Latest Odisha News

BREAKING NEWS

Browsing Category

କୋରାପୁଟ

Koraput

ବିପୁଳ ପରିମାଣର ଗଂଜେଇ ଚାଷ ନଷ୍ଟ କଲେ ପୋଲିସ ଓ ଅବକାରୀ ବିଭାଗ

କୋରାପୁଟ: ମିଳିତ ଅପରେସନରେ ସଫଳତା ହାସଲ କଲେ କୋରାପୁଟ ଜିଲ୍ଲା ପାଡୱା ପୋଲିସ ଓ ଅବକାରୀ ବିଭାଗ । ନଷ୍ଟ କରାଗଲା ବିପୁଳ ପରିମାଣର ବେଆଇନ ଗଂଜେଇ ଚାଷ । ଗୋଡିପୁଟ୍ ଗାଁରେ ଗଂଜେଇ ଚାଷ ହେଉଥିବା ନେଇ ବିଶ୍ୱସ୍ତ ସୁତ୍ରରୁ ଖବର ପାଇବା ପରେ ଆଜି ପୋଲିସ, ଅବକାରୀ ବିଭାଗ ଓ ଡିଭିଏଫ୍ ଟିମ ଅତର୍କିତ…

କୋଟିଆରେ ଆନ୍ଧ୍ର ଷଡଯନ୍ତ୍ର ଭଣ୍ଡୁର କଲା କୋରାପୁଟ ଜିଲ୍ଲା ପ୍ରଶାସନ

କୋରାପୁଟ : କୋଟିଆ ସୀମାରେ ଆନ୍ଧ୍ରର ଫଳକ ପୋତା ଯୋଜନା ପଣ୍ଡ। କୋଟିଆ ସୀମାରେ ଆନ୍ଧ୍ରର ଫଳକ ପୋତା ଯୋଜନାକୁ ପଣ୍ଡ କଲା କୋରାପୁଟ ପୋଲିସ ଓ ପ୍ରଶାସନ । ଓଡ଼ିଶା ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତି ଦେଖି ଅନ୍ୟତ୍ର ପଳାଇଥିଲେ ଆନ୍ଧ୍ରର ଅଧିକାରୀମାନେ ।  ଆନ୍ଧ୍ର ଅଧିକାରୀ କାର୍ଯ୍ୟ…

ଆସାମ ସାଧାରଣତନ୍ତ୍ର ପ୍ୟାରେଡ଼ ଶିବିରରେ ଜୟପୁରର ପି ବି ଇଶିତା ରାଜୁ

କୋରାପୁଟ: ଦଶ ଦିବସୀୟ ଜାତୀୟ ପୂର୍ବାଞ୍ଚଳ ପ୍ରାକ୍ ସାଧାରଣତନ୍ତ୍ର ପ୍ୟାରେଡ଼ ଅଭ୍ୟାସ ଓ ଚୟନ ଶିବିରରେ ଯୋଗଦେବେ ପି ବି ଇଶିତା ରାଜୁ। ଏଥିପାଇଁ ସେ ଆସାମ ଗସ୍ତ କରିଛନ୍ତି। ସରକାରୀ ମହିଳା ମହାବିଦ୍ୟାଳୟର ଯୁକ୍ତ ୩ କଳା ଶିକ୍ଷା ସମ୍ମାନର ଛାତ୍ରୀ ପି ବି ଇଶିତା ରାଜୁ। ଜାତୀୟ ସେବା ଯୋଜନା…

ପୁଣି ଖଟିଆରେ ବୁହା ହେଲେ ରୋଗୀ

କୋରାପୁଟ: ପୁଣି ଖଟିଆରେ ବୁହା ହୋଇଗଲେ ରୋଗୀ। ସରକାର ଆଦିବାସୀଙ୍କ ବିକାଶ ପାଇଁ ଅନେକ ଯୋଜନା କରିଛନ୍ତି। ହେଲେ ବିକାଶ ତ ଦୂରର କଥା, ଏହିପରି ଅନେକ ସ୍ଥାନ ରହିଛି ଯେଉଁଠାରେ ବିକାଶ ତ ଦୂରର କଥା ମୌଳିକ ସୁବିଧାରୁ ମଧ୍ୟ ଲୋକେ ବଞ୍ଚିତ ଅଛନ୍ତି। ଗାଁକୁ ରାସ୍ତା ନଥିବାରୁ ଆଜିବି ରୋଗୀଙ୍କୁ…

ପୁଣି ଜବତ ହେଲା ୧ କୁଇଣ୍ଟlଲ ଗଞ୍ଜେଇ

କୋରାପୁଟ : ପୁଣି ଜବତ ହେଲା ଗଞ୍ଜେଇ । ହରିଆଣାକୁ ଚୋରା ଚାଲାଣ କରାଯାଉଥିବା ବେଳେ ଧରିଲା ପୁଲିସ୍ । ମାଛକୁଣ୍ଡ ପୋଲିସ ଦ୍ବାରା କାର ସହ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଂଜେଇ ଜବତ । "କାଙ୍ଗରପଡା" ଅଞ୍ଚଳରୁ ଦିଲ୍ଗୀ ଓ ହରିୟାଣାକୁ ଗଞ୍ଜେଇ ଚୋରା ଚାଲଣ ବେଳେ ମାଛକୁଣ୍ଡ ପୋଲିସ ଧରିବାରେ…

କୋରାପୁଟ ସଂଯୁକ୍ତ କୃଷକ ମୋର୍ଚ୍ଚା ସଖାର ଜୟପୁରରେ ୬ଘଣ୍ଟିଆ ରେଳରୋକ

କୋରାପୁଟ: ସଂଯୁକ୍ତ କିଶାନ ମୋର୍ଚ୍ଚାର ଦେଶବ୍ୟାପୀ ୬ଘଣ୍ଟିଆ ରେଳରୋକ। ଏହାର ପ୍ରଭାବ ଜୟପୁରରେ ଦେଖିବାକୁ ମିଳିଛି। କୋରାପୁଟ ସଂଯୁକ୍ତ କୃଷକ ମୋର୍ଚ୍ଚା ସଖା ତରଫରୁ ଜୟପୁରରେ ରେଳରୋକ କରାଯାଇଛି। ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସମସ୍ତ ରେଳଷ୍ଟେସନରେ ରେଳରୋକ କରାଯାଇଛି। ଜୟପୁର…

ଜଲାପୁଟ ଜଳଭଣ୍ଡାରକୁ ଡେଇଁ ମହିଳା ନିଖୋଜ

କୋରାପୁଟ : ପାଣିକୁ ଡେଇଁ ମହିଳା ନିଖୋଜ। ସ୍ୱାମୀଙ୍କ ସାମ୍ନାରେ ସ୍ତ୍ରୀ କୋରାପୁଟ ଜଲାପୁଟ ଜଳଭଣ୍ଡାରକୁ ଡେଇଁ ପଡ଼ିଥିବା ଅଭିଯୋଗ ହୋଇଛି । ଚମ୍ପାପୁଟ ପୋଲ ନିକଟରେ ଏପରି ଅଘଟଣ ହୋଇଛି । ଅଗ୍ନିସମ ବିଭାଗ ଘଟଣାସ୍ଥଳ ରେ ପହଁଚି ମହିଳାଙ୍କୁ ଖୋଜିଖୋଜି କରୁଛି। ସେପଟେ ଏହି ଘଟଣାକୁ ନେଇ ପାଡୁଆ…

ମୋବାଇଲ ଛଡ଼ାଇନେବାରୁ ଆତ୍ମହତ୍ୟା କଲେ ୧୩ବର୍ଷର ନାବାଳକ

କୋରାପୁଟ: ମୋବାଇଲ ଛଡ଼ାଇ ନେବାରୁ ନାବାଳକର ଆତ୍ମହତ୍ୟା। କୋରାପୁଟ ସହରର ଗୌତମନଗରରେ ଘଟିଛି ଏଭଳି ଅଭାବନୀୟ ଘଟଣା। ନାବାଳକ ଜଣକ ହେଉଛନ୍ତି ଶ୍ରୀନିବାସ ରାଓଙ୍କ ପୁଅ ବି.ମନୋହର। ବୟସ ୧୩। ମନୋହର ଅଷ୍ଟମ ଶ୍ରେଣୀରେ କୋରାପୁଟସ୍ଥିତ ସେଣ୍ଟ ଜାଭିୟରରେ ପାଠ ପଢ଼ୁଥିଲେ। କରୋନା ଯୋଗୁଁ…

ଗଞ୍ଜେଇ ଚାଲାଣବେଳେ ଜୟପୁର ସଦର ପୋଲିସର ଚଢ଼ାଉ

କୋରାପୁଟ: ଗଞ୍ଜେଇ ଚାଲାଣବେଳେ ଜୟପୁର ସଦର ପୋଲିସ ଚଢ଼ାଉ କରିଛି। ଏଥିରେ ୩ଜଣଙ୍କୁ ଗିରଫ କରିଛି ପୋଲିସ। ୩ଜଣଙ୍କଠାରୁ ୧୦୨କେଜି ଗଞ୍ଜେଇ, ହୁଣ୍ଡାଇ କାର ଏମପି ୬୬ସି୩୯୯୭, ୨ଟି ମୋବାଇଲ ଜବତ କରିଛି। ଜବତ ଗଞ୍ଜେଇର ମୂଲ୍ୟ ୧୦ଲକ୍ଷ ୨୦ହଜାର ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।…

ଗଞ୍ଜେଇ ଚୋରା ଚାଲାଣ ବେଳେ ଚଢାଉ

ଜୟପୁର: ଗଞ୍ଜେଇ ଚାଲାଣ ବେଳେ ଚଢାଉ । ଜୟପୁର ସଦର ପୋଲିସ ଗଞ୍ଜେଇ ଚାଲାଣ ବେଳେ ଚଢାଉ କରିଛି । ଜୟପୁର ଘାଟି ଶିବ ମନ୍ଦିର ନିକଟରେ ଚଢାଉ କରିଥିଲା । ନମ୍ବର ବିହିନ ଏକ ଟ୍ରକରେ ରାୟପୁର ଗଞ୍ଜେଇ ଚାଲାଣ ବେଳେ ପଣ୍ଡ କରିଥିଲା ସଦର ପୋଲିସ । ଏହି ଗଞ୍ଜେଇ କୋରାପୁଟ ଜିଲା ସିମାନ୍ତ ସୁଙ୍କିର…