Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ସାଲିଆ ସାହିରେ ମଦ ସମ୍ଭାର, ଚାଲିଲା ବୁଲଡୋଜର

ଭୁବନେଶ୍ୱର: ସାଲିଆ ସାହିରେ ବୁଲିଲା ବୁଲଡୋଜର । ଗୋଟିଏ ନୁହେଁ କି ଦୁଇଟି ନୁହେଁ ତିନି ତିନି ଟି ମଦ କାରଖାନାକୁ ମାଟିରେ ମିଶାଇଲା । ଶନିବାର ନୟାପଲ୍ଲୀ ସ୍ଥିତ ସାଲିହା ସାହିରେ ଚଢାଉ କରି ୩ଟି ଦେଶୀ ମଦ କାରଖାନା ଠାବ କରିଥିଲା କମିଶନରେଟ ପୋଲିସ । ଏହାପରେ ଏନେଇ ତୁରନ୍ତ ଆକ୍ସନ…

ବିଡିଏ ଓ ବିଏମସି ପାଇଁ ବଢିଲା ଅଡୁଆ

ଭୁବନେଶ୍ବର: ବିଡିଏ ଓ ବିଏମସି ପାଇଁ ବଢିଲା ଅଡୁଆ । ସରକାରୀ ଜମି ବିଲ୍ଡର୍ସଙ୍କୁ ଦେବା ପ୍ରସଙ୍ଗରେ ସାଧାରଣ ପ୍ରଶାସନ ବିଭାଗ ଉଭୟଙ୍କୁ ସ୍ପଷ୍ଟୀକରଣ ମାଗିଛି । କେଉଁ ପରିସ୍ଥିତିରେ ବିଭାଗର ବିନା ଅନୁମତିରେ ବିଲ୍ଡର୍ସଙ୍କୁ ରାସ୍ତା ପାଇଁ ସରକାରୀ ଜମି ଦିଆଯାଇଛି, ସେନେଇ ବିଡିଏ ଓ ବିଏମ୍‌ସି…

ନିର୍ମାଣ କାର୍ଯ୍ୟର ପ୍ରମୁଖ ଆହ୍ୱାନ, ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ ଟନେଲ

ଭୁବନେଶ୍ୱର: ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ ନିର୍ମାଣ କ୍ଷେତ୍ରରେ ପୂର୍ବତଟ ରେଳପଥ ବିଶେଷ କରି ଟନେଲ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନର ସମ୍ମୁଖୀନ ହେଉଛି । ଏହା ସତ୍ତ୍ବେ ଭାରତୀୟ ରେଳରେ ଏକ ପ୍ରମୁଖ ଭିତ୍ତିଭୂମି ନିର୍ମାଣ ପଦକ୍ଷେପ ନେଇ ଉଲ୍ଲେଖନୀୟ ବେଗରେ ଅଗ୍ରଗତି…

କାର୍ଯ୍ୟରତ ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟବୀମା ଯୋଜନାର ନବୀକରଣ ତୁରନ୍ତ କରାଯିବ

ଭୁବନେଶ୍ୱର: ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ଲାଗୁ ହୋଇଥିବା ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାର ନବୀକରଣ ତୁରନ୍ତ କରାଯିବ । ଏନେଇ ରାଜ୍ୟପାଳ ରଘୁବର ଦାସ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ସହ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ…

ଚଳିତବର୍ଷରୁ ପାଳନ ହେବ ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ

ଭୁବନେଶ୍ବର: ଚଳିତ ବର୍ଷଠାରୁ ପାଳନ ହେବ ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଚଳିତ ମାସ ୩୧ ତାରିଖରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ…

ବଢିଲା ଆଇପିଏସ୍‌ ଡିଏସ୍‌ କୁଟ୍ଟେ ଓ ଆଶିଷ ସିଂହଙ୍କ ଅଡୁଆ

ଭୁବନେଶ୍ବର: ବଢିଲା ବରିଷ୍ଠ ଆଇପିଏସ୍‌ ଡିଏସ୍‌ କୁଟ୍ଟେ ଓ ଆଶିଷ ସିଂହଙ୍କ ଅଡୁଆ । ଡି.ଏସ୍‌ କୁଟ୍ଟେ ଓ ଆଶିଷ ସିଂଙ୍କ ପ୍ରତି ହୋଇପାରେ କାର୍ଯ୍ୟାନୁଷ୍ଠାନ । ଉଭୟଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ କଲା ଗୃହ ବିଭାଗ । ଉଭୟଙ୍କ ବିରୋଧରେ ଆସିଥିବା ଆରୋପର ୩୦ ଦିନ ଭିତରେ…

ଷ୍ଟିୟରିଂ କମିଟିରେ ଆଉ ୭ ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ, ଏଥିରେ ବି ନାହାଁନ୍ତି ତାରା

ଭୁବନେଶ୍ଵର: ପିସିସି ଷ୍ଟିୟରିଂ କମିଟିରେ ସାମିଲ ହେଲେ ଆଉ ୭ ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ । ଏହି ସଦସ୍ୟଙ୍କ ମଧ୍ୟରେ ଅଛନ୍ତି ଶରତ ପଟ୍ଟନାୟକ, ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ନରସିଂହ ମିଶ୍ର, ରାମଚନ୍ଦ୍ର ଖୁଣ୍ଟିଆ, ସନ୍ତୋଷ ସିଂହ ସାଲୁଜା ଓ ଶରତ ରାଉତ । ତେବେ ଏଥିରୁ ମଧ୍ୟ…

ଡାନ୍ସ ବାର୍…ବନ୍ଦ ସହଜ କି ?

ଭୁବନେଶ୍ବର: ରାଜ୍ୟରେ ଚାଲିବନି ଡାନ୍ସ ବାର୍। ସଂପୂର୍ଣ୍ଣ ଭାବେ ଡାନ୍ସ ବାର ବନ୍ଦ କରିବାକୁ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବିଧାନସଭାରେ କହିଛନ୍ତି । ତେବେ ପ୍ରଶ୍ନ ଉଠୁଛି, ଡାନ୍ସ ବାର ବନ୍ଦ ସହଜ କି ? କାରଣ ମୁମ୍ବାଇରେ ଡାନ୍ସ ବାର ବନ୍ଦ କରିବାକୁ ବର୍ଷ ବର୍ଷ ଧରି ଉଦ୍ୟମ…

ତାତିଲେଣି ବିରୋଧୀ…ମଦମୃତ୍ୟୁର ତଦନ୍ତ କେବେ?

ଭୁବନେଶ୍ବର: ବିଧାନସଭାରେ ଚିକିଟି ମଦମୃତ୍ୟୁ ତାତି। ଉଠିଲା ପଡିଲା ପ୍ରଶ୍ନକାଳ । ଗୃହରେ ଜୋରଦାର ବିରୋଧ ପ୍ରଦର୍ଶନ କରିଛନ୍ତି ବିରୋଧୀ। ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଇସ୍ତଫା ଦାବି କରି ବିଜେଡି ବିଧାୟକ ଗୃହର ମଧ୍ୟ ଭାଗକୁ ଆସି ହୋହଲ୍ଲା କରିଥିଲେ । ବାଚସ୍ପତିଙ୍କ ପୋଡିୟମ…

ବଡ ଖବର: ଆସିଲା ‘ସୁଭଦ୍ରା’ ଯୋଜନା ଏସଓପି

ଭୁବନେଶ୍ୱର: ରାଜ୍ୟର କୋଟି କୋଟି ମହିଳାଙ୍କ ପାଇଁ ବଡ ଖବର l ଆସିଲା ସୁଭଦ୍ରା ଯୋଜନା ଏସଓପି l ଗୃହରେ ସୁଭଦ୍ରା ଯୋଜନା ଏସଓପି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l ଗତକାଲି କ୍ୟାବିନେଟ୍‌ରେ ଏସଓପି ପାରିତ ହୋଇଥିବା ନେଇ କହିଛନ୍ତି ମୁଖ୍ୟମନ୍ତ୍ରୀ l ୨୧ରୁ ୬୦ ବର୍ଷର ମହିଳାଙ୍କୁ…