Latest Odisha News
Browsing Category

ଓଡିଶା

Odisha

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ପୂରିଲା ୮୯ ବର୍ଷ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଓଡ଼ିଆଙ୍କ ପାଇଁ ଗର୍ବ-ଗୌରବର ଦିନ। ୧୯୩୬ ମସିହା ଆଜିର ଦିନରେ ଗଠନ ହୋଇଥିଲା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ। ୮୯ ବର୍ଷରେ ପାଦ ଥାପିଛି ଓଡ଼ିଶା। ବରପୁତ୍ରଙ୍କ ଅବଦାନକୁ ନେଇ ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରହିଛି। ଆଜିଠୁ ୧୪ ତାରିଖ ଯାଏଁ ପାଳନ ହେବ ଓଡ଼ିଆ…

ତାତିରେ ଲାଗିବ ବ୍ରେକ୍, ଆଜିଠୁ ୬ ଯାଏଁ ବର୍ଷା ସମ୍ଭାବନା

ଭୁବନେଶ୍ୱର: କାଳବୈଶାଖୀ ବର୍ଷା ସମ୍ଭାବନା ଥିବାରୁ ଏବେ ରାଜ୍ୟରେ ଗରମ ପ୍ରକୋପ କମ୍‌ ରହିବ। ମାତ୍ର ୮ ତାରିଖରୁ ହୁ ହୁ ହୋଇ ବଢ଼ିବ ତାପମାତ୍ରା। ତାତି ଏତେ ବଢ଼ିବ ଯେ ଆସନ୍ତା ୯ ଓ ୧୦ ତାରିଖ ବେଳକୁ ପାରଦ ୪୪-୪୫ ଡିଗ୍ରୀ ସେଲସିୟସ୍‌ ଛୁଇଁପାରେ। ତେବେ ଆଜିଠୁ ଆଗାମୀ ୫ ଦିନ ଯାଏ ବଦଳିପାରେ ପାଗ।…

ଗରମରେ ବିଦ୍ୟୁତ ସଙ୍କଟ ବଢ଼ାଇଲା ଚିନ୍ତା: ଗାଁଠୁ ସହର ସବୁଠି ଚୁ, ଚା…

ଭୁବନେଶ୍ୱର: ରାଜ୍ୟରେ ତାପମାତ୍ରା ବୃଦ୍ଧି ସହ ବିଦ୍ୟୁତ ସଙ୍କଟ ଲୋକଙ୍କ ଅସୁବିଧା ବଢ଼ାଇଛି। ଅନେକ ଅଞ୍ଚଳରେ ବିଜୁଳି ଯୋଗାଣ ଅନିୟମିତ ହୋଇଥିବା ବେଳେ କେତେକ ସ୍ଥାନରେ କମ୍ ଭୋଲଟେଜ ସମସ୍ୟା ଦେଖାଦେଇଛି। ଏହା ସହ ବିଦ୍ୟୁତ ବିଲ୍ ବକେୟା ନେଇ କିଛି ଗାଁରେ ସଂପୂର୍ଣ୍ଣ ଅନ୍ଧାର ରହିଛି ।…

ସମ୍ପତ୍ତି ବିବାଦରୁ ହିଂସା: ୬ ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଭରତପୁର ଅଞ୍ଚଳରେ ସମ୍ପତ୍ତି ବିବାଦକୁ ନେଇ ଗତ ରାତିରେ ହୋଇଥିବା ହିଂସାତ୍ମକ ଘଟଣାରେ କମିଶନରେଟ ପୋଲିସ ସୋମବାର ଦିନ ଚାରୋଟି ମାମଲା ରୁଜୁ କରି ଶେଷ ଖବର ସୁଦ୍ଧା ୬ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ଭରତପୁରରେ ଏକ ପାରିବାରିକ ସମ୍ପତ୍ତି…

ସମ୍ବଲପୁର ବିଶ୍ୱବିଦ୍ୟାଳୟ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା, ୨ ବର୍ଷ ପରେ ଅଭିଯୁକ୍ତ ସାଙ୍ଗ ଗିରଫ

ସମ୍ବଲପୁର: ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିଏସଏସୟୁଟି)ର ଛାତ୍ରୀ ଚିନ୍ମୟୀ ସାହୁଙ୍କ ମୃତ୍ୟୁ ଘଟଣାରେ ବୁର୍ଲା ପୋଲିସ ଆଜି ତାଙ୍କ ପୁରୁଷ ସାଙ୍ଗ ପ୍ରୀତିମାନ ଦେଙ୍କୁ ଗିରଫ କରିଛି। ଏହି ଘଟଣା ୨୦୨୩ ମସିହା ମାର୍ଚ୍ଚରେ ଘଟିଥିଲା। ଚିନ୍ମୟୀଙ୍କ ପରିବାର ପ୍ରୀତିମାନ ଦେଙ୍କୁ…

ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବିରୋଧରେ ଜାତି ପ୍ରମାଣପତ୍ର ଜାଲିଆତି ଅଭିଯୋଗ ଆଣିଲା କଂଗ୍ରେସ

ଭୁବନେଶ୍ୱର: ଓଡ଼ିଶା କଂଗ୍ରେସ କ୍ୟାବିନେଟ୍ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି । ମନ୍ତ୍ରୀ ନିଜର ଜାତି ପ୍ରମାଣପତ୍ର ଜାଲିଆତି କରି ହାସଲ କରିଛନ୍ତି ବୋଲି ଦଳ ଅଭିଯୋଗ କରିଛି । ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତାମାନେ ଦାବି କରିଛନ୍ତି ଯେ,…

ରିଲଞ୍ଚ୍ ହେବ ବାଇଜୁସ୍‌: ବାଇଜୁ ରବିନ୍ଦ୍ରନ୍

ନୂଆଦିଲ୍ଲୀ:  ରିଲଞ୍ଚ୍ ହେବାକୁ ଯାଉଛି ବାଇଜୁସ୍‌। ଏନେଇ ନିଜେ ବାଇଜୁସ୍‌ର କୋ-ଫାଉଣ୍ଡର ବାଇଜୁ ରବିନ୍ଦ୍ରନ ସୂଚନା ଦେଇଛନ୍ତି। ରବିନ୍ଦ୍ରନ କହିଛନ୍ତି ଖୁବଶୀଘ୍ର କମ୍ପାନି ରିଲଞ୍ଚ ହେବ। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ନିଜର ଏକ ପୁରୁଣା ଫଟୋ ସେୟାର କରି ରବିନ୍ଦ୍ରନ କହିଛନ୍ତି, ‘…

କପିଳାସ ରୋଡ ରେଳ ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ବୈଜୟନ୍ତ ପଣ୍ଡା

ଭୁବନେଶ୍ବର: ଟାଙ୍ଗୀ ଠାରେ ୧୭୪ନଂ କପିଳାସ ରୋଡ ରେଳ ଓଭରବ୍ରିଜ୍ ନିର୍ମାଣ ସ୍ଥଳ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା। ଗତ ୨୦୧୦ ମସିହାରୁ ନିରନ୍ତର ଉଦ୍ୟମ ଯୋଗୁ କଟକ ଜିଲ୍ଲାର…

ନନ୍ଦନକାନନ ଇତିହାସରେ ସର୍ବାଧିକ: ରେକର୍ଡ ପରିମାଣର ରାଜସ୍ୱ ଆଦାୟ

ବାରଙ୍ଗ: ୨୦୨୪-୨୦୨୫ ଆର୍ଥିକ ବର୍ଷରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରେକର୍ଡ ସଂଖ୍ୟାରେ ବୁଲିଛନ୍ତି ପର୍ଯ୍ୟଟକ । ଏଥିପାଇଁ ପ୍ରାଣୀ ଉଦ୍ୟାନର ରୋଜଗାର ମଧ୍ୟ ପୂର୍ବ ବର୍ଷମାନଙ୍କ ଅପେକ୍ଷା ଭଲ ହୋଇଛି। ନନ୍ଦନକାନନର ରେକର୍ଡ ପରିମାଣର ରାଜସ୍ୱ ଆଦାୟ ହୋଇଥିବା ପ୍ରାଣୀ ଉଦ୍ୟାନର ଉପନିର୍ଦ୍ଦେଶକ…