Latest Odisha News
Browsing Category

ମାଲକାନଗିରି

Malkangiri

ମର୍ମନ୍ତୁଦ ସଡକ ଦୁର୍ଘଟଣା,ସଫେଇ କର୍ମଚାରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

ମାଲକାନଗିରି: ମାଲକାନଗିରି ଡିଏମକେ ଛକରେ ସିରିଜ୍‌ ଦୁର୍ଘଟଣା । ସଫେଇ କର୍ମଚାରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍‌ । ମହିଳା ସଫେଇ କର୍ମଚାରୀଙ୍କୁ ଧକ୍କାଦେଇ ସାଇକେଲକୁ ପିଟିଲା ଟ୍ରକ । ଘଟଣାସ୍ଥଳରେ ସଫେଇ କର୍ମଚାରୀ ମୃତ, ସାଇକେଲ ଆରୋହୀ ଗୁରୁତର । ଦୁର୍ଘଟଣା ପରେ ଗାଡ଼ି ଛାଡ଼ି ଟ୍ରକ୍‌…

ବିଏସଏଫ୍ ଜବାନଙ୍କ କୁମ୍ବିଙ୍ଗ ଅପରେସନ ବେଳେ ମାଓ ଡମ୍ପ୍ ଜବତ

ମାଲକାନଗିରି: ସୁରକ୍ଷାକର୍ମୀଙ୍କୁ ମିଳିଲା ବଡ଼ ସଫଳତା। ମାଲକାନଗିରି ଜିଲ୍ଲା ଭେଜାଙ୍ଗୱାଡା ଜଙ୍ଗଲରେ ବିଏସଏଫ୍ ଜବାନଙ୍କ କୁମ୍ବିଙ୍ଗ ଅପରେସନ ବେଳେ ମାଓ ଡମ୍ପ୍ ଜବତ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ମାଓବାଦୀ ପାହାଡ଼ ଭିତରେ ଲୁଚାଇ ରଖିଥିଲେ ବିପୁଳ ପରିମାଣର ମାଓ ବିସ୍ପୋରକ…

ଜଳପ୍ରପାତରେ ବୁଡ଼ି ୨ ଯୁବକ ମୃତ

ମାଲକାନଗିରି: ସେଲ୍ଫି ନେବା ବେଳେ ଜଳ ପ୍ରପାତରେ ବୁଡି ଚାଲିଗଲା ୨ ଜଣଙ୍କ ଜୀବନ । ମାଲକାନଗିରି ଜିଲ୍ଲା ଗୁମ୍ମାଝରଣ ଜଳପ୍ରପାତରେ ଘଟିଛି ଏହି ଅଘଟଣ । ୨ ମୃତକଙ୍କ ପରିଚୟ ମିଳିନଥିବା ବେଳେ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ସେପଟେ ପୋଲିସ ଘଟଣାର…

ପଣ୍ଡ ହେଲା ମାଓବାଦୀଙ୍କ ଯୋଜନା, ଠାବ ହେଲା ସ୍ପାଇକ ହୋଲ

ମାଲକାନଗିରି: ପଣ୍ଡ ହେଲା ମାଓବାଦୀଙ୍କ ଯୋଜନା । ଠାବ ହେଲା ସ୍ପାଇକ ହୋଲ । ସର୍ଚ୍ଚ ଅପରେଶନ ବେଳେ ମାଓବାଦୀଙ୍କ ଷଡଯନ୍ତ୍ରକୁ ଠାବ କଲା ସୁରକ୍ଷାବାହିନୀ । ମାଲକାନଗିରି ସୀମାନ୍ତ ଜଙ୍ଗଲରେ ସ୍ପାଇକ୍‌ ହୋଲ୍‌ ଠାବ କଲେ ଯବାନ । ତେଲେଙ୍ଗାନା ଭଦ୍ରାଡି କଥାଗୁଡୁମ ଜିଲ୍ଲା ପୁସୁଗୁପା ଜଙ୍ଗଲରେ ଠାବ…

କେନ୍ଦୁପତ୍ର ଗୋଦାମରେ ଅଗ୍ନିକାଣ୍ଡ,୫ କୋଟିରୁ ଅଧିକ ଟଙ୍କାର କେନ୍ଦୁପତ୍ର ପୋଡି ପାଉଁଶ

ମାଲକାନଗିରି: ମାଲକାନଗିରି ଏମଭି-୩ ସ୍ଥିତ କେନ୍ଦୁପତ୍ର ଗୋଦାମରେ ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ।ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ସୂଚନା ଅନୁଯାୟୀ, ଗତକାଲି ରାତିରେ ଅଚାନକ କେନ୍ଦୁପତ୍ର ଗୋଦାମରେ ନିଆଁ ଲାଗିଯାଇଥିଲା । ଆଜି ସକାଳେ…

ଭୁଶୁଡିଲା ଏୟାରପୋର୍ଟ ପାଚେରି, ଅଳ୍ପକେ ବଞ୍ଚିଲେ ଲୋକେ

ମାଲକାନଗିରି:ପୁଣି ଭୁଶୁଡିଲା ମାଲକାନଗିରି ଏୟାରପୋର୍ଟ ପାଚେରି ।ନିମ୍ନମାନର କାମ ଯୋଗୁଁ ମାଟିରେ ମିଶିଲା ପାଚେରି ।ରାତିରେ ପ୍ରବଳ ବର୍ଷା ପବନ ଯୋଗୁଁ ପାଚେରି ଭୁଶୁଡିଥିବା ସୂଚନା ମିଳିଛି । ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏୟାରପୋର୍ଟର ପାଚେରି ନିମ୍ନମାନର କାମ ଯୋଗୁଁ…

ସାପ କାମୁଡାରେ ମେଡିକାଲରେ ଭର୍ତ୍ତି ହେଲେ ନବ ନିର୍ବାଚିତ ବିଧାୟକ ମଙ୍ଗୁ ଖିଲ

ମାଲକାନଗିରି: ସାପ କାମୁଡାରେ ଅସୁସ୍ଥ ହେଲେ ଚିତ୍ରକୋଣ୍ଡାର ନବ ନିର୍ବାଚିତ ବିଧାୟକ ମଙ୍ଗୁ ଖିଲ । ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଇଛନ୍ତି ତାଙ୍କ ପରିବାର ଲୋକେ । ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ବର୍ତ୍ତମାନ ସେ ସୁସ୍ଥ ଥିବା ଜଣା ପଡିଛି । ସୂଚନା…

ଚିକିତ୍ସା କରୁଥିବା ବେଳେ ଡାକ୍ତରଙ୍କୁ ଉଠେଇନେଲେ!

ମାଲକାନଗିରି: କାର୍ଯ୍ୟରତ ଅବସ୍ଥାରେ ମେଡିକାଲରୁ ଗାଏବ ହେଲେ ଡାକ୍ତର । ବିଳମ୍ବିତ ରାତିରେ ମାଓବାଦୀ ଉଠାଇନେଇଥିବା ଅଭିଯୋଗ । ଏଭଳି କିଛି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳାରେ । ଡାକ୍ତଖାନାରେ କାର୍ଯ୍ୟରତ ଡାକ୍ତର ଅମ୍ଳାନ କୁମାରଙ୍କୁ ମାଓବାଦୀ ଉଠାଇ ନେଇଥିବା ଅଭିଯୋଗ ହୋଇଛି…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ; ବାଜ୍ୟାପ୍ତି ହେଲା ଏସସିଓଙ୍କ ସମ୍ପତ୍ତି

ମାଲକାନଗିରି: ବାଜ୍ୟାପ୍ତି ହେଲା ଅବସରପ୍ରାପ୍ତ ଅଫିସରଙ୍କ କୋଟିଏ ସମ୍ପତ୍ତି । ୨୦୧୯ରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ହୋଇଥିଲେ ଦୋଷୀ ସାବ୍ୟସ୍ତ । ମାଲକାନଗିରିର ପୂର୍ବତନ ମୃତ୍ତିକା ସଂରକ୍ଷଣ ଅଧିକାରୀଙ୍କ ସମ୍ପତ୍ତି ହେଲା ବାଜ୍ୟାପ୍ତି । ମାଲକାନଗିରି ଅବସରପ୍ରାପ୍ତ ଏସସିଓ…

ନିର୍ବାଚନ ଡ୍ୟୁଟି ସାରି ଫେରୁଥିଲେ ଶିକ୍ଷକ, ଦୁର୍ଘଟଣାରେ ଚାଲିଗଲା ଜୀବନ

ମାଲକାନଗିରି: ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣାରେ ଶିକ୍ଷକଙ୍କ ମୃତ୍ୟୁ । ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ତମଗୁଡା ଠାରେ ଶିକ୍ଷକଙ୍କ ବାଇକୁ ବସ୍ ଧକ୍କା ଦେଇଥିଲା । ଘଟଣାସ୍ଥଳରୁ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ମାଥିଲି ସବଡିଭିଜନ ମେଡିକାଲକୁ ନେଇଥିଲେ ।…