Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

‘BSKY’ କାର୍ଡ଼କୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି

ଭୁବନେଶ୍ୱର : ରାଷ୍ଟ୍ରୀୟ ଜୀବିକା ମିଶନ ଅର୍ଥକୁ ହଡପ କରି ଚଞ୍ଚକତା କରି ବର୍ତମାନ ଭୋଟ ଆପଣାଆଇବା ପାଇଁ ଦଳ ଭିତରେ ଟଙ୍କା ବାଣ୍ଟୁଛନ୍ତି ରାଜ୍ୟ ସରକାର । ରାଜସ୍ୱ ଅର୍ଥରେ ବ୍ୟୟବହୁଳ ଜିଲ୍ଲାକୁ ଗସ୍ତ କରି ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କଲେ । ଉଭୟ ବିଏସକେୱାଇ ଯୋଜନା…

ଆହୁରି ବଢ଼ିବ ଶୀତ, ୭ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ଶୀତରେ ଥରୁଛି ସାରା ଓଡ଼ିଶା । ଆଗାମୀ ଦୁଇ ତିନ ଦିନ ଯାଏଁ ରାଜ୍ୟରେ ଶୀତର ଲହରି ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଉତ୍ତର ପଶ୍ଚିମ ତଥା ଉତ୍ତର ଦିଗରୁ କ୍ରମାଗତଭାବେ ଥଣ୍ଡା ଏବଂ ଶୁଷ୍କ ବାୟୁ ପ୍ରବେଶ କରୁଛି । ଏହାର ପ୍ରଭାବରେ ପ୍ରବଳ ଶୀତ ଅନୁଭୂତ ହେବା ସହ ଆଗାମୀ…

[ଭିଡ଼ିଓ] ‘ହାପି ବାର୍ଥ ଡେ’ ଗୋବିନ୍ଦା

ଭୁବନେଶ୍ୱର: ହାପି ବାର୍ଥ ଡେ’ ଗୋବିନ୍ଦା । ଆଜି ବଲିଉଡ ସୁପରଷ୍ଟାର ଗୋବିନ୍ଦାଙ୍କ ଜନ୍ମଦିନ । ବଲିଉଡର ଛୋଟେ ମିଆଁ ଗୋବିନ୍ଦା ୫୭ ବର୍ଷରେ ପାଦ ଦେଇଛନ୍ତି । ୯୦ ଦଶକରେ ତାଙ୍କ ଅଭିନୟ ଆଜିବି ଲୋକଙ୍କ ମନରେ ରାଜ କରୁଛି । ଏବେ ବି ତାଙ୍କ ଗୀତ ବାଜିଲେ ପିଲାଠୁ ବୁଢା ଯାଏଁ ସବୁ ଝୁମି ଉଠନ୍ତି ।…

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ପୁଣି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୧୪୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ମଧ୍ୟରେ ରାଜ୍ୟରୁ ଆଉ ଜଣେ କୋଭିଡ଼ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଖୋର୍ଦ୍ଧା ଜିଲ୍ଲାରୁ । ଖୋର୍ଦ୍ଧା ଜିଲ୍ଲାରୁ ୭୧ବର୍ଷୀୟ…

ଗତ ୨୪ଘଣ୍ଟା ଭିତରେ ୧୪୬ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୧୪୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୮୬ଜଣ ଓ ସ୍ଥାନୀୟ ସଂକ୍ରମଣରୁ ୬୦କେସ୍ ରହିଛି । ଏଥିମଧ୍ୟରୁ ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୨୫ଜଣ କୋଭିଡ଼ ପଜିଟିଭ୍ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ…

ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା, ଜନଜୀବନ ଅସ୍ତବ୍ୟସ୍ତ

ଭୁବନେଶ୍ୱର: ଅସହ୍ୟ ହେଲାଣି ଶୀତ । ଜାଡ଼ରେ ଥରୁଛି ସାରା ଓଡ଼ିଶା । ଉପକୂଳରୁ ଆଭ୍ୟନ୍ତରୀଣ ଅଞ୍ଚଳ ସବୁଠି କୋହଲା ପବନ । ଆସନ୍ତା ୨ରୁ ୩ ଦିନ ଯାଏଁ ପ୍ରବଳ ଥଣ୍ଡା ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏହି ସମୟରେ ରାଜ୍ୟର କିଛି ଜିଲ୍ଲାରେ ରାତି ତାପମାତ୍ରା ୪ରୁ ୬ ଡ଼ିଗ୍ରୀ ତଳେ…

ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ

ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ସନ୍ଧ୍ୟା ୫ଟା ୩୦ରେ ଭର୍ଚୁଆଲ ପ୍ଲାଟଫର୍ମରେ ଏହି ବୈଠକ ବସିବ । ଆଗକୁ ପଞ୍ଚାୟତ ନିର୍ବାଚନ ଅଛି । ଏଥିପାଇଁ ଆଜିର କ୍ୟାବିନେଟ ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ…

[ଭିଡ଼ିଓ] ଦିନକୁ ଦିନ ଚିନ୍ତା ବଢାଉଛି ଓମିକ୍ରନ୍ : ପୁଣି ରାଜଧାନୀରୁ ୨ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ଦିନକୁ ଦିନ ବଢିଚାଲିଛି ଓମିକ୍ରନ ଚିନ୍ତା । ହୁ ହୁ ହୋଇ ମାଡି ଚାଲିଛି ଓମିକ୍ରନ୍। ଦେଶକୁ ଦେଶ କାୟା ବିସ୍ତାର କରିଚାଲିଥିବା ବେଳେ ଏବେ ପୁଣି ରାଜଧାନୀ ଦିଲ୍ଲୀରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ସଂକ୍ରମଣ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି। ଓମିକ୍ରନ…

ଓମିକ୍ରନ ମୁକାବିଲା ପାଇଁ ଆମେ ପ୍ରସ୍ତୁତ : ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର : ଚିନ୍ତା ବଢାଉଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ । ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଓମିକ୍ରନ ମୁକାବିଲା ପାଇଁ ଆମେ ପ୍ରସ୍ତୁତ ,ବ୍ୟସ୍ତ ହେବାର କିଛି ନାହିଁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ…

ବିଜେଡିର ମିଶ୍ରଣ ପର୍ବ, ୫୦ ରୁ ଉର୍ଦ୍ଧ୍ବ ସମର୍ଥକଙ୍କ ସହ ଦଳରେ ସାମିଲ ହେଲେ କରମଚାନ୍ଦ

ଭୁବନେଶ୍ୱର : ବିଜେଡିରେ ପୁଣି ମିଶ୍ରଣ ପର୍ବ  । ସୋନପୁର ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି କରମଚାନ୍ଦ ମହାନ୍ତି ଆଜି ବିଜେପି ଛାଡି ବିଧିବଦ୍ଧ ଭାବେ ବିଜେଡିରେ ମିଶିଛନ୍ତି । କରମଚାନ୍ଦ ମହାନ୍ତି ତାଙ୍କ ସମର୍ଥକଙ୍କ ସହ ବିଜେପି ଛାଡି ଆଜି ବିଜେଡିିରେ ଯୋଗ ଦେଇଛନ୍ତି । ପ୍ରାୟ ୫୦ ରୁ…