Latest Odisha News

BREAKING NEWS

Browsing Category

ମନୋରଞ୍ଜନ

୪୯ ବର୍ଷରେ ପାଦ ଦେଲେ ଅଭିଷେକ ବଚ୍ଚନ, ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଲେ ବିଗ୍ ବି

ମୁମ୍ବାଇ: ବଲିଉଡ ଅଭିନେତା ତଥା ବିଗ୍ ବିଙ୍କ ପୁଅ ଅଭିଷେକ ବଚ୍ଚନ ଆଜି ତାଙ୍କର ୪୯ତମ ଜନ୍ମଦିନ ପାଳନ କରୁଛନ୍ତି । ଅଭିଷେକଙ୍କ ଜନ୍ମଦିନରେ, ମେଗାଷ୍ଟାର ଅମିତାଭ ବଚ୍ଚନ ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି । ବିଗ୍ ବି ଜୁନିଅର ବଚ୍ଚନଙ୍କ ଏକ ବିରଳ ଫଟୋ ସେୟାର କରି ତାଙ୍କୁ ଜନ୍ମଦିନର…

ଦେଶରେ ଆମିଷ ବନ୍ଦ କରିବାକୁ ଶତୃଘ୍ନ ସିହ୍ନାଙ୍କ ଦାବି

ମୁମ୍ବାଇ: ଟିଏମସି ସାଂସଦ ଶତ୍ରୁଘ୍ନ ସିହ୍ନା ୟୁନିଫର୍ମ ସିଭିଲ କୋଡ୍ (ୟୁସିସି)କୁ ପ୍ରଶଂସା କରିବା ସହ ସାରା ଦେଶରେ ଆମିଷ ଖାଦ୍ୟ ଖାଇବା ଉପରେ ପ୍ରତିବନ୍ଧକ ଲଗାଇବାକୁ ମଧ୍ୟ ଦାବି କରିଛନ୍ତି। ସେ କହିଛନ୍ତି ଯେ, ଦେଶରେ କେବଳ ଗୋମାଂସ ନୁହେଁ, ଆମିଷ ଖାଦ୍ୟ ଉପରେ ମଧ୍ୟ ପ୍ରତିବନ୍ଧକ…

ହଟିଲା ଦ୍ବନ୍ଦ୍ବ: ଅନେକ ବିବାଦ ପରେ ମଧ୍ୟ ରିଲିଜ ହେବ ଫିଲ୍ମ ‘ସନାତନୀ’

କଟକ: ହଟିଲା ଦ୍ବନ୍ଦ୍ବ । ରିଲିଜ ହେବ ଓଡ଼ିଆ ଫିଲ୍ମ 'ସନାତନୀ' । ଫିଲ୍ମ ରିଲିଜ୍ ଉପରେ ରୋକ୍ ଲଗାଇବାକୁ ଆବେଦନ ହୋଇଥିବା ବେଳେ ରୋକ୍ ଲଗାଇଲେନି ହାଇକୋର୍ଟ । କିନ୍ତୁ ଅପ୍ରୀତିକର ସ୍ଥିତି ସୃଷ୍ଟି ହେଲେ ସତର୍କ ରହିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ହାଇକୋର୍ଟ ।…

ଏକତାଙ୍କୁ ମିଳିଲା କି ନୂଆ ନାଗିନ୍, ଅଭିନେତ୍ରୀଙ୍କ ପୋଷ୍ଟକୁ ନେଇ ଚର୍ଚ୍ଚା

ମୁମ୍ବାଇ: ଟେଲିଭିଜନ ଦୁନିଆର ଯାଦୁକର ହେଲେ ଏକତା କପୁର। ଦର୍ଶକଙ୍କୁ କ’ଣ ଦେଖାଇବାକୁ ହେବ ସେ ବହୁତ ଭଲ ଭାବରେ ଜାଣନ୍ତି। ଟିଭିର 'କ୍ୱିନ୍' ଭାବରେ ପ୍ରସିଦ୍ଧ ଏକତା ‘ଶାସ୍ ବହୁ’ ଠାରୁ ନାଗ-ନାଗିନ୍ ପର୍ଯ୍ୟନ୍ତ ହିଟ୍ ସିରିଏଲ୍ ତିଆରି କରିଛନ୍ତି, ଯାହାକୁ ଲୋକମାନେ ବହୁତ ପସନ୍ଦ ମଧ୍ୟ…

ସମୟ ବଦଳିଛି ହେଲେ ସାଇ ପଲ୍ଲବୀ ବଦଳିନାହାଁନ୍ତି; ସେଥିପାଇଁ ‘ଅର୍ଜୁନ ରେଡ୍ଡୀ’ ହାତଛଡା ହେଲା

ଚେନ୍ନାଇ: ସନ୍ଦୀପ ରେଡ୍ଡୀ ବାଙ୍ଗା ୨୦୧୭ ମସିହାରେ 'ଅର୍ଜୁନ ରେଡ୍ଡୀ' ଫିଲ୍ମରୁ ନିର୍ଦ୍ଦେଶନାରେ ଡେବ୍ୟୁ କରିଥିଲେ। ଫିଲ୍ମଟି ସେହି ସମୟରେ ବ୍ଲକବଷ୍ଟର ହୋଇଥିଲା। ଏହି ଫିଲ୍ମରେ ବିଜୟ ଦେବରକୋଣ୍ଡା ଏବଂ ଶାଲିନୀ ପାଣ୍ଡେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ରବିବାର ସାଇ ପଲ୍ଲବୀ ଏବଂ ନାଗା…

୫ ମାସରେ ୩୫ କେଜି ଓଜନ କମାଇଲେ ସିଦ୍ଧୁ, ଜାଣନ୍ତୁ କେମିତି… 

ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ନିକଟରେ ସିଦ୍ଧୁ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରି ଓଜନ ହ୍ରାସ ବିଷୟରେ କହିଛନ୍ତି। ସୋସିଆଲ ମିଡିଆରେ ସେ କହିଛନ୍ତି ଯେ ସେ ୫ ମାସରୁ କମ୍ ସମୟ ମଧ୍ୟରେ…

ଓଡିଆ ଚଳଚ୍ଚିତ୍ର ଜଗତର ସୁନାମଧନ୍ୟ ଗୀତିକାର ସଂଗ୍ରାମ କେଶରୀ ମହାନ୍ତିଙ୍କ ପରଲୋକ

ବାରିପଦା: ଆଉ ନାହାନ୍ତି ଓଡିଆ ସିନେମା ଜଗତର ସୁନାମଧନ୍ୟ ଗୀତିକାର ସଂଗ୍ରାମ କେଶରୀ ମହାନ୍ତି । ଆଜି ସକାଳେ ମୟୂରଭଞ୍ଜ ଜିଲ୍ଲା ଭଞ୍ଜପୁର ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ଗୀତିକାର ସଂଗ୍ରାମ କେଶରୀ ମହାନ୍ତି ଥିଲେ…

‘କନ୍ନପ୍ପା’ରେ ପ୍ରଭାସଙ୍କ ରୁଦ୍ର ଅବତାର… 

ଚେନ୍ନାଇ: ରୁଦ୍ର ଅବତାରରେ ସାଉଥ ଅଭିନେତା ପ୍ରଭାସ। ଦର୍ଶକଙ୍କୁ ତାଙ୍କ ଲୁକ୍ ମଧ୍ଯ ଖୁବ୍ ପସନ୍ଦ ଆସିଛି। ଏନେଇ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ 'କନ୍ନପ୍ପା' ଫିଲ୍ମର ଏକ ଫଟୋ ସେୟାର କରିଛନ୍ତି ସେ। ଯେଉଁଥିରେ ସେ ରୁଦ୍ର ଭୂମିକାରେ ନଜର ଆସିଛନ୍ତି। ଏଥିରେ ତାଙ୍କର ଲୁକ୍ ବହୁତ ଭିନ୍ନ…

ଗ୍ରାମୀ ପୁରସ୍କାରରେ ବାଜି ମାରିଲେ ଭାରତୀୟ ବଂଶଦ୍ଭବ, ଅଭିନନ୍ଦନ ଜଣାଇଲେ ମୋଦୀ

ନୂଆଦିଲ୍ଲୀ: ୬୭ତମ ଗ୍ରାମୀ ପୁରସ୍କାର ସମାରୋହରେ ବାଜି ମାରିଲେ ଭାରତୀୟ ବଂଶଦ୍ଭବ । ସଙ୍ଗୀତ କ୍ଷେତ୍ରରେ ସବୁଠାରୁ ପ୍ରତିଷ୍ଠିତ ପୁରସ୍କାର ସମାରୋହ ଗ୍ରାମୀ ପୁରସ୍କାର ସମାରୋହରେ ଭାରତୀୟ ଆମେରିକୀୟ ସଙ୍ଗୀତଜ୍ଞ ତଥା ଉଦ୍ୟୋଗୀ ଚନ୍ଦ୍ରିକା ଟଣ୍ଡନ ତାଙ୍କ ଆଲବମ୍‌ ‘ତ୍ରିବେଣୀ’ ପାଇଁ ବେଷ୍ଟ ନ୍ୟୁ…

କାହିଁକି ଅଭିନେତା ଆଲୋକ ନାଥଙ୍କ ବିରୋଧରେ ରୁଜୁ ହେଲା ଏଫ୍‌ଆଇଆର୍‌?

ମୁମ୍ବାଇ: ୪୫ ଜଣ ନିବେଶକଙ୍କୁ ୯ କୋଟି ଟଙ୍କା ଠକିଥିବା ଅଭିଯୋଗରେ ଅଭିନେତା ଆଲୋକ ନାଥ ଏବଂ ଶ୍ରେୟସ ତଲପଡେଙ୍କ ବିରୋଧରେ ଏକ ଏଫଆଇଆର ରୁଜୁ ହୋଇଛି। ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌ ଅନ୍ତର୍ଗତ ଗୋମତି ନଗର ଥାନାରେ ରୁଜୁ ହୋଇଥିବା ଏଫଆଇଆରରେ ଏକ କ୍ରେଡିଟ୍ କୋଅପରେଟିଭ୍ ସୋସାଇଟିର…