Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

Leopard: ଓଡ଼ିଶାକୁ ପ୍ରଥମ ଥର ପାଇଁ ଆସିବ ଚିତା ବାଘ

ଭୁବନେଶ୍ବର: ନନ୍ଦନକାନନକୁ ଆସିବ ଆଉ ଏକ ନୂଆ ଅତିଥି । ପର୍ଯ୍ୟଟକମାନେ ପ୍ରାଣୀ ଉଦ୍ୟାନରେ ଚିତା ଦେଖିବାର ସୁଯୋଗ ପାଇବେ । ତେବେ ଖୁବ ଶୀଘ୍ର ଆଫ୍ରିକାରୁ ଓଡ଼ିଶାକୁ ପ୍ରଥମ ଥର ପାଇଁ ଆସିବ ଚିତା ବାଘ । ଚିତା ବାଘଙ୍କ ଦୌଡ଼ିବା ଗତି ସର୍ବାଧବକ ୧୦୩ କିମି ପର୍ଯ୍ୟନ୍ତ ହୋଇଥାଏ । ଯାହା ଅନ୍ୟ…

ମେଗା ପାନୀୟ ଜଳ ପ୍ରୋଜେକ୍ଟ ଦୁର୍ନୀତି ନେଇ ପୂର୍ବ ସରକାରକୁ ଟାର୍ଗେଟ କଲେ ପଞ୍ଚାୟତିରାଜ ମନ୍ତ୍ରୀ

ଭୁବନେଶ୍ବର: ମେଗା ପାନୀୟ ଜଳ ପ୍ରୋଜେକ୍ଟ ଦୁର୍ନୀତି ନେଇ ବିଧାନସଭାରେ ପୂର୍ବ ସରକାରଙ୍କୁ ଟାର୍ଗେଟ କଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ । ସେ କହିଛନ୍ତି ଯେ, ପୂର୍ବ ସରକାରରେ ନଳ ଥିଲା ଜଳ ନଥିଲା। ଏବେ ନଳ ଆଉ ଜଳ ଅଛି । ୨୦୨୪ ଜୁନ ସୁଦ୍ଧା ବିଜେଡି ୩ଟି ମେଗା ପାଇପ ଜଳ ଯୋଗାଣ…

Police SI Scam: ଗିରଫ ଦଲାଲ ଅରବିନ୍ଦ ଦାସକୁ ଜେରା କରୁଛି ସିବିଆଇ

ଭୁବନେଶ୍ବର: ପୋଲିସ ଏସଆଇ ପରୀକ୍ଷା ମହାଘୋଟାଲା ମାମଲାରେ ଆଉ ଜଣେ ଦଲଲାଲକୁ ଜେରା କରୁଛି ସିବିଆଇ । ଗିରଫ ଦଲାଲ ଅରବିନ୍ଦ ଦାସକୁ ଦୁଇଦିନିଆ ରିମାଣ୍ଡରେ ଆଣି ମାରାଥନ୍ ଜେରା କରୁଛି ସିବିଆଇ । ଅରବିନ୍ଦକୁ ତିନି ଦିନିଆ ରିମାଣ୍ଡରେ ନେବାକୁ ସିବିଆଇ ଆବେଦନ କରିଥିଲା। ଅଦାଲତ ଦୁଇଦିନ ଲାଗି…

କଟକରେ ଭଙ୍ଗା ହେବ ବିପଦସଂକୁଳ କୋଠା: ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ୱର: କଟକରେ ଥିବା ସମସ୍ତ ବିପଦ ଶଂକୁଳ ଚିଠା ଚିହ୍ନଟ କରାଯାଇ ଖୁବଶୀଘ୍ର ଭଙ୍ଗାଯିବ । ଏନେଇ କୋଠାଗୁଡିକୁ ଚିହ୍ନଟ କରିବାକୁ ଏକ ବିଶେଷ କମିଟିର ଗଠନ କରାଯାଇଥିବା କଥା ଆଜି ବିଧାନସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ।…

ସାବଧାନ! ବଜାରରେ ବୁଲୁଛି ପୁଳା ପୁଳା ନକଲି ମେଡିସିନ, ୪ ବର୍ଷରେ ଚିହ୍ନଟ ହେଲାଣି…

ଭୁବନେଶ୍ୱର: ଗତ ୪ ବର୍ଷରେ ରାଜ୍ୟରେ ଚିହ୍ନଟ ହୋଇଛି ଅଢେଇ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ନକଲି ମେଡିସିନ୍ । ୨୦୨୧ ରୁ ୨୦୨୪-୨୫ ଭିତରେ ୧୬୮ଟି ନକଲି ମେଡିସିନକୁ ଚିହ୍ନଟ କରିଛନ୍ତି ରାଜ୍ୟ ସରକାର । ଏନେଇ ଆଜି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।…

ମାଗଣା ରୋଗୀସେବାରେ ସାମିଲ ହେବ ୨୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ

ଭୁବନେଶ୍ବର: ଡାକ୍ତରଖାନା ଯିବାକୁ ଆଉ ହନ୍ତସନ୍ତ ହେବେନି ରୋଗୀ । ରାଜ୍ୟରେ ଗଡିବ ଆଉ ୨୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ । ନୂଆବର୍ଷ ପୂର୍ବରୁ ଗଡିବା ନେଇ ଯୋଜନା ରହିଥିବାବେଳେ, ଗାଡ଼ି ଆସି ସାରିଛି । ଏବେ ଏହାର ବ୍ରାଣ୍ଡିଂ ଚାଲିଥିବା ଜଣାପଡ଼ିଛି । ନିର୍ଦ୍ଦେଶନାମା ଅନୁସାରେ ୫ ବର୍ଷ ପୂରଣ…

୪ ନମ୍ବର ମାଛ ମାର୍କେଟରେ ହେବ ନବକଳେବର, ଆମିଷ ବଜାରରୁ ହଟିବ ଜବରଦଖଲ

ଭୁବନେଶ୍ୱର: ୪ ନମ୍ୱର ଆମିଷ ବଜାରରୁ ହଟିବ ସମସ୍ତ ଜବରଦଖଲ । ନୂଆ ରୂପ ପାଇବ ଭୁବନେଶ୍ୱର ମହାନଗର ନିଗମ ଅଧୀନ ୪ ନମ୍ବର ମାଛ ମାର୍କେଟ । ଆଜି ସକାଳୁ ବିଏମସି କମିଶନର ଚଞ୍ଚଲ ରଣାଙ୍କ ସହ ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି ମେୟର ସୁଲୋଚନା ଦାସ । ମେୟର କହିଛନ୍ତି ଯେ, ନୂଆ ଦୋକାନ,…

SI Scam: ଜେଲ୍ ଫେରିଲେ ୪ ଅଭିଯୁକ୍ତ, ରିମାଣ୍ଡରେ ଯାଇପାରନ୍ତି ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଓ ସୁରେଶ ନାୟକ…

ଭୁବନେଶ୍ୱର: ପୋଲିସ ଏସଆଇ ଚାକିରି ମହାଘୋଟାଲା ମାମଲାରେ ଝାରପଡା ଜେଲ୍ କୁ ଫେରିଛନ୍ତି ୪ ଅଭିଯୁକ୍ତ । ତଫିନ ଅହମ୍ମଦ ଖାନ୍, ବିଶ୍ୱଜିତ୍ ହରିଚନ୍ଦନ, ବିଶ୍ୱରଞ୍ଜନ ବେହେରା ଓ ଲୋକନାଥ ସାହୁକୁ ୩ ଦିନିଆ ରିମାଣ୍ଡରେ ଆଣି ମାରାଥନ୍ ଜେରା କରିଛି ସିବିଆଇ । ସେମାନଙ୍କଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ…

BLO: ଦୁଇ ଗୁଣ ହେଲା ବୁଥ୍ ଲେଭଲ ଅଫିସରଙ୍କ ପାରିଶ୍ରମିକ

ଭୁବନେଶ୍ବର: ବୁଥ୍ ଲେଭଲ ଅଫିସର(BLO)ଙ୍କ ଦୁଇଗୁଣ ହେଲା ପାରିଶ୍ରମିକ । ନିର୍ବାଚନ କମିଶନଙ୍କ ପକ୍ଷରୁ ପାରିଶ୍ରମିକ ବୃଦ୍ଧି ନେଇ ଘୋଷଣା ହୋଇଛି । ବୁଥ୍ ଲେଭଲ ଅଫିସରଙ୍କ ପାରିଶ୍ରମିକ ୬ ହଜାରରୁ ୧୨ ହଜାରକୁ ବଢାଇଲେ କମିଶନ । ଇଲେକ୍ଟୋରାଲ ରୋଲ ରିଭିଜନର ପ୍ରୋତ୍ସାହନ ରାଶି ୧୦୦୦ଟଙ୍କା…

Weather Update: ରାଜ୍ୟରେ ଆହୁରି ବଢିବ ଶୀତ, ୨ ରୁ ୩ ଡିଗ୍ରୀ କମିପାରେ ରାତି ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ସ୍ଥାନରେ ଶୀତର ପ୍ରକୋପ ଜାରି ରହିଛି । ରାଜ୍ୟର କିଛି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହୁଛି । ୪ ଦିନ ପରେ ରାତି ତାପମାତ୍ରା ଆଉ ୨ରୁ ୩ ଡିଗ୍ରୀ ହ୍ରାସ ପାଇବା ସହିତ ଶୀତ ବଢିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟର ଅଧିକାଂଶ…