Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ଓୟୁଏଟିରେ ବ୍ୟାପୁଛି ଜଣ୍ଡିସ୍, କର୍ତ୍ତୃପକ୍ଷଙ୍କୁ କଡା ତାଗିଦ କଲେ ଏଡିୟୁପିଏଚଓ ଡାକ୍ତର ନୀଳମଣି ସେନାପତି

ଭୁବନେଶ୍ଵର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟରେ ବ୍ୟାପିଲାଣି ଜଣ୍ଡିସ। ଏକାଧିକ ଛାତ୍ରଛାତ୍ରୀ ଜଣ୍ଡିସରେ ଆକ୍ରାନ୍ତ ହୋଇଛନ୍ତି। କିଛି ଛାତ୍ରଛାତ୍ରୀ ଔଷଧ ଖାଇ ଭଲ ହୋଇଥିବା ବେଳେ ଆଉ କିଛି ଘରେ ରହି ଚିକିତ୍ସିତ ହେଉଛନ୍ତି। ଅନ୍ୟପକ୍ଷରେ ଓୟୁଏଟିର କର୍ମଚାରୀ ପିଇବା ପାଣି ଓ ଖାଦ୍ୟ ଦୋଷ…

ପଞ୍ଚୁକରେ ପରିବା ଦର ଆକାଶ ଛୁଆଁ

ଭୁବନେଶ୍ବର: କାର୍ତ୍ତିକ ମାସ ଓ ପଞ୍ଚୁକ ପାଇଁ ଏବେ ଆକାଶ ଛୁଆଁ ହୋଇଛି ପରିବା ଦର । ବଜାରକୁ ୧୦୦୦ ଟଙ୍କା ନେଇକି ଗଲେ ବି ବ୍ୟାଗ୍ ଟିଏ ପରିବା ହେଉନି । ଯେଉଁ ପରିବାକୁ ଛୁଇଁଲେ ନିଆଁ ପରି ଦର କରୁଛନ୍ତି ଦୋକାନୀ ଫଳରେ ଇଚ୍ଛା ଥିଲେ ବି ମୁହଁ ଫେରେଇ ଆଣୁଛନ୍ତି ଗ୍ରାହକ । ବର୍ତ୍ତମାନ ଶୀତ…

ରାଜଧାନୀରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର: ପୁଣି ଅସୁରକ୍ଷିତ ହୋଇପଡିଛି ରାଜଧାନୀ । ରାତି ଅଧରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୁତ୍ତ । ଛୁରୀ ଓ ସର୍ଜିକାଲ ବ୍ଲେଡ଼ରେ କଲେ ମରଣାନ୍ତକ ଆକ୍ରମଣ । ଏଭଳି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ବରର ବଡଗଡ଼ ଅଞ୍ଚଳରେ । ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ହେଲେ ବଡଗଡ଼ ଗାଁର…

ଭରତପୁର ଥାନା ମାମଲା: ଆସିଲା ସାଇଣ୍ଟିଫିକ୍ ରିପୋର୍ଟ

ଭୁବନେଶ୍ଵର: ଭରତପୁର ଥାନାରେ ପୋଲିସ ଓ ମେଜର ବିବାଦ ମାମଲା । ଆସିଲା ନିଲମ୍ବିତ ୫ ପୋଲିସ ଅଧିକାରୀଙ୍କ ସାଇଣ୍ଟିଫିକ୍ ରିପୋର୍ଟ । କ୍ରାଇମବ୍ରାଞ୍ଚ ହାତରେ ହସ୍ତଗତ ହୋଇଛି ଗୁଜରାଟ ଡିଏଫଏସଏଲର ରିପୋର୍ଟ । ପୂର୍ବତନ ଆଇଆଇସି ଦୀନକୃଷ୍ଣଙ୍କ ବି ଟେଷ୍ଟ ରିପୋର୍ଟ ଆସିଛି । ପଲିଗ୍ରାଫ ଟେଷ୍ଟ…

ଆଗାମୀ ୨୪ ଘଣ୍ଟାରେ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା, ୧୫ରୁ ବଢିବ ଶୀତ

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ରହିଥିବା ଘୂର୍ଣ୍ଣିବଳୟ କାରଣରୁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି । ପଶ୍ଚିମଦିଗକୁ ଗତି କରି ତାମିଲନାଡୁ ଓ ଶ୍ରୀଲଙ୍କା ଉପକୂଳ ଆଡେ ଗତି କରିବ ବୋଲି ଆଶଙ୍କା କରିଛି ଭାରତୀୟ ପାଣିପାଗ ବିଭାଗ । ଏହାର…

ଅତ୍ୟାବଶକୀୟ ଜିନିଷର ଦର ବୃଦ୍ଧି ହ୍ରାସ ପାଇଁ ପଦକ୍ଷେପ ନିଅନ୍ତୁ ସରକାର : ବିଜେଡି

ଭୁବନେଶ୍ୱର: ରାଜ୍ୟରେ ଅତ୍ୟାବଶକୀୟ ଜିନିଷର ଦର ଅହେତୁକ ବୃଦ୍ଧି ପାଇଛି। ରାଜ୍ୟବାସୀ ହନ୍ତସନ୍ତ ହେଉଥିବା ବେଳେ ରାଜ୍ୟ ସରକାର ସାଜିଛନ୍ତି ନିଦାବିଷ୍ଣୁ ପାଲଟିଥିବା ବିଜେଡ଼ି  ମୁଖପାତ୍ର ଲେନିନ ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି। ଅହେତୁକ ଦର ବୃଦ୍ଧିରୁ ରାଜ୍ୟବାସୀଙ୍କୁ…

୩ ପୋଲିସ ଇନ୍ସପେକ୍ଟରଙ୍କୁ ମିଳିବ କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦକ, ଶୁଭେଚ୍ଛା ଜଣାଇଲେ ଡିଜିପି

ଭୁବନେଶ୍ବର : ଘୋଷଣା ହେଲା କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦକ ପୁରସ୍କାର। ରାଜ୍ୟର ୩ ପୋଲିସ ଇନ୍ସପେକ୍ଟରଙ୍କୁ ମିଳିବ କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦକ। ଅପରାଧୀକ ମାମଲାର ତଦନ୍ତରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପୁରସ୍କାର ଦିଆଯିବ ବୋଲି ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲ ଏକ୍ସରେ ଡିଜିପି…

ଅଗ୍ନିଶମ ସେବାର ଆଧୁନିକୀକରଣ ଓ ସମ୍ପ୍ରସାରଣ ପାଇଁ ୨୦୧ କୋଟି ଦେବେ କେନ୍ଦ୍ର ସରକାର

ଭୁବନେଶ୍ବର: ରାଜ୍ୟରେ ଅଗ୍ନିଶମ ସେବାର ଆଧୁନିକୀକରଣ ପାଇଁ କେନ୍ଦ୍ର ସରକାର ଦେବେ ୨୦୧.୧୦କୋଟି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କମିଟି ବୈଠକରେ ଓଡ଼ିଶା, ଛତିଶଗଡ଼ ଓ ପଶ୍ଚିମବଙ୍ଗରେ ଅଗ୍ନିଶମ ସେବାର ଆଧୁନିକୀକରଣ ଓ ସମ୍ପ୍ରସାରଣ ପାଇଁ କେନ୍ଦ୍ର…

ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ରେ ଯୋଗ ଦେବେ ୨୦୦୦ରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଶିଶୁ ଦିବସ ଉପଲକ୍ଷେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଆରମ୍ଭ ହେଉଛି। ନଭେମ୍ବର ୧୨ ରୁ ୧୪ ତାରିଖ ପର୍ଯ୍ୟନ୍ତ  ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହାଇସ୍କୁଲ, ୟୁନିଟ୍-୩ ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ। ବ୍ଲକ ଓ…

ଦଳ ଭାଙ୍ଗିବ ନା ସରକାର ଗଢିବ?

ଭୁବନେଶ୍ବର: ଅତନୁଙ୍କ ମିଶାଣ ବଢିଲା ବିଜେପିର ଟେନସନ୍ ! ବିଜେପି ସରକାର ଭାଙ୍ଗିବାକୁ ଗେମପ୍ଲାନ୍ ! କଂଗ୍ରେସ ସହ ହାତ ମିଳାଇବ କି ବିଜେଡି? କାହିଁକି ବାରମ୍ବାର ସରକାରକୁ ଫେରିବାକୁ ହିସାବ ଦେଖାଉଛନ୍ତି ବିଜେଡି ନେତା? ପ୍ରଥମେ ଦେବାଶିଷ ସାମନ୍ତରାୟ, ମୁନ୍ନା ଖାଁ ଆଉ ଏବେ ଅତନୁ ସବ୍ୟସାଚୀ…