Latest Odisha News

BREAKING NEWS

Browsing Category

କୋରାପୁଟ

Koraput

ପିଶାଚୀ ମା’ , ତିନି ବର୍ଷର ଶିଶୁକୁ ଗଳାକାଟି ନୃଶଂସ ଭାବେ ହତ୍ୟା କଲା

କୋରାପୁଟ : ରାକ୍ଷସୀ ସାଜିଲା ମା' । ରକ୍ତ ଭୁଲିଗଲା ରକ୍ତ ସମ୍ପର୍କ । ତିନି ବର୍ଷର ଶଶିକୁ ଅତି ନୃଶଂସ ଭାବେ ହତ୍ୟା କଲା ମା । ମା' ଶିଶୁଟିକୁ ଧାରୁଆ ଅସ୍ତ୍ରରେ ବେକ କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି ।କୋରାପୁଟ ସଦର ଲୁକୁମାରୀ ଗାଁରେ ଏପରି ଅଘଟଣ ଘଟିଛି । ଘଟଣା ସ୍ଥଳରେ କୋରାପୁଟ…

ସାଲୁର ବିଧାୟକ ହେଲେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ, କୋଟିଆକୁ ନେଇ ବଢ଼ିବ ଓଡ଼ିଶାର ଅଡୁଆ !

କୋଟିଆ: ଆଗକୁ କୋରାପୁଟ କୋଟିଆ ପ୍ରସଙ୍ଗରେ ଓଡ଼ିଶା ସରକାର ବଡ ଚ୍ୟାଲେଞ୍ଜର ସାମ୍ନା କରିପାରନ୍ତି । ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ ନୂଆ ମନ୍ତ୍ରିମଣ୍ଡଳ ଗଠନ କରିଛନ୍ତି। ସାଲୁରର ବିଧାୟକ ପି ରାଜାନ୍ନା ଦୋରାଙ୍କୁ ସେ ଉପମୁଖ୍ୟମନ୍ତ୍ରୀ କରାଇଛନ୍ତି । ଏଥିସହ ତାଙ୍କୁ…

କୋରାପୁଟ ଗସ୍ତରେ ପୋଲିସ ଡିଜି ସୁନୀଲ ବଂଶଲ , ମାଓ ଗତିବିଧି ଓ ନିର୍ବାଚନ ସୁପରିଚାଳନା ନେଇ ଆଲୋଚନା

କୋରାପୁଟ : କୋରାପୁଟ ଗସ୍ତରେ ପୋଲିସ ଡିଜି ସୁନୀଲ ବଂଶଲ । କୋରାପୁଟ ବିଏସଏଫ୍ ସେକ୍ଟରରେ ଅବତରଣ କରିବା ପରେ ଦକ୍ଷୀଣ ପଶ୍ଚିମ ଡିଆଇଜିଙ୍କ ସହ ଆଜି ନିର୍ବାଚନୀ ସମୀକ୍ଷା  ମାଓ ଅପରେସନ ଓ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଆଲୋଚନା କରିଥିଲେ । ପରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା…

ଜୟପୁରରେ ଗୁଳିକାଣ୍ଡ: ଦୁଇ ମୁଖ୍ୟ ଅଭିଯୁକ୍ତଙ୍କ ଗିରଫ ଦାବିରେ କଂଗ୍ରେସ ପକ୍ଷରୁ ଥାନା ଘେରାଉ

ଜୟପୁର: କଂଗ୍ରେସ ପକ୍ଷରୁ ଥାନା ଘେରାଉ । ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଦୁଇ ମୁଖ୍ୟ ଅଭିଯୁକ୍ତଙ୍କ ଗିରଫ ଦାବିରେ କଂଗ୍ରେସ ପକ୍ଷରୁ ଥାନା ଘେରାଉ କରାଯାଇଛି । ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗ କରି ଜୟପୁର ବିଧାୟକ ତାରା ବାହିନୀପତିଙ୍କ ନେତୃତ୍ୱରେ ପ୍ରଥମେ ଜୟପୁର ଟାଉନ୍…

ହୋଲି ଖେଳ ହେଲା କାଳ: ଇନ୍ଦ୍ରାବତୀ ନଦୀରେ ବୁଡି ୨ ମୃତ

କୋରାପୁଟ : ହୋଲି ଖେଳ ହେଲା କାଳ । ହୋଲି ଖେଳିସାରି ଗାଧୋଇବା ବେଳେ  ଇନ୍ଦ୍ରାବତୀ ନଦୀରେ ଦୁଇ ଯୁବକ ଭାସିଯାଇ ମୃତ୍ୟୁ ବରଣ କରିଛନ୍ତି ।ଏହି ଦୁଇ ଜଣ ଯୁବକ ହେଉଛନ୍ତି କୋଟପାଡର ଜଗନ୍ନାଥ ମାହାପାତ୍ର ଏବଂ ଅଙ୍କୁଶ ନାୟକ । ଖବର ପାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ଦମକଳ ବିଭାଗ । ଏହି…

ଟ୍ରକ-ବାଇକ ମୁହାଁମୁହିଁ ଧକ୍କା , ଶିଶୁ ମୃତ

କୋରାପୁଟ : ହୋଲିରେ ଅଘଟଣ । କୋରାପୁଟ କୋକ୍ରିଗୁଡା ଛକ ନିକଟରେ ବାଇକ ଟ୍ରକ ମୁହାଁମୁହିଁ ଧକ୍କା ।ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଛୋଟ ଶିଶୁର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଛି । ଶିଶୁଟିର ମାମୁ ପୁରୁଷୋତ୍ତମ ଖିଲ ଗୁରୁତର ଆହତ ହୋଇପଡିଛନ୍ତି ।ତାଙ୍କୁ କୋରାପୁଟ ସହିଦ ଲଷ୍ମଣନାୟକ…

[ଭିଡିଓ] କୋରାପୁଟ: ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ରାୟ ଶୁଣାଣି

କୋରାପୁଟ: କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲାର ଆଜି ରାୟ ଶୁଣାଣି ହୋଇଛି । ଆଡହକ ଆଡିସନାଲ ସେସନ ଜଜ, ଫାଷ୍ଟଟ୍ରାକ ସ୍ପେସିଆଲ କୋର୍ଟ ଜୟପୁର ପ୍ରଦୀପ କୁମାର ସାସମଲ ନାବାଳିକାକୁ ଦୁଷ୍କର୍ମ ମାମଲାର ରାୟ ଶୁଣାଣି କରିଛନ୍ତି । ଅଭିଯୁକ୍ତ…

ମାଲବାହୀ ଟ୍ରେନର ୬ଟି ବଗି ଲାଇନଚ୍ୟୁତ

କୋରାପୁଟ: ଟ୍ରାକରୁ ତଳକୁ ଖସିଲା ମାଲବାହୀ ଟ୍ରେନ୍ । ୬ଟି ବଗି ଲାଇନଚ୍ୟୁତ ହୋଇଛି । ଗତକାଲି ବିଳମ୍ବିତ ରାତିରେ କୋରାପୁଟ ଜିଲ୍ଲା ପାଡୁଆ ଷ୍ଟେସନର ଭେଜା ନିକଟରେ ମାଲବାହୀ ଟ୍ରେନରେ ୬ଟି ବଗି ଲାଇନଚ୍ୟୁତ ହୋଇଛି । କୋରାପୁଟ ଷ୍ଟେସନଠାରୁ ୨୫ କିଲୋମିଟର ଦୂରରେ ଘଟିଛି ଏହି ଘଟଣା ।…

ଓଲଟି ପଡ଼ିଲା ଟ୍ୟାଙ୍କର, ରାସ୍ତାରେ ବୋହୁଛି ତେଲ

କୋରାପୁଟ: ଲକ୍ଷ୍ମୀପୁର ଥାନା ଅଧିନସ୍ଥ ଡୋଳିଆମ୍ବ ନିକଟରେ ଏକ ଟ୍ୟାଙ୍କର ଓଲଟି ପଡିଛି। ଫଳରେ ରାସ୍ତାରେ ତେଲ ଭାସୁଛି। ଏଥିସହ ରାସ୍ତା ମଝିରେ ଟ୍ୟାଙ୍କର ରହିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଉଭୟ ପାର୍ଶ୍ବରେ ଯାନବାହନ ଅଟକି ରହିଛି। ସୂଚନା ଅନୁସାରେ, ଝାରସୁଗୁଡ଼ା ଠାରୁ ଆସୁଥିବା…

କୋରାପୁଟ ଜିଲ୍ଲାର ୧୩୦ରୁ ଅଧିକ ଆୟୁର୍ବେଦିକ ଡାକ୍ତରଙ୍କୁ ସମ୍ମାନିତ

କୋରାପୁଟ: କୋରାପୁଟ ଜିଲ୍ଲାରେ ୧୩୦ରୁ ଅଧିକ ଆୟୁରର୍ବେଦିକ ଅଭ୍ୟାସକାରୀଙ୍କୁ ଡାକ୍ତରଙ୍କୁ ସମ୍ମନିତ କରାଯାଇଛି । ଡାକ୍ତରଙ୍କ ସମ୍ମାନ ସମାରୋହରେ ରାଜସ୍ଥାନ ଡିସପେନସାରି (RAPL ଗ୍ରୁପ୍) ମୁମ୍ବାଇ ରବିବାର ଦିନ ଜୟପୁର ଜୟନଗର ପାର୍କ ନିକଟରେ ଅବସ୍ଥିତ ଏକ ଘରୋଇ ହୋଟେଲରେ ଅନୁଷ୍ଠିତ ହୋଇଥିଲା ।…