Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ଦକ୍ଷତା ବିକାଶ ପାଇଁ ‘ସୁରଭି’ ଏକ ପ୍ଲାଟଫର୍ମ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୪ ମଙ୍ଗଳବାର ଉଦଘାଟିତ ହୋଇଯାଇଛି। ଭୁବନେଶ୍ଵର ୟୁନିଟ-୩ ସ୍ଥିତ କ୍ୟାପିଟାଲ ହାଇସ୍କୁଲ ପରିସରରେ ଏହି ସମାରୋହ ଉଦ୍‌ଘାଟିତ ହୋଇଛି। ଶିଶୁ ଦିବସ ପରିପ୍ରେକ୍ଷୀରେ ଆୟୋଜିତ ଏହି ସମାରୋହ ନଭେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏହି…

ସରକାରୀ କର୍ମଚାରୀଙ୍କ ବଦଳି ଓ ପୋଷ୍ଟିଂ ପ୍ରସଙ୍ଗରେ ବିଜେଡିର ପ୍ରଶ୍ନ : ଟ୍ରାନ୍ସଫର ପାଇଁ ବାହ୍ୟ ଚାପଟି କ’ଣ ?

ଭୁବନେଶ୍ୱର : ସରକାରୀ କର୍ମଚାରୀ ମାନେ ବଦଳି-ନିଯୁକ୍ତି ପ୍ରସଙ୍ଗ ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ଗତକାଲି ଜାରି କରାଯାଇଥିବା ଚିଠିରେ ସରକାରୀ କର୍ମଚାରୀ ମାନେ ବଦଳି-ନିଯୁକ୍ତି ପାଇଁ ଚାପ ନପକାଇବା ପାଇଁ ଦିଆଯାଇଥିବା ଚେତାବନୀକୁ ବିଜେଡି ପକ୍ଷରୁ ସରକାର ଓ…

ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ: ମନୋଜ ମିଶ୍ରଙ୍କ ନାଁରେ ଏତଲା

କଟକ:  ପୁଣିଥରେ ମନୋଜ ମିଶ୍ରଙ୍କ ପାଇଁ  ବଢିଛି ଅଡୁଆ। ଅଭିନେତା ତଥା ରାଜନେତା ମନୋଜ ମିଶ୍ରଙ୍କ ନାଁରେ କଟକ ସାଇବର ଥାନାରେ ଏତଲା ହୋଇଛି। ପୁଣି ଓଲିଉଡ ଜଗତରେ ଦେଖା ଦେଇଛି କଳି । ଓଡ଼ିଆ ଫିଲ୍ମ ଆଣ୍ଡ ଡାଇରେକ୍ଟର ଆସୋସିଏସନ୍ ମନୋଜ ମିଶ୍ରଙ୍କ ନାଁରେ ଅଭିଯୋଗ ଆଣିଛି। ଓଡ଼ିଆ ଫିଲ୍ମ…

ନୂଆ କୁଳପତି ଚୟନ ପ୍ରକ୍ରିୟାରେ ବିଳମ୍ବ: ଉଚ୍ଚଶିକ୍ଷା ବିଭାଗକୁ ଚିଠି ଲେଖିଲେ ରାଜ୍ୟପାଳ

ଭୁବନେଶ୍ଵର: ରାଜ୍ୟରେ ବିଳମ୍ବ ହେଉଛି କୁଳପତି ଚୟନ ପ୍ରକ୍ରିୟା। ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ୩ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଚୟନ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ଉଚ୍ଚଶିକ୍ଷା ବିଭାଗର ସଚିବଙ୍କୁ ଚିଠି ଲେଖାଯାଇଛି। କୁଳାଧିପତି ତଥା ରାଜ୍ୟପାଳ ରଘୁବର ଦାସଙ୍କ ନିର୍ଦ୍ଦେଶରେ…

ଓୟୁଏଟିରେ ବ୍ୟାପୁଛି ଜଣ୍ଡିସ୍, କର୍ତ୍ତୃପକ୍ଷଙ୍କୁ କଡା ତାଗିଦ କଲେ ଏଡିୟୁପିଏଚଓ ଡାକ୍ତର ନୀଳମଣି ସେନାପତି

ଭୁବନେଶ୍ଵର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟରେ ବ୍ୟାପିଲାଣି ଜଣ୍ଡିସ। ଏକାଧିକ ଛାତ୍ରଛାତ୍ରୀ ଜଣ୍ଡିସରେ ଆକ୍ରାନ୍ତ ହୋଇଛନ୍ତି। କିଛି ଛାତ୍ରଛାତ୍ରୀ ଔଷଧ ଖାଇ ଭଲ ହୋଇଥିବା ବେଳେ ଆଉ କିଛି ଘରେ ରହି ଚିକିତ୍ସିତ ହେଉଛନ୍ତି। ଅନ୍ୟପକ୍ଷରେ ଓୟୁଏଟିର କର୍ମଚାରୀ ପିଇବା ପାଣି ଓ ଖାଦ୍ୟ ଦୋଷ…

ପଞ୍ଚୁକରେ ପରିବା ଦର ଆକାଶ ଛୁଆଁ

ଭୁବନେଶ୍ବର: କାର୍ତ୍ତିକ ମାସ ଓ ପଞ୍ଚୁକ ପାଇଁ ଏବେ ଆକାଶ ଛୁଆଁ ହୋଇଛି ପରିବା ଦର । ବଜାରକୁ ୧୦୦୦ ଟଙ୍କା ନେଇକି ଗଲେ ବି ବ୍ୟାଗ୍ ଟିଏ ପରିବା ହେଉନି । ଯେଉଁ ପରିବାକୁ ଛୁଇଁଲେ ନିଆଁ ପରି ଦର କରୁଛନ୍ତି ଦୋକାନୀ ଫଳରେ ଇଚ୍ଛା ଥିଲେ ବି ମୁହଁ ଫେରେଇ ଆଣୁଛନ୍ତି ଗ୍ରାହକ । ବର୍ତ୍ତମାନ ଶୀତ…

ରାଜଧାନୀରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର: ପୁଣି ଅସୁରକ୍ଷିତ ହୋଇପଡିଛି ରାଜଧାନୀ । ରାତି ଅଧରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୁତ୍ତ । ଛୁରୀ ଓ ସର୍ଜିକାଲ ବ୍ଲେଡ଼ରେ କଲେ ମରଣାନ୍ତକ ଆକ୍ରମଣ । ଏଭଳି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ବରର ବଡଗଡ଼ ଅଞ୍ଚଳରେ । ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ହେଲେ ବଡଗଡ଼ ଗାଁର…

ଭରତପୁର ଥାନା ମାମଲା: ଆସିଲା ସାଇଣ୍ଟିଫିକ୍ ରିପୋର୍ଟ

ଭୁବନେଶ୍ଵର: ଭରତପୁର ଥାନାରେ ପୋଲିସ ଓ ମେଜର ବିବାଦ ମାମଲା । ଆସିଲା ନିଲମ୍ବିତ ୫ ପୋଲିସ ଅଧିକାରୀଙ୍କ ସାଇଣ୍ଟିଫିକ୍ ରିପୋର୍ଟ । କ୍ରାଇମବ୍ରାଞ୍ଚ ହାତରେ ହସ୍ତଗତ ହୋଇଛି ଗୁଜରାଟ ଡିଏଫଏସଏଲର ରିପୋର୍ଟ । ପୂର୍ବତନ ଆଇଆଇସି ଦୀନକୃଷ୍ଣଙ୍କ ବି ଟେଷ୍ଟ ରିପୋର୍ଟ ଆସିଛି । ପଲିଗ୍ରାଫ ଟେଷ୍ଟ…

ଆଗାମୀ ୨୪ ଘଣ୍ଟାରେ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା, ୧୫ରୁ ବଢିବ ଶୀତ

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ରହିଥିବା ଘୂର୍ଣ୍ଣିବଳୟ କାରଣରୁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି । ପଶ୍ଚିମଦିଗକୁ ଗତି କରି ତାମିଲନାଡୁ ଓ ଶ୍ରୀଲଙ୍କା ଉପକୂଳ ଆଡେ ଗତି କରିବ ବୋଲି ଆଶଙ୍କା କରିଛି ଭାରତୀୟ ପାଣିପାଗ ବିଭାଗ । ଏହାର…

ଅତ୍ୟାବଶକୀୟ ଜିନିଷର ଦର ବୃଦ୍ଧି ହ୍ରାସ ପାଇଁ ପଦକ୍ଷେପ ନିଅନ୍ତୁ ସରକାର : ବିଜେଡି

ଭୁବନେଶ୍ୱର: ରାଜ୍ୟରେ ଅତ୍ୟାବଶକୀୟ ଜିନିଷର ଦର ଅହେତୁକ ବୃଦ୍ଧି ପାଇଛି। ରାଜ୍ୟବାସୀ ହନ୍ତସନ୍ତ ହେଉଥିବା ବେଳେ ରାଜ୍ୟ ସରକାର ସାଜିଛନ୍ତି ନିଦାବିଷ୍ଣୁ ପାଲଟିଥିବା ବିଜେଡ଼ି  ମୁଖପାତ୍ର ଲେନିନ ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି। ଅହେତୁକ ଦର ବୃଦ୍ଧିରୁ ରାଜ୍ୟବାସୀଙ୍କୁ…