Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

‘ସୁଭଦ୍ରା’ ପାଇଁ ଚଞ୍ଚକତା: ସିଲ୍ ହେଲା ଜନସେବା କେନ୍ଦ୍ର

ଖୋର୍ଦ୍ଧା: ଏବେ ରାଜ୍ୟରେ ସୁଭଦ୍ରା କ୍ରେଜ୍ । ଗାଁ ଦାଣ୍ଡ ବଜାର ସବୁଠି ଚର୍ଚ୍ଚା । ଆଉ ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ରରେ ନାହିଁ ନଥିବା ଭିଡ । ହେଲେ ଏହାରି ଭିତରେ କିଛି ଖଳ ପ୍ରକୃତିର ବ୍ୟକ୍ତି ଚଞ୍ଚକତା କରି ଲୋକଙ୍କ ଠାରୁ ଟଙ୍କା ଲୁଟିବାରେ ଲାଗିଛନ୍ତି । ସୁଭଦ୍ରା ଯୋଜନା…

ଓଡିଶା ଆସିବେ ମୋଦି, ସୁରକ୍ଷା ବ୍ୟବସ୍ତା କଡାକଡି

ଭୁବନେଶ୍ୱର: ଆସନ୍ତା ୧୭ ତାରିଖରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି l ଜନ୍ମଦିନର ଶୁଭ ଅବସରରେ ଓଡ଼ିଶାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ମୋଦି l ସେପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କମିସନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି l ଏନେଇ ସୂଚନା ଦେଇଛନ୍ତି ପୋଲିସ…

‘ଗ୍ଲୋବାଲ୍ ବାୟୋ ଇଣ୍ଡିଆ-୨୦୨୪’ରେ ପ୍ରଦର୍ଶନ କରିବ ଓଡ଼ିଶା

ଭୁବନେଶ୍ୱର: ଭାରତର ଅର୍ଥନୀତିକୁ ଆଗାମୀ ଦିନରେ ବାୟୋଟେକ୍ନୋଲୋଜି କ୍ଷେତ୍ର ବିଶେଷ ଭାବେ ସମୃଦ୍ଧ କରିବାକୁ ଯାଉଛି। ଏଥିରେ ଓଡ଼ିଶାର ଏକ ବଳିଷ୍ଠ ଯୋଗଦାନ ରହିବ। ସେପ୍ଟେମ୍ବର ୧୨ରୁ ୧୪ ତାରିଖ ନୂଆଦିଲ୍ଲୀର ପ୍ରଗତି ମଇଦାନଠାରେ ହେବାକୁ ଥିବା ‘ଗ୍ଲୋବାଲ ବାୟୋ ଇଣ୍ଡିଆ-୨୦୨୪’ ଅନ୍ତର୍ଜାତୀୟ…

‘ବାଲିଯାତ୍ରାକୁ ନେଇ ଲାଗୁ ହେଉ ପୁରୁଣା ପ୍ରକ୍ରିୟା’

ଭୁବନେଶ୍ୱର: ଆଜି ବିଧାନସଭାରେ ବାଲିଯାତ୍ରା କଥା ଉଠାଇଛନ୍ତି କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ । ସେ କହିଛନ୍ତି ବାଲିଯାତ୍ରାରେ ଦୋକାନ ନିଲାମ ପ୍ରକ୍ରିୟାକୁ ତୁରନ୍ତ ବନ୍ଦ କରାଯାଉ । ପୂର୍ବ ରୁ ଯାହା ଚାଲିଥିଲା ସେହି ପ୍ରକ୍ରିୟାରେ ଦୋକାନ କରିବା ପାଇଁ ସୁଲଭ ମୂଲ୍ୟରେ ଦୋକାନ…

ରାସନ କାର୍ଡକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା

ଭୁବନେଶ୍ୱର: ରାସନକାର୍ଡକୁ ନେଇ ଆସିଲା ବଡ ଅପଡେଟ୍ । ବିଧାନସଭାରେ ବିଧାୟିକା ସୋଫିଆ ଫିରର୍ଦ୍ଦୋସଙ୍କ ପ୍ରଶ୍ନରେ ଉତ୍ତର ରଖି ଖାଦ୍ୟ ଯୋଗାଣ ଓ ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ କଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ, ୨୦୧୬-୧୭ରୁ ବର୍ତ୍ତମାନ ପର୍ଯ୍ୟନ୍ତ ରାସନ କାର୍ଡରୁ ୧୬ ଲକ୍ଷ ୨୭ ହଜାର ୯୨୦ ଜଣଙ୍କ…

କୁକୁରଙ୍କ ପାଇଁ ଶ୍ମଶାନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ଆଜି ବିଧାନସଭାରେ ନଗର ଉନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, କୁକୁରଙ୍କ ପାଇଁ ଶ୍ମଶାନ କରାଯିବ । ଟ୍ବିନ ସିଟି ସମେତ ରାଜ୍ୟର କିଛି ପ୍ରମୁଖ ସହରରେ ଶ୍ମଶାନ କରାଯିବ । ଯଦିଓ ଏବେ ଯାଏ ବିଭାଗ ଏ କଥାକୁ ବିଚାର କରି ନାହିଁ । ଆଗକୁ ପରିବେଶ ଦିଗ ଏବଂ…

ବିଲ୍ଡିଂର ସେଣ୍ଟ୍ରିଂ ଚାଲିଥିବାବେଳେ ଛିଣ୍ଡି ପଡିଲା କ୍ରେନ୍

ଭୁବନେଶ୍ୱର: ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ଖସିଲା କ୍ରେନ । ଏଥିରେ ୫ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଭୁବନେଶ୍ବର ୟୁନିଟ୍-୮ ଓଏମସି କଲୋନୀରେ ଚାଲିଥିଲା ନିର୍ମାଣ କାର୍ଯ୍ୟ । ଖବର ମୁତାବକ, ଆଜି ରାଜଧାନୀର ଓଏମସି କଲୋନୀରେ ୧୦ ତାଲା ବିଲ୍ଡିଂର…

ନିର୍ମାଣ ଶ୍ରମିକଙ୍କୁ ନେଇ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ନିର୍ମାଣ ଶ୍ରମିକଙ୍କୁ ନେଇ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ନିର୍ମାଣ ଶ୍ରମିକଙ୍କ ସହାୟତା ରାଶି ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ, ପୂର୍ବରୁ ନିର୍ମାଣ ଶ୍ରମିକଙ୍କର ଦୁର୍ଘଟଣାରେ ମୃତ୍ୟୁ ହେଉଥିଲେ ୪ ଲକ୍ଷ…

‘ସୁଭଦ୍ରା’ ଯୋଜନା ପାଇଁ ପଞ୍ଜୀକରଣ ପ୍ରକ୍ରିୟା ସମ୍ପୁର୍ଣ୍ଣ ମାଗଣା’

ଭୁବନେଶ୍ବର: 'ସୁଭଦ୍ରା' ଯୋଜନା ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି । ସୁଭଦ୍ରା ଯୋଜନା ପାଇଁ ବର୍ତ୍ତମାନ ସୁଦ୍ଧା ୧୫ ଲକ୍ଷରୁ ଅଧିକ ଫର୍ମ ପଞ୍ଜିକରଣ ହୋଇଛି । ଯୋଜନାର ଫର୍ମ ଓ ଅନଲାଇନରେ ଫର୍ମ ଅପଲୋଡ୍ ପାଇଁ ବିଭିନ୍ନ ସ୍ଥାନରେ ଆବେଦନକାରୀଙ୍କଠୁ ଟଙ୍କା ଦାବି କରାଯାଉଛି । ଆଉ କିଛି…

ଝାଡଖଣ୍ଡ ରାଜନୀତିକୁ ଫେରିବେ ରଘୁବର!

ଭୁବନେଶ୍ବର/ରାଞ୍ଚି: ଚଳିତ ବର୍ଷ ଶେଷ ଆଡକୁ ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ହୋଇପାରେ। ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡିଶା ରାଜ୍ୟପାଳ ରଘୁବର ଦାସ ନିର୍ବାଚନ ଲଢି ପ୍ରତ୍ୟକ୍ଷ ରାଜନୀତିକୁ ଫେରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଝାଡଖଣ୍ଡ ରାଜନୀତିର ଅନ୍ୟତମ କ୍ଷମତା କେନ୍ଦ୍ର…