Latest Odisha News

BREAKING NEWS

Browsing Category

ସହର

City

ବଙ୍ଗାଳୀ ଶ୍ରମିକ ହତ୍ୟା ମାମଲା: ମମତାଙ୍କ ଅଭିଯୋଗ ଭିତ୍ତିହୀନ କହିଲେ ମନମୋହନ ସାମଲ

ଭୁବନେଶ୍ବର: ସମ୍ବଲପୁରରେ ବଙ୍ଗାଳୀ ଶ୍ରମିକଙ୍କୁ ପିଟିପିଟି ମାରିଦେବା ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି ଶାସିତ ରାଜ୍ୟକୁ ଟାର୍ଗେଟ କରିଛନ୍ତି । ଯାହାର ଜବାବ ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି ଯେ, ଓଡ଼ିଶାରେ ହେଉ ଅବା…

Tiger Jayshree: ନନ୍ଦନକାନନକୁ ନୂଆବର୍ଷ ଭେଟି, ଅପ୍ରାପ୍ତ ବୟସରେ ମା’ହେଲା ବାଘୁଣୀ ‘ଜୟଶ୍ରୀ’

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଏକ ବିରଳ ଘଟଣା ସାମ୍ନାକୁ ଆସିଛି । ଅପ୍ରାପ୍ତବୟସ୍କରେ ବାଘୁଣୀ ‘ଜୟଶ୍ରୀ’ ପୁଣି ମାଆ ହୋଇଛି । ଶନିବାର ୩ଟି ଶାବକ ଜନ୍ମ ଦେଇଛି ‘ଜୟଶ୍ରୀ’ । ସେଥିରୁ ଦୁଇଟି ଶାବକର ମୃତ୍ୟୁ ହୋଇଛି । ହେଲା ଜୀବିତ ଶାବକଟିକୁ ‘ଜୟଶ୍ରୀ’ ଗ୍ରହଣ କରିନାହିଁ । ତେଣୁ…

Cold Wave: ଜାଡ଼ର ମାଡ଼ରେ ଅସ୍ତବ୍ୟସ୍ତ ଓଡ଼ିଶା, ଆଜି ଘନ କୁହୁଡି ନେଇ ୧୮ ଜିଲ୍ଲାକୁ ସତର୍କ ଘଣ୍ଟି

ଭୁବନେଶ୍ବର: ସାରା ରାଜ୍ୟରେ ଏବେ ପାରଦ ତଳ ମୁହାଁ ହୋଇଥିବା ବେଳେ, ଶୀତ ସାଙ୍ଗକୁ କୁହୁଡ଼ିରେ କଲବଲ ହେଉଛନ୍ତି ରାଜ୍ୟବାସୀ । ଲୋକେ ସକାଳୁ ଘରୁ ବାହାରି ପାରୁ ନାହାନ୍ତି । ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ନିଆଁ ଜାଳି ତା ପାଖରେ ବସି ରହୁଛନ୍ତି ଲୋକେ । ତେବେ ଆଜି ପାଇଁ ଘନ କୁହୁଡି ନେଇ ୧୮…

ଏନସିସି ସାଧାରଣତନ୍ତ୍ର ଦିବସ ଶିବିରରେ ଭାଗନେବେ ଓଡ଼ିଶାର ୧୨୭ ଜଣ କ୍ୟାଡେଟ୍

ଭୁବନେଶ୍ୱର: ନୂଆଦିଲ୍ଲୀରେ ୨୭ ଡିସେମ୍ବର ଆଜି ଠାରୁ ଆସନ୍ତା ଜାନୁଆରୀ ୨୯ ପର୍ଯ୍ୟନ୍ତ ଏନସିସି ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ଶିବିରରେ ଯୋଗଦେବା ପାଇଁ ଓଡ଼ିଶାର ସର୍ବମୋଟ ୧୨୭ଜଣ କ୍ୟାଡେଟ୍ ଚୟନ ହୋଇଛନ୍ତି । ଓଡ଼ିଶା ଏନସିସିର ପ୍ରାୟ ୬୪ ହଜାର କ୍ୟାଡେଟ୍‌ଙ୍କ ମଧ୍ୟରୁ…

ବିଆଇପିଏଫ୍ ପକ୍ଷରୁ ପ୍ରଫେସର୍ ଘନଶ୍ୟାମ ଦାଶ ଛାତ୍ରବୃତ୍ତି ୨୦୨୫-୨୬ ର ବିଜେତା ସମ୍ମାନିତ

ଭୁବନେଶ୍ୱର: ବଂଶୀଧର ଏବଂ ଇଲା ପଣ୍ଡା ଫାଉଣ୍ଡେସନ୍ (ବିଆଇପିଏଫ୍) ପକ୍ଷରୁ ଆଜି ପ୍ରିତିଷ୍ଠିତ 'ପ୍ରଫେସର ଘନଶ୍ୟାମ ଦାଶ ସ୍କଲାର୍ଶିପ ଫର୍ ହାଇୟର ଏଜୁକେସନ୍ (ପିଜିଡିଏସ୍) ବିଜେତାଙ୍କୁ ସମ୍ମାନିତ କରାଯାଇଛି । ୨୦୨୫-୨୦୨୬ ଶିକ୍ଷାବର୍ଷରେ, ୪ ଜଣ ଡାକ୍ତରୀ ପାଠ ପଢ଼ୁଥିବା ପ୍ରାପ୍ତକର୍ତ୍ତା…

CEC Gyanesh Kumar: କାଲିଠୁ ୩ ଦିନିଆ ଓଡିଶା ଗସ୍ତରେ ଆସିବେ ଭାରତର ମୁଖ୍ୟ ନିର୍ବାଚନ କମିସନର

ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଭାରତର ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାର । ଡିସେମ୍ବର ୨୭ ରୁ ଡିସେମ୍ବର ୨୯ ପର୍ଯ୍ୟନ୍ତ ସେ ଓଡିଶା ଗସ୍ତରେ ଆସିବେ । କାର୍ଯ୍ୟସୂଚୀ ଅନୁଯାୟୀ, ୨୭ ତାରିଖରେ ସେ ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ ।…

ଏବେ ଆମେ ବିଜୁ ବାବୁ ଫର୍ମୁଲା ଆପଣେଇବୁ, ଦୁଇ ମୁଣ୍ଡିଆଙ୍କୁ ଛାଡିବୁ ନାହିଁ: ମୁନା ଖାଁ

ଭୁବନେଶ୍ୱର: ଦୁଇ ମୁଣ୍ଡିଆମାନଙ୍କୁ ଆମେ ଛାଡ଼ିବୁ ନାହିଁ । ଦୁଇ ମୁଣ୍ଡିଆ ଦୁଇ ପଟେ ଚାଲାକି ଦେଖାଇଲେ ଆଉ ଚଳିବ ନାହିଁ । କାହା ଅଣ୍ଡରରେ ରହିବା ନାହିଁ, ନବୀନଙ୍କ ଅଣ୍ଡରରେ ରହି କାମ କରିବାକୁ ବିଜେଡିର ପ୍ରତିଷ୍ଠା ଦିବସରେ ଆହ୍ବାନ ଦେଇଛନ୍ତି ସାଂସଦ ମୁନା ଖାଁ । ମୁନ୍ନା ଖାଁ ଆହୁରି…

ଆଜିଠୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ସକାଳ ୧୦ରୁ ୧୧ଟା ପର୍ଯ୍ୟନ୍ତ ବନ୍ଦ ରହିବ ଓପିଡି

ଭୁବନେଶ୍ବର: ଆଜି ଠାରୁ ସକାଳେ ଏକ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ ଓଟିପି । ସକାଳ ୧୦ରୁ ୧୧ଟା ଯାଏଁ ସରକାରୀ ଡାକ୍ତରଖାନାରେ ବହିର୍ବିଭାଗ, ଓପିଡି ବନ୍ଦ ରହିବ । ଏହାସହ ଜାତୀୟ ସ୍ବାସ୍ଥ୍ୟ ମିସନ୍‌ ପକ୍ଷରୁ ହେଉଥିବା କାର୍ଯ୍ୟକୁ ମଧ୍ୟ ବନ୍ଦ କରାଯିବ । ଏନେଇ ଓଡ଼ିଶା ମେଡିକାଲ ସେବା ସଂଘ, ଓମସା…

Air Quality: ପ୍ରଦୂଷଣ ମାମଲାରେ ଦିଲ୍ଲୀକୁ ପଛରେ ପକାଇଲା ଓଡିଶାର ଏହି ୩ ସହର…

ଭୁବନେଶ୍ବର: ଭାରତର ରାଜଧାନୀ ଦିଲ୍ଲୀକୁ ବି ପଛରେ ପକାଇଦେଲା ଓଡ଼ିଶାର ବାୟୁ ପ୍ରଦୂଷଣ । ଓଡ଼ିଶାର କିଛି ସହରର ପ୍ରଦୂଷଣ ସ୍ତର ପୂର୍ବାହ୍ନ ୧୧ଟା ସୁଦ୍ଧା ଏତେ ମାତ୍ରାରେ ରହିଛି ଯେ, ଯାହା ଦିଲ୍ଲୀକୁ ବି ଟପିଯାଇଛି । ବାୟୁ ମାନ ସୂଚକାଙ୍କ (AQI) ରିପୋର୍ଟ ଅନୁଯାୟୀ, ଦେଶର ୫ଟି ସବୁଠାରୁ…