Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ: ସୋମବାର ଯାଏ ଗୃହ ମୁଲତବି

ଭୁବନେଶ୍ବର: ବିଧାନସଭା ଶୀତକାଳନୀ ଅଧିବେଶନରେ ଶନିବାର ଅପରାହ୍ନରେ ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଛି। ରିପୋର୍ଟ ଉପସ୍ଥାପନ ସମୟରେ ଆରମ୍ଭ ହୋଇଥିଲା ହଟ୍ଟଗୋଳ। କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ କରିଥିଲେ। କଂ‌ଗ୍ରେସ ବିଧାୟକମାନେ ଅଦାନୀ ପ୍ରସଙ୍ଗରେ ପୋଷ୍ଟର ଦେଖାଇ ପ୍ରଦର୍ଶନ କରିଥିଲେ।…

ମନିଷାରାଣୀ ଓ ସୁବାସିନୀଙ୍କୁ ମିଳିଲା ବିଜୟଲକ୍ଷ୍ମୀ ସ୍ମୃତି ପୁରସ୍କାର

ଭୁବନେଶ୍ୱର: ରାଜ୍ୟର ବିଶିଷ୍ଟ ଗଣିତ ଏବଂ ବିଜ୍ଞାନ ଶିକ୍ଷୟତ୍ରୀ ପରଲୋକାଗତ ବିଜୟଲକ୍ଷ୍ମୀ ମହାପାତ୍ରଙ୍କ ସ୍ମୃତିରେ ତାଙ୍କ ପୁଅ ବରିଷ୍ଠ କ୍ରୀଡା ସାମ୍ୱାଦିକ ସମ୍ବିତ ମହାପାତ୍ରଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା ସ୍ମୃତି ପୁରସ୍କାର ଶନିବାର ଦିନ ୟୁନିଟ୍ -୧ ବାଳିକା ବିଦ୍ୟାଳୟ ପରିସରରେ ଆୟୋଜିତ…

ବାଙ୍ଗିରିପୋଷିକୁ ରାଷ୍ଟ୍ରପତିଙ୍କ ଭେଟି, ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

ବାରିପଦା: ମୟୂରଭଞ୍ଜ ବାଙ୍ଗିରିପୋଷିରେ ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ l ବାଙ୍ଗିରିପୋଷି-ଗୋରୁମହିଷାଣି, ବୁଡ଼ାମରା-ନ୍ୟୁ ଜାମଶୋଳା ଓ ବାଦାମପାହାଡ଼-କେନ୍ଦୁଝରଗଡ଼ ରେଳ ଲାଇନର ଭିତ୍ତିପ୍ରସ୍ତର ସ୍ଥାପନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ l…

ଡିସେମ୍ବର ୮ରେ ସୋଆରେ ଅନୁଷ୍ଠିତ ହେବ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଜାତୀୟ ସମ୍ମିଳନୀ

ଭୁବନେଶ୍ୱର : ଆସନ୍ତା ୮ ତାରିଖରେ ସୋଆରେ ଅନୁଷ୍ଠିତ ହେବ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଜାତୀୟ ସମ୍ମିଳନୀ। ଏହି ଏକ ଦିବସୀୟ ଜାତୀୟ ସମ୍ମିଳନୀରେ ବିଶେଷଜ୍ଞ, ପରିବେଶବିତ୍‌, ବ୍ୟବସାୟ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତି ବିଶେଷ ଏବଂ ସମାଜସେବୀମାନେ ଜଳବାୟୁ ପରିବର୍ତ୍ତନ ଓ ଏହାର ଭବିଷ୍ୟତ…

ସାଙ୍କେତିକ ଭାଷା ହେବ ସୁଦୃଢ, ପିଏମ ଇ-ବିଦ୍ୟା ଡିଟିଏଚ ଚ୍ୟାନେଲ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ବଧିର ପିଲାଙ୍କ ଦକ୍ଷତା ପ୍ରଶିକ୍ଷଣ, ମାନସିକ ସ୍ୱାସ୍ଥ୍ୟ, ଶ୍ରେଣୀ ଭିତ୍ତିକ ପାଠ୍ୟଖସଡା ତଥା ଯୋଗାଯୋଗ ଦକ୍ଷତା କ୍ଷେତ୍ରରେ ହେବେ ସୁଦୃଢ। ଏହି ଲକ୍ଷ୍ୟରେ ଶୁକ୍ରବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ ଠାରେ ଭାରତୀୟ ସାଙ୍କେତିକ ଭାଷା(ଆଇଏସଏଲ) ପାଇଁ…

ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍: ଗଫଲତି କଲେ କୋଟିଏ ଜରିମାନା

ଭୁବନେଶ୍ଵର: ରାଜ୍ୟ ପରୀକ୍ଷା ବ୍ୟବସ୍ଥାକୁ ନେଇ କଠୋର ହୋଇଛନ୍ତି ରାଜୟ ସରକାର। ପରୀକ୍ଷାରେ ଗଫଲତି ରୋକିବାକୁ ଆଣିଛନ୍ତି ନୂଆ ବିଲ୍। ଆଜି ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍-୨୦୨୪ ବିଧାନସଭାରେ ପାରିତ ହୋଇଛି। ନୂଆ ବିଲ୍‌ରେ ପରୀକ୍ଷାରେ ହେରଫେର କରୁଥିବା ବ୍ୟକ୍ତି ବିଶେଷ ଅବା ସରକାରୀ…

ଦ୍ଵିତୀୟ-ଅଷ୍ଟମ ପର୍ଯ୍ୟନ୍ତ ଖାଲିଥିବା ଆରଟିଇ ୨୫% ମାଗଣା ସିଟରେ ନାମଲେଖା ପାଇଁ ଦାବି

ଭୁବନେଶ୍ୱର: ଶିକ୍ଷା ଅଧିକାର ଆଇନ (ଆରଟିଇ) ଅନୁଯାୟୀ ଆର୍ଥିକ ଅନଗ୍ରସର ଶ୍ରେଣୀର ପିଲାଙ୍କୁ ମଧ୍ୟ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ବେସରକାରୀ ବା ପ୍ରାଇଭେଟ ସ୍କୁଲରେ ବ୍ୟବସ୍ଥା ରହିଛି। ଏହି ଅନୁସାରେ ରାଜ୍ୟରେ 'ପାରଦର୍ଶି ପୋର୍ଟାଲ' ମାଧ୍ୟମରେ ପ୍ରଥମ ଶ୍ରେଣୀ ଓ ପୂର୍ବ ପ୍ରାଥମିକ…

ଓଡ଼ିଶାରେ ଖୋଲିବ ୮ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ

ଭୁବନେଶ୍ୱର: ଶିକ୍ଷା କ୍ଷେତ୍ରରେ ହେବ ଉନ୍ନତି। ରାଜ୍ୟରେ ସ୍ଥାପନ ହେବ ୮ କେନ୍ଦ୍ରୀୟ ବିଦ୍ୟାଳୟ। ଏନେଇ ବଡ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ…

ପୂର୍ବ ସରକାରଙ୍କ ସମୟରେ ୨୫ରୁ ୩୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା ଏଏସଓ ଚାକିରି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ ୨୦୨୪କୁ ବିଚାରକୁ ନେବା ଉଦ୍ଦେଶ୍ୟରେ ଗୃହରେ ଆଗତ କରି ପୂର୍ବ ସରକାର ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟର ଭବିଷ୍ୟତଙ୍କ ସହ ପୂର୍ବ ସରକାର ଛଳନା ଓ ପ୍ରତାରଣା କରୁଥିଲେ। ପୂର୍ବ ସରକାରର ଲିଗାସିକୁ ଭାଙ୍ଗିବାକୁ ପଡ଼ିବ।…

‘ଜୟନ୍ତୀ ରୋହି’ ଚାଷ କରି ପାଆନ୍ତୁ ଲାଭ

ଭୁବନେଶ୍ବର: ମାଛ ଚାଷ ସଠିକ୍ ଭାବରେ ପରିଚାଳନା କଲେ ଭଲ ଲାଭ ମିଳିଥାଏ । ସେଥିମଧ୍ୟରୁ ‘ଜୟନ୍ତୀ ରୋହି’କିସମର ମାଛକୁ ଚାଷ କଲେ କମ୍ ଦିନରେ ଅଧିକ ଉତ୍ପାଦନ ମିଳିଥାଏ । ଯାହା ଲାଭଦାୟକ । 'ଜୟନ୍ତୀ ରୋହି' ହେଉଛି ଅଧିକ ବଢିପାରୁଥିବା ଅନୁବାଂଶିକ ବିକଶିତ ରୋହି ମାଛ । ଏହା ସାଧାରଣ ରୋହି…