Latest Odisha News

BREAKING NEWS

Browsing Category

ସହର

City

ଟ୍ବିନ ସିଟିରେ କଡ଼ାକଡି ଚେକିଂ: ମଦ ପିଇ ଗାଡି ଚଳାଇଲେ ଦେବାକୁ ପଡିବ ଏତିକି…

ଭୁବନେଶ୍ୱର: ଏବେ ସାବାଡ ହେବେ ଅମାନିଆ ଓ ମଦୁଆ ଡ୍ରାଇଭର । କାରଣ ଏମାନଙ୍କୁ ଧରିବାକୁ ଟ୍ବିନ ସିଟିରେ ଯୋରଦାର ହୋଇଛି ଚେକିଂ । ଉଭୟ ସହରର ଗଳି କନ୍ଦିରେ ଜଗି ରହିଛନ୍ତି ପୋଲିସ ଅଧିକାରୀ । ଯେଉଁମାନେ ଅମାନିଆ ନିୟମ ଉଲ୍ଲଙ୍ଘନ କରୁଛନ୍ତି ବା ନିୟମକୁ ଯାହାର ଖାତିର ନାହିଁ ସେମାନଙ୍କ ଉପରେ କଡା…

ଖେଳ ପରିଚାଳନାରେ ବିଭ୍ରାଟ; କ୍ରୀଡା ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ଆପ୍

ଭୁବନେଶ୍ବର: ଗତକାଲି ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା କ୍ରିକେଟ୍ ମ୍ୟାଚ ଅବସରରେ ଫ୍ଲଡ୍ ଲାଇଟ୍ ଅଚଳ ଯୋଗୁଁ ଦୀର୍ଘ ୨୬ ମିନିଟ୍ ଧରି ଖେଳ ବନ୍ଦ ରହିବା ଘଟଣାରେ କ୍ରୀଡା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ରାଜ୍ୟ ଆମ ଆଦମୀ ପାର୍ଟି । ଦଳ ପକ୍ଷରୁ କୁହାଯାଇଛି ଯେ, ଓସିଏ ଏବଂ କ୍ରୀଡା ବିଭାଗର…

ଇନକମ ଟ୍ୟାକ୍ସ ଭରୁଥିବା ୮ ଲକ୍ଷ ହାତେଇଛନ୍ତି ରାସନ କାର୍ଡ

ଭୁବନେଶ୍ୱର: ରାସନ୍‌କାର୍ଡ ଇ-କେୱାଇସି ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ କରିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର। ସରକାରଙ୍କ ସୂଚନା ଅନୁସାରେ ଇ-କେୱାଇସି ପାଇଁ ରାସନ ହିତାଧିକାରୀଙ୍କ ପାଖରେ ଆଉ ମାତ୍ର ୬ ଦିନ ସମୟ ରହିଛି। ବର୍ତ୍ତମାନ ସୁଦ୍ଧା ୩୭ ଲକ୍ଷ ୮୫ ହଜାର ୪୯୬ ଜଣ ଲୋକ ଇ-କେୱାଇସି…

ହଟିଲା ଫ୍ଲଡ ଲାଇଟ ସମସ୍ୟା, ଆରମ୍ଭ ହେଲା ମ୍ୟାଚ

କଟକ: ହଟିଲା ଫ୍ଲଡ ଲାଇଟ ସମସ୍ଯା। ଆରମ୍ଭ ହେଲା ମ୍ଯାଚ। ଫ୍ଲଡ ଲାଇଟ ସମସ୍ୟାକୁ ନେଇ ବାରବାଟୀରେ ଆରମ୍ଭ ହୋଇଥିଲା ବିଭ୍ରାଟ। ୫ ବର୍ଷ ପରେ ଷ୍ଟାଡିୟମ ଆସିଥିବା କ୍ରିକେଟ ପ୍ରେମୀଙ୍କ ମହଲରେ ଦେଖ ଦେଇଥିଲା ଅସନ୍ତୋଷ। ହେଲେ ଏବେ ସବୁ ସମସ୍ଯା ସମାଧାନ ହୋଇ ୨୦ ମିନିଟ ପରେ ଆରମ୍ଭ ହୋଇଛି ମ୍ଯାଚ।…

ଫେବୃଆରୀ ୧୬ରେ ବିଧାନସଭା ଘେରିବେ ଶିକ୍ଷକ

ଭୁବନେଶ୍ବର: ଆସନ୍ତା ୧୬ରେ ବିଧାନସଭା ଘେରିବେ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ । ୩ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବେ ଶିକ୍ଷକ । ଯାହା ଅନିର୍ଦ୍ଧିଷ୍ଟ କାଳ ପାଇଁ ଚାଲିବ ବୋଲି ଚେତାବନୀ ଦେଇଛି ସଂଘ । ଉକ୍ତ ଦାବି ଗୁଡିକ ହେଲା, ୨୦୧୦ ମସିହାରେ ରାଜ୍ୟରେ ଲାଗୁ ହୋଇଥିବା ଶିକ୍ଷା…

ରାୟଗଡାରେ ହେବ ନୂଆ ରେଳ ଡିଭିଜନ, ମିଳିଲା କ୍ୟାବିନେଟ ମଞ୍ଜୁରୀ

ଭୁବନେଶ୍ବର: ରାୟଗଡାରେ ନୂଆ ରେଳ ଡିଭିଜନ ଗଠନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି। ଏବେ  ଓ୍ବାଲଟିୟର ଡିଭିଜନର ନୂଆ ନାମ ବିଶାଖାପାଟଣା ଡିଭିଜନ ହେବ ଓ ଏହା ଦକ୍ଷିଣ ତଟ ରେଳପଥ ଅଧିନରେ ରହିବ। ସେହିପରି ଏକ ନୂଆ ରେଳ ଡିଭିଜନ ଭାବରେ ରାୟଗଡ଼ା ଡିଭିଜନ ସ୍ଥାପନ କରାଯିବ । …

ଭାରତ-ଇଂଲଣ୍ଡ: ଖାଣ୍ଟି ଘିଅରେ ପ୍ରସ୍ତୁତ ଓଡ଼ିଆ ଖାଦ୍ୟ ସହ ଖେଳାଳି ଚାଖିବେ ୩ଶହ ପ୍ରକାର ବ୍ୟଞ୍ଜନ

ଭୁବନେଶ୍ୱର: ଫେବୃଆରୀ ୯ରେ ବାରବାଟୀରେ ଇଣ୍ଡିଆ-ଇଂଲଣ୍ଡ ମଧ୍ୟରେ ହେବ ସୁପର ଫାଇଟ୍ । ଏହି ପ୍ରରିପେକ୍ଷୀରେ ଆଜି ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ଦୁଇ ଦେଶର ଖେଳାଳି । ସେଠାରୁ କଡା ସୁରକ୍ଷା ବଳୟ ମଧ୍ୟରେ ଦୁଇ ଦେଶର ଖେଳାଳିଙ୍କୁ ଭୁବନେଶ୍ୱରର ମେ’ ଫେୟାର ହୋଟେଲକୁ ନିଆଯାଇଛି । ଖେଳାଳି ଓ…

ଭୁବନେଶ୍ବରରେ ଟିମ୍ ଇଣ୍ଡିଆକୁ ଭବ୍ୟ ସ୍ବାଗତ

ଭୁବନେଶ୍ୱର: ବାରବାଟୀରେ ରବିବାର ଖେଳାଯିବାକୁ ଥିବା ଦିନିକିଆ କ୍ରିକେଟ ମ୍ୟାଚ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଟିମ୍ ଇଣ୍ଡିଆ ଓ ଇଂଲଣ୍ଡ ଖେଳାଳି। ଏକ ସ୍ୱତନ୍ତ୍ର ବିମାନ ଯୋଗେ ଉଭୟ ଦେଶର ଖେଳାଳି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଛନ୍ତି। ଏୟାରପୋର୍ଟରୁ…

ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟରେ ମୂଳପୋଛ ହେବ ଗଞ୍ଜେଇ ଚାଷ: ଡିଜିପି ୱାଇ.ବି ଖୁରାନିଆ

ଭୁବନେଶ୍ୱର: ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟରେ ଗଞ୍ଜେଇ ମୂଳୋତ୍ପାଟନ ନିର୍ଦ୍ଦେଶ । ସବୁ ଜିଲ୍ଲାର ଏସପିଙ୍କୁ ନିର୍ଦ୍ଦେଶ ଦେଲେ ଡିଜିପି ୱାଇ.ବି ଖୁରାନିଆ । ଏବେ ସୁଦ୍ଧା ୫୯୧ଟି ମାମଲା ସହ ୨୫ ହଜାର ଏକର ଗଞ୍ଜେଇ ଚାଷ ନଷ୍ଟ ହୋଇଥିବା ବେଳେ ଜାନୁଆରୀ ଶେଷ ସୁଦ୍ଧା ୨୧୩ ମାମଲା ପଞ୍ଜୀକୃତ ହୋଇଛି। …

କିମ୍‍ସରେ ବିଂଶତମ ଜାତୀୟ ଫୋନୋ ସର୍ଜନ ସମ୍ମିଳନୀ ଉଦ୍‍ଘାଟିତ

ଭୁବନେଶ୍ୱର: ଆସୋସିଏସନ୍‍ ଅଫ୍‍ ଫୋନୋ ସର୍ଜନ୍ସ ଅଫ୍‍ ଇଣ୍ଡିଆ (ଏପିଏସ୍‍ଆଇ)ର ୨୦ତମ ଜାତୀୟ ଫୋନୋ ସର୍ଜନ ସମ୍ମିଳନୀ ‘ଫୋନୋକନ୍‍-୨୦୨୫’ ଶୁକ୍ରବାର କିମ୍‍ସରେ ଉଦଘାଟିତ ହୋଇଯାଇଛି । ୩ ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସମ୍ମିଳନୀରେ ଦେଶର ବିଭିନ୍ନ ସ୍ଥାନରୁ ୪ ଶହରୁ ଊର୍ଦ୍ଧ୍ୱ ସ୍ୱର…