Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ଉପରେ ରୋକ୍: ରାଜ୍ୟର ଏହି ସବୁ ନିୟମ ଉପରେ କେନ୍ଦ୍ର ଆପତ୍ତି ଉଠାଇଛି

ଭୁବନେଶ୍ୱର: ଡିସେମ୍ବର ୨୦୨୦ ରେ ରାଜ୍ୟ ସରକାର ଆଣିଥିବା ସ୍ୱତନ୍ତ୍ର ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ବା ନିୟମ ଉପରେ ରୋକ୍ ଲଗାଇଛନ୍ତି କେନ୍ଦ୍ର ସରକାର । ଏହି ପ୍ରସ୍ତାବିତ ଅଧ୍ୟାଦେଶର ଅନେକ ଅଂଶରେ ରାଜ୍ୟ ସରକାରଙ୍କ କ୍ଷମତା ପରିସରଭୁକ୍ତ ନୁହେଁ । ତେଣୁ ଯେଉଁ ନିୟମ ତିଆରି ହୋଇଛି ଅଧିକାଂଶ…

ସିସିଟିଭି ଫୁଟେଜ ଦେଖାଇ ପୁଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା କୋଦଳାରେ ପୋଲିସ ଦ୍ୱାରା ବିଜେପି କାଉନସିଲରଙ୍କ ଶ୍ୱଶୁରଙ୍କୁ ଗିରଫ ଘଟଣାରେ କଡା ଜବାବ ରଖିଛି ବିଜେପି । ପୁଲିସ ମିଛ କେସରେ ବିଜେପି କାଉନସିଲରଙ୍କ ଶ୍ୱଶୂରକୁ ଗିରଫ କରିଛି ବୋଲି ବିଜେପି କହିଛି। ସିସିଟିଭି ରେକର୍ଡିଂ ଦେଖାଇ ପୁଲିସ ଶାସକ ଦଳର ହାତବାରିସି…

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା : ହତ୍ୟାକାଣ୍ଡରେ ବ୍ୟବହୃତ ବାଉଁସ ଓ କାଠ ଫାଳିଆ ଆଶ୍ରମରୁ ଜବତ

ଭୁବନେଶ୍ୱର : ମାନସ ସ୍ୱାଇଁ ହତ୍ୟା ମାମଲା । କ୍ରାଇମବ୍ରାଞ୍ଚ ଟିମ୍ ତନାଘନା ଜାରି ରଖିଛି । ମାନସ ହତ୍ୟା ମାମଲାରେ ଆଉ ଏକ ସାଙ୍ଘାତିକ ତଥ୍ୟ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି । ମାନସଙ୍କୁ ବାଉଁସ ଫାଳିଆରେ ପିଟିପିଟି କରାଯାଇଥିଲା ହତ୍ୟା । ଭୁବନେଶ୍ୱର ଦୟାଲ ଆଶ୍ରମରୁ ବାଉଁସ ଓ କାଠ ଫାଳିଆ…

ଲିିଙ୍ଗିପୁର ଏଟିଏମ୍ ଲୁଟ୍ ଘଟଣା : ଦୟାନଦୀ କୂଳରୁ ମିଳିଲା ଭଙ୍ଗା ଏଟିଏମ୍ ,ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ

ଭୁବନେଶ୍ୱର : ଶିଶୁପାଳଗଡ ଏଟିଏମ ଲୁଟ ଘଟଣା । ଦୟାନଦୀ କୂଳରୁ ମିଳିଲା ଭଙ୍ଗା ଏଟିଏମ୍ । ଘଟଣା ସ୍ଥଳରୁ ଲୁଟରେ ବ୍ୟବହୃତ ପିକଅପ୍ ଭ୍ୟାନ ମଧ୍ୟ ଜବତ ହୋଇଥିବା ଡିସିପି ସୂଚନା ଦେଇଛନ୍ତି । ମେସିନ ମିଳିଥିବାବେଳେ ଏଟିଏମରୁ ପ୍ରାୟ ୨୩ଲକ୍ଷ ଟଙ୍କା ଗାୟବ ହୋଇଯାଇଥିବା ସୂଚନା ମିଳିଛି । ଗତକାଲି…

ଜାଲ୍ ସାର୍ଟିଫିକେଟ୍ ଦେଇ ବିଜେବି କଲେଜରେ ଆଡମିଶନ : ୮ ଜଣଙ୍କ ନାରେ ଥାନାରେ ଏତଲା ଦାଏର

ଭୁବନେଶ୍ୱର :ନକଲି ସାର୍ଟିଫିକେଟ ଦେଖାଇ ଆଡମିିଶନ କରିବା ପଡିଲା ମହଙ୍ଗା । ବିଜେବି କଲେଜରେ ୮ ଜଣ ଛାତ୍ରଛାତ୍ରୀ ନକଲି ସାର୍ଟିଫିକେଟ ଦେଖାଇ ଆଡମିଶନ କରିଥିଲେ । ଆଜି ସେମାନଙ୍କ ନାଁରେ କଲେଜ ପକ୍ଷରୁ  ବରଗଡ ଥାନାରେ ଏତଲା ଦିଆଯାଇଛି  । ସେଥି ମଧ୍ୟରୁ ୪ ଜଣ କଟକର ହୋଇଥିବା ବେଳେ ଅନ୍ୟ ଚାରି…

ଏଟିଏମକୁ କାଟି ୧୭ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଭୁବନେଶ୍ୱର : ଭୁବନେଶ୍ୱର ନିକଟସ୍ଥ ଶିଶୁପାଳଗଡରେ ଏଟିଏମ୍ ଲୁଟ୍ । ଏଟିଏମକୁ କାଟି ୧୭ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଦୁର୍ବୃତ୍ତ ମାନେ ଟଙ୍କା ଲୁଟିନେଇଥିବା ଘଟଣାକୁ ନେଇ ଚାରିଆଡେ ଚାଞ୍ଚଲ୍ୟ ଖେଳିଯାଇଛି । ଶିଶୁପାଳଗଡ ଇନ୍ଦିରା କଲୋନୀରେ ଥିବା ଏସବିଆଇ ଏଟିଏମରୁ ଦୁର୍ବୃତ୍ତ ମାନେ…

ସମବାୟ ନିର୍ବାଚନ ପାଇଁ ବାଜିଲା ବିଗୁଲ୍ : ଜୁନ ୧୯ ଓ ୨୬ ତାରିଖରେ ନିର୍ବାଚନ

ଭୁବନେଶ୍ୱର : ପଞ୍ଚାୟତ ଓ ପୌର ନିର୍ବାଚନ ସରିବା ପରେ ସମବାୟ ନିର୍ବାଚନ ପାଇଁ ବାଜିଲା ବିଗୁଲ । ଆସନ୍ତା ଜୁନ୍ ୧୯ ଓ ୨୬ ତାରିଖରେ ସମବାୟ ସମିତି ନିର୍ବାଚନ ହେବା ନେଇ ସମବାୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ନିର୍ବାଚନରେ କୌଣସି ଦଳୀୟ ଚିହ୍ନ ରହିବ ନାହିଁ । ଆସନ୍ତା ଜୁନ ୧୯…

ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ପତ୍ନୀ ଗିରଫ , ଝାଡଖଣ୍ଡରୁ ଧରିଲା କମିଶନରେଟ ପୋଲିସ

ଭୁବନେଶ୍ୱର : ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ପତ୍ନୀ ଗିରଫ । ରମେଶ ସ୍ୱାଇଁଙ୍କ ଦ୍ୱିତୀୟ ପତ୍ନୀ କମଳାଙ୍କୁ ଝାଡଖଣ୍ଡରୁ ଗିରଫ କରିଛି କମିଶନରେଟ ପୋଲିସ । ବହୁ ଚର୍ଚ୍ଚିତ ଠକେଇ ମାମଲାର ମାଷ୍ଟର ମାଇଣ୍ଡ ଥିଲେ କମଳା । କମଳାଙ୍କୁ ରିମାଣ୍ଡରେ ଆଣିବାକୁ କମିଶନରେଟ ପୋଲିସ ଯୋଜନା କରୁଛି ।…

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲା : ମାନସଙ୍କ ନୟାଗଡ ରଣପୁର ସ୍ଥିତ ଘରେ କ୍ରାଇମବ୍ରାଞ୍ଚ୍ ଟିମ୍

ଭୁବନେଶ୍ୱର : କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟକାଣ୍ଡ ମାମଲା । କ୍ରାଇମବ୍ରା ଟିମ୍ ତନାଘନା ଜାରି ରଖିଛି । ଆଜି କ୍ରାଇମବ୍ରାଞ୍ଚ୍ ଟିମ୍ ନୟାଗଡ ରଣପୁରରେ ମାନସଙ୍କ ଘରେ ପହଁଞ୍ଚିଛନ୍ତି । ମାନସଙ୍କ ପରିବାର ସହ ଆଲୋଚନା କରିଛନ୍ତି କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍ । ମାନସଙ୍କ ମିଳିଥିବା ଚପଲ…

ଶ୍ରୀମନ୍ଦିର ରୋଷ ଘର ଚୁଲି ଭଙ୍ଗା ଘଟଣା, ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେଉ : ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର : ଜଗନ୍ନାଥ ମହାପ୍ରଭୁଙ୍କ ରୋଷ ଘର ଚୁଲି ଭଙ୍ଗା ଘଟଣାକୁନେଇ ଚାରିଆଡେ ହଇଚଇ ସୃଷ୍ଟି ହୋଇଥିବା ବେଳେ । ବିଭିନ୍ନ ନେତା ଓ ମନ୍ତ୍ରୀ ମାନେ ନାନା ପ୍ରତିକ୍ରିୟା ଦେଉଛନ୍ତି । ଜଗନ୍ନାଥ ମନ୍ଦିର ଚୁଲି ଭଙ୍ଗା ଘଟଣାକୁ ନେଇ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ବୈଜୟନ୍ତ ପଣ୍ଡା କହିଛନ୍ତି…