Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟରେ ତାପମାତ୍ରା ୨-୪ ଡ଼ିଗ୍ରୀ ବଢିବା ସମ୍ଭାବନା

ଭୁବନେଶ୍ୱର: ଆଉ ଦୁଇ ଦିନ ପରେ ଓଡ଼ିଶାରେ ପୁଣି ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ମଙ୍ଗଳବାର ସୂଚନା ଦେଇଛି। ଏହି ସମୟ ମଧ୍ୟରେ ସାରା ରାଜ୍ୟରେ ଦିନର ତାପମାତ୍ରା ୨-୪° ସେଲସିୟସ୍ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ମେ ୧୦ ପର୍ଯ୍ୟନ୍ତ…

ମେ ୯ରେ ବିଜୁ ପଟ୍ଟନାୟକଙ୍କୁ ସମ୍ମାନିତ କରିବ ଋଷିଆ 

ଭୁବନେଶ୍ୱର: ପ୍ରତିବର୍ଷ ମେ ୯ରେ ପୂର୍ବତନ ଓଡ଼ିଶା ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ସମ୍ମାନିତ କରିବ ଋଷିଆ। ୧୯୪୦ ଦଶକର ପ୍ରାରମ୍ଭରେ ଷ୍ଟାଲିନଗ୍ରାଡ୍ ଅପରେସନ୍ ସମୟରେ ତାଙ୍କ ସାହସିକ ଅବଦାନକୁ ସ୍ୱୀକୃତି ଦେଇ ନୂଆଦିଲ୍ଲୀସ୍ଥିତ ଋଷ ଦୂତାବାସ ସମ୍ମାନିତ କରିବାକୁ ଯାଉଛି। ଦ୍ୱିତୀୟ…

ଦୀଘା ମନ୍ଦିରକୁ ଧାମ କହିବା ଠିକ୍‌ ନୁହେଁ: ଶଙ୍କରାଚାର୍ଯ୍ୟ

ଭୁବନେଶ୍ବର: ବର୍ତ୍ତମାନ ବିବାଦର ମୋଡ ନେଉଥିବା ଦୀଘା ଜଗନ୍ନାଥ ଧାମ ନାମ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଶଙ୍କରାଚାର୍ଯ୍ୟ । ଜ୍ୟୋର୍ତି ମଠ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ବରନନ୍ଦ ସରସ୍ବତୀ କହିଛନ୍ତି ଯେ, ଦୀଘା ପାଇଁ ଧାମ ଶବ୍ଦ ବ୍ୟବହାର କରାଯିବା ଉଚିତ୍ ନୁହେଁ । ସେ ଆହୁରି…

ନକଲି କ୍ଷୀର ଗୋଦାମରେ ରେଡ୍, ଅପମିଶ୍ରିତ କ୍ଷୀର ଓମ୍‌ଫେଡ୍‌କୁ ହେଉଥିଲା ସପ୍ଲାଏ

ଜଗତସିଂହପୁର: ନକଲି କ୍ଷୀର ଗୋଦାମରେ ରେଡ୍। ତରାସାହିର ବାଲିସାହିରେ ନକଲି କ୍ଷୀର ନେଇ ଚଢ଼ାଉ ହୋଇଛି। ତରାସାହିର ବାଲିସାହିରେ ଥିବା ଏହି ଗୋଦାମରେ ନକଲି କ୍ଷୀର ପ୍ରସ୍ତୁତ କରାଯାଉଥିବା ନେଇ ଖବର ମିଳିବା ପରେ ପ୍ରଶାସନ ପକ୍ଷରୁ ସେଠାରେ ଚଢାଉ କରାଯାଇଛି। ଅପମିଶ୍ରିତ କ୍ଷୀର ସହ ବସ୍ତା ବସ୍ତା…

କାହା ବୟକଟ ଓ ନାଲି ଆଖି ପୁରୀରେ କାମ ଦେବନି: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦୀଘାରେ ନବନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ଜୋର ଧରିଛି। ଏ ନେଇ ମୁହଁ ଖୋଲିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ଯିଏ ଯିଏ ବୟକଟ ପୁରୀ କଥା କହିଛନ୍ତି ତା ଦ୍ୱାରା ପୁରୀ ଆଉଥରେ ଫୋକସକୁ ଆସିଛି। ପୁରୀ ପର୍ଯ୍ୟଟନ ଏହା ଦ୍ୱାରା ବିଲକୁଲ ବି…

ଦୀଘା ଜଗନ୍ନାଥ ଧାମ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ପଶ୍ଚିମବଙ୍ଗ ଦୀଘାରେ ସଦ୍ୟ ପ୍ରତିଷ୍ଠା ହୋଇଥିବା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ କୁହାଯିବା ଘଟଣା ଏବେ ବିବାଦର ମୋଡ ନେଉଛି । ଯାହାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏନେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ସେ…

ଆସନ୍ତାକାଲି ୪ଟାରେ ବାଜିବ ମକ୍‌ ଡ୍ରିଲ୍‌ ପାଇଁ ସାଇରନ୍‌, ସପ୍ତାହେ ଧରି ଚାଲିବ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆସନ୍ତାକାଲି ଅପରାହ୍ଣ ୪ଟାରେ ବାଜିବ ଏୟାର ରେଡ ସାଇରନ। ସିଭିଲ ଡିଫେନ୍ସ ମକଡ୍ରିଲ ହେବ। ଓଡ଼ିଶାର ୧୨ଟି ସିଭିଲ ଡିଫେନ୍ସ ଜିଲ୍ଲାରେ ହେବ ମକ୍ ଡ୍ରିଲ। ଆସନ୍ତାକାଲିଠୁ ପର୍ଯ୍ୟାୟ କ୍ରମେ ସପ୍ତାହେ ଧରି କାର୍ଯ୍ୟକ୍ରମ ଚାଲିବ। ଉପକୂଳ ଜିଲ୍ଲା ଓ ସହରାଞ୍ଚଳରେ ହେବ ମକଡ୍ରିଲ।…

ପୁରୀରେ ଏନଏସଜି ଟିମ୍‌; ଶ୍ରୀମନ୍ଦିର ସୁରକ୍ଷା ନେଇ ଏସପିଙ୍କ ସହ ଆଲୋଚନା

ପୁରୀ: ପୁରୀରେ ଏନଏସଜି ଟିମ୍ । ପହଲଗାଓଁ ଆକ୍ରମଣ ପରେ ପୁରୀରେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ ପାଇଁ ପହଞ୍ଚିଲା ଟିମ୍ । ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକଙ୍କ ସହ ଆଲୋଚନା କରିଛି ଟିମ୍ । ଏହା ପୂର୍ବରୁ ଜିଲ୍ଲା ପୋଲିସ ସହ କଥା ହୋଇଥିବାବେଳେ, ସୁରକ୍ଷା ନେଇ ଆଜି ପୁରୀ ଶ୍ରୀମନ୍ଦିର ପ୍ରଶାସନ ଓ…

ବାଣ ଗୋଦାମରେ ବିସ୍ଫୋରଣ ୫ ଗୁରୁତର

ଭଦ୍ରକ: ଭଦ୍ରକ ପୁରୁଣା ବଜାର ଥାନା ହଳଦୀଢିଅ ଛକ ନିକଟରେ ଥିବା ବାଣ ଗୋଦାମରେ ବିସ୍ଫୋରଣ । ଏଥିରେ ୫ ଜଣ ପୋଡିହୋଇ ଗୁରୁତର ଆହତ ହୋଇଛନ୍ତି । ତେବେ ସମସ୍ତ ଗୁରୁତରଙ୍କ ଭିତରେ କେବଳ ମହିଳା ଓ ଶିଶୁ ରହିଛନ୍ତି । ସମସ୍ତଙ୍କୁ ପ୍ରଥମେ ଉଦ୍ଧାର କରି ଚିକିତ୍ସା ପାଇଁ ଭଦ୍ରକ ମେଡିକାଲରେ ଭର୍ତ୍ତି…

ରାଜ୍ୟର ୧୨ଟି ସ୍ଥାନରେ ହେବ ମକ୍‌ଡ୍ରିଲ୍‌

ଭୁବନେଶ୍ୱର: ଦେଶର ଗୃହ ମନ୍ତ୍ରଣାଳୟ ବୁଧବାର ଦେଶର ୨୪୪ଟି ଜିଲ୍ଲାରେ ଏକକାଳୀନ ମକ୍ ଡ୍ରିଲ୍ କରିବାକୁ ନିର୍ଦ୍ଦେଶ ଦେଇଛି। ଏହି ଅଭ୍ୟାସ ମଇ ୭ରେ ଅନୁଷ୍ଠିତ ହେବ। ଏଥିରେ ଏୟାର ସାଇରନକୁ ଚେତାବନୀ ଭାବେ ବ୍ୟବହାର କରାଯିବ। ତେବେ ଏହି ନିର୍ଦ୍ଦେଶ ଆସିବା ପରେ ପ୍ରସ୍ତୁତ ହୋଇସାରିଛି ସମସ୍ତ…