Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

କାରାଗାର ସୁରକ୍ଷାରେ ହେବ ବଡ଼ ପରିବର୍ତ୍ତନ, ରାଜ୍ୟର ୭ ସର୍କଲ ଜେଲରେ ଆରମ୍ଭ ହେବ ମୁକ୍ତାକାଶ ଜେଲ

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟର ୨୦ଟି ଜେଲରେ ଲାଗିଛି କୃତ୍ରିମ ବୁଦ୍ଧିମତ୍ତା (AI) କ୍ୟାମେରା । ଆଗକୁ ସମସ୍ତ ଜେଲରେ ଲାଗିବ AI କ୍ୟାମେରା । ଜେଲ ଭିତରେ ଏବଂ ପରିସରରେ କଏଦୀଙ୍କୁ ଜଗିବ । ଭୁବନେଶ୍ୱରରେ ହେବ ମଡେଲ ଜେଲ ପ୍ରତିଷ୍ଠା। ଜେଲରେ ଯୋଗ, ଦକ୍ଷତା ଓ ପୁନର୍ବାସକୁ ଗୁରୁତ୍ବ ଦିଆଯିବ…

ସିଏସଏମ୍ ଟେକ୍ନୋଲୋଜିଜର FY୨୬ରେ ଦୃଢ଼ ପ୍ରଦର୍ଶନ; ମୋଟ ଆୟ ୨୨୮.୭୨ କୋଟି, ୧୪% ବୃଦ୍ଧି

ଭୁବନେଶ୍ୱର: ଗଭ୍ଟେକ୍ (GovTech) ଏବଂ ଏଣ୍ଟରପ୍ରାଇଜ୍ ଡିଜିଟାଲ୍ ଟ୍ରାନ୍ସଫର୍ମେସନ୍ କ୍ଷେତ୍ରରେ କାର୍ଯ୍ୟରତ ସିଏସଏମ୍ ଟେକ୍ନୋଲୋଜିଜ୍ ଲିମିଟେଡ୍ ଚତୁର୍ଥ ତ୍ରୟମାସିକ ଏବଂ ପୂର୍ଣ୍ଣ ଆର୍ଥିକ ବର୍ଷ ପାଇଁ ତାହାର ଅଡିଟ୍ ହୋଇଥିବା ସମନ୍ୱିତ ଆର୍ଥିକ ଫଳାଫଳ ଘୋଷଣା କରିଛି । କମ୍ପାନୀ…

ଚାଷୀଙ୍କୁ ସାର ଯୋଗାଇପାରୁନି ଲୋକଙ୍କ ସରକାର ଚାଷୀକୂଳକୁ ହତାଦର: ଓଜେସି

ଭୁବନେଶ୍ୱର: ଓଡ଼ିଶାରେ ସାରର ସାର କଳାବଜାରୀ ଓ ନିଅଣ୍ଟିଆ ବ୍ୟବସ୍ଥା ନେଇ ସରକାରଙ୍କ ଉପରେ ବର୍ଷିଲା ଓଡ଼ିଶା କୃଷକ ଜନତା କଂଗ୍ରେସ । ଏକ ସାମ୍ବାଦିକ ସମ୍ମିଳନୀରେ କୃଷକ ସେଲ୍ ଅଧ୍ୟକ୍ଷ ସଂଗ୍ରାମ କିଶୋର ମାଝୀ ସରକାରଙ୍କୁ କଠୋର ସମାଲୋଚନା କରି କହିଛନ୍ତି ଯେ, ପ୍ରାୟ ୭୦% ଲୋକ ଚାଷ ଉପରେ…

ବିଏମ୍‌ସି-ବିଡିଏର ସବୁଜ ପଦକ୍ଷେପ: ଜନପଥରେ ଯାତ୍ରୀଙ୍କ ସୁବିଧା ପାଇଁ ନୂଆ ଟ୍ରାଫିକ୍ ଆଶ୍ରୟସ୍ଥଳ

ଭୁବନେଶ୍ୱର: ଯାତ୍ରୀଙ୍କ ସୁବିଧା ବୃଦ୍ଧି ଏବଂ ସହରର ସୌନ୍ଦର୍ଯ୍ୟକରଣ ଦିଗରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଓ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଜନପଥ କରିଡର୍‌ର ପ୍ରମୁଖ ସ୍ଥାନଗୁଡ଼ିକରେ ଆଧୁନିକ ଟ୍ରାଫିକ୍ ଏବଂ…

ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ବଡ ଆଶ୍ବସ୍ତି, ସିଧା ସଳଖ ଆକାଉଣ୍ଟକୁ ଯିବ କ୍ଷତିପୂରଣ ରାଶି

ଭୁବନେଶ୍ବର: ରାଜ୍ୟରେ ଗତ କିଛି ଦିନ ହେବ ଜାରି ରହିଛି ଲଗାଣ ବର୍ଷା । ଏହି ସମୟରେ ବର୍ଷା କାରଣରୁ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କ ପାଇଁ ଆଶ୍ବସ୍ତିକର ଖବର ଆଣିଛନ୍ତି ରାଜ୍ୟ ସରକାର । ବର୍ଷା ଯୋଗୁଁ ଫସଲ ନଷ୍ଟ ହୋଇଥିବା ଚାଷୀମାନଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି…

ଆଗାମୀ ଚାରି ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା, ୨୦ ଜିଲ୍ଲାକୁ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଫଳରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଏନେଇ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ…

ଜୁଲାଇ ୨୦ରୁ ମୌସୁମୀକାଳୀନ ଅଧିବେସନ; ଓଡିଶାର ବିଭିନ୍ନ ପ୍ରସଙ୍ଗରେ ସଂସଦରେ ଦାବି ଉପସ୍ଥାପନ କରିବ ବିଜେଡି

ଭୁବନେଶ୍ଵର: ସଂସଦରେ ଜୁଲାଇ ୨୦ରୁ ମୌସୁମୀକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏନେଇ ଦିଲ୍ଲୀରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ନେତା ତଥା ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଯୋଗଦାନ କରିଛନ୍ତି । ଏହାସହିତ ବିଜୁ ଜନତା ଦଳର…

ବିଶିଷ୍ଟ ଲେଖକ ଡ. ବିବୁଧରଞ୍ଜନଙ୍କ ୧୨ଖଣ୍ଡ ଗ୍ରନ୍ଥାବଳୀ ଲୋକାର୍ପିତ

ଭୁବନେଶ୍ୱର: ଲୋକାର୍ପିତ ହେଲା ବିଶିଷ୍ଟ ଲେଖକ ଡକ୍ଟର ବିବୁଧରଞ୍ଜନଙ୍କ ୫୬ଟି ପୁସ୍ତକକୁ ନେଇ ୧୨ ଖଣ୍ଡ ଗ୍ରନ୍ଥାବଳୀ । ଟାଇମପାସ ପ୍ରକାଶନ ପକ୍ଷରୁ ସ୍ଥାନୀୟ ବୁଦ୍ଧମନ୍ଦିର ସଭାଗୃହରେ ଆୟୋଜିତ ଏକ ସ୍ୱତନ୍ତ୍ର ପୁସ୍ତକପର୍ବରେ ଏହାକୁ ଲୋକାର୍ପିତ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ…

ରାଜ୍ୟର କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି: ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ବର: ମୌସୁମୀ ଟ୍ରଫ୍ ବର୍ତ୍ତମାନ ଅମୃତସର, କରନାଲ, ହରଦୋଇ, ରାଞ୍ଚି, ଦୀଘା ଏବଂ ଦକ୍ଷିଣ-ପୂର୍ବ ଦିଗକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଆଡକୁ ଗତି କରୁଛି। ଯେତେବେଳେ କି ଦକ୍ଷିଣ ଓଡ଼ିଶାରେ ଘୂର୍ଣ୍ଣିବଳୟ ଜାରି ରହିଛି। ଏହା ପ୍ରଭାବରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଆହୁରି ୩ ଦିନ…

ସୋନମ୍ ୱାଂଙ୍ଗଚୁକଙ୍କ ଆମରଣ ଅନଶନ ପ୍ରତି ସମର୍ଥନ ଜଣାଇ ପ୍ରତିବାଦ କରିବ ନାଗରିକ ସମାଜ

ଭୁବନେଶ୍ବର: ଦୀର୍ଘ ୧୯ ଦିନ ଧରି ଆମରଣ ଅନଶନରେ ବସିଛନ୍ତି ସୋନମ୍ ୱାଂଙ୍ଗଚୁକ୍ । ଏହାକୁ ସମର୍ଥନ ଜଣାଇ ପ୍ରତିବାଦ କରିବ ନାଗରିକ ସମାଜ । ସୋନମ୍ ୱାଂଙ୍ଗଚୁକଙ୍କୁ ଯେଉଁଭଳି କେନ୍ଦ୍ର ସରକାର ଅଣଦେଖା କରୁଛନ୍ତି ଏବଂ ବାରମ୍ବାର ନିଟ୍ ପରୀକ୍ଷା ପ୍ରଶ୍ନ ପତ୍ର ଥିବା ଲିକ୍ ହେବା ସତ୍ତ୍ୱେ ଜଣେ…