣ୍ଟ୍ରି କଲେ କି ବିରାଟ କୋହଲି। ସୋସିଆଲ ମିଡିଆରେ ଭାଇରାଲ ହେଉଛନ୍ତି ଏଭଳି ଜଣେ ଅଭିନେତା। ଯାହାଙ୍କ ଚେହେରା ଅବିକଳ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ମୁହଁ ଭଳି ଲାଗୁଛି। ତେବେ ସେ ହେଉଛନ୍ତି ତୁର୍କୀ ଧାରାବାହିକ 'ଦିରିଲିସ୍: ଏର୍ତୁଗ୍ରୁଲ୍'ରେ ଅଭିନୟ…

ରେକର୍ଡ କରୁଛି ‘ସିକନ୍ଦର’, ଟିକେଟ ଗୋଟାକୁ ୨୨୦୦ ଟଙ୍କା

ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ତଥା ଭାଇଜାନ ସଲମାନ ଖାନଙ୍କ ଫିଲ୍ମ 'ସିକନ୍ଦର' ଚଳିତ ବର୍ଷ ଇଦ୍ ଅର୍ଥାତ୍ ଆସନ୍ତା ମାର୍ଚ୍ଚ ୩୦ ତାରିଖରେ ସିନେମା ହଲରେ ମୁକ୍ତିଲାଭ କରିବାକୁ ଯାଉଛି । ଫିଲ୍ମକୁ ପ୍ରଶଂସକମାନେ ବେଶ୍ ଉତ୍ସାହର ସହିତ ଅପେକ୍ଷା ମଧ୍ୟ କରିଛନ୍ତି । ଟ୍ରେଲର ରିଲିଜ ହେବା ପରଠାରୁ…

ଅଭିନେତ୍ରୀ ରାନ୍ୟା ରାଓଙ୍କୁ ବଡ ଝଟକା; ତୃତୀୟ ଥର ପାଇଁ ଖାରଜ ହେଲା ଜାମିନ୍ ଆବେଦନ

ବେଙ୍ଗାଲୁରୁ: କନ୍ନଡ ଅଭିନେତ୍ରୀ ରାନ୍ୟା ରାଓଙ୍କୁ ବଡ଼ ଝଟକା । ଦୁବାଇରୁ ସୁନା ଚୋରା ଚାଲାଣ ଅଭିଯୋଗରେ ଜେଲରେ ଥିବା ରାନ୍ୟା ରାଓଙ୍କ ଜାମିନ ଆବେଦନ ଖାରଜ କଲେ ୬୪ତମ ସିଟି ସିଭିଲ୍ ଆଣ୍ଡ୍ ସେସନ୍ସ କୋର୍ଟ କୋର୍ଟ । ଅଭିନେତ୍ରୀ ରାନ୍ୟା ରାଓଙ୍କୁ ପରପ୍ପନା ଅଗ୍ରହାରା ଜେଲରେ ଆଉ କିଛି ଦିନ…

ଲରେନ୍ସ ବିଷ୍ନୋଇର ଧମକକୁ ନେଇ ମୁହଁ ଖୋଲିଲେ ସଲମାନ 

ମୁମ୍ବାଇ: ସଲମାନ ଖାନ ନିଜର ଅପକମିଂ ଫିଲ୍ମ ସିକନ୍ଦର ପାଇଁ ଚର୍ଚ୍ଚାରେ ରହିଛନ୍ତି। ଫିଲ୍ମ ସିକନ୍ଦରର ପ୍ରମୋସନ ସମୟରେସଲମାନ ଖାନ ତାଙ୍କର ଆଗାମୀ ଫିଲ୍ମ ଏବଂ ବ୍ୟକ୍ତିଗତ ଜୀବନ ସହିତ ଜଡିତ ଅନ୍ୟାନ୍ୟ ଜିନିଷ ସମ୍ପର୍କରେ ପ୍ରକାଶ କରିଥିଲେ। ଏହି ସମୟରେ ଲରେନ୍ସ ବିଷ୍ନୋଇ ଠାରୁ ମିଳୁଥିବା…

ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ କାର ଦୁର୍ଘଟଣାଗ୍ରସ୍ତ! 

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ କାରକୁ ଏକ ବସ୍ ଧକ୍କା ଦେଇଛି। ବସ୍ ସହ ଧକ୍କା ହେବା ଯୋଗୁଁ ଐଶ୍ୱର୍ଯ୍ୟା ରାୟଙ୍କ କାର ଟୟୋଟା ଭେଲଫାୟାରର ପଛ ଭାଗ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ତେବେ କାର ଭିତରେ କିଏ ଥିଲା ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା…

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସାନି ତଦନ୍ତ କରାଇବେ କି ମହାରାଷ୍ଟ୍ର ସରକାର! 

ମୁମ୍ବାଇ: ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁକୁ ନେଇ ଦିନକୁଦିନ ବିବାଦ ବଢିବାରେ ଲାଗିଛି। ଏହି ମାମଲାରେ ସିବିଆଇ କ୍ଲୋଜର ରିପୋର୍ଟ ମଧ୍ଯ ଦାଖଲ କରିସାରିଲେନି। ତଥାପି ଏହି ପ୍ରସଙ୍ଗକୁ ରାଜନୀତି ଥମୁନାହିଁ। ସୁଶାନ୍ତ ସିଂହ ରାଜପୁତଙ୍କ ପିଏ ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା…

କର୍ନସଟ୍‌ରେ ସୋନୁ ନିଗମଙ୍କ ଉପରେ ପଥର ଫିଙ୍ଗିଲେ ଦର୍ଶକ

ଆଦିଲ୍ଲୀ: ଏ କି ବ୍ୟବହାର ଦିଗଜ ଗାୟକଙ୍କ ସହ ! କର୍ନସଟ୍‌ରେ ସୋନୁ ନିଗମଙ୍କ ଉପରେ ଖରାପ ବ୍ୟବହାର କରିଛନ୍ତି ଦର୍ଶକ । ସୋନୁ ଷ୍ଟେଜରେ ଗୀତ ଗାଉଥିବା ସମୟରେ ପଥର ଏବଂ ବୋତଲ ଫିଙ୍ଗିଛନ୍ତି ।ସୂଚନାଥାଉକି, ଦିଲ୍ଲୀ ଟେକ୍ନୋଲୋଜି ବିଶ୍ବବିଦ୍ୟାଳୟରେ ଏଙ୍ଗିଫେଷ୍ଚ ୨୦୨୫ କାର୍ଯ୍ୟକ୍ରମ ଚାଲିଥିଲା ।…

ବଲିଉଡ ଛାଡିବେ ସନ୍ନି ଦେଓଲ! 

ମୁମ୍ବାଇ: ବଲିଉଡ ଅଭିନେତା ସନ୍ନି ଦେଓଲ ପୁଣି ଆକ୍ସନ ଅବତାରରେ ପରଦାକୁ ଫେରିଛନ୍ତି। ଗଦର ୨ ଫିଲ୍ମରେ ଚମତ୍କାର ଅଭିନୟ କରିଥିବା ସନ୍ନି ଏବେ ଜାଟ ନାମକ ଏକ ଫିଲ୍ମରେ ନଜର ଆସିବେ। ଏହି ଫିଲ୍ମରେ ରଣଦୀପ ହୁଡା ଖଳନାୟକ ରଣତୁଙ୍ଗା ଭୂମିକାରେ ଅଭିନୟ କରୁଛନ୍ତି। ନିକଟରେ ତାଙ୍କୁ ଫିଲ୍ମର…