Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ଓଟିଡିସି ପକ୍ଷରୁ ଯୁବ ପ୍ରତିଭାଙ୍କ ଦ୍ୱାରା ଉତ୍ସାହପ୍ରଦ ଅଡିଟ ସହ ଶିଶୁ ଦିବସ ପାଳିତ

ଭୁବନେଶ୍ୱର: ଶିଶୁ ଦିବସ ପାଳନ ଅବସରରେ, ଉଜ୍ଜ୍ୱଳ ଯୁବ ପ୍ରତିଭାଙ୍କ ଦ୍ୱାରା ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି)ରେ ଏକ ଉର୍ଜାବାନ ଓ ଅନ୍ତର୍ଦୃଷ୍ଟି ସମ୍ପନ୍ନ ଅଡିଟ୍ ଅନୁଷ୍ଠିତ ହୋଇଯାଇଛି । ଓଟିଡିସି ମୁଖ୍ୟାଳୟରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ଓଟିଡିସି ଅଧ୍ୟକ୍ଷ ଡ଼ଃ…

ପବିତ୍ର ଶିଶୁ ଦିବସ ଅବସରରେ ଶୁଭାରମ୍ଭ ହେଲା “ଆମ କୁନିପିଲା” ଯୋଜନା

ଭୁବନେଶ୍ଵର: ପବିତ୍ର ଶିଶୁ ଦିବସ ଅବସରରେ ଶୁଭାରମ୍ଭ ହେଲା “ଆମ କୁନିପିଲା” ଯୋଜନା । ପ୍ରତ୍ୟକ ଶିଶୁଙ୍କୁ ନିଜ ଘରେ ହିଁ ମିଳିବ ଆନନ୍ଦଦାୟକ ବନ୍ଧୁତ୍ଵପୂର୍ଣ୍ଣ ଅନୁକୂଳ ପରିବେଶ । ଏଣିକି ଘରର ପୁରୁଷ ସଦସ୍ୟ ମାନେ ମଧ୍ୟ ନେବେ ଶିଶୁର ଯତ୍ନ । ତିନି ବର୍ଷରୁ କମ୍ ପିଲାଙ୍କ ସହ ଅଙ୍ଗନବାଡି କର୍ମୀ…

୨୧ରେ ବିଧାନସଭା ଉପବାଚସ୍ପତି ନିର୍ବାଚନ : ସମସ୍ତ ସଦସ୍ୟଙ୍କୁ ଚିଠି ଲେଖି ଜଣାଇଲେ ବିଧାନସଭା ସଚିବ

ଭୁବନେଶ୍ବର : ନଭେମ୍ବର ୨୧ ତାରିଖରେ ବିଧାନସଭା ଉପବାଚସ୍ପତି ନିର୍ବାଚନ । ୨୧ ତାରିଖ ସକାଳ ୯ଟା ୩୦ରେ ଭୋଟ୍ ଗ୍ରହଣ ହେବ । ଏଥିଲାଗି ୨୦ ତାରିଖରେ ନାମାଙ୍କନ ଦାଖଲ ହେବ  । ଏ ନେଇ ସମସ୍ତ ସଦସ୍ୟଙ୍କୁ ଚିଠି ଲେଖିଛନ୍ତି ବିଧାନସଭା ସଚିବ  । ରଜନୀକାନ୍ତ ସିଂହଙ୍କ ଇସ୍ତଫା ପରେ ପଦବୀ ଖାଲି…

ଆସନ୍ତାକାଲି ସୁଦ୍ଧା ଅବପାତରେ ପରିଣତ ହେବ ଲଘୁଚାପ କ୍ଷେତ୍ର : ୩ ଜିଲ୍ଲାରେ ଅତିପ୍ରବଳ ବର୍ଷିବ !

ଭୁବନେଶ୍ବର : ଆସନ୍ତାକାଲି ସୁଦ୍ଧା ଅବପାତରେ ପରିଣତ ହେବ ଲଘୁଚାପ କ୍ଷେତ୍ର । ୧୬ ତାରିଖ ବେଳକୁ ଏହା ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବ  । ଏହାର ପ୍ରଭାବରେ ୧୮ ତାରିଖ ଯାଏଁ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଏ ନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ…

‘ଓମାସ’ ପରୀକ୍ଷା ପାଇଁ ଜାରିହେଲା ଆଡମିଟ୍ କାର୍ଡ, ଜାଣନ୍ତୁ କିପରି କରିବେ ଡାଉନଲୋଡ

ଭୁବନେଶ୍ୱର: ଆଜି ଅର୍ଥାତ୍ ନଭେମ୍ବର ୧୩ ତାରିଖ ଦିନ ଓଡ଼ିଶା ଜନସେବା ଆୟୋଗ (ଓପିଏସସି) ଓଡ଼ିଶା ମ୍ୟୁନିସିପାଲିଟି ଆଡମିନିଷ୍ଟ୍ରେଟିଭ୍ ସର୍ଭିସେସ୍ ପରୀକ୍ଷା ୨୦୨୧ ପାଇଁ ଆଡମିଟ୍ କାର୍ଡ ଜାରି କରିଛି। ଆଶାୟୀ ପରୀକ୍ଷାର୍ଥୀମାନେ, ଯେଉଁମାନେ ରବିବାର (ନଭେମ୍ବର ୧୯ ) ପାଇଁ ଧାର୍ଯ୍ୟ ହୋଇଥିବା…

ବ୍ୟାକ୍ ଗିୟର ପାଇଁ ଦୁର୍ଘଟଣା ! ଲିଙ୍ଗରାଜ ମନ୍ଦିର ନିକଟରେ ଦୁର୍ଘଟଣା ଘଟାଇଥିବା କାର୍ ଡ୍ରାଇଭର ଗିରଫ

ଭୁବନେଶ୍ବର : ଲିଙ୍ଗରାଜ ମନ୍ଦିର ନିକଟରେ ସ୍ବାମୀ ସ୍ତ୍ରୀଙ୍କ ଉପରେ କାର୍ ଚଢିଯିବା ଘଟଣା  । ଦୁର୍ଘଟଣା ଘଟାଇଥିବା କାର୍ ଡ୍ରାଇଭରଙ୍କୁ ଗିରଫ କରିଛି ଲିଙ୍ଗରାଜ ଥାନା ପୋଲିସ । ଡ୍ରାଇଭର ଜଣକ ମଦ ପିଇ ଫୋନରେ କଥା ହୋଇ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି…

ବାଣ ଧୂଆଁରେ ରେକର୍ଡ କଲା ଟ୍ବିନ ସିଟିର ପ୍ରଦୂଷଣର ମାତ୍ରା

ଭୁବନେଶ୍ବର : ବାଣ ଧୂଆଁରେ ରେକର୍ଡ କଲା ଟ୍ବିନ ସିଟିର ପ୍ରଦୂଷଣ ମାତ୍ରା । ଗତକାଲି ରାତି ୧ଟାରେ ପ୍ରଦୂଷଣର ମାତ୍ରା ରେକର୍ଡ ଛୁଇଁଛି । ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ନିକଟରେ ପ୍ରଦୂଷଣର ମାତ୍ରା ୯୯୯ ଥିବାବେଳେ ପଟିଆ ଅଞ୍ଚଳରେ ପ୍ରଦୂଷଣର ମାତ୍ରା ୬୭୬ ଥିଲା । ସେହିପରି କଟକରେ ରାତି ୧ଟାରେ…

ଛଟ୍ ପୂଜା ପାଇଁ ପୁରୀ ଏବଂ ପାଟନା ମଧ୍ୟରେ ଚାଲିବ ସ୍ୱତନ୍ତ୍ର ଟ୍ରେନ

ଭୁବନେଶ୍ବର: ନିୟମିତ ଟ୍ରେନରେ ଯାତ୍ରୀମାନଙ୍କର ଅତିରିକ୍ତ ଭିଡ଼କୁ ଦୃଷ୍ଟିରେ ରଖି ଏବଂ ଯାତ୍ରୀମାନଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଛଟ୍ ପୂଜା ପାଇଁ ପୁରୀ ଏବଂ ପାଟନା ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଅଛି । ପୁରୀରୁ ଏହି ସ୍ୱତନ୍ତ୍ର…

ସେପଟେ ଚାଲିଥିଲା ବାଣ ଫୁଟା, ଏପଟେ ଚାଲିଥିଲା ଲୁଟପାଟ

ଭୁବନେଶ୍ୱର: ଦୀପାବଳି ରାତିରେ କଳାକନା ବୁଲାଇଲେ ଲୁଟେରା। ଗୋଟେ ପଟେ ଚାଲିଥିଲା ବାଣ ଫୁଟା, ଅନ୍ୟପଟେ ଚାଲିଥିଲା ଲୁଟପାଟ୍। ପରିବାର ଲୋକେ ବାଣ ଫୁଟାଉଥିବାର ସୁଯୋଗ ନେଇ ଘରେ ପଶି ଲୁଟିଲେ ନଗଦ ଟଙ୍କା ସହ ସୁନା ଗହଣା। ଏପରି ଘଟଣା ଘଟିଛି ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ। ଆଲୋକର ପର୍ବ…

କାର୍ ଦୁର୍ଘଟଣାରେ ଚାଲିଗଲା ସ୍ବାମୀ , ସ୍ତ୍ରୀଙ୍କ ଜୀବନ

ଭୁବନେଶ୍ବର : ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । କାର୍ ଦୁର୍ଘଟଣାରେ ଚାଲିଗଲା ସ୍ବାମୀ , ସ୍ତ୍ରୀଙ୍କ ଜୀବନ । ଜଣେ ମଦ୍ୟପ କାର୍ ଡ୍ରାଇଭର ଏଭଳି କାଣ୍ଡ ଘଟଣାଇଛନ୍ତି  । ଉଭୟ ସ୍ବାମୀ ଏବଂ ସ୍ତ୍ରୀ ଦିଗପହଣ୍ଡିରୁ ଦୀପ ଏବଂ କାଠ ବିକ୍ରି କରିବାକୁ ଆସିଥିବାବେଳେ…