Latest Odisha News
Browsing Category

ପୁରୀ

Puri

ଗୋପବନ୍ଧୁଙ୍କ ଗାଁରେ ମୁଖ୍ୟମନ୍ତ୍ରୀ; କହିଲେ,’ ଏ ସରକାର ଗରିବଙ୍କ ସରକାର, ୫ ବର୍ଷରେ ୫୦ ବର୍ଷର କାମ କରିବୁ ।’

ପୁରୀ: ‘ଏ ସରକାର ଗରିବଙ୍କ ସରକାର, ଲୋକଙ୍କ ପାଖରେ ଆମେ ପହଞ୍ଚିବୁ । ୫ ବର୍ଷ ଭିତରେ ୫୦ ବର୍ଷର ବଳକା କାମ ପୂରଣ କରିକି ଦେଖାଇବୁ ।’ କିଛି ,ମିତି କହି ଆଜି ସୁଆଣ୍ଡୋ ଗାଁରେ ପ୍ରତିଶ୍ରୁତି ଦେଇଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ପୁରୀରେ ମହାପ୍ରଭୁଙ୍କ ଦର୍ଶନ ପରେ ପରେ…

ରଥ ଖଳାରୁ: ଚଖ ଅଖ ଫିଟିଂ ଶେଷ, ଧୂଳିଦଣ୍ଡା କାମ ଆରମ୍ଭ

ପୁରୀ: ମଙ୍ଗଳବାର ତିନି ରଥର ସମସ୍ତ ଚକ ଅଖ ଫିଟିଂ ଶେଷ ହୋଇଛି। ଭଉଁରିରେ ୩ ନାହାକା ଅଖ ସହ ୬ ନାହାକା ଚକ ଯୋଡ଼ା ହୋଇଥିଲା। ଆଜି ଅବଶିଷ୍ଟ ୩୬ ଚକ ସହ ୧୮ ଅଖ ସଂଯୋଗ ହୋଇଛି। ରଥ ନିର୍ମାଣ ପରମ୍ପରାରେ ଏହା ହେଉଛି ଚକ ଡେରା କାର୍ଯ୍ୟ। ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ରଥ ଆଜ୍ଞାମାଳ ଆସି ଲାଗିହେବା…

ବାଲୁକା ଚିତ୍ରକଳା ମାଧ୍ୟମରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା

ପୁରୀ: ମୋହନ ମାଝୀ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା ହେବା ପରେ ଚାରି ଆଡୁ ଶୁଭେଚ୍ଛାର ସୁ୍ଅ ଛୁଟୁଛି। ବାଲୁକା ଚିତ୍ରକଳା ମାଧ୍ୟମରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଦିଆଯାଇଛି। ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ…

ଚଳଚଞ୍ଚଳ ରଥଖଳା, ତିନିରଥର ୪୨ ଚକ ନିର୍ମାଣ ଶେଷ

ପୁରୀ: ରଥ ନିର୍ମାଣ ପ୍ରକ୍ରିୟାରେ ଗୁରୁବାର ଥିଲା ବ୍ୟସ୍ତବହୁଳ ଦିନ। ମୁଖ୍ୟ ବିଶ୍ୱକର୍ମା ମୁହାଁଟରେ ବିନ୍ଧ ଅନୁକୂଳ କରିବା ସହ ବଡ଼ଦାଣ୍ଡରେ ରଥର ଦଣ୍ଡା ଅନୁକୂଳ ହୋଇଥିଲା। ପୁଣି ଯନ୍ତା ଗାଡ଼ରେ ପଡି ତିନି ରଥର ଶେଷ ସିଙ୍ଗଜା ପ୍ରସ୍ତୁତ ହୋଇଛି। ଜୁଲାଇ ୭ରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ…

ଏମିତି ବି ଆସିପାରେ ମୃତ୍ୟୁ; ସ୍କୁଟିରେ ଯାଉଥିବା ବେଳେ ପଡିଲା ନଡିଆ ଗଛ

ନିମାପଡା: ବେଳେ ବେଳେ ମୃତ୍ୟୁ ଏମିତି ବି ଆସେ ନଦେଖିଲେ ବିଶ୍ବାସ କରିହେବ ନାହିଁ । ୨ ମିନିଟ୍ ତଳେ ଦେଖା ହୋଇଥିବା ବ୍ୟକ୍ତିଟି ସବୁଦିନ ପାଇଁ ନିଶ୍ଚିହ୍ନ ହୋଇଯାଏ । ଏମିତି କିଛି ଅଭାବନୀୟ ଘଟଣା ଘଟିଛି ସଗଡ଼ା ଅନ୍ତର୍ଗତ ଚିତ୍ରା ନିକଟରେ । ବନ୍ଧୁ ଘରକୁ ଯାଇ ହସ ଖୁସିରେ ଫେରୁଥିଲେ ହେଲେ…

ପୁରୀ ବାଣ ବିସ୍ଫୋରଣ ଘଟଣା: ଆଖି ବୁଜିଲେ ଆଉ ଦୁଇ ଜଣ, ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା

ପୁରୀ: ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ଘଟଣାରେ ଆଜି ଆଉ ୨ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି । ଗତକାଲି ମୃତ୍ୟୁ ସଂଖ୍ୟା ୯ ଥିବାବେଳେ ଆଜି ଆଉ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

କୋଣାର୍କରେ ମତଦାନ ବେଳେ ୨ ଗୋଷ୍ଠୀ ହାତାହାତି

ପୁରୀ: ଓଡିଶାରେ ଜାରି ରହିଛି ଅନ୍ତିମ ପର୍ଯ୍ୟାୟ ଭୋଟ୍ । ଏହାରି ଭିତରେ କିଛି ସ୍ଥାନରେ  ମତଦାନ ବେଳେ ରାଜନୈତିକ ହିଂସା ଦେଖିବାକୁ ମିଳିଛି । କୋଣାର୍କରେ ମତଦାନ ବେଳେ ୨ ଗୋଷ୍ଠୀ ହାତାହାତି ହୋଇଛନ୍ତି । ଏଥିରେ ଜଣେ ଆହତ ହୋଇଥିବା ସୂଚନା ରହିଛି । ଗୋପ ବ୍ଲକ ୪୧ ନମ୍ବର ବୁଥ୍‌ରେ ୨…

ଆଜିଠାରୁ ମହାପ୍ରଭୁଙ୍କ ୨୧ଦିନ ବ୍ୟାପୀ ଭିତର ଚନ୍ଦନ ଯାତ୍ରା ଆରମ୍ଭ

ପୁରୀ: ଶ୍ରୀମନ୍ଦିରରେ ଆଜିଠାରୁ ମହାପ୍ରଭୁଙ୍କ ୨୧ଦିନ ବ୍ୟାପୀ ଭିତର ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି। ଏହା ଦେବସ୍ନାନ ପୂର୍ଣ୍ଣମୀ ପୂର୍ବଦିନ ପର୍ଯ୍ୟନ୍ତ ଚାଲୁରହିବ । ଆସନ୍ତା ରବିବାର ଜ୍ୟେଷ୍ଠ କୃଷ୍ଣ ଏକଦଶୀରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଜଳକ୍ରୀଡ଼ା କରିବେ। ବୈଶାଖ ଶୁକ୍ଳ ତୃତୀୟା ବା…

ସମ୍ବିତ ପାତ୍ର ମନ୍ତବ୍ୟକୁ ନେଇ ବିଜେପି ଉପରେ ବର୍ଷିଲେ ବିରୋଧୀ: ଓଡିଶାର ଆସ୍ଥାକୁ ଶକ୍ତ ଆଘାତ ଦେଇଛି ବିଜେପି

ପୁରୀ: ମୋଦୀଙ୍କ ଭକ୍ତ ପ୍ରଭୁ ଜଗନ୍ନାଥ କହି ହଟହଟା ହେଲେ ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର । ଯାହାକୁ ନେଇ ଏବେ ସବୁଠି ସମ୍ବିତଙ୍କ ପ୍ରତି ବିରୋଧ ଦେଖାଦେଇଛି । ଏହାକୁ ମୁଖ୍ୟ ପ୍ରସଙ୍ଗ କରି ଏବେ ତେଜିଛନ୍ତି ବିରୋଧୀ । ଏଭଳି ମନ୍ତବ୍ୟକୁ କଡା ନିନ୍ଦା କରିବା ସହ ବିଜେପି…

ଆରମ୍ଭ ହେଲା ମୋଦୀଙ୍କ ମେଗା ରୋଡ ସୋ’, ଜନସମୁଦ୍ର ପାଲଟିଛି ବଡ଼ଦାଣ୍ଡ

ପୁରୀ: ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ ସାରିବା ପରେ ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମେଗା ରୋଡ୍ ସୋ’। ମରିଚିକୋଟ ଛକରୁ ରୋଡ୍ ସୋ'ରେ ବାହାରିଲେ ମୋଦୀ। ମୋଦୀଙ୍କ ରୋଡ୍‌ ସୋ’ରେ ଜନସମୁଦ୍ର ପାଲଟିଛି ବଡ଼ଦାଣ୍ଡ। ତାଙ୍କ ସହ ଅଛନ୍ତି ମନମୋହନ ସାମଲ, ପୁରୀ ଲୋକସଭା ସାଂସଦ…