Latest Odisha News

BREAKING NEWS

Browsing Category

ଗଞ୍ଜାମ

Ganjam

ଚିକିଟି ମଦ ମୃତ୍ୟୁ: ‘୨ ମାସରେ ତଦନ୍ତ ଶେଷ କର’

ଗଞ୍ଜାମ: ଚିକିଟି ବିଷାକ୍ତ ମଦ ପିଇ ୫ ଜଣଙ୍କର ମୃତ୍ୟୁ ମାମଲାର ୨ ମାସ ଭିତରେ ତଦନ୍ତ ଶେଷ କରି ରିପୋର୍ଟ ନିର୍ଦ୍ଦେଶ ଜାରି କରାଯାଇଛି । ଏହି ମାମଲାରେ ରାଜସ୍ବ ପର୍ଷଦ ସଦସ୍ୟ ତଥା ବୋର୍ଡ ଅଫ ରେଭନ୍ୟୁ ତଦନ୍ତ କରିବେ । ଏନେଇ ଅବକାରୀ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଏଥିପାଇଁ ୪ଟି…

ଚିକିଟି ପରେ ଦିଗପହଣ୍ଡି: ଗଡୁଛି ଗୋଟେ ପରେ ଗୋଟେ ମୁଣ୍ଡ

ଗଞ୍ଜାମ: ପ୍ରଥମେ ଚିକିଟି ଆଉ ଏବେ ଦିଗପହଣ୍ଡି। ମାଡିଛି ବିଷାକ୍ତ ମଦର ଚେର। ଗଞ୍ଜାମ ଜିଲ୍ଲାରେ ବିଷାକ୍ତ ମଦ ଚିକିଟି ଦୁଃଖ ଦେଇଥିବା ବେଳେ ଏବେ ଦିଗପହଣ୍ଡିରେ ଯାଇଛି ଗୋଟିଏ ଜୀବନ। ଦିଗପହଣ୍ଡି ଭୀଷ୍ମଗିରି ଗ୍ରାମ ପ୍ରେମନଗରର ଜଣେ ଯୁବକ କେ. କ୍ରିଷ୍ଣା ପାତ୍ର(୪୦) ବିଷାକ୍ତ ମଦ ପିଇ ମୃତ୍ୟୁ…

ଲାଞ୍ଚ ନେଉଥିଲେ ଆରଆଇ, ଏଆରଆଇ; ମାଡି ବସିଲା ଭିଜିଲାନ୍ସ

ଗଞ୍ଜାମ: ଲାଞ୍ଚ ନେବା ଭାରି ପଡିଲା । ଯୋଜନା ବଦ୍ଧ ଭାବେ ରେଡ୍ ହ୍ୟାଣ୍ଡେଡ ଧରିପକାଇଲା ଭିଜିଲାନ୍ସ । ୫ ହଜାର ଟଙ୍କା ଲାଞ୍ଚ ନେଇ ଯାଉଥିବା ବେଳେ ଆରଆଇ ଓ ଏଆରଆଇଙ୍କୁ ମାଡି ବସିଛି ଭିଜିଲାନ୍ସ । ଆଜି ସକାଳୁ ସକାଳୁ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ପୋଡାମାରି ତହସିଲର ରାଜସ୍ବ ନିରୀକ୍ଷକ…

ଚିକିଟି ମଦ ମୃତ୍ୟୁ: ପୁଣି ଗଲା ଆଉ ଏକ ଜୀବନ

ବ୍ରହ୍ମପୁର: ଚିକିଟି ବିଷାକ୍ତ ମଦ ମୃତ୍ୟୁ ଘଟଣାରେ ଆଉ ଜଣଙ୍କ ଜୀବନ ଯାଇଛି । ଏଥିସହିତ ଚିକିଟି ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ଚିକିଟି ବିଷାକ୍ତ ମଦ ପିଇ ୧୬ ଜଣ ଅସୁସ୍ଥ ହୋଇଥିବା ଘଟଣାରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି ।  ବ୍ରହ୍ମପୁର ଏମକେସିଜି ଆଇସିୟୁରେ ଚିକିତ୍ସାଧୀନ…

ପାହଡରୁ ଜବତ ହେଲା ୪୫୦୦ ଲିଟର ପୋଚ

ଆସିକା: ଆଜି ଗଞ୍ଜାମ ଜିଲ୍ଲା ଆସିକା ବାଲିଶିରା ପାହାଡ଼ରେ ଚଢାଉ କରିଛି ଅବକାରୀ ପୋଲିସ । ଚଡାଉ ପରେ ୪୫୦୦ ଲିଟର ପୋଚ ସହିତ ଶହେ ଲିଟର ଦେଶୀ ମଦ ଜବତ କରି ନଷ୍ଟ କରିଛି ପୋଲିସ । ଏଥିସହିତ ମଦ ପ୍ରସ୍ତୁତକାରୀ ସରଞ୍ଜାମ ମଧ୍ୟ ଜବତ କରିଛି ଅବକାରୀ ପୋଲିସ୍ । ପୋଲିସ୍ର ଛଢାଉ ପରେ ମଦ…

ମହିଳାଙ୍କୁ ସହଯୋଗର ହାତ ବଢାଇଲା ଟିପିଏସ୍ଓଡିଏଲ୍, ଖୋଲିଲା ପରିବେଶ ଅନୁକୂଳ ଧୂପକାଠି କେନ୍ଦ୍ର

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଏକ ପରିବେଶ ଅନୁକୂଳ ଧୂପକାଠି ତିଆରି କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଯାହାର ନାମ ମଙ୍ଗଳମ୍ ଧୂପକାଠି ସେଣ୍ଟର ରଖାଯାଇଛି । ଗ୍ରାମାଞ୍ଚଳ ମହିଳାମାନଙ୍କୁ…

ଗଞ୍ଜାମ ସଡକ ଦୁର୍ଘଟଣା: ୨ ଲକ୍ଷ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ: ଗଞ୍ଜାମ ସମ୍ବରଝୋଳ ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଯାଇଛି ୪ ଜଣଙ୍କର ପ୍ରାଣ, ୨୦ ଜଣ ଗୁରୁତର ଆହତ ହୋଇଛନ୍ତି ।  ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ ଏକ୍ସ ହ୍ୟାଣ୍ଡେଲରେ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏଥିସହ ମୃତକଙ୍କ…

ଚିକିଟି ମଦ ମୃତ୍ୟୁ ମାମଲା: ଅଭିଯୁକ୍ତଙ୍କ ବିରୁଦ୍ଧରେ ବଡ ଖୁଲାସା, ଆଖି ବୁଜି ଦେଇଥିଲା ପ୍ରଶାସନ

ଗଞ୍ଜାମ: ଚିକିଟି ବିଷାକ୍ତ ମଦ ପିଇ ୧୬ ଜଣ ଅସୁସ୍ଥ ହୋଇଥିବା ଘଟଣାରେ ଏଯାବତ ୨ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଘଟଣାରେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସରକାର । ଏନେଇ ଗଞ୍ଜାମ ଜିଲ୍ଲାରେ ଚଢାଉ କରି ୬ ଜଣଙ୍କୁ ଗିରଫ ସମେତ ପ୍ରାୟ ୩୫୦ ଲିଟର ମଦ ଜବତ କରିଛି ପୋଲିସ୍ । ସେପଟେ ମୁଖ୍ୟ…

ଚିକିଟି ମଦ ମୃତ୍ୟୁ ମାମଲା: ବିଷାକ୍ତ ମଦ ନେଇଗଲା ଆଉ ଜଣଙ୍କର ଜୀବନ

ଭୁବନେଶ୍ବର: ଚିକିଟି ବିଷାକ୍ତ ମଦ ପିଇ ୧୬ ଜଣ ଅସୁସ୍ଥ ହୋଇଥିବା ଘଟଣାରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି ।  ବ୍ରହ୍ମପୁର ଏମକେସିଜିରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତକ ଜଣଙ୍କ ହେଲେ ଲୋକନାଥ ବେହେରା । ତାଙ୍କର ମୃତ୍ୟୁ ସହିତ ମଦ…

ଗାଁରେ ଝାଡାବାନ୍ତି ଆତଙ୍କ, ୨୫ ଆକ୍ରାନ୍ତ, ୨ ମୃତ

ଭଞ୍ଜନଗର: ବର୍ଷା ଦିନ ଆସୁ ଆସୁ ସାରା ରାଜ୍ୟରେ କାୟା ବିସ୍ତାର କଲାଣି ଝାଡାବାନ୍ତି। ଅପରିଷ୍କାର ପାଣି ନେବାରେ ଲାଗିଛି ଗୋଟେ ପରେ ଗୋଟେ ଜୀବନ। ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଟିକରପଡ଼ା ଗାଁରେ ବ୍ୟାପିଛି ଝାଡ଼ାବାନ୍ତି । ଗତ ଗୋଟେ ସପ୍ତାହ ମଧ୍ୟରେ ଗାଁରେ ପ୍ରାୟ ୨୫ରୁ ଅଧିକ…