Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଆକ୍ସନ ସିନ୍ ସୁଟ୍ ବେଳେ ଆହତ ହେଲେ ଗୁରୁ ,ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ:ଗାୟକ ଗୁରୁ ରନ୍ଧାୱାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଗାମୀ ଚଳଚ୍ଚିତ୍ର ‘ଶୌନକି ସର୍ଦ୍ଦାର’ ର ସୁଟିଂ ସମୟରେ ଗୁରୁ ରାନ୍ଧୱା ଆହତ ହୋଇଥିଲେ। ଖବର ମୁତାବକ, ଏକ ଆକ୍ସନ୍ ସିନ୍ ପାଇଁ ସୁଟିଂ କରୁଥିଲାବେଳେ ଏହି ଦୁର୍ଘଟଣା ଘଟିଥିଲା ​​। ତେବେ ଖୋଦ୍ ନିଜେ ଗୁରୁ ରନ୍ଧାୱା…

ଓଡ଼ିଆ ଫିଲ୍ମ ‘ଶିମଲୀ’ର ଟ୍ରେଲର ଓ ଅଡ଼ିଓ ରିଲିଜ

ଭୁବନେଶ୍ବର: ଏମ କେ.ଆର୍ ପ୍ରଡକସନ୍ସ ବ୍ୟାନରରେ ନିର୍ମିତ ଓଡ଼ିଆ ଫିଲ୍ମ ‘ଶିମଲୀ’ ଆସନ୍ତା ମାର୍ଚ୍ଚ ୧୪ରେ ମୁକ୍ତିଲାଭ କରିବାକୁ ଥିବାବେଳେ, ଆଜି ଏହାର ଟ୍ରେଲର ଓ ଅଡିଓ ରିଲିଜ ହୋଇଛି । ଫିଲ୍ମର ମୁଖ୍ୟ ଚରିତ୍ରରେ ନଜର ଆସିବେ ଅଭିନେତ୍ରୀ ସୂର୍ଯ୍ୟମୟୀ ଓ ଲିପିକା ସେନାପତି, ମନୋଜ ରାଉତ, ଅନୁପ…

ପୁଣି ଥରେ ରଫତାର, ବାଦଶାହାଙ୍କୁ କଟାକ୍ଷ କଲେ ହନି ସିଂହ: କହିଲେ, ‘ଆଉ କେବେ ଫେରିବ’

ମୁମ୍ବାଇ: ପୁଣି ଥରେ ବାଦଶାହ ଓ ରଫତାରଙ୍କୁ କଟାକ୍ଷ କଲେ ହନି ସିଂ । ରାପର ତଥା ସିଙ୍ଗର ହନି ସିଂ, ତାଙ୍କ ସାଥୀ କଳାକାର ବାଦଶାହ ଏବଂ ରଫତାରଙ୍କ ଉପରେ କଡା ଆକ୍ରମଣ କରିଥିଲେ । ଏନେଇ ହନି ସିଂ, ସେମାନଙ୍କୁ ଟାର୍ଗେଟ କରି କହିଥିଲେ କି, ଲୋକଙ୍କୁ ଲାଗୁଥିଲା, ମୁଁ ଆଉ ଫେରିବି ନାହିଁ ।…

ହିନ୍ଦୁ ପର୍ବକୁ ନେଇ ଫରାହଙ୍କ ମନ୍ତବ୍ୟ, ମାମଲା ରୁଜୁ

ମୁମ୍ବାଇ: ବଲିଉଡ୍ ଫିଲ୍ମ ନିର୍ମାତା ତଥା କୋରିଓଗ୍ରାଫର ଫରାହ ଖାନଙ୍କ ବିରୋଧରେ ହିନ୍ଦୁସ୍ତାନୀ ଭାଉ ନାମରେ ଜଣାଶୁଣା ବିକାଶ ପାଠକ ମାମଲା ରୁଜୁ କରିଛନ୍ତି। ଫରାହ ଖାନ ହିନ୍ଦୁମାନଙ୍କ ପବିତ୍ର ପର୍ବ ହୋଲି ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ତାଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଛି। ରିପୋର୍ଟ…

କାହିଁକି ନିଜ ନାମ ବଦଳାଇଥିଲେ ପଙ୍କଜ୍ ତ୍ରିପାଠୀ, ଅଭିନେତା କଲେ ବଡ଼ ଖୁଲାସା

ମୁମ୍ବାଇ: ପଙ୍କଜ ତ୍ରିପାଠୀ ବଲିଉଡକୁ ଅନେକ ସୁପରହିଟ୍ ଫିଲ୍ମ ଦେଇଛନ୍ତି। କିନ୍ତୁ ବହୁତ କମ୍ ଲୋକ ଜାଣିଥିବେ ଯେ 'ପଙ୍କଜ ତ୍ରିପାଠୀ'ଙ୍କ ପ୍ରକୃତ ନାମ 'ପଙ୍କଜ ତିୱାରୀ'। ସେ ନିଜର ଭାଗ୍ୟ ବଦଳାଇବା ପାଇଁ ନିଜର ଉପନାମ ପରିବର୍ତ୍ତନ କରିଥିଲେ। ବିହାରର ଗୋପାଳଗଞ୍ଜରୁ ଆସିଥିବା ପଙ୍କଜଙ୍କୁ…

ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡ଼ ଅଭିନେତ୍ରୀ ନର୍ଗିସ୍ ଫାଖରୀ !

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡ୍ ଅଭିନେତ୍ରୀ ନର୍ଗିସ୍ ଫଖରୀ। ଲସ୍ ଆଞ୍ଜେଲସ୍‌ରେ ଏକ ବ୍ୟକ୍ତିଗତ ଉତ୍ସବରେ ତାଙ୍କର ଦୀର୍ଘକାଳୀନ ସାଥୀ ଟୋନି ବେଗ୍‌ଙ୍କୁ ବିବାହ କରିଥିବା ଜଣାପଡ଼ିଛି। ଏହି ବିବାହରେ କେବଳ ନିକଟତର ପରିବାର ଏବଂ ବନ୍ଧୁମାନେ ଯୋଗ ଦେଇଥିଲେ। ଏହା ଡେଷ୍ଟିନେସନ…

ପୁଣି ବିବାଦରେ କଣ୍ଠଶିଳ୍ପୀ ଉଦିତ୍‌ ନାରାୟଣ: ସ୍ତ୍ରୀ କହିଲେ, ସ୍ବାମୀଙ୍କ ପାଖରେ ରହିବାକୁ ମିଳୁନି ଅନୁମତି

ମୁମ୍ବାଇ: ପୁଣି ବିବାଦରେ ବଲିଉଡ୍‌ର ପ୍ରଖ୍ୟାତ କଣ୍ଠଶିଳ୍ପୀ ଉଦିତ୍‌ ନାରାୟଣ। ସ୍ତ୍ରୀ ଆଣିଥିବା ଅଭିଯୋଗ ଲାଗି ତାଙ୍କୁ ଫ୍ୟାମିଲି କୋର୍ଟରେ ହାଜର ହେବାକୁ ପଡ଼ିଛି। କିନ୍ତୁ କାହିଁକି ସେ ଅଭିଯୋଗ ଆଣିଲେ ତାହାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ଶୁକ୍ରବାର ଦିନ ପ୍ରସିଦ୍ଧ…

ଖୁବଶୀଘ୍ର ମଞ୍ଚସ୍ଥ ହେବ ନାଟକ ‘କାଞ୍ଚି ବିଜୟ କଥା’

ଭୁବନେଶ୍ୱର: ଓଡ଼ିଶାର ପ୍ରମୁଖ ପ୍ରଡକ୍ସନ୍ ହାଉସ୍, ଅକ୍ଷୟ ପରିଜା ପ୍ରଡକ୍ସନ୍ ପକ୍ଷରୁ ଜୁନ ମାସ ୧୯ ଓ ୨୦ ତାରିଖରେ ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପରେ ମହାନ ନାଟକ 'କାଞ୍ଚି ବିଜୟ କଥା' ମଞ୍ଚସ୍ଥ ହେବାକୁ ଯାଉଛି। ଏହି ମନମୋହକ କାହାଣୀ ପୁରୀ ଗଜପତି ମହାରାଜ ଏବଂ କାଞ୍ଚିର ରାଜକୁମାରୀଙ୍କ…

ଗାଙ୍ଗୁଲିଙ୍କ ବାୟୋପିକ୍: ମୁଖ୍ୟ ଭୂମିକା ପାଇଁ ଏହି ଅଭିନେତାଙ୍କୁ ଅଫର୍, ସ୍ପଷ୍ଟ କଲେ ଦାଦା

ମୁମ୍ବଇ: ଭାରତୀୟ କ୍ରିକେଟ ଦଳର ସର୍ବଶ୍ରେଷ୍ଠ ଅଧିନାୟକମାନଙ୍କ ମଧ୍ୟରୁ ଅନ୍ୟତମ ସୌରଭ ଗାଙ୍ଗୁଲି। ଦାଦା’ ନାମରେ ପରିଚିତ ଏହି ଭାରତୀୟ କ୍ରିକେଟରଙ୍କ ରେକର୍ଡ଼ ବିଷୟରେ ସମସ୍ତେ ଅବଗତ। ଏବେ ତାଙ୍କ ବାୟୋପିକ୍‌କୁ ନେଇ ଚର୍ଚ୍ଚା ଜୋର ଧରିଛି। ଗାଙ୍ଗୁଲିଙ୍କ ଜୀବନ କାହାଣୀ ଉପରେ ଚଳଚ୍ଚିତ୍ର…

ଟ୍ରେଣ୍ଡରେ ଫିଲ୍ମ ରି-ରିଲିଜ, ଦର୍ଶକଙ୍କ ଆଖି ଭିଜାଇବ ଜୋୟା ଏବଂ କୁନ୍ଦନଙ୍କ ପ୍ରେମ କାହାଣୀ

ମୁମ୍ବାଇ: ଏବେ ପ୍ରେକ୍ଷାଳୟରେ ଫିଲ୍ମ ରି-ରିଲଜର ଟ୍ରେଣ୍ଡ ଆରମ୍ଭ ହୋଇଛି। ଦୀର୍ଘ ୯ ବର୍ଷ ପୂର୍ବେ ମୁକ୍ତିଲାଭ କରିଥିବା ‘ସନମ୍ ତେରୀ କସମ୍’ର ରି-ରିଲିଜ ପରେ ଏବେ ଫିଲ୍ମଟି ବକ୍ସ ଅଫିସରେ ଧମାଲ ମଚାଉଛି। ହର୍ଷବର୍ଦ୍ଧନ ରାଣେ ଓ ମାୱରା ହୁସେନଙ୍କ ରୋମାଣ୍ଟିକ ଡ୍ରାମା ‘ସନମ୍ ତେରୀ କସମ୍’…