Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

କାର୍ତ୍ତିକରେ ପରିବା ବଜାରରେ ନିଆଁ! ଆକାଶ ଛୁଆଁ ଦର

ଭୁବନେଶ୍ବର: ଧର୍ମ ମାସ କାର୍ତ୍ତିକର ଅଧା ଦିନ ବିତିଗଲାଣି ହେଲେ ଏବେବି ବଜାରରେ ଚଢା ଦରରେ ମିଳୁଛି ପନିପରିବା । ପ୍ରାୟ ଅଧିକାଂଶ ପରିବାରେ ତ ହାତ ମାରିବାକୁ ଡରୁଛନ୍ତି ଗ୍ରାହକ । ବଜାରରେ ଏବେ ପ୍ରାୟ ସବୁ ପରିବା ଦର ୬୦ ଉପରେ ରହିଛି । ଯାହାଦ୍ବାରା ରୋଷେଇଘରେ ସବୁଜ ପନିପରିବା ପାଇବା ଏବେ…

ଏକଲବ୍ୟ ପୁରସ୍କାର ପାଇଲେ ପ୍ରତ୍ୟାଶା ରାୟ

ଭୁବନେଶ୍ୱର: ଓଡ଼ିଶାର ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ସନ୍ତରଣକାରୀ ପ୍ରତ୍ୟାଶା ରାୟ ପାଇଲେ ଚଳିତ ବର୍ଷର ସମ୍ମାଜନକ ‘ଏକଲବ୍ୟ ପୁରସ୍କାର’। ପ୍ରତ୍ୟାଶା ଉଭୟ ଜୁନିଅର ଓ ସିନିଅର ବର୍ଗରେ ଜାତୀୟ ଓ ଆନ୍ତର୍ଜାତୀୟ ପଦକ ପାଇଛନ୍ତି। ତାଙ୍କୁ ପୁରସ୍କାର ବାବଦରେ ୭ଲକ୍ଷ ଟଙ୍କା ସହ ଟ୍ରଫି ପ୍ରଦାନ…

ବର୍ଷବ୍ୟାପୀ ପାଳନ ହେବ ହରେକୃଷ୍ଣ ମହତାବଙ୍କ ଜନ୍ମବାର୍ଷିକୀ

ଭୁବନେଶ୍ୱର: ଜନନାୟକ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ଏକ ବର୍ଷ ପର୍ଯ୍ୟନ୍ତ ପାଳନ କରାଯିବ। ଡକ୍ଟର ମହତାବଙ୍କ ଜୟନ୍ତୀ ଅବସରରେ ନଭେମ୍ବର ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ରାଜଧାନୀ ଭୁବନେଶ୍ବରରେ ସମାରୋହ ଅନୁଷ୍ଠିତ ହେବ। ଏହା ସହିତ ଆସନ୍ତା ଏକବର୍ଷ…

ରାଜ୍ୟରେ ଅସ୍ଵାଭାବିକ ହାତୀ ମୃତ୍ୟୁର ତଦନ୍ତ ନିର୍ଦ୍ଦେଶ ଦେଲେ ଜଙ୍ଗଲ ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ୫୦ ହାତୀ ଅପମୃତ୍ୟୁର ଶିକାର ହୋଇଥିବା ରିପୋର୍ଟ ମିଳିଛି।ଏହି ପ୍ରସଙ୍ଗରେ ଉଦବେଗ ପ୍ରକାଶ କରିଛନ୍ତି ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂହଖୁଣ୍ଟିଆ। ରାଜ୍ୟରେ ହାତୀମାନଙ୍କର ଅସ୍ୱାଭାବିକ ମୃତ୍ୟୁ ଘଟଣାର ବିସ୍ତୃତ ତଦନ୍ତ ପାଇଁ…

ବଡ଼ବିଲରେ ପ୍ରତିଷ୍ଠା ହେବ ଏଲଇଡି ବଲବ ପ୍ରସ୍ତୁତି ୟୁନିଟ

ଯୋଡ଼ା/ବଡ଼ବିଲ: ମହିଳା ସଶକ୍ତିକରଣ ଓ ସେମାନଙ୍କ ନିରନ୍ତର ବିକାଶ ପାଇଁ ଏକ ଉଲ୍ଲେଖନୀୟ ପଦକ୍ଷେପ ନେଇଛି ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ୱାର(ଜେଏସପି)ର ସାମାଜିକ ସଂସ୍ଥା ଜିନ୍ଦଲ ଫାଉଣ୍ଡେସନ। ବଡ଼ବିଲର ଦେଓଝର ପଞ୍ଚାୟତରେ ଏକ ଏଲଇଡି ବଲ୍ବ ପ୍ରସ୍ତୁତି ୟୁନିଟ ପ୍ରତିଷ୍ଠା କରିବା ପାଇଁ ଭୁବନେଶ୍ୱର…

ଆଗାମୀ ଦଶନ୍ଧି ଯାଏଁ ବିଜେଡି କ୍ଷମତାକୁ ଆସିବନି: ଜୟନାରାୟଣ

ଭୁବନେଶ୍ୱର : ରାଜ୍ୟ ରାଜନୀତିରେ ବିଜେପି ବିଜେଡ଼ି କାଦୁଅ ଫିଙ୍ଗା ଦେଖିବାକୁ ମିଳିଛି। ଏହାକୁ ନେଇ ଉଷ୍ମ ହେଉଛି ରାଜନୈତିକ ପାଣିପାଗ। ଏହାରି ଭିତରେ ଆଜି ବିଜେଡି ଖୁବ୍‌ଶୀଘ୍ର କ୍ଷମତାକୁ ଆସିବ ବୋଲି ବିଜେଡି ରାଜ୍ୟ ସଭା ଏମ୍‌ପି ମୁନ୍ନା ଖାଁ କହିଥିବା ବେଳେ ତାଙ୍କୁ କଡ଼ା ଟାର୍ଗେଟ କରିଛନ୍ତି…

ଭୁବନେଶ୍ୱର ଏବଂ ବ୍ରହ୍ମପୁରରେ ‘ବୟନିକା’ର ମେଗା ସୋ’ରୁମ୍, ହସ୍ତତନ୍ତ ପୋଷାକ କିଣିବାକୁ ଲୋକଙ୍କ ଭିତରେ ଉତ୍ସାହ

ଭୁବନେଶ୍ୱର: ଓଡ଼ିଶାର ଅନନ୍ୟ ହସ୍ତତନ୍ତ ଶାଢ଼ି, କପଡ଼ା ଓ ପୋଷାକର ବିଶେଷ ଚାହିଦା ରହିଛି । ଏହାକୁ ଅଧିକ ଲୋକପ୍ରିୟ କରିବା ପାଇଁ ‘ବୟନିକା’ ପକ୍ଷରୁ ରାଜଧାନୀ ଭୁବନେଶ୍ୱର ଏବଂ ରେଶମ ସହର ବ୍ରହ୍ମପୁରରେ ଦୁଇଟି ନୂଆ ମେଗା ସୋ’ରୁମ୍ ଖୋଲାଯାଇଛି । ହସ୍ତତନ୍ତ ଉତ୍ପାଦ କିଣିବା ପାଇଁ ଏହି ଦୁଇଟି…

ସାରା ପୃଥିବୀକୁ ଶାନ୍ତି ଓ ଅହିଂସାର ବାର୍ତ୍ତା ପ୍ରଚାର କରୁଛି ଧଉଳି

ଭୁବନେଶ୍ୱର: ଧଉଳି ପାହାଡ ଏକ ସାଧାରଣ ପାହାଡ ନୁହେଁ, ଏହା ଓଡିଶା ଇତିହାସର ଏକ ଗୌରବମୟ ଅତୀତକୁ ଛାତିରେ ଧରି ରଖିଛି। କଳିଙ୍ଗର ବୀର ସନ୍ତାନଙ୍କ ସୌର୍ଯ୍ୟ, ସାହାସ ଓ ସାମର୍ଥ୍ୟର ପ୍ରତୀକ ଏହି ଧଉଳି। ଓଡିଆ ବୀର ସନ୍ତାନଙ୍କ ଲୁହ ଆଉ ରକ୍ତରେ ଏକାକାର ହୋଇଥିବା ତ୍ୟାଗର ତୀର୍ଥସ୍ଥଳୀ ଏହି ଧଉଳି…

ମହାନଦୀ ଜଳ ବିବାଦର ସମାଧାନ ପାଇଁ କ’ଣ ହୋଇଛି ଆଲୋଚନା, ସାର୍ବଜନୀନ କରନ୍ତୁ ମୁଖ୍ୟମନ୍ତ୍ରୀ :ମହାନଦୀ ବଞ୍ଚାଅ…

ଭୁବନେଶ୍ୱର: ମହାନଦୀ ଜଳ ବିବାଦର ଖୁବଶୀଘ୍ର ସମାଧାନ ହେବ। ଏ ଦିଗରେ ଛତିଶଗଡ ସହିତ ସେ ଦୁଇଥର କଥା ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଲାଙ୍ଗୀର ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ମହାନଦୀ ବଞ୍ଚାଅ ଆନ୍ଦୋଳନ ଏହାକୁ ସ୍ଵାଗତ କରିବା ସହିତ କେଉଁ ବିଷୟରେ…

ରାଜଧାନୀରେ ଭୂମିକମ୍ପ ନା ଅନ୍ୟ କିଛି? କ’ଣ କହୁଛି ଏନସିଏସ୍…

ଭୁବନେଶ୍ଵର: ରବିବାର ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ଵରରେ ଭୁକମ୍ପ ଝଟକା ଅନୁଭୁତ ହୋଇଥିବା ସାଧାରଣ ଲୋକେ ଦାବି କରିଥିଲେ। ସକାଳ ୭ଟା ୧୫ ମିନିଟରେ ଭୁବନେଶ୍ଵର ସମେତ ଆଖପାଖ ଅଞ୍ଚଳରେ ଉଚ୍ଚ ଶବ୍ଦ ହେବା ସହ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ଯଦିଓ ଭୁବନେଶ୍ୱରରେ କୌଣସି ଭୂକମ୍ପ…