Latest Odisha News

BREAKING NEWS

Browsing Category

ଗଞ୍ଜାମ

Ganjam

ପରଲୋକରେ ବରିଷ୍ଠ ବିଜେପି ନେତା ସତୀଶ ପାତ୍ର

ବ୍ରହ୍ମପୁର: ପରଲୋକରେ ବରିଷ୍ଠ ବିଜେପି ନେତା ସତୀଶ ପାତ୍ରଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା। ହଠାତ୍ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ବ୍ରହ୍ମପୁର MKCG ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । …

ଝରକା ଭାଙ୍ଗି ଲୁଟ, ୫୦ ଲକ୍ଷ ଟଙ୍କାର ସୁନା ଗହଣା ନେଇଗଲେ ଦୁର୍ବୃତ୍ତ

ବ୍ରହ୍ମପୁର: ଝରକା ଭାଙ୍ଗି ଲୁଟିଲେ୨୫ ଭରି ସୁନା । ଛତ୍ରପୁର ଥାନା ଅଧିନ ତୁଳସୀନଗର ଚତୁର୍ଥ ଲାଇନର କିଶୋର ଚନ୍ଦ୍ର ଗୌଡ଼ଙ୍କ ଘରୁ ଲୁଟ । ବିଳମ୍ବିତ ରାତିରେ ଘରେ ପଶି ଲୁଟିଲେ ୨୫ ଭରି ସୁନା,୪୦ ଭରି ରୂପା , ନଗଦ୨୫ ହଜାର ଟଙ୍କା। ଏହାସହ ଏଟିଏମ ,ଆଧାର କାର୍ଡ ଓ ଆନ୍ୟନ୍ୟ କାଗଜପତ୍ର ଚୋରୀ କରି…

ଆଜି ଦିଗପହଣ୍ଡିରେ ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ :ସୁରକ୍ଷା ବ୍ୟବସ୍ଥା କଡାକଡି

ଗଞ୍ଜାମ: ଆଜି ଦିଗପହଣ୍ଡିରେ ହେବାକୁ ଯାଉଛି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ  । ଆଜି ଦିନ ୧୦ଟାରୁ ୧୧ଟା ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ ହେବାକୁ ଥିବାବେଳେ ୧୧ଟାରୁ ୧୧ଟା ୩୦ ମଧ୍ୟରେ ପ୍ରାର୍ଥୀ ପତ୍ର ଯାଞ୍ଚ ହେବ  । ଏବଂ ଦିନ ୧୨ଟାରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ପାଇଁ ସମୟ ନିର୍ଘଣ୍ଟ ହୋଇଛି ।…

ରାସ୍ତା ତଳକୁ ଖସିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୩୦ରୁ ଉର୍ଦ୍ଧ୍ବ ଯାତ୍ରୀ

ମୋହନା : ଗଜପତି ଜିଲ୍ଲା ମୋହନା ଥାନା ହିକିରିକୁପା ଗାଁ ନିକଟରେ ଅଭାବନୀୟ ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ୍ ରାସ୍ତାକଡକୁ ଖସିପଡିଛି  । ଫଳରେ ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ୩୦ରୁ ଉର୍ଦ୍ଧ୍ବ ଯାତ୍ରୀ । ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି । ଆର.ବି. କୋଚ୍ ନାମକ ଘରୋଇ…

ପୂର୍ବତନ ମେୟରଙ୍କ କାରକୁ ବୋମାମାଡ଼, ପୋଲିସର ତଦନ୍ତ ଜାରି

ବ୍ରହ୍ମପୁର: ପୂର୍ବତନ ମେୟରଙ୍କ କାରକୁ ବୋମାମାଡ଼ । ଅଳ୍ପକେ ବର୍ତ୍ତିଲେ ମେୟର । ଗତକାଲି ଗୋଷାଣି ନୂଆଁଗାଁ ବଡ଼ ସାହିଠାରେ ବ୍ରହ୍ମପୁରର ପୂର୍ବତନ ମେୟର ଶିବଶଙ୍କର ଦାସଙ୍କ ଗାଡ଼ି ଉପରକୁ ବୋମାମାଡ଼ ହୋଇଛି । ଏଥିରେ କେହି ଆହତ ହୋଇନଥିବା ବେଳେ ଗାଡିର ଆଗ ଭାଗ ଭାଙ୍ଗିରୁଜି ଯାଇଛି ।…

ଗଞ୍ଜାମ ଖଲ୍ଲିକୋଟରେ ଅଘଟଣ: କାର୍ ଓ ବାଇକକୁ ଧକ୍କା ଦେଲା ତେଲ ବୋଝେଇ ଟ୍ୟାଙ୍କର ,୨ ମୃତ

ଗଞ୍ଜାମ: ଗଞ୍ଜାମ ଖଲ୍ଲିକୋଟ ବଡଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା  । କାର୍ ଓ ବାଇକକୁ ଧକ୍କା ଦେଇ ଘାଟିକୁ ଓଲଟି ପଡିଲା ତେଲ ବୋଝେଇ ଟ୍ୟାଙ୍କର । ଫଳରେ ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଏଥିରେ ୬ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିନଥିବାବେଳେ ୩…

ଚିହ୍ନଟ ହେଲା ବିରଳ ସାମୁଦ୍ରିକ ମାଛ ଫ୍ଲାଇଙ୍ଗ ଗୁର୍ନାର୍ଡ, ଦୀଘା ମୁହାଁଣରୁ ମିଳିଥିବା ସୂଚନା

ବ୍ରହ୍ମପୁର: ଦୀଘା ମୁହାଁଣରୁ ମିଳିଥିବା ଏକ ନୂତନ ପ୍ରଜାତିର ମାଛକୁ ଚିହ୍ନଟ କରିଛନ୍ତି ଭାରତୀୟ ପ୍ରାଣୀ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନେ । ଏ ନୂତନ ପ୍ରଜାତିର କମଳା ରଙ୍ଗ ସହ କଳା ଛିଟ ଥିବା ମାଛଟିକୁ ଫ୍ଲାଇଙ୍ଗ ଗୁର୍ନାର୍ଡ ବୋଲି ବୈଜ୍ଞାନିକ କହିଛନ୍ତି । ଯେଉଁଥିରେ ସୂକ୍ଷ୍ମ…

ଗଞ୍ଜାମ ପୋଲିସକୁ ବଡ ସଫଳତା: ବିଭିନ୍ନ ଜୁଆ ଆଡ୍ଡାରେ ଚଢାଉ, ୧୨ ଜୁଆଡ୍ଡି ଗିରଫ

ଗଞ୍ଜାମ: ଗଞ୍ଜାମ ପୋଲିସକୁ ବଡ ସଫଳତା ମିଳିଛି  । ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଆକ୍ସନ ମୋଡରେ ରହିଛି ଗଞ୍ଜାମ ପୋଲିସ । ବିଭିନ୍ନ ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ ସ୍ବେଶାଲ ଡ୍ରାଇଭ୍ କରାଯାଇଛି  । ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢାଉ କରାଯାଇ ୧୨ ଜଣ ଜୁଆଡ୍ଡିଙ୍କୁ ଗିରଫ କରାଯାଇଛି  ଏବଂ…

ଭିଜିଲାନ୍ସ ଜାଲରେ ପୂର୍ବତନ ତହସିଲଦାର, ୪ଟି ସ୍ଥାନରେ ଚାଲିଛି ରେଡ୍

ଗଞ୍ଜାମ: ଭିଜିଲାନ୍ସ ଜାଲରେ ପୂର୍ବତନ ତହସିଲଦାର । ଗଞ୍ଜାମ ଜିଲ୍ଲା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧିକାରୀ ସଂଗ୍ରାମ କେଶରୀ ଜେନାଙ୍କ ଘରେ ଭିଜିଲାନ୍ସ ରେଡ୍‌ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବାଲୁଗାଁ, ଟାଙ୍ଗୀ ଓ ବାଣପୁର ସମେତ ୪ଟି ସ୍ଥାନରେ ଚଢ଼ାଉ  । ପୂର୍ବରୁ…

କଲେଜ ଛାତରେ ରିଲ୍ସ କରିବା ପଡିଲା ମହଙ୍ଗା, ଏଣିକି କଲେଜରେ ରିଲ୍ସ ମନା

ବ୍ରହ୍ମପୁର: କଲେଜ ଛାତରେ ରିଲ୍ସ କରିବା ପଡିଲା ମହଙ୍ଗା । ଭିଡିଓ ଭାଇରାଲ ହେବା ପରେ କଲେଜ ପକ୍ଷରୁ ପ୍ରକାଶ ପାଇଲା ତତ୍ପରତା । ବ୍ରହ୍ମପୁର ଶଶିଭୂଷଣ ରଥ ସ୍ୱୟଂଶାସିତ ମହିଳା କଲେଜରେ ଏଣିକି ରିଲ୍ସ କରିବାକୁ ବାରଣ କରାଯାଇଛି । କଲେଜ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ କଲେଜ ପକ୍ଷରୁ…