Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ଦୀପାବଳି ପାଇଁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଚାରିଆଡେ ଉତ୍ସବର ମାହୋଲ। ଦୀପାବଳିକୁ ନେଇ ସମସ୍ତେ ଉତ୍ସବମୁଖର। ଏହି ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଦେଇଛନ୍ତି। ସେ ଏକ ଭିଡିଓ ଜରିଆରେ ସମସ୍ତ ରାଜ୍ୟବାସୀଙ୍କୁ ଦୀପାବଳିର ଶୁଭକାମନା ଜଣାଇଛନ୍ତି। ଭିଡିଓ…

ଯାତ୍ରାରେ ଅଶ୍ଳୀଳ ନୃତ୍ୟ ଉପରେ ଲାଗିବ ରୋକ୍; ଆଇନ ଆଣିବେ ସରକାର

ଭୁବନେଶ୍ବର: ଗତ କିଛି ବର୍ଷ ହେବ ଯାତ୍ରା ପ୍ରତି ପୁଣି ଆକୃଷ୍ଟ ହେଉଛନ୍ତି ଲୋକେ । ହେଲେ ଯାତ୍ରା ଆରମ୍ଭ ହେବା ପୂର୍ବରୁ ହେଉଥିବା ଆଇଟମ୍‌ ଡ୍ୟାନ୍ସକୁ ନେଇ ଅନେକ ସମୟରେ ବିବାଦ ଦେଖା ଦେଉଛି । ଫଳରେ ନାନା ପ୍ରକାରର ବିଶୃଙ୍ଖଳା ସୃଷ୍ଟି ହେଉଛି । ଯାହାକୁ ନେଇ କଠୋର ହୋଇଛନ୍ତି ରାଜ୍ୟ ସରକାର ।…

ଓଡିଶା ଫେରିବ ପୋସ୍କୋ ଭାୟା ଜେଏସଡବ୍ଲୁ !

ଭୁବନେଶ୍ବର: ୧୯ବର୍ଷ ପରେ ପୁଣି ଓଡିଶା ଫେରିବ କି ଦକ୍ଷିଣ କୋରିଆର ଇସ୍ପାତ କମ୍ପାନୀ ପୋସ୍କୋ? ଦେଶରେ ଏକ ଇସ୍ପାତ କାରଖାନା ସ୍ଥାପନ ପାଇଁ ସଜ୍ଜନ ଜିନ୍ଦଲଙ୍କ ଜେଏସଡବ୍ଲୁ ଗ୍ରୁପ ସହ ପୋସ୍କୋ ଏକ ଏମଓୟୁ ସ୍ବାକ୍ଷର କରିଛନ୍ତି । ବୁଝାମଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ପ୍ରାଥମିକ ଭାବେ…

‘ଓଡ଼ିଶା ଯାତ୍ରୀ’ ଆପ୍ ଉନ୍ମୋଚିତ

ଭୁବନେଶ୍ବର: ଉବେର ଏବଂ ଓଲା କମ୍ପାନୀର କ୍ୟାବ୍ କୁ ଟକ୍କର ଦେବାକୁ ଉନ୍ମୋଚିତ ହେଲା ‘ଓଡ଼ିଶା ଯାତ୍ରୀ’ ଆପ୍ । ଏହାକୁ ଉନ୍ମୋଚନ କରିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଏହି ‘ଓଡ଼ିଶା ଯାତ୍ରୀ’ ଆପ୍ ଜରିଆରେ ସାଧାରଣ ଲୋକେ ବୁକ୍ କରି ଅଟୋ ଓ କାର୍ ରେ…

ବିହାରରେ ଦୁଇ ଓଡିଆ ଶ୍ରମିକଙ୍କ ମୃତ୍ୟୁ ଘଟଣା: ୬ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗତ ୨୮ ତାରିଖରେ ବିହାରର ପାଟଣାଠାରେ ନିର୍ମାଣଧୀନ ମେଟ୍ରୋ ରେଳ ପ୍ରକଳ୍ପରେ ଦୁର୍ଘଟଣା ଘଟି ଦୁଇ ଓଡିଆ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏହା ସହିତ ମୃତକଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।…

ମାଛ ପାଇଁ ଲଙ୍କାକାଣ୍ଡ, ସହକର୍ମୀଙ୍କୁ ପନିକିରେ ହାଣିଲା ଦୁର୍ବୃତ୍ତ

ଭୁବନେଶ୍ବର: ମାଛ ଖାଇବାକୁ ନଦେବାରୁ ହତ୍ୟା । ତା’ବି ପୁଣି ରାଜଧାନୀ ଛାତି ଉପରେ । ଡମଣା ଛକ ସ୍ଥିତ ଏକ ହୋଟେଲରେ ଘଟିଛି ଏହି ହତ୍ୟାକାଣ୍ଡ । ଜଣେ କର୍ମଚାରୀ ଅନ୍ୟ ଜଣଙ୍କୁ ପନିକିରେ ହାଣି ହତ୍ୟା କରିଛି । କେବଳ ସେତିକି ନହେଁ ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ମୃତଦେହ ଲୁଚାଇବାକୁ ଅନେକ…

୧୯ ବର୍ଷ ପରେ ଓଡ଼ିଶା ଫେରିବ ପସ୍କୋ, ଜେଏସଡବ୍ଲ୍ୟୁ ସହ ବୁଝାମଣା

ଭୁବନେଶ୍ବର: ଦକ୍ଷିଣ କୋରିଆ କମ୍ପାନୀ ପସ୍କୋ ପ୍ରାୟ ୧୯ବର୍ଷ ପରେ ଓଡ଼ିଶା ଫେରିବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇଛି । ପୁଣି ଇସ୍ପାତ କ୍ଷେତ୍ରରେ ପୁଞ୍ଜିନିବେଶ କରିବ ପସ୍କୋ । ବିଶ୍ୱର ସପ୍ତମ ବୃହତମ ଇସ୍ପାତ ଉତ୍ପାଦନକାରୀ ପସ୍କୋ ଆଜି ଜେଏସଡବ୍ଲ୍ୟୁ ସହ ଏମଓୟୁ ସ୍ୱାକ୍ଷର କରି ଇସ୍ପାତ,…

ମନ ମୋହୁଛି ମୃତ୍ତିକା ପ୍ରଦର୍ଶନୀ, ସଜେଇ ହୋଇଛି ବିଭିନ୍ନ ରଙ୍ଗୀନ ମାଟି ସାମଗ୍ରୀ

ଭୁବନେଶ୍ୱର: ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି। ଏହି ଅବସରରେ ଚାରିଆଡେ ଉତ୍ସବର ମହୋଲ। ମାଟିରେ ସଜେଇ ହୋଇଛି ରଙ୍ଗ ବେରଙ୍ଗର ଦୀପ। ଗୋଟିଏ ସ୍ଥାନରେ ଦେଖିବାକୁ ମିଳୁଛି ଟେରାକୋଟାର ସମ୍ଭାର । ମାଟି ନିର୍ମିତ ଭଳିକି ଭଳି ସାମଗ୍ରୀ ଦେଖିବାକୁ ବେଶ ମନଲୋଭା ହୋଇଛି। ଦେଖିବା ମାତ୍ରେ ଆପଣ ଏହାକୁ…

ରାଜ୍ୟରେ ପୁଣି ଚାଲିବ ଡ୍ୟାନ୍ସବାର, ଜାଣନ୍ତୁ କ’ଣ ରହିଛି ସରକାରଙ୍କ ସର୍ତ୍ତ..

ଭୁବନେଶ୍ୱର: ରାଜ୍ୟରେ ପୁଣି ଚାଲିବ ଡ୍ୟାନ୍ସବାର। କିନ୍ତୁ ଆଉ ପୂର୍ବଭଳି ମହିଳା ଡ୍ୟାନ୍ସରଙ୍କୁ ଛୁଇଁ ହେବ ନାହିଁ । ମହିଳା ଡ୍ୟାନ୍ସରମାନଙ୍କର ଡ୍ରେସରେ ଶାଳୀନତା ରହିବ। ରାଜ୍ୟ ସରକାର ଏଭଳି କିଛି କଡ଼ା ନିୟମ ସହ ପୁଣିଥରେ ଡ୍ୟାନ୍ସବାର ଚାଲିବା ପାଇଁ ଅନୁମତି ଦେବାକୁ ନିଷ୍ପତ୍ତି ନେଇଛନ୍ତି ।…

ଦୀପାବଳି ପାଇଁ ଗାଇଡଲାଇନ ଜାରି: ଏହିସବୁ ସ୍ଥାନରେ ଫୁଟାଇ ପାରିବେନି ବାଣ..

ଭୁବନେଶ୍ୱର: ଆସୁଛି ଆଲୋକର ପର୍ବ ଦୀପାବଳି। ଉତ୍ସବ ମନାଇବାକୁ ସମସ୍ତେ ଅପେକ୍ଷା କରିଛନ୍ତି। ଏପଟେ ଆଜି ଦୀପାବଳି ପାଇଁ ନିୟମ ଜାରି କରିଛନ୍ତି ସରକାର। ସୁରକ୍ଷିତ ଦୀପାବଳି ପାଳନ ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଗାଇଡଲାଇନ୍ ଜାରି ହୋଇଛି। ସଂଧ୍ୟା ୭ଟାରୁ ୯ଟା ମଧ୍ୟରେ ବାଣ…