Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ଶପଥ ପୂର୍ବରୁ ପୂରା ଆକ୍ଟିଭ୍ ମୋଡରେ ବାବୁ ସିଂଙ୍କ

ଭୁବନେଶ୍ବର: ନବନିର୍ବାଚିତ ବିଧାୟକ ହେବା ପରେ ଏବେ ପୂରା ଆକ୍ଟିଭ ମୋଡରେ ବାବୁ ସିଂ । ଶପଥ ପୂର୍ବରୁ ସଫେଇ ଅଭିଯାନ ଆରମ୍ଭ କରିବା ସହିତ ଲୋକଙ୍କ ଭଲ ମନ୍ଦ ବୁଝୁଛନ୍ତି ବାବୁ । ଭୁବନେଶ୍ବର ଏକାମ୍ର କ୍ଷେତ୍ରର ନବନିର୍ବାଚିତ ବିଜେପି ବିଧାୟକ ବାବୁ ସିଂ ପାଓ୍ବାର ହାତେଇବା ପରେ ଏବେ ପୂରା…

ଆସନ୍ତା ୩ ଦିନ ଯାଏଁ ସିଝିବ ଓଡିଶା, ରାଜ୍ୟରେ ୨ରୁ ୩ ଡିଗ୍ରୀ ଯାଏ ବୃଦ୍ଧି ପାଇବ ଦିନ ତାପମାତ୍ରା

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆସନ୍ତା ୩ ରୁ ୪ ଦିନ ମଧ୍ୟରେ ଦକ୍ଷିଣ ଓଡ଼ିଶା ସମେତ ଦକ୍ଷିଣ ଛତିଶଗଡ଼ର କିଛି ଅଞ୍ଚଳ, ଉପକୂଳ ଆନ୍ଧ୍ର, ତେଲେଙ୍ଗାନା, ମହାରାଷ୍ଟ୍ରର କିଛି ଅଞ୍ଚଳରେ ମୌସୁମୀ ଛୁଇଁବାକୁ ଥିବାରୁ ପାଗ ଅନୁକୂଳ ରହିଛି । ମୌସୁମୀ ଆସିବା ପୂର୍ବରୁ ପଶ୍ଚିମ…

ନବୀନ ନିବାସରେ ଅରୁଣ ପଟ୍ଟନାୟକ, ସମ୍ଭାଳିବେ କି ବିଜେଡିର ମଙ୍ଗ?

ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ଧରଶାୟୀ ହୋଇଛି । ଭାଙ୍ଗିଛି ଦୀର୍ଘ ୨୪ ବର୍ଷର ସରକାର । ତେବେ ଏହା ଭିତରେ ଗତକାଲି ଭୁବନେଶ୍ବରରେ ଆସି ପହଞ୍ଚିଛନ୍ତି ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ନାତି ଅରୁଣ ପଟ୍ଟନାୟକ । ତେବେ ଅରୁଣଙ୍କ ଅଚାନକ ଭୁବନେଶ୍ୱର ଆଗମନକୁ ନେଇ ରାଜନୀତି ମହଲରେ…

ବଜ୍ରାଘାତରେ ୪ ମୃତ,୪ ଗୁରୁତର

ଭୁବନେଶ୍ବର: ବଜ୍ରାଘାତ ହେଲା କାଳ। ବଜ୍ରାଘାତରେ ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ହୋଇଛନ୍ତି । ଆଜି ପୃଥକ ପୃଥକ ସ୍ଥାନରେ ଘଡିଛି ଏଭଳି ଅଭାବନୀୟ ଘଟଣା । ମହୁଲଡିଆ ଥାନା କୋଇଲିପାଳ ଗାଁରେ ବଜ୍ରାଘାତରେ ୧୫ ବର୍ଷୀୟ ଝିଅର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ଅଛନ୍ତି ।…

ଓଡିଶାରୁ କିଏ କେନ୍ଦ୍ରମନ୍ତ୍ରୀ ?

ଭୁବନେଶ୍ବର: ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଓଡିଶାରୁ କିଏ ? ଉଭୟ ବିଧାନସଭା ଓ ଲୋକସଭାରେ ଏଥର ବିଜେପିକୁ ମନଖୋଲି ଆଶୀର୍ବାଦ କରିଛନ୍ତି ଓଡିଶା ଭୋଟର । ପ୍ରଥମ ଥର ପାଇଁ ରାଜ୍ୟରେ ୨୦ଟି ଲୋକସଭା ଆସନ ଜିତିଛି ଦଳ । ତେଣୁ ମୋଦି ସରକାରଙ୍କ ତୃତୀୟ ପାଳିରେ ଓଡିଶାରୁ କିଏ କିଏ ପାଇପାରନ୍ତି…

ଭାଙ୍ଗିଲା ବିଜେଡି ଗଡ

ଭୁବନେଶ୍ବର: ଓଡିଶାରେ ସରକାର ପରିବର୍ତ୍ତନ । ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଯେଉଁଠି ଉଡୁଥିଲା ସବୁଜ ବାନା, ସେଠି ଫୁଟିଲା ପଦ୍ମ । ଏଥର ନିର୍ବାଚନରେ ବର୍ଷ ବର୍ଷ ଧରି ରହିଥିବା ବିଜେଡି ଗଡ ଭାଙ୍ଗିଛି ବିଜେପି । ଦକ୍ଷିଣ ହେଉ କି ଉପକୂଳ, ଯେଉଁଠି ବିଜେଡି ଦୁର୍ଗ ବନାଇଥିଲା, ସେଠାରେ ପଦ୍ମ…

ଜୁନ୍ ୧୦ ସୁଦ୍ଧା ଓଡ଼ିଶାରେ ପ୍ରବେଶ କରିପାରେ ଦକ୍ଷିଣ ପଶ୍ଚିମ ମୌସୁମୀ: ସିଇସି

ଭୁବନେଶ୍ୱର: ଆରବ ସାଗରରୁ ଦକ୍ଷିଣ-ପଶ୍ଚିମ ବାୟୁ ପ୍ରବାହରେ ଦକ୍ଷିଣ ପଶ୍ଚିମ ମୌସୁମୀ ଦକ୍ଷିଣ ଓଡ଼ିଶାରେ ଜୁନ୍ ୧୦ ସୁଦ୍ଧା ପ୍ରବେଶ କରିପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି । ଦକ୍ଷିଣ ପଶ୍ଚିମ ବାୟୁ ପ୍ରବାହର…

ସ୍ପଷ୍ଟୀକରଣ ରଖିଲା ବିଜେଡି; ‘ଦଳର ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ଦିଲ୍ଲୀ ଯାଇଛନ୍ତି ପାଣ୍ଡିଆନ’

ଭୁବନେଶ୍ୱର: ନିର୍ବାଚନ ଫଳାଫଳ ବାହାରିବା ଦିନ ଠାରୁ ଗାଏବ ଅଛନ୍ତି ଭିକେ ପାଣ୍ଡିଆନ । ସର୍ବସାଧାରଣରୁ ଦୂରେଇ ରହୁଛନ୍ତି ପାଣ୍ଡିଆନ । ଏପରିକି ନବୀ ନିବାସରେ ତୁହାକୁ ତୁହା ବସୁଥିବା ବୈଠକରେ ମଧ୍ୟ ନଜର ଆସୁନାହାନ୍ତି । ଯାହାକୁ ନେଇ ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଚର୍ଚ୍ଚା ଯୋର…

‘ଓଡ଼ିଶାକୁ ସୁଟ୍ ବୁଟ୍ ପିନ୍ଧୁଥିବା ଲୋକଙ୍କ ସୁଅ ଛୁଟିଲାଣି, ଓଡ଼ିଶାକୁ ସମ୍ପୂର୍ଣ୍ଣ ଲୁଟିନେବେ’

ଭୁବନେଶ୍ୱର: ଓଡ଼ିଶାକୁ ଜଙ୍ଗଲ, ଜମି, ଖଣି ଓ ପାଣି ଲୁଟେରା ସରକାର ଆସୁଛି । ଓଡ଼ିଶାର ପ୍ରାକୃତିକ ସମ୍ପଦକୁ ମୋଦି ଲୁଟିନେବାକୁ ଯୋଜନା କରିଥିବା କହି ଓଡିଶାବାସୀଙ୍କୁ ଚେତାଇଲେ କଂଗ୍ରେସ ପ୍ରଭାରୀ ଅଜୟ କୁମାର । ପୂର୍ବରୁ ଭାରତୀୟ ଜନତା ପାର୍ଟିର ସରକାର ଛତିଶଗଡ଼, ଗୁଜରାଟ ଓ ମଧ୍ୟପ୍ରଦେଶରେ…

ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରୁ ହଟିଲା ନିର୍ବାଚନୀ ଆଦର୍ଶ ଆଚରଣ ବିଧି

ଭୁବନେଶ୍ବର: ଓଡିଶା ସହ ଦେଶର ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ସହିତ ସାଧାରଣ ନିର୍ବାଚନ ପାଇଁ ଲାଗୁ ହୋଇଥିବା ଆଦର୍ଶ ଆଚରଣ ବିଧି ପ୍ରତ୍ୟାହାର ହୋଇଛି। ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଗତ ମାର୍ଚ୍ଚ ୧୬ ତାରିଖରୁ ଲାଗୁ ହୋଇଥିଲା । ନିର୍ବାଚନୀ ଆଦର୍ଶ ଆଚରଣ ବିଧି ହଟିବା…