Latest Odisha News

BREAKING NEWS

Browsing Category

କନ୍ଧମାଳ

Kandhamal

ସରିଲା ବାଲିଯାତ୍ରା, ଅସମ୍ଭାଳ ଭିଡକୁ ୨୫୦ କୋଟି ଟପିଲା ଏଥର ବେପାର

କଟକ: ସରିଛି ଐତିହାସିକ କଟକ ବାଲିଯାତ୍ରା । ଶନିବାର ଏସିଆର ସର୍ବବୃହତ୍‌ ମୁକ୍ତାକାଶ ବାଣିଜ୍ୟ ମେଳା କଟକ ବାଲିଯାତ୍ରା ଶେଷ ହୋଇଥିବା ବେଳେ, ଶେଷ ଦିନରେ ଛାତି ପିଟାପିଟି ଭିଡ ଦେଖିବାକୁ ମିଳିଥିଲା । ପାଖାପାଖି ୧୩ ଲକ୍ଷରୁ ଅଧିକ ଜନ ସମାଗମ ହୋଇଥିବା ବେଳେ ପୋଲିସଙ୍କ ନିୟନ୍ତ୍ରଣ ବାହାରେ…

ଯାଯାବର ଗଣହତ୍ୟା ମାମଲା, ୭ ଗିରଫ

ସୁନ୍ଦରଗଡ଼: ଯାଯାବର ଗଣହତ୍ୟା ମାମଲାରେ ୭ ଗିରଫ l କର୍ଣ୍ଣାଟକରୁ ୭ ଜଣଙ୍କୁ ଗିରଫ କରି ଓଡ଼ିଶା ଆଣିଲା ପୋଲିସ l ଅକ୍ଟୋବର ୨୯ ତାରିଖ ସଦର ଥାନା କରମଡିହ ନିକଟ ଗୀତାପଡ଼ାରେ ଶୋଇଥିବା ବେଳେ ୫ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଥିଲା l ସୂଚନାଯୋଗ୍ୟ, ଗତ ଅକ୍ଟୋବର ୨୯ ତାରିଖରେ ସୁନ୍ଦରଗଡ ସଦର…

ଆମ୍ବ ଟାକୁଆ ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି

ଭୁବନେଶ୍ବର: କନ୍ଧମାଳ ଜିଲ୍ଲା ମାଣ୍ଡିପଙ୍କା ଆମ୍ବ ଟାକୁଆ ଜାଉ ଖାଇବା ଘଟଣାରେ ପୁଣି ଜଣଙ୍କ ଜୀବନ ଯାଇଛି। ମୃତ୍ୟୁ ସଂଖ୍ୟା ୩ ରେ ପହଞ୍ଚିଛି। କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ମହିଳାଙ୍କର ଆଜି ମୃତ୍ୟୁ ହୋଇଛି। ମୃତ ମହିଳାଙ୍କ ନାଁ ଜିତା ମାଝୀ। ମୃତକ ଜିତାଙ୍କୁ ମିଶାଇ ଆମ୍ବ…

ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସାମିଲ ହେଲେ ୩ ବର୍ଷର ଗୋକୁଲ

କନ୍ଧମାଳ: ବୟସ ମାତ୍ର ୩ ବର୍ଷ ହେଲେ ବୁଦ୍ଧି ଆଉ ସ୍ମରଣଶକ୍ତି ବିଚକ୍ଷଣ । ଯାହା ବି ଥରେ ଜାଣିନିଅନ୍ତି ତାକୁ ସବୁଦିନ ପାଇଁ ନିଜ ମୁଣ୍ଡ ଭିତରେ କଏଦ୍ କରିଦିଅନ୍ତି । ବର୍ଣ୍ଣମାଳା,ପଶୁପକ୍ଷୀଙ୍କ ନାମ ଏବଂ ବିଭିନ୍ନ ସଂଖ୍ୟା ଯେଉଁଠି କିଛି ତାଙ୍କ ବୟସର ପିଲାଙ୍କ ପାଇଁ କାଠିକର ପାଠ । ସେଠି ସିଏ…

ହ୍ୟାକରଙ୍କ ଜାଲରେ ପଡିଗଲେ ବିଡିଓ ବାବୁ

ଦାରିଙ୍ଗବାଡି: ସରକାରୀ ଅଧିକାରୀଙ୍କ ନମ୍ବର ହ୍ୟାକ୍ କରି ଗଣମାଧ୍ୟମରେ ଭୂଆଁ ବୁଲାଉଛନ୍ତି ହ୍ୟାକର । ତେଣୁ ସାବଧାନ । ଏମିତି କିଛି ଘଟଣା ଦେଖିବାକୁ ମିଳିଛି କନ୍ଧମାଳରେ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବିଡିଓ ଗଦାଧର ପାତ୍ରଙ୍କ ସାଙ୍ଗରେ କିଛି ଏମିତି ଘଟିଛି । ତାଙ୍କ ମୋବାଇଲ ନମ୍ବରକୁ…

ଭୋଟ ଦେଇ ଫେରିବା ବେଳେ ଚାଲିଗଲା ଯୁବକଙ୍କ ଜୀବନ

କନ୍ଧମାଳ: ଗଣତନ୍ତ୍ରର ମହାନପର୍ବରେ ନିଜର ମତଦାନ ସାବ୍ୟସ୍ତ କରି ଫେରିବା ବେଳେ ଘଟିଲା ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ । ମୃତକ ଜଣଙ୍କ ହେଉଛନ୍ତି କନ୍ଧମାଳଜିଲ୍ଲା ଦାରିଙ୍ଗବାଡ଼ି ଥାନା ପର୍ତ୍ତମାହା ଗାଁର ନିରଲ ନାୟକ। ସୂଚନା ଅନୁସାରେ, ଗତକାଲି ରାଜ୍ୟରେ…

ଜନସଭାରୁ ମୋଦୀଙ୍କ ଗର୍ଜନ, ରତ୍ନଭଣ୍ଡାର କଥା ଉଠାଇ ରାଜ୍ୟ ସରକାରଙ୍କୁ କଲେ ଟାର୍ଗେଟ

କନ୍ଧମାଳ: କନ୍ଧମାଳ, ବଲାଙ୍ଗୀର ଓ ବରଗଡ଼ରେ ମାରାଥନ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସେଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ବିଶାଳ ଜନସଭାକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଉକ୍ତ ସଭାରୁ ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ୍ କରି ରତ୍ନ…

ହୃଦୟ ଛୁଇଁଲା ମୋଦୀଙ୍କ ପାଦ ଛୁଇଁ ପ୍ରଣାମ କରିବା ଭିଡିଓ, ସେପଟେ ତୁଳା ବେହେରାଙ୍କୁ କଲେ ପ୍ରଶଂସା

କନ୍ଧମାଳ: ଆଜି ଓଡିଶାରେ ମାରାଥନ୍ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଥମେ କନ୍ଧମାଳରେ ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ ବିଶାଳ ଜନସଭାକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସେହି ସମାରୋହରେ ଆଦିବାସୀ କବି ପୂର୍ଣ୍ଣମାସୀ ଜାନୀଙ୍କ ପାଦ ଛୁଇଁ ପ୍ରଣାମ କରିଛନ୍ତି ମୋଦୀ…

ନବୀନଙ୍କୁ ନିଶାନା କଲେ ମୋଦି: କହିଲେ ମୁଖ୍ୟମନ୍ତ୍ରୀ ନିଜ ଓଡ଼ିଶାର ଜିଲ୍ଲା ନାଁ ଜାଣି ନାହାଁନ୍ତି

କନ୍ଧମାଳ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୁଲବାଣୀର ବିଜୟ ସଂକଳ୍ପ ସମାବେଶ ବା ନିର୍ବାଚନୀ ସଭାରେ  ରତ୍ନଭଣ୍ଡାର ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। କହିଲେ ଭଗବାନ ଜଗନ୍ନାଥଙ୍କ ବିନା ଆମର ଜୀବନ ହିଁ ନାହିଁ  । ଜଗନ୍ନାଥ ଅଛନ୍ତି ତ ଜୀବନ ଅଛି । ଶ୍ରୀମନ୍ଦିର…

ପ୍ରଧାନମନ୍ତ୍ରୀଙ୍କ ରତ୍ନଭଣ୍ଡାର ନିଶାନା, କହିଲେ ବିଜେପି ସରକାର ଆସିଲେ ରତ୍ନଭଣ୍ଡାର ମର୍ଯ୍ୟାଦା ପ୍ରତିଷ୍ଠା ହେବ

କନ୍ଧମାଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ୨ ଦିନିଆ ଗସ୍ତର ଆଜି ହେଉଛି ଦ୍ବିତୀୟ ଦିନ । ଆଜି ଅର୍ଥାତ ଶନିବାର ଫୁଲବାଣୀର ବିଜୟ ସଂକଳ୍ପ ସମାବେଶରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦି। ସେଠାରେ ପହଞ୍ଚିବା ପରେ  ପ୍ରଥମେ ‘ଜୟ ଜଗନ୍ନାଥ’ ଓ ‘ଜୟ ଶ୍ରୀରାମ’ କହି ନିଜ…