Latest Odisha News

BREAKING NEWS

Browsing Category

ପୁରୀ

Puri

ଘର ଲୋକଙ୍କ ଠାରୁ ଠିକଣା ନେଇ ଭିଆଇଲେ କାଣ୍ଡ, ନେଇଗଲେ ଯୁବକଙ୍କ ଜୀବନ

ପୁରୀ: ଘର ଲୋକଙ୍କ ଠାରୁ ଯୁବକଙ୍କ ଠିକଣା ପଚାରିଲେ, ଠିକଣା ପାଇ ନେଇଗଲେ ଜୀବନ । ଏମିତି କିଛି ବୀଭତ୍ସ ହତ୍ୟାକାଣ୍ଡର ଅଭିଯୋଗ ଆସିଛି ପୁରୀରୁ । ଆଉ ମୃତକ ଜଣଙ୍କ ହେଉଛନ୍ତି ପୁରୀ ହାଡଗୋଡିଆ ସାହି ରାଧାଗୋବିନ୍ଦ ଲେନର ଦିନେଶ କୁମାର ଖୁଣ୍ଟିଆ । ତେବେ ମିଳିଥିବା ସୂଚନା ଅନୁଯାୟୀ,…

ମହାପ୍ରଭୁଙ୍କ ଖସାପଡ଼ା ନୀତି, ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

ପୁରୀ: ସୋମବାର ଶ୍ରାବଣ ଶୁକ୍ଲ ପ୍ରତିପଦ ତିଥିରେ ଶ୍ରୀବିଗ୍ରହମାନଙ୍କ ଖସାପଡ଼ା ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଆଜି ଅପରାହ୍ନ ୫ଟାଠାରୁ ରାତ୍ର ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଆଜି ଶ୍ରୀଜଗନ୍ନାଥ ମନ୍ଦିର ରତ୍ନ ସିଂହାସନରେ…

ପୁରୀ ପୋଲିସର ଦାଦାଗିରି: ଦିବ୍ୟାଙ୍ଗ ଉପରେ କରୁଛି ଅତ୍ୟାଚାର

ପୁରୀ: ପୁରୀ ପୋଲିସର ଦବଙ୍ଗଗିରି । ଦିବ୍ୟାଙ୍ଗକୁ ବି ଛାଡିଲେନି । ପୁରୀ ତାଳବଣିଆ ଥାନା ଅଞ୍ଚଳରେ ଜଣେ ଦିବ୍ୟାଙ୍ଗଙ୍କୁ ଥାନା ଭିତରେ ଥାର୍ଡ ଡିଗ୍ରୀ ଦିଆଯାଇଥିବା ଅଭିଯୋଗ ହୋଇଛି। ପାଇପ ମାଡରେ ଉକ୍ତ ଦିବ୍ୟାଙ୍ଗଙ୍କ ପେଟ, ହାତ ଓ ଗୋଡରେ ଆଘାତ ଲାଗିଛି। ଆହତ ଦିବ୍ୟାଙ୍ଗ ଜଣଙ୍କ ହେଉଛନ୍ତି…

ସରିଲା ଅଧରପଣା ନୀତି; ଆଜି ନୀଳାଦ୍ରିବିଜେ, ରତ୍ନସିଂହାସନକୁ ଫେରିବେ ମହାବାହୁ

ପୁରୀ: ସରିଲା ତିନିଠାକରୁଙ୍କ ଲୀଳାଖେଳା। ଆଜି ହେଉଛି ନୀଳାଦ୍ରିବିଜେ । ପବିତ୍ର ଘୋଷଯାତ୍ରାର ଅନ୍ତିମ ପର୍ବ ହେଉଛି ନୀଳାଦ୍ରି ବିଜେ। ପରମ୍ପରା ଅନୁଯାୟୀ ରଥ ଉପରେ ସୁନାବେଶ, ଅଧରପଣା ଭୋଗର ପରଦିନ ଶ୍ରୀବିଗ୍ରହମାନେ ଗୋଟି ପହଣ୍ଡିରେ ବିଜେ କରି ରତ୍ନ ସିଂହାସନରେ ଅଧିଷ୍ଠିତ ହେବେ। ପବିତ୍ର…

ଆଜି ଶ୍ରୀଜିଉଙ୍କ ଅଧରପଣା: ରଥ ଉପରେ ଅନୁଷ୍ଠିତ ହେବ ନୀତିକାନ୍ତି, କାଲି ନୀଳକନ୍ଦରକୁ ବାହୁଡ଼ିବେ ମହାପ୍ରଭୁ

ପୁରୀ: ଶେଷ ହେଲା ଶ୍ରୀଜିଉଙ୍କ ସୁନାବେଶ । ଆଜି ରଥ ଉପରେ ଅନୁଷ୍ଠିତ ହେବ ଅଧରପଣା ନୀତି। ଆସନ୍ତାକାଲି ନୀଳକନ୍ଦରକୁ ବାହୁଡ଼ିବେ ମହାପ୍ରଭୁ। ଆଜି ଦ୍ୱାଦଶୀ ତିଥି । ପରମ୍ପରା ଅନୁୟାୟୀ ଆଜି ରଥ ଉପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଧରପଣା ନୀତି ହେବ। ସ୍ୱତନ୍ତ୍ର ଭାବରେ ତିଆରି ହୋଇଥିବା…

୯ଟା ୫୧ରେ ଖୋଲିବ ଭିତର ରତ୍ନଭଣ୍ଡାର, ଉପସ୍ଥିତ ରହିବେ ଗଜପତି ମହାରାଜା !

ପୁରୀ: ଆଜି ଖୋଲିବ ଭିତର ରତ୍ନ ଭଣ୍ଡାର। ଏନେଇ ମାହେନ୍ଦ୍ର ବେଳା ସ୍ଥିର ହୋଇଛି। ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ଏନେଇ ସୂଚନା ଦେଇଛନ୍ତି। ସକାଳ ୯ଟା ୫୧ରେ ଭିତର ରତ୍ନଭଣ୍ଡାର ଖୋଲିବା ପାଇଁ ସମୟ ଧାର୍ଯ୍ୟ ହୋଇଛି ଜଷ୍ଟିସ ରଥ କହିଛନ୍ତି। ସେ ଆହୁରି କହିଛନ୍ତି, ଭିତର…

ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ଶ୍ରୀମନ୍ଦିରକୁ ଗଲେ ଓଡ୍ରାଫ୍ ଟିମ୍, ବନ୍ଦ ହେଲା ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ

ପୁରୀ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। ଆଜି ଖୋଲାଯିବ ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର। ପ୍ରାୟ ୫ ଦଶନ୍ଧି ପରେ ଭିତର ରତ୍ନଭଣ୍ଡାରର ଦିବ୍ୟ ଅଳଙ୍କାରକୁ ଦେଖିବ ଚର୍ମଚକ୍ଷୁ। ଖୋଲିବ ରାଜରାଜୁଡ଼ା ଅମଳର ପ୍ରାଚୀନ ସିନ୍ଦୁକ ଓ ଆଲମିରା। ହେଲେ ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ଶ୍ରୀମନ୍ଦିରକୁ…

୧୮ରେ ଖୋଲିବ ଭିତର ରତ୍ନଭଣ୍ଡାର

ପୁରୀ: ଆସନ୍ତା ୧୮ ଅର୍ଥାତ୍ ଗୋଟେ ଦିନ ପରେ ଖୋଲିବ ଭିତର ରତ୍ନଭଣ୍ଡାର । ଏଥିପାଇଁ କମିଟି ବୈଠକରେ ନିଷ୍ପତ୍ତି ହୋଇସାରିଛି । ଏନେଇ ସୂଚନା ଦେଇଛନ୍ତି ଯାଞ୍ଚ କମିଟିର ଅଧ୍ୟକ୍ଷ ପୂର୍ବତନ ଜଷ୍ଟିସ୍ ବିଶ୍ବନାଥ ରଥ । ପୁଣି ଆସନ୍ତା ଗୁରୁବାର ଖୋଲାଯିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଏନେଇ…

ରତ୍ନଭଣ୍ଡାର ଖୋଲିବା ନେଇ ଖୁସି ବ୍ୟକ୍ତ କଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆଜି କୋଟି କୋଟି ଜଗନ୍ନାଥ ପ୍ରେମୀ ଉତ୍କଣ୍ଠାରେ । ଦୀର୍ଘ ୫ ଦଶନ୍ଧିର ଅପେକ୍ଷା ପରେ ଖୋଲିଛି ରତ୍ନଭଣ୍ଡାରର ଦ୍ବାର । ଧିରେ ଧିରେ ଭିତରକୁ ପ୍ରବେଶ କରୁଛନ୍ତି ନିର୍ଦ୍ଧାରିତ ସଦସ୍ୟ । ଏହାପରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ରହସ୍ୟ ବିଷୟରେ ଅବଗତ ହେବେ ଓଡିଶାବାସୀ । ଏହାରି ଭିତରେ…

ଫଟୋଚିତ୍ର ପ୍ରଦର୍ଶନୀରେ ଓଡ଼ିଆଙ୍କ ବୀରତ୍ୱ ଏବଂ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଐଶ୍ୱର୍ଯ୍ୟ

ପୁରୀ : ହେରାପଞ୍ଚମୀର ପବିତ୍ର ଅବସର ପରେ ତିନୋଟି ରଥ ଦକ୍ଷିଣାମୋଡ଼ ନେଇଛନ୍ତି । ଏହା ପରେ ବାହୁଡ଼ା ଯାତ୍ରା ଏବଂ ପରେ ପରେ ଶ୍ରୀ ଜୀଉଙ୍କ ସୁନାବେଶ ଅନୁଷ୍ଠିତ ହେବ। ଓଡ଼ିଆଙ୍କ ବୀରତ୍ୱ ଏବଂ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଐଶ୍ୱର୍ଯ୍ୟ ଓ ମାଧୁର୍ଯ୍ୟ ପ୍ରଦର୍ଶନ କରିବାକୁ ଯାଇ ପବିତ୍ର ବଡ ଏକାଦଶୀରେ…