Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଚେତାବନୀ ଦେଲେ ଅଲ୍ଲୁ; ଅପମାନଜନକ ଭାଷା ବ୍ୟବହାର କରନ୍ତୁନି, ନଚେତ୍… 

ଚେନ୍ନାଇ: ସାଉଥ୍ ସୁପରଷ୍ଟାର ଅଭିନେତା ଅଲୁ ଅର୍ଜୁନ ତାଙ୍କ ଫିଲ୍ମ 'ପୁଷ୍ପା-୨' ରିଲିଜ୍ ହେବା ଦିନଠାରୁ ଚର୍ଚ୍ଚାରେ ରହିଛନ୍ତି। ଗୋଟିଏ ପଟେ ଫିଲ୍ମଟି ଇନକମରେ ରେକର୍ଡ ଭାଙ୍ଗୁଥିବା ବେଳେ ଅନ୍ୟପଟେ ଏହି ଚଳଚ୍ଚିତ୍ରର ସ୍କ୍ରିନିଂ ସମୟରେ ଘଟିଥିବା ଦୁର୍ଘଟଣାକୁ ନେଇ ବିବାଦ ସୃଷ୍ଟି ହୋଇଛି।…

ଶ୍ରୀଦେବୀଙ୍କୁ ବାନ୍ଧିବା ପାଇଁ ସ୍ବର୍ଗକୁ ଯିବକି ପୋଲିସ; କାହିଁକି କଟାକ୍ଷ କଲେ ରାମ ଗୋପାଳ 

ମୁମ୍ବାଇ: 'ପୁଷ୍ପା ୨' ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ସମର୍ଥନରେ ବାହାରିଛନ୍ତି ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଳ ବର୍ମା। ଏହା ମଧ୍ଯରେ ସେ ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ସହ ଜଡିତ ଏକ ଘଟଣା ବିଷୟରେ ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆରେ ସକ୍ରିୟ ରହୁଥିବା ନିର୍ଦ୍ଦେଶକ ରାମ ଗୋପାଳ…

କେବେ ଓଟିଟିରେ ରିଲିଜ ହେବ ଏହି ମୋଷ୍ଟ ହରର୍ କମେଡି ଫିଲ୍ମ

ମୁମ୍ବାଇ: ନିକଟରେ ବଲିଉଡରେ ଏକ ହରର୍ କମେଡି ଫିଲ୍ମ ରିଲିଜ ହୋଇଥିଲା । ଯାହା ବକ୍ସ ଅଫିସରେ ଭଲ ଆୟ ମଧ୍ୟ କରିଥିଲା । ତେବେ ଏହି ଚଳଚ୍ଚିତ୍ରକୁ ଅନେକ ଲୋକ ଥିଏଟରରେ ଦେଖିପାରିନଥିଲେ । ସେହି ଲୋକମାନେ ଏବେ କେବେ ଏହି ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ସେନେଇ ଅପେକ୍ଷା କରି ବସିଛନ୍ତି ।…

ସିଏମଙ୍କ ଅଭିଯୋଗ ପରେ ମୁହଁ ଖୋଲିଲେ ଅଲୁ, କହିଲେ ‘ମୋ ଚରିତ୍ରକୁ ହତ୍ୟା କରାଯାଉଛି’

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନ ତାଙ୍କ ଅଭିନୀତ ବ୍ଲକବଷ୍ଟର ଫିଲ୍ମ 'ପୁଷ୍ପା ୨'ର ସଫଳତା ପାଇଁ ଉତ୍ସବ ପାଳନ କରିବା ପୂର୍ବରୁ ଏକ ଗୁରୁତର ମାମଲାରେ ଛନ୍ଦି ହୋଇଯାଇଛନ୍ତି । ଗତ ଡିସେମ୍ବର ୪ ତଥା ଫିଲ୍ମର ପ୍ରିମିୟର୍ ସମୟରେ ସଂନ୍ଧ୍ୟା ଥିଏଟରରେ ଘଟିଥିବା ଦଳାଚକଟାରେ ଜଣେ…

ଭାରତରେ ଜବରଦସ୍ତ ଆୟ କଲା ଫିଲ୍ମ ‘ମୁଫାସା ଦ ଲାୟନ କିଂ’: ପ୍ରଥମ ଦିନରେ ୧୦ କୋଟି

ନୂଆଦିଲ୍ଲୀ: ମୁକ୍ତିଲାଭ କଲା ଲୋକପ୍ରିୟ ହଲିଉଡ ସିନେମା ‘ମୁଫାସା ଦ ଲାୟନ କିଂ’। ମୁକ୍ତିଲାଭ କରିବା ମାତ୍ରେ ଭାରତରେ ଜବରଦସ୍ତ ଆୟ କରିଛି। ଫିଲ୍ମ ରିଲିଜ ହେବାର ପ୍ରଥମ ଦିନରେ ସିନେମାଟି ୧୦ କୋଟିରୁ ଅଧିକ ଟଙ୍କା ଆୟ କରିଛି। ଏହାର ହିନ୍ଦୀ ଡବିଂରେ ଭାରତର ବଚ୍ଛା ବଚ୍ଛା ସିନେ ତାରକା ସ୍ୱର…

ଭାରତରେ ରିଲିଜ ହେବ ଓସ୍କାର ୨୦୨୫ ପାଇଁ ସର୍ଟଲିଷ୍ଟ ଫିଲ୍ମ ‘ସନ୍ତୋଷ’

ନୂଆଦିଲ୍ଲୀ: ଅମୀର ଖାନ ପ୍ରଡକ୍ସନ୍ ଫିଲ୍ମ 'ଲାପତା ଲେଡିଜ୍' ଓସ୍କାର ୨୦୨୫ ଦୌଡରୁ ବାଦ ପଡିଛି । ଅନ୍ୟପଟେ ୟୁକେର ହିନ୍ଦୀ ଚଳଚ୍ଚିତ୍ର 'ସନ୍ତୋଷ' ଓସ୍କାର ସର୍ଟଲିଷ୍ଟରେ ସ୍ଥାନ ପାଇଛି । ହିନ୍ଦି ଚଳଚ୍ଚିତ୍ର ହୋଇ ମଧ୍ୟ ଏହି ଚଳଚ୍ଚିତ୍ରଟି ଏପର୍ଯ୍ୟନ୍ତ ଭାରତରେ ରିଲିଜ୍ ହୋଇନାହିଁ। ତେବେ…

ଜାପାନରେ ରିଲିଜ ହେବ ପ୍ରଭାସଙ୍କ ଫିଲ୍ମ ‘କଲ୍କି ୨୮୯୮ ଏଡି’

ମୁମ୍ବାଇ: ଲୋକପ୍ରିୟ ନିର୍ଦ୍ଦେଶକ ନାଗ ଅଶ୍ୱିନ ଜାପାନୀ ପ୍ରଶଂସକଙ୍କ ଠାରୁ ପାଇଥିବା ପ୍ରେମରେ ବିଭୋର ହୋଇପଡିଛନ୍ତି । ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶି ବ୍ଲକବଷ୍ଟର 'କଲ୍କି-୨୮୯୮ ଏଡି' ଜାନୁୟାରୀ ୩, ୨୦୨୫ ରେ ଜାପାନରେ ଏହାର ଭବ୍ୟ ମୁକ୍ତିଲାଭ ପାଇଁ ପ୍ରସ୍ତୁତ ହୋଇଛି । ଏହି ଚଳଚ୍ଚିତ୍ରକୁ…

ଛାଡପତ୍ର ଚର୍ଚ୍ଚା ଭିତରେ ଏକାଠି ନଜର ଆସିଲେ ଏହି ଷ୍ଟାର ଦମ୍ପତି, ଭିଡିଓ ଭାଇରାଲ

ମୁମ୍ବାଇ: ଗତ କିଛି ଦିନ ଧରି ଅଭିନେତା ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ଛାଡପତ୍ରକୁ ନେଇ ଲାଗିରହିଥିବା ଚର୍ଚ୍ଚା ଭିତରେ ଏବେ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି l ଗତକାଲି ଝିଅ ଆରାଧ୍ୟଙ୍କର ବିଦ୍ୟାଳୟ ବାର୍ଷିକ ଉତ୍ସବରେ ଏକାଠି ନଜର ଆସିଥିଲେ ଏହି ଷ୍ଟାର ଦମ୍ପତି l ତାଙ୍କ ସହ ବିଗ ବି…

୧୫୦୦ କ୍ଳବରେ ଏଣ୍ଟ୍ରି କଲା ‘ପୁଷ୍ପା ୨’, ଭାଙ୍ଗି ପାରିବ କି ‘ବାହୁବଳୀ’ ୨ ରେକର୍ଡ

ମୁମ୍ବାଇ; ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା 'ପୁଷ୍ପା; ଦି ରାଇଜ୍' ବକ୍ସ ଅଫିସରେ ସୁପରହିଟ୍ ସାବ୍ୟସ୍ତ ହୋଇଥିଲା l ଏହାର ୩ ବର୍ଷ ପରେ ନିର୍ଦ୍ଦେଶକ ସୁକୁମାର ସମାନ ଦଳ ସହିତ 'ପୁଷ୍ପା: ଦି ରୁଲ୍' ଚଳଚ୍ଚିତ୍ରର ଦ୍ୱିତୀୟ ଭାଗ ମୁକ୍ତିଲାଭ କରିଥିଲେ l ଏହି ଫିଲ୍ମ ଡିସେମ୍ବର ୫ରେ ମୁକ୍ତିଲାଭ…

ବଲିଉଡରେ ଡେବ୍ୟୁ କରିବେ ଗୋବିନ୍ଦାଙ୍କ ପୁଅ ୟଶବର୍ଦ୍ଧନ

ମୁମ୍ବାଇ: ସୁପରଷ୍ଟାର ଗୋବିନ୍ଦାଙ୍କ ପୁଅ ୟଶବର୍ଦ୍ଧନ ଖୁବ ଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ସେ ନିର୍ଦ୍ଦେଶକ ସାଇ ରଂଜନଙ୍କ ଏକ ରୋମାଣ୍ଟିକ କାହାଣୀ ଆଧାରିତ ଚଳଚ୍ଚିତ୍ର ମାଧ୍ୟମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୟଶବର୍ଦ୍ଧନଙ୍କ ଆଗାମୀ…