Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ରାଜ୍ୟରେ ଆଉ ୪ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ କରୋନାରେ ନେଲା ଆଉ ୪ଜଣଙ୍କ ଜୀବନ । ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ରାଜ୍ୟରେ ବଢ଼ିବାରେ ଲାଗିଛି । ଏହି ମଧ୍ୟରେ ୪ଜଣ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।…

ବଢ଼ୁଛି ଶୀତ, ରାଜ୍ୟରେ ଘନ କୁହୁଡ଼ି ସମ୍ଭାବନା

ଭୁବନେଶ୍ୱର: ବଢ଼ୁଛି ଶୀତ । କୋହଲା ପବନରେ ଅସ୍ତବ୍ୟସ୍ତ ହେଉଛି ଜୀବନ । ପାଗ ଶୁଖିଲା ରହିଛି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଘନ କୁହୁଡ଼ି ସମ୍ଭାବନା ରହିଛି । ଘନ କୁହୁଡ଼ି ନେଇ ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିିଂ ଜାରି କରାଯାଇଛି । ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ଢ଼େଙ୍କାନାଳ, ବୌଦ୍ଧ,…

ଓଭରବ୍ରିଜ୍ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ପ୍ରକ୍ୟେକ ଦିନ ରାଜଧାନୀରେ କିଛି ନା କିଛି ଅଘଟଣ ଘଟୁଥିବା ନଜର ରହିଛି । ଅଜି ମଧ୍ୟ ଭୁବନେଶ୍ୱରର ସତ୍ୟନଗରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ରାଜଧାନୀ ସତ୍ୟନଗର ବ୍ରିଜ୍ ଉପରୁ ଟ୍ରେନ ଲାଇନକୁ ଡେଇଁ ଯୁବକ ଜଣକ ଆତ୍ମହତ୍ୟା କରିଥିଲେ । ଓଭର ବ୍ରିଜ ତଳୁ…

ବିଜେପିରେ ସାମିଲ ହେଲେ ବିଞ୍ଝାରପୁର ନିର୍ବାଚନମଣ୍ଡଳୀର ବହୁ କଂଗ୍ରେସ ନେତା

ଭୁବନେଶ୍ୱର: ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଆଜି ଏକ ମିଶ୍ରଣ ପର୍ବରେ ଯାଜପୁର ଜିଲ୍ଲା ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜରୀ ପଞ୍ଚାୟତର ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ତଥା ବର୍ତମାନର ସମିତି ସଭ୍ୟ ଭୂବନାନନ୍ଦ ସାମଲ ଆଜି ନିଜ ସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ ଭାବେ…

ଚାଳିଶ ଟଙ୍କାରେ ପେଟଭର୍ତ୍ତି ଫ୍ରୁଟ୍ ସାଲାଡ୍

ଭୁବନେଶ୍ୱର: ଭଳିକିଭଳି ଫଳ । ଦେଶୀବିଦେଶୀ ସବୁକିଛି ପାଇବେ ମାତ୍ର ୪୦ ଟଙ୍କାରେ । ବେଶ କିଛିଦିନ ଧରି ଏହି ଫ୍ରୁଟ୍ ସାଲାଡ ଚର୍ଚ୍ଚାରେ ରହିଛି । ଦୋକାନର ନାଁ ରହିଛି ମା ଦୁର୍ଗା ସ୍ନାକ୍ସ, ମାତ୍ର ୪୦ ଟଙ୍କାରେ ମିଳୁଛି ଭରପୁର ଫ୍ରୁଟ୍ ସଲାଡ । ଦୋକାନୀ ହେଉଛନ୍ତି ପୂର୍ଣ୍ଣଚନ୍ଦ୍ର ପରମାଣିକ ।…

ରାଜ୍ୟରୁ ଆଜି କରୋନାରୁ ସୁସ୍ଥ ହେଲେ ୫୯୬୫ ଜଣ

ଭୁବନେଶ୍ୱର: ରାଜ୍ୟରୁ କରୋନା ସଂକ୍ରମଣରୁ ଆଜି ୫୯୬୫ ଜଣ ସୁସ୍ଥ ହୋଇଛନ୍ତି । ସର୍ବଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୨୨୩ ଜଣ ଅଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୬୬ ହଜାର…

ବେଆଇନ ଭ୍ରୁଣ ଚିହ୍ନଟ ଅଭିଯୋଗ, କଟକ କାଠଗୋଲା ସାହି ପାଥୋଲାବରେ ପୋଲିସର ଚଢାଉ

କଟକ: ପାଥୋଲାବରେ ଏବଂ ଡାଇଗ୍ନୋଷ୍ଟିକ ସେଣ୍ଟରରେ ପୋଲିସର ରେଡ୍ । କଟକ ମଙ୍ଗଳାବାଗ କାଠଗୋଲା ସାହିରେ ଥିବା ଏକ ପାଥୋଲାବ ସେଣ୍ଟରରେ ପୋଲିସ ରେଡ କରିଛି । ବେଆଇନ ଭାବେ ଭ୍ରୁଣ ଚିହ୍ନଟ କରୁଥିବା ଅଭିଯୋଗରେ ଏହି ଚଢାଉ ହୋଇଛି । କଟକ ପୋଲିସ ଓ ଜୋନ ଏସପିଙ୍କ ନେତ୍ୱତ୍ୱରେ ରେଡ କରାଯାଇ ଦୁଇ…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ କିଛି ଜିଲ୍ଲାରେ ଘନ କୁହୁଡି ସମ୍ଭାବନା

ଭୁବନେଶ୍ୱର : ରାଜ୍ୟର କିଛି ଜିଲ୍ଲାରେ ଜାରି ରହିଛି ଶୀତର ଲହରୀ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ କିଛି ଜିଲ୍ଲାରେ ପ୍ରବଳ ଥଣ୍ଡା ସହ ଘର କୁହୁଡି ହେବାର ସମ୍ଭାବନା ରହିଛି । ଏସବୁ ଜିଲ୍ଲା ଗୁଡିକ ହେଉଛି ସୁନ୍ଦରଗଡ, କେନ୍ଦୁଝର, ଢେଙ୍କାନାଳ,ଅନୁଗୁଳ, ବଲାଙ୍ଗୀର, ନବରଙ୍ଗପୁର ଓ କନ୍ଧମାଳ ।ଏସବୁ…

୧୮ରୁ ୨୩ ପର୍ଯ୍ୟନ୍ତ ବ୍ୟାଙ୍କ ସେବା ବନ୍ଦ

ଭୁବନେଶ୍ୱର: କାଲିଠାରୁ ୬ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବ୍ୟାଙ୍କ । ଚଳିତ ମାସ ୩୧ ଦିନ ପଡୁଥିବା ବେଳେ ଆସନ୍ତା କାଲି ଅର୍ଥାତ ୧୮ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କ ସେବା ବନ୍ଦ ରହିବ । ଏନେଇ ଆରବିଆଇ ପକ୍ଷରୁ ସୂଚନା ଦିଆଯାଇଛି । ୧୮ତାରିଖ ମଙ୍ଗଳବାର ‘ଥାଇ ପୁସମ୍’ ପଡୁଥିବାରୁ କେବଳ…

[ଭିଡିଓ] ଓଡିଶା ଆଇଏଏସ୍‌ ଅଫିସରଙ୍କୁ ସାଂସଦ ଅପରାଜିତାଙ୍କ ଚାଲେଂଜ, ଯଦି ଇଛା ଅଛି ଚାକିରୀ ଛାଡି ରାଜନୀତି କର

ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କ ସରକାରଙ୍କୁ କଡା ସମାଲୋଚନା କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଢଙ୍ଗୀ । ସରକାରୀ ଚାକିରୀରେ ଥାଇ ଆଇଏଏସ୍‌ ଅଫିସରମାନେ ଆଚରଣ ନିୟମର ଉଲ୍ଲଂଘନ କରି ରାଜନୀତିରେ ଯୋଗ ଦେବା କେତେଦୂର ଯୁକ୍ତିଯୁକ୍ତ ବୋଲି ସେ ରୋକ୍‌ଠୋକ୍ ପ୍ରଶ୍ନ କରିଛନ୍ତି । ୨୦୧୮ରେ…