Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ଅସୁରକ୍ଷିତ ରାଜଧାନୀ; ଦିଲ୍ଲୀପ ତିର୍କୀଙ୍କ ମୋବାଇଲ ଚୋରି କରିନେଲେ ଲୁଟେରା

ଭୁବନେଶ୍ୱର: ଦିନକୁ ଦିନ ଅସୁରକ୍ଷିତ ହୋଇପଡୁଛି ରାଜଧାନୀ । ସେ ଦିନ ଦ୍ବପ୍ରହର ହେଉ କି ରାତି ଅଧ ସବୁ ସମୟରେ ଏବେ ଚାଲିଛି ଲୁଟେରାଙ୍କ ରାଜ୍ । ଏବେ ଲୁଟେରାଙ୍କ କବଜାରେ ପଡିଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ତଥା ଭାରତୀୟ ହକି ଖେଳାଳୀ ଦିଲ୍ଲୀପ ତିର୍କୀ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମର…

ସୋଆର ‘ମାର୍ଗଶିରର ମହକ’ କାର୍ଯ୍ୟକ୍ରମ: ‘ମାର୍ଗଶିରର ମହକ ସମ୍ମାନ’ ରେ ସମ୍ମାନିତ ହେଲେ…

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ(ସୋଆ) ପରିଚାଳିତ ଫ୍ୟାକଲ୍ଟି ଅଫ ଏଗ୍ରିକଲଚରାଲ ସାଇନସେସ୍ (ଆଇଏଏସ୍) ସାମାଜିକ ଓ ସାଂସ୍କୃତିକ ଶାଖା ‘ କି୍ରଏଟିଭୋ’ ପକ୍ଷରୁ ଆୟୋଜିତ  ‘ମାର୍ଗଶିରର ମହକ’ର ଦ୍ୱିତୀୟ ଭାଗ ଗୁରୁବାର ଉଦଯାପିତ ହୋଇଛି। ଏହି ଅବସରରେ ଓଡ଼ିଶାର ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ଦାଶ…

ଭୂମିହୀନଙ୍କ ପାଇଁ ବଡ ଘୋଷଣା, ସରକାର ଦେବେ ୪ ଡେସିମିଲି ଜମି

ଭୁବନେଶ୍ବର: ଭୂମିହୀନଙ୍କୁ ମିଳିବ ଜମି। ଘର କରିବାକୁ ସେମାନଙ୍କୁ ରାଜ୍ୟସରକାର ଯୋଗାଇବେ ୪ ଡେସିମିଲ ଜମି। ଏନେଇ ଗୁରୁତ୍ବପୂର୍ଣ୍ଣ ସୂଚନ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।  ସେ କହିଛନ୍ତି, ଲ୍ୟାଣ୍ଡ ସେଟଲମେଣ୍ଟ ୧୯୬୨ ଅନୁଯାୟୀ ବସୁନ୍ଧରା ଯୋଜନାରେ ଭୂମିହୀନଙ୍କୁ ୪ ଡେସିମିଲ ଜମି…

ରାଜ୍ୟ ସଭା ଉପନିର୍ବାଚନ: ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ସୁଜିତ୍‌ କୁମାର

ଭୁବନେଶ୍ୱର : ରାଜ୍ୟ ସଭା ଉପନିର୍ବାଚନରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ସୁଜିତ କୁମାର। ଏକମାତ୍ର ପ୍ରାର୍ଥୀ ଭାବେ ବିଜେପିରୁ ନାମାଙ୍କନପତ୍ର ଭରିଥିଲେ ସୁଜିତ୍‌। ନିର୍ବାଚନ ଜିତିବା ପରେ ସୁଜିତ୍‌ କହିଛନ୍ତି, ନେତା ବିଜେଡିରୁ ମୁହଁ ଫେରାଇବା ଆରମ୍ଭ କଲେଣି। କଳାହାଣ୍ଡିର ୮୦%…

ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ମିଳିବ ଉତ୍ତମ ସ୍ଵାସ୍ଥ୍ୟସେବା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସ୍ବାସ୍ଥ୍ୟ ଓ ଉଚ୍ଚ ଶିକ୍ଷା ବିଭାଗର ନବନିଯୁକ୍ତମାନଙ୍କୁ ଆଜି ଲୋକସେବା ଭବନରେ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ୮୫ ହୋମିଓପାଥିକ ମେଡିକାଲ ଅଫିସର, ୨୩୯ ରେଡିଓଗ୍ରାଫର ଓ ୫୨ ଜଣ…

‘ଦଲାଲ ମାନଙ୍କ ଉପରେ ରହିବ ତୀକ୍ଷ୍ଣ ନଜର’

ଭୁବନେଶ୍ୱର: ଆଜି ନୂଆ ସରକାର ଗଠନର ଛଅ ମାସ ପୂରଣ ହୋଇଛି । ଏହି ଅବସରରେ ଆଜି ରାଜ୍ୟର ଏକ ପ୍ରମୁଖ କାର୍ଯ୍ୟକ୍ରମ-୮୦୦ ଟଙ୍କା ଇନପୁଟ୍‌ ସହାୟତାରେ ଧାନ ସଂଗ୍ରହ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନରେ ଧାନ ସଂଗ୍ରହ ବ୍ୟବସ୍ଥାର ସମୀକ୍ଷା କରି…

ଆଇଏପିଏମ୍‌ର ବାର୍ଷିକ ସମ୍ମିଳନୀ: ସମ୍ ହସ୍ପିଟାଲ୍ କ୍ୟାମ୍ପସ ୧ ଏବଂ ୨ରେ ଆୟୋଜିତ ହେଲା କର୍ମଶାଳା

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଭୁବନେଶ୍ୱର ପକ୍ଷରୁ ବୁଧବାର ୩ଟି ପ୍ରାକ୍‌-ସମ୍ମଳିନୀ କର୍ମଶାଳା ଆୟୋଜିତ ହୋଇଛି। ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ପାଥୋଲୋଜିଷ୍ଟସ ଆଣ୍ଡ ମାଇକ୍ରୋବାୟୋଲୋଜିଷ୍ଟସ…

ରାତି ଓ ଭୋର ଦୁର୍ଘଟଣା ହ୍ରାସ ପାଇଁ ଏସଟିଏର ମାଗଣା ଚା’ ବଣ୍ଟନ

ଭୁବନେଶ୍ୱର/କଟକ: ଦୁର୍ଘଟଣା ହ୍ରାସ ପାଇଁ ନୂଆ ପଦକ୍ଷେପ ନେଉଛି ରାଜ୍ୟ ପରିବହନ ପ୍ରାଧିକରଣ (ଏସଟିଏ)।  ଶୀତ ଋତୁରେ ବିଳମ୍ବିତ ରାତି ଓ ଭୋରରେ ଘଟୁଥିବା ଦୁର୍ଘଟଣା ହ୍ରାସ କରିବାକୁ ମାଗଣା ଚା ବାଣ୍ଟୁଛି ବିଭାଗ। ଚାଳକଙ୍କୁ ସତେଜ ଓ ସଚେତନ ରଖିବାକୁ ଜାତୀୟ ରାଜପଥ କଡ଼ରେ ମାଗଣା ଚା' ବଣ୍ଟନ…

ଓଡିଶାରେ ୨୭ଟି ଉତ୍ପାଦ ଓ ସାମଗ୍ରୀକୁ ମିଳିଛି ଜିଆଇ ମାନ୍ୟତା: ମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶାର କେଉଁ କେଉଁ ଜିଲ୍ଲାର କେଉଁ ଉତ୍ପାଦିତ ସାମଗ୍ରୀକୁ ଭୌଗଳିକ ସୂଚକାଙ୍କ ମାନ୍ୟତା ମିଳିଛି ଏନେଇ ବୁଧବାର ପ୍ରଶ୍ନ କରିଛନ୍ତି ତାରା ପ୍ରସାଦ ବାହିନୀପତି । ତାଙ୍କ ପ୍ରଶ୍ନରେ ଜବାବ ରଖି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟେଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ଯେ,…

ଆସିକା ବିଧାୟକଙ୍କ ଦାବି, କାହିଁକି ବଢୁନି ଆସ୍କା-୪୦ର ଦର?

ଭୁବନେଶ୍ୱର: ବୁଧବାର ବିଧାନସଭାରେ ଆସ୍କା-୪୦ର ଦର ବୃଦ୍ଧି ଦାବି କରିଛନ୍ତି ବିଧାୟକ ସରୋଜ ପାଢ଼ୀ । ବର୍ତ୍ତମାନ ପ୍ରତ୍ୟେକ ଜିନିଷର ବଜାର ଦର ଅହେତୁକ ଭାବେ ବୃଦ୍ଧି ପାଉଛି । ଆସିକା ଚିନି କଳ କ୍ଷତି ସହୁଥିଲେ ସୁଦ୍ଧା ୫ ବର୍ଷ ହେବ କାହିଁକି ଆସ୍କା-୪୦ର ମୂଲ୍ୟ ବୃଦ୍ଧି ହେଉନାହିଁ ବୋଲି…