Latest Odisha News

BREAKING NEWS

Browsing Category

ମନୋରଞ୍ଜନ

‘ଶକ୍ତିମାନ’ର ମୁକେଶ ଖାନ୍ନାଙ୍କୁ କାହିଁକି ଏଭଳି କହିଲେ ସୋନାକ୍ଷୀ

ମୁମ୍ବାଇ: 'ଶକ୍ତିମାନ' ସିରିଅଲର ଫେମ୍ ମୁକେଶ ଖାନ୍ନା ନିଜର ବୟାନ ପାଇଁ ବିବାଦ ଘେରରେ। ଏକ ପୁରୁଣା ଭିଡିଓରେ ସୋନାକ୍ଷୀ ସିହ୍ନାଙ୍କ ଲାଳନପାଳନ ଉପରେ ପ୍ରଶ୍ନ ଉଠାଇ ପୁଣି ବିବାଦ ଘେରକୁ ଆସିଯାଇ ଛନ୍ତି। ତେବେ କେବିସିର ଏକ ପୁରୁଣା ଏପିସୋଡରେ ସୋନାକ୍ଷୀ ପ୍ରଭୁ ହନୁମାନଙ୍କ ବିଷୟରେ…

ମାମଲା ଭିତରେ ଟ୍ଵିଷ୍ଟ, ପୋଲିସ କହୁଛି ଅଭିନେତାଙ୍କୁ ଥିଏଟର ଯିବାକୁ ମନା କରିଥିଲୁ…

ହାଇଦ୍ରାବାଦ; ଗୋଟେ ପଟେ ସାଉଥ ମେଗାଷ୍ଟାର ଅଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା ୨ ଗୋଟେ ପରେ ଗୋଟେ ରେକର୍ଡ ଭାଙ୍ଗି ବକ୍ସ ଅଫିସରେ ଇତିହାସ ରଚୁଥିବା ବେଳେ ସେପଟେ ଥମୁନି ଅଭିନେତାଙ୍କ ସମସ୍ୟା l ପୁଷ୍ପା ୨ ସ୍କ୍ରିନିଂ ସମୟରେ ସଂନ୍ଧ୍ୟା ଥିଏଟରରେ ଘଟିଥିବା ଦଳାଚକଟା ଘଟଣାରେ ଫସିଥିବା ଅଲୁ…

ଶାଶୁଙ୍କ ସହ ସାଇବାବାଙ୍କୁ ଦର୍ଶନ କଲେ ଅଭିନେତ୍ରୀ କ୍ୟାଟ୍

ମୁମ୍ବାଇ: ଶିରିଡ଼ିରେ ଅଭିନେତ୍ରୀ କ୍ୟାଟ୍ରିନା କୈଫ l ଗତକାଲି ଶାଶୁଙ୍କ ସହ ଶିରିଡ଼ି ଯାଇ ସାଇ ବାବାଙ୍କ ଦର୍ଶନ କରିଛନ୍ତି ଅଭିନେତ୍ରୀ l ବାବାଙ୍କ ଦର୍ଶନ ପରେ ସାଇ ବାବା ସଂସ୍ଥାନର ପ୍ରଶାସନିକ ଅଧିକାରୀ ପ୍ରଜ୍ଞା ମହାନ୍ଦୁଲେ-ସିନାରେଙ୍କୁ ଭେଟିଥିଲେ ଅଭିନେତ୍ରୀ l ସାଇବାବାଙ୍କୁ…

କମୁନି କ୍ରେଜ୍: ୧୨ ଦିନରେ ଡେଇଁଲା ୯୦୦ କୋଟି, ୧୫୦୦କୋଟି ମୁହାଁ ‘ପୁଷ୍ପା ୨’

ମୁମ୍ବାଇ: ଭାରତୀୟ ସିନେମା ଇତିହାସରେ ପୁଷ୍ପା-୨ ଏବେ ନୂଆ ରେକର୍ଡ ସୃଷ୍ଟି କରିଛି । ୧୨ ଦିନରେ ସାରା ଭାରତରେ ୯୦୦ କୋଟି ପାର୍ କରିଥିବା ବେଳେ ବିଶ୍ବରେ ଖୁବ୍ ଶିଘ୍ର ୧୫୦୦ କୋଟି ଛୁଇଁବାକୁ ଯାଉଛି । ଗତ ୧୨ ଦିନରେ ଏହା ବିଶ୍ବବ୍ୟାପୀ ୧୪୦୦ କୋଟି ରୋଜଗାର କରିସାରିଲାଣି । ତେବେ ଗତକାଲି…

ସଲମାନଙ୍କ ଜନ୍ମଦିନରେ ରିଲିଜ ହେବ ‘ସିକନ୍ଦର’ର ଟିଜର୍

ମୁମ୍ବାଇ: ଫ୍ୟାନ୍ସଙ୍କ ଅପେକ୍ଷାର ଘଟିଲା ଅନ୍ତ ସଲମାନଙ୍କ ଜନ୍ମଦିନରେ ରିଲିଜ ହେବ ‘ସିକନ୍ଦର’ ର ଟିଜର । ଏନେଇ ଆଜି ଫିଲ୍ମର ତାରିଖ ଘୋଷଣା କରିଛନ୍ତି ସାଜିଦ ନାଦିଆଦୱାଲା । ସଲମାନ ଖାନ ଷ୍ଟାରର୍ ଏହି ଅପକମିଙ୍ଗ୍ ମେଗା ପ୍ରୋଜେକ୍ଟ ଘୋଷଣା ହେବା ପରଠାରୁ ଚର୍ଚ୍ଚାରେ ରହିଛି । ସିକନ୍ଦରରେ…

ଭାରତରେ ଆଉ କନସର୍ଟ କରିବିନି; କାହିଁକି ଏଭଳି କହିଲେ ଦିଲଜିତ୍

ନୂଆଦିଲ୍ଲୀ: ଲୋକପ୍ରିୟ ଗାୟକ ତଥା ଅଭିନେତା ଦିଲଜିତ ଦୋସାଞ୍ଜ ଦିଲ-ଲୁମିନିଟି ସଂଗୀତ କନସର୍ଟ ପାଇଁ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଅଭିନେତା ଦିଲଜିତ ଦୋସାଞ୍ଜ ଚଣ୍ଡିଗଡ଼ରେ ଏକ କନ୍ସର୍ଟ କରିଥିଲେ। ଏହି କନ୍ସର୍ଟ ସମୟରେ ଗାୟକ ମୌଳିକ ଭିତ୍ତିଭୂମି ବିଷୟରେ ଆଲୋଚନା କରି କହିଛନ୍ତି ଯେ,…

ଏଟଲିଙ୍କ ଲୁକର ମଜାକ ଉଡାଇଲେ କପିଲ, ମୁହଁତୋଡ ଜବାବ ଦେଲେ ନିର୍ଦ୍ଦେଶକ

ମୁମ୍ବାଇ: ନିକଟରେ 'ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ସୋ’ରେ ବେବି ଜନର ଷ୍ଟାରକାଷ୍ଟଙ୍କୁ ଦେଖିବାକୁ ମିଳିଥିଲା। ଏହାର ଏପିସୋଡରେ କପିଲ ଶର୍ମା ଏଟଲିଙ୍କ ମଜାକ ଉଡାଇଥିଲେ, ଯାହାକୁ ନେଇ ଟ୍ରୋଲ ହୋଇଛନ୍ତି କପିଲ। କପିଲ ନିର୍ଦ୍ଦେଶକ-ନିର୍ମାତା ଏଟଲି କୁମାର ଏବଂ ଅର୍ଚ୍ଚନା ପୁରଣ ସିଂଙ୍କ ଲୁକକୁ…

ଖ୍ରୀଷ୍ଟିଆନ ରୀତିନୀତିରେ ବିବାହ କଲେ କୀର୍ତ୍ତି, ସେୟାର କଲେ ବିଶେଷ ମୁହୁର୍ତ୍ତର ଫଟୋ

ପାନାଜି: ଦକ୍ଷିଣ ଚଳଚ୍ଚିତ୍ର ଅଭିନେତ୍ରୀ କିର୍ତ୍ତୀ ସୁରେଶ ଡିସେମ୍ବର ୧୨ ତାରିଖରେ ଗୋଆରେ ପ୍ରେମିକା ଆଣ୍ଟୋନି ଥାଟିଲଙ୍କୁ ବିବାହ କରିଥିଲେ । ଏହି ବିବାହ ହିନ୍ଦୁ ରୀତିନୀତି ଅନୁଯାୟୀ କରାଯାଇଥିଲା । ବର୍ତ୍ତମାନ ତିନି ଦିନ ପରେ, ଏହି ଦମ୍ପତି ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ ବିବାହ…

‘ଶକ୍ତିମାନ’ ରାଇଟ୍ସ ଦେବି ନାହିଁ; କାହିଁକି ଏଭଳି କହିଲେ ମୁକେଶ ଖାନ୍ନା

ନୂଆଦିଲ୍ଲୀ: ଅଭିନେତା ମୁକେଶ ଖାନ୍ନା ପ୍ରାୟତଃ 'ଶକ୍ତିମାନ' ଶୋ' ପାଇଁ ଚର୍ଚ୍ଚାରେ ରହିଥାନ୍ତି। ତେବେ ସେ ଏହି ଭୂମିକା ପାଇଁ ଅଲ୍ଲୁ ଅର୍ଜୁନଙ୍କୁ ଶ୍ରେଷ୍ଠ ଅଭିନେତା ଭାବରେ ବର୍ଣ୍ଣନା କରିଛନ୍ତି। ସେ କହିଥିଲେ ଯେ ସେ 'ଶକ୍ତିମାନ'ର ଭୂମିକାରେ ଅଭିନୟ କରିପାରିବେ। ସେ କହିଛନ୍ତି ଯେ ସେ…