Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ପ୍ରବଳ ବର୍ଷିବ: ଆସନ୍ତା ୩ ଘଣ୍ଟା ପାଇଁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଦୁଇ ଦୁଇଟି ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି l ଆସନ୍ତା ୩ଘଣ୍ଟା ଭିତରେ ରାଜଧାନୀ ଭୁବନେଶ୍ୱର ସହିତ ଅନ୍ୟାନ୍ୟ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ନେଇ ସମ୍ଭାବନା ରହିଛି l ଏନେଇ ସେହି ଜିଲ୍ଲା ମାନଙ୍କୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ…

ଭାଙ୍ଗିବ ୧୯୧ ବେଆଇନ ଆପାର୍ଟମେଣ୍ଟ

ଭୁବନେଶ୍ବର: ପାଖାପାଖି ୧୯୧ ବେଆଇନ ଆପାର୍ଟମେଣ୍ଟ ଭଙ୍ଗାହେବ । ଭୁବନେଶ୍ବରରେ ତିଆରି ହୋଇଥିବା ବେଆଇନ ଆପାର୍ଟମେଣ୍ଟ ଭଙ୍ଗାହେବ ବୋଲି କହିଛନ୍ତି ମନ୍ତ୍ରୀ । ଆଜି ବିଧାନସଭାରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଙ୍କ ପ୍ରଶ୍ନରେ କିଛି ଏମିତି ଉତ୍ତର ରଖିଛନ୍ତି ଗୃହ ଓ ନଗର ଉନ୍ନୟନ…

ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୨୫ ହାର୍ଡକୋର ମାଓବାଦୀ

ମାଲକାନଗିରି: କ୍ରମାଗତ ଭାବେ ଭୁସଡ଼ିବାରେ ଲାଗିଛି ମାଓ ଗଡ଼। ସୀମାନ୍ତରେ ଲୋନ ବାରାତୁ ତଥା ଘରକୁ ଫେର ଅଭିଯାନ ମାଧ୍ୟମରେ ସହ ସହ ସଂଖ୍ୟାରେ ମାଓବାଦୀ ମାନେ ଆତ୍ମସମର୍ପଣ କରିଥିବା ବେଳେ ଆଜି ଛତିଶଗଡ଼ ପୋଲିସକୁ ଆଉ ଏକ ବଡ଼ ସଫଳତା ମିଳିଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର…

ଶାରଦୀୟ ଦୁର୍ଗାପୂଜା: ଆରମ୍ଭ ହେଲା ଆଦ୍ୟ ପର୍ବ ମାଟି ଅନୁକୂଳ

ଭୁବନେଶ୍ଵର: ଆଉ ଦିନ କେଇଟା ପରେ ମା’ ଦୁର୍ଗତିନାଶିନୀ ସିଂହବାହିନୀ ଧରାପୃଷ୍ଠରେ ଭକ୍ତଙ୍କୁ ଦର୍ଶନ ଦେବେ । ଏଥିପାଇଁ ପବିତ୍ର ଜନ୍ମାଷ୍ଟମୀ ଅବସରରେ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । ଟ୍ୱିନସିଟିର ବିଭିନ୍ନ ପ୍ରମୁଖ ପୂଜାକମିଟି ଓ ସମିତି ପକ୍ଷରୁ ପବିତ୍ର ଜନ୍ମାଷ୍ଟମୀ ଅବସରରେ ମାଟି ଅନୁକୂଳ…

ଟଙ୍କା ବୁହା ଗାଡ଼ିରୁ ୮୦ କେଜି ସୁନା, ୨ କ୍ୱିଣ୍ଟାଲ ରୁପା ଜବତ

ଭୁବନେଶ୍ୱର ଏୟାରପୋର୍ଟ ନିକଟରୁ ଜବତ ହେଲା ୮୦ କେଜି ସୁନା, ୧ କ୍ୱିଣ୍ଟାଲ ରୁପା । ଭୁବନେଶ୍ବର ଏୟାରପୋର୍ଟରୁ ଦୁଇଟି ଗାଡି ଆସୁଥିବା ବେଳେ ଜବତ ହେଲା ସୁନା । ତେବେ ଏସବୁ ସୁନା କିଏ ଏବଂ କୁଆଡେ ନେଉଥିଲା ସେନେଇ କୌଣସି ସୂଚନା ମିଳିପାରିନାହିଁ । ସୂଚନା ଅନୁସାରେ, ଭୁବନେଶ୍ବର…

ଚାକିରି କରାଇଦେବା ନାଁରେ ଠକେଇ ଅଭିଯୋଗ, ଜଣେ ଗିରଫ

ଭୁବନେଶ୍ଵର: ଚାକିରି କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ । ମାଲକାନଗିରିରୁ କେନ୍ଦ୍ରାପଡ଼ା ପର୍ଯ୍ୟନ୍ତ ଲମ୍ବିଛି ଏହି ଠକେଇର ଚେର । ପୋଲିସ ଏତଲାକୁ ଆଧାର କରି ଭୁବନେଶ୍ଵରରୁ ଜଣେ ଅଭିଯୁକ୍ତକୁ ଗିରଫ କରଯାଇଛି । ତେବେ ଅନ୍ୟ ୨ ଅଭିଯୁକ୍ତ ଏବେବି ଫେରାର ଥିବା ଜଣାପଡ଼ିଛି। ସୂଚନା…

ସାର୍ବଜନୀନ ହେବ ସ୍ଵାମୀ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲାର ତଦନ୍ତ ରିପୋର୍ଟ: ଆଇନ ମନ୍ତ୍ରୀ

ଭୁବନେଶ୍ଵର: ସାର୍ବଜନୀନ ହେବ ସ୍ଵାମୀ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲାର ତଦନ୍ତ ରିପୋର୍ଟ। ଏ ନେଇ ନିଷ୍ପତ୍ତି ନେବେ ରାଜ୍ୟ ସରକାର । ଏନେଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ଆଗାମୀ ଦିନରେ ସରକାର କଣ କରିବେ ସେ ନେଇ ଖୁବ ଶୀଘ୍ର ନିଷ୍ପତ୍ତି ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ…

ବଡଖବର: ଆସିଲା ସୁଭଦ୍ରା ଗାଇଡ୍‌ଲାଇନ୍

ଭୁବନେଶ୍ଵର: ଆସିଲା ସୁଭଦ୍ରା ଗାଇଡ୍‌ଲାଇନ୍ । ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଜାରି ହେଲା 'ସୁଭଦ୍ରା' ଗାଇଡ୍‌ଲାଇନ୍ । ୨୧ରୁ ଅଧିକ ୬୦ ବର୍ଷରୁ କମ୍ ବୟସ୍କ ମହିଳାମାନେ କରିପାରିବେ ସୁଭଦ୍ରା ଯୋଜନାରେ ଆବେଦନ । ଗାଇଡଲାଇନ ଅନୁସାରେ ଆଧାର କାର୍ଡରେ ଥିବା ଜନ୍ମ ତାରିଖକୁ ଗ୍ରହଣ କରାଯିବ…

ଅଡିଓ ଭାଇରାଲ୍, ଫସିଯିବେ କି ବିଜେପି ବିଧାୟକ?

ଭୁବନେଶ୍ବର: ଆସିକା ବିଧାୟକଙ୍କ ନାଁରେ ସଂଗୀନ ଅଭିଯୋଗ । ଅଡିଓ ଭାଇରାଲ, ବଢିବ କି ଅଡୁଆ ! ବିଜେପି ବିଧାୟକ ସରୋଜ ପାଢୀ ଦୁଇ ଜଣ ବାଲିଘାଟ ଲିଜଧାରୀଙ୍କୁ ବାଲିଘାଟ ବାବଦକୁ ବଟି ମାଗୁଥିବା ଅଭିଯୋଗ ହୋଇଛି । ସୋସିଆଲ ମିଡିଆରେ ଗତ ଦୁଇ ଦିନ ହେଲା ବାଲିଘାଟ ଲିଜଧାରୀଙ୍କ ସହ ବିଧାୟକଙ୍କ ଅଡିଓ…

୨ ଜିଲ୍ଲା ବୁଲିବେ ସମସ୍ତ ସଚିବ, ପ୍ରସ୍ତୁତ କରିବେ ବିଭିନ୍ନ କାର୍ଯ୍ୟକ୍ରମର ରିପୋର୍ଟ

ଭୁବନେଶ୍ୱର: ପୁଣି ଜିଲ୍ଲା ବୁଲିବେ ସମସ୍ତ ସଚିବ। ବିଭିନ୍ନ କାର୍ଯ୍ୟକ୍ରମର ରିପୋର୍ଟ ପ୍ରସ୍ତୁତ କରିବାକୁ ଦିଆଯାଇଛି ନିର୍ଦ୍ଦେଶ। ସରକାରୀ ଯୋଜନା ଠିକ୍ ଭାବେ ଲୋକଙ୍କ ପାଖରେ ପହଞ୍ଚୁଛି କି ନାହିଁ, ତାର ତଦାରଖ କରିବାକୁ ଜିଲ୍ଲା ଗସ୍ତରେ ଯିବେ ସମସ୍ତ ସଚିବ। ଅତିକମ୍‌ରେ ୨ ଦିନ ଜିଲ୍ଲା…