Latest Odisha News

BREAKING NEWS

Browsing Category

ସହର

City

ଓଡ଼ିଶାକୁ ୪ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କାର ପ୍ରକଳ୍ପ ଭେଟି ଦେଲେ ଗଡକରୀ

ଭୁବନେଶ୍ବର: ଭୁବନେଶ୍ବରରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କାରୀ । ଓଡ଼ିଶାକୁ କେନ୍ଦ୍ରମନ୍ତ୍ରୀ ଗଡ଼କରୀଙ୍କ ବଡ଼ ଉପହାର । ୪ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କାର ପ୍ରକଳ୍ପ ଭେଟି ଦେଲେ । ୧୫୪ କିମି ଦୀର୍ଘ ୧୯ଟି ସଡ଼କ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କଲେ ଗଡ଼କରୀ ।…

ଭୁବନେଶ୍ୱରରେ ଜବ୍ କରୁଛନ୍ତି, ମାସିକ ୨୫ ହଜାର ଭିତରେ ଦରମା: କେତେ ସଞ୍ଚୟ କରିବେ ଆପଣ?

ଭୁବନେଶ୍ୱର: ଆଜିର ଅର୍ଥନୈତିକ ପରିସ୍ଥିତିରେ ସଞ୍ଚୟ ଏକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ଅଭ୍ୟାସ ହୋଇପାରିଛି। ଯଦି ଆପଣ ମାସିକ ୨୫,୦୦୦ ଟଙ୍କା ଭିତରେ ଦରମା ପାଉଛନ୍ତି, ତେବେ କେତେ ଟଙ୍କା ସଞ୍ଚୟ କରିବେ? ଅନେକ ଲୋକ ଦ୍ୱନ୍ଦ୍ୱରେ ଥାଆନ୍ତି ଯେ ସେମାନେ କେମିତି ସଞ୍ଚୟ କରିବେ। ବିଶେଷ ଭାବେ ଅଳ୍ପ…

ଓଡ଼ିଶାର ସବୁଠୁ ବଡ ଟନେଲର ଫିଟିଲା ବାଟ; ପୁର୍ବ ସହ ପଶ୍ଚିମ ଓଡିଶାକୁ କରିବ ସଂଯୋଗ

ଭୁବନେଶ୍ବର: ଇଷ୍ଟକୋଷ୍ଟ ରେଳ ବିଭାଗର ସବୁଠାରୁ ବଡ ଟନେଲର ଫିଟିଛି ବାଟ । ବୁଧବାର ବହୁ ପ୍ରତିକ୍ଷୀତ ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳ ପ୍ରକଳ୍ପର ବୌଦ୍ଧ ଜିଲ୍ଲା ଆଡେଣୀଗଡ ଠାରେ ନିର୍ମାଣଧୀନ ୪ କିମି ୧୮୫ ମିଟର ଦୁରତା ବିଶିଷ୍ଟ ସବୁଠାରୁ ବଡ ଟନେଲ ର ହୋଇଛି ବ୍ରେକ ଥ୍ରୋ । ଇଷ୍ଟକୋଷ୍ଟ ରେଳ…

ମୃତଦେହ ପରିବହନ ପାଇଁ କଲ୍ ସେଣ୍ଟର; ୧୦୮ ଆମ୍ବୁଲାନ୍ସ ଭଳି ରହିବ ଟୋଲ ଫ୍ରି ନମ୍ବର

ଭୁବନେଶ୍ବର: ରାଜ୍ୟରେ ଏଣିକି ମୃତଦେହ ପରିବହନ ପାଇଁ ରହିବ କଲ୍ ସେଣ୍ଟର । ୧୦୮ ଆମ୍ବୁଲାନ୍ସ ସେବା ଭଳି ରହିବ ଟୋଲ୍ ଫ୍ରି ନମ୍ବର । କଲ ସେଣ୍ଟର ମାଧ୍ୟମରେ ରୋଗୀ ପରିବାର ଓ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ମଧ୍ୟରେ ଉତ୍ତମ ସମନ୍ବୟ ସ୍ଥାପନ କରି ମୃତଦେହକୁ ଠିକ୍‌ ସମୟରେ ଏବଂ ସୁବିଧାରେ…

ଓଡ଼ିଶା ଆଇ-ଟି ପ୍ରମୁଖ ମୁଖ୍ୟ କମିଶନର ହେଲେ ପାରମିତା ଶତପଥୀ ତ୍ରିପାଠୀ

ଭୁବନେଶ୍ବର: ପାରମିତା ଶତପଥୀ ତ୍ରୀପାଠି ବୁଧବାର ଓଡ଼ିଶା ଆୟକର ବିଭାଗର ପ୍ରମୁଖ ମୁଖ୍ୟ କମିଶନର (ଆଇ-ଟି) ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ୧୯୮୯ ବ୍ୟାଚ୍ ଭାରତୀୟ ରାଜସ୍ୱ ସେବା (ଆଇଆରଏସ) ଅଧିକାରୀ ହେଉଛନ୍ତି ପାରମିତା । ସେ ମନୋରଞ୍ଜନ ପାଣିଗ୍ରାହିଙ୍କ ସ୍ଥାନରେ ନିଯୁକ୍ତ ହୋଇଛନ୍ତି ।…

‘ରାସ୍ତା ସଂଯୋଗୀକରଣରେ ୧ନଂ ହେବ ଓଡ଼ିଶା’

ଭୁବନେଶ୍ବର: ରାସ୍ତା ସଂଯୋଗୀକରଣକୁ ନେଇ ବଡ ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରାସ୍ତା ସଂଯୋଗୀକରଣରେ ଏକ ନମ୍ବର ହେବ ଓଡ଼ିଶା । ଏପ୍ରିଲ ୧୭ ଅର୍ଥାତ୍ ଆସନ୍ତାକାଲି କେନ୍ଦ୍ର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ…

ବିଜେଡି ସଭାପତି ପଦ ପାଇଁ ଆସନ୍ତାକାଲି ନାମାଙ୍କନ ଭରିବେ ନବୀନ

ଭୁବନେଶ୍ବର: ଆସନ୍ତାକାଲି ବିଜେଡିର ସଭାପତି ପ୍ରାର୍ଥୀ ଭାବେ ପୁଣି ପ୍ରାର୍ଥୀପତ୍ର ଦାଖଲ କରିବେ ନବୀନ ପଟ୍ଟନାୟକ । ଅନ୍ୟ କେହି ବିଜେଡି ସଭାପତି ପଦ ଲାଗି ନାମାଙ୍କନ ଭରିବାର ସମ୍ଭାବନା ନଥିବାର ସେ ପୁଣି ଥରେ ବିଜେଡି ସଭାପତି ହେବା ନିଶ୍ଚିତ ବୋଲି କୁହାଯାଉଛି । ୧୯ ତାରିଖରେ ଘୋଷଣା ହେବ…

‘କଂଗ୍ରେସରେ ଅଛି ଆଉ ରହିବି’

ଭୁବନେଶ୍ବର: ଦ୍ବନ୍ଦ୍ବ ଦୂର କଲେ ଶ୍ରୀକାନ୍ତ ଜେନା । କହିଲେ କଂଗ୍ରେସରେ ଅଛି, ଆଉ ରହିବି । ସମାଜବାଦୀ ପାର୍ଟିରେ ମିଶିବା ନେଇ ଚର୍ଚ୍ଚା ଭୁଲ କଥା । ଅଖିଳେଶ ଯାଦବଙ୍କ ସହ ସାକ୍ଷାତ ଆଲୋଚନା ପରେ ସ୍ପଷ୍ଟ କଲେ ଶ୍ରୀକାନ୍ତ । ସେ ଆହୁରି କହିଛନ୍ତି ଯେ, ଓଡ଼ିଶାରେ ସାମାଜିକ ନ୍ୟାୟ ପାଇଁ…

ଆଜିଠାରୁ ଯୁକ୍ତ ୩ ନାମଲେଖା ଆରମ୍ଭ

ଭୁବନେଶ୍ବର: ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ଆଜିଠୁ ଆରମ୍ଭ ହେଲା ସ୍ନାତକ ନାମଲେଖା ଆବେଦନ । ନାମଲେଖା ସମ୍ବନ୍ଧରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିୟମାବଳୀ ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁଯାୟୀ, ଆଜି ଅପରାହ୍ନ ୪ଟାରୁ ନାମ…

ସର୍ବଭାରତୀୟ ପୋଲିସ ହକି ଚାମ୍ପିୟନସିପ୍‌: ପୁରୁଷ ବର୍ଗରେ ପଞ୍ଜାବ ପୋଲିସ ଓ ମହିଳା ବର୍ଗରେ ସିଆରପିଏଫ୍ ଚାମ୍ପିୟନ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ୭୩ତମ ସର୍ବଭାରତୀୟ ପୋଲିସ ହକି ଚାମ୍ପିୟନସିପ୍‌-୨୦୨୫ ଆନୁଷ୍ଠାନିକ ଭାବେ ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ସମାରୋହରେ ଓଡ଼ିଶାର ରାଜ୍ୟପାଳ ଡ଼.ହରି ବାବୁ କମ୍ଭମପତି ଯୋଗ ଦେଇ ଚାମ୍ପିୟନ ହୋଇଥିବା ପଞ୍ଜାବ (ପୁରୁଷ) ଓ ସିଆରପିଏଫ…