Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ସୋନୁ ସୁଦଙ୍କ ପତ୍ନୀଙ୍କ କାର ଦୁର୍ଘଟଣାଗ୍ରସ୍ତ, ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦଙ୍କ ପତ୍ନୀ ସୋନାଲି ସୁଦଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ମୁମ୍ବାଇ-ନାଗପୁର ହାଇୱେରେ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରୁ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସୋନାଲି ସୁଦଙ୍କ କାର ଖଣ୍ଡ ଖଣ୍ଡ ହୋଇଯାଇଥିବା ଦେଖାଯାଉଛି। ସୂଚନା ଅନୁଯାୟୀ, କାରରେ…

ଷ୍ଟେଜ୍ ଉପରେ ଭୋ ଭୋ ହୋଇ କାନ୍ଦିଲେ ନେହା କକ୍କର..

ମୁମ୍ବାଇ: ଷ୍ଟେଜ୍ ଉପରେ ଭୋ ଭୋ ହୋଇ କାନ୍ଦିଲେ ଲୋକପ୍ରିୟ ବଲିଉଡ୍ ଗାୟିକା ନେହା କକ୍କର । କ୍ଷମା ପ୍ରାର୍ଥନା କରି କାନ୍ଦିବାକୁ ଲାଗିଲେ । ହେଲେ ସାମ୍ନାରେ ଥିବା ଦର୍ଶକ ନେହାଙ୍କ ଉପରେ ପୂରା ରାଗିକି ଧୂଆଁ । ନେହାଙ୍କୁ ଫେରିଯିବାକୁ ସିଧା ସିଧା କହିଦେଇଥିଲେ ଦର୍ଶକ । ତେବେ  …

ସଂସଦ ଭବନରେ ‘ଛାଭା’ ଫିଲ୍ମର ହେବ ସ୍ପେଶାଲ ସ୍କ୍ରିନିଂ

ନୂଆଦିଲ୍ଲୀ: ସଂସଦ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଏବଂ ସାଂସଦମାନଙ୍କ ପାଇଁ ଛତ୍ରପତି ସମ୍ଭାଜୀ ମହାରାଜଙ୍କ ଉପରେ ଆଧାରିତ ହିନ୍ଦୀ ଫିଲ୍ମ 'ଛାଭା'ର ସ୍ପେଶାଲ ସ୍କ୍ରିନିଂ କରାଯିବ। ତେବେ ଏହି ଫିଲ୍ମ ଗୁରୁବାର ସଂସଦର ବାଲଯୋଗୀ ଅଡିଟୋରିୟମ୍‌ରେ  ପ୍ରଦର୍ଶିତ…

‘ମିଲ୍କି ବିଉଟି’ ଟ୍ୟାଗ୍ ଉପରେ କିଛି ଏମିତି ପ୍ରତିକ୍ରିୟା ରଖିଲେ ତମନ୍ନା…

ମୁମ୍ବାଇ: ବାହୁବଳୀ ଅଭିନେତ୍ରୀ ତମନ୍ନା ଭାଟିଆ ଲଗାତାର ଏହି କିଛି ଦିନ ହେବ ଚର୍ଚ୍ଚାରେ ରହିଛନ୍ତି । ତାଙ୍କ ପ୍ରେମିକ ବିଜୟଙ୍କ ସହ ବ୍ରେକଅପକୁ ନେଇ ହେଉକି, ତାଙ୍କର ଆଗାମୀ ସିନେମା ‘ଓଡେଲା-୨’କୁ ନେଇ ହେଉ, ଏବେ ସବୁବେଳେ ଖବର ପାଲଟିଛନ୍ତି ତମନ୍ନା ଭାଟିଆ । ତେବେ ସାଧାରଣ ଭାବେ…

ରିଲିଜ ହେଲା ‘କେସରୀ ୨’ ଟିଜର, ଭିନ୍ନ ଅନ୍ଦାଜରେ ନଜର ଆସିଲେ ଅକ୍ଷୟ କୁମାର

ମୁମ୍ବାଇ: ରିଲିଜ ହେଲା ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ‘କେସରୀ ଚାପ୍ଟର ୨: ଦି ଅନଟୋଲ୍ଡ ଷ୍ଟୋରୀ ଅଫ୍‌ ଜାଲିଆନଓ୍ବାଲା ବାଗ’ର ଟିଜର । କରଣ ସିଂହ ତ୍ୟାଗୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ୧୯୧୯ ମସିହା ଏପ୍ରିଲ ୧୩ ତାରିଖରେ ଘଟିଥିବା ଜାଲିଆନଓ୍ବାଲା ବାଗ ହତ୍ୟାକାଣ୍ଡ…

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ କ୍ଲିନଚିଟ୍ ମିଳିନି; ମିଥ୍ଯା ପ୍ରଚାର କରାଯାଉଛି: ଆଇନଜୀବୀ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ସିବିଆଇ ଏକ କ୍ଲୋଜର ରିପୋର୍ଟ ଦାଖଲ କରିଛି। ଏହି ରିପୋର୍ଟକୁ ନେଇ ଦିଶା ସାଲିଆନଙ୍କ ପିତାଙ୍କ ଓକିଲ କହିଛନ୍ତି ଯେ ଆଇନ ପାଖରେ ଏସବୁର କୌଣସି ମୂଲ୍ୟ ନାହିଁ। କାରଣ କୋର୍ଟ ଚାହିଁଲେ ଏହି ମାମଲାର ତଦନ୍ତ ପାଇଁ ଆଗକୁ ନିର୍ଦ୍ଦେଶ…

ସିକନ୍ଦରର ଟ୍ରେଲର ଆଉଟ୍, ଦେଖନ୍ତୁ ଭିଡିଓ..

ମୁମ୍ବାଇ: ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ସିକନ୍ଦରର ଟ୍ରେଲର ରିଲିଜ ହୋଇଛି । ପ୍ରଥମେ ଟିଜର ରିଲିଜ ହେବାର ପ୍ରାୟ ଦୁଇ ମାସ ପରେ ଏବଂ ଫିଲ୍ମ ରିଲିଜ ହେବାର ମାତ୍ର ଗୋଟିଏ ସପ୍ତାହ ପୂର୍ବରୁ, ଏହାର ଧମାକାଦାର ଟ୍ରେଲର ରିଲିଜ୍ ହୋଇଛି । ଟ୍ରେଲର ଦେଖିବା ମାତ୍ରେ ଆପଣ ଅନୁମାନ…

ଲୋକପ୍ରିୟ ସାଉଥ ଅଭିନେତାଙ୍କ ବିରୋଧରେ ସାଇବର କ୍ରାଇମ ଅଭିଯୋଗ

ନୂଆଦିଲ୍ଲୀ: ସାଉଥ ସିନେମାର ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନଙ୍କ ଉପରେ ଅବୈଧ ବେଟିଂ ଆପ୍ସକୁ ପ୍ରୋତ୍ସାହିତ କରିବା ସମ୍ପର୍କିତ ମାମଲା ରୁଜୁ ହେବାର ଗୋଟିଏ ଦିନ ପରେ ହିଁ ପ୍ରଭାସ, ନନ୍ଦମୁରୀ ବାଲକୃଷ୍ଣ ଏବଂ ଗୋପୀଚାନ୍ଦଙ୍କ ବିରୋଧରେ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଏକ ଟକ୍ ସୋ ର…

୧୭୫ କୋଟିରେ ଅଲ୍ଲୁ ଅର୍ଜୁନଙ୍କୁ ସାଇନ କଲେ ଅଟଲୀ !

ଚେନ୍ନାଇ: ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ପୁଷ୍ପା ୨ ଫିଲ୍ମର ସଫଳତା ପରେ ତାଙ୍କ ଚାହିଦା ଏବେ ଆକାଶ ଛୁଆଁ ହୋଇଛି । ଅଲ୍ଲୁ ଅର୍ଜୁନ ଲୋକପ୍ରିୟ ଫିଲ୍ମମେକର୍ସ ଅଟଲୀଙ୍କ ସହ ଏକ ବଡ ଡିଲ କରିଥିବା ରିପୋର୍ଟ ପ୍ରକାଶ ପାଇଛି । ଯଦି ଏହି ଖବର ସତ୍ୟ ହୋଇଥାଏ ତେବେ…