Latest Odisha News
Browsing Category

ଓଡିଶା

Odisha

ଗତ ୫ ବର୍ଷରେ ଆତ୍ମହତ୍ୟା କଲେଣି ୭୨ ଛାତ୍ରଛାତ୍ରୀ

ଭୁବନେଶ୍ବର: ଗତ ୫ ବର୍ଷରେ ଇଚ୍ଛାମୃତ୍ୟୁରେ ଗଲାଣି ୭୨ ଜୀବନ । ଆଜି ବିଧାନସଭାରେ ବିଧାନସଭାରେ ଛାତ୍ର ଆତ୍ମହତ୍ୟା ଏବଂ ଏହି ଘଟଣାଗୁଡ଼ିକର କାରଣ ସମ୍ପର୍କରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ, ଏହି ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଂଗ୍ରେସ ବିଧାୟକ ସୋଫିଆ…

ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ଅସମ୍ମାନ, ଥାନାରେ ମାମଲା ରୁଜୁ

କାକଟପୁର: ସୋସିଆଲ ମିଡିଆରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ଅସମ୍ମାନ । ଭାଇରାଲ ହେଉଛି ଗାଳି ସହ ଅଶାଳୀନ ପୋଷ୍ଟ ଏବଂ ଫଟୋ । ଭାଇରାଲ ପୋଷ୍ଟରେ ଉପମୁଖ୍ୟମନ୍ତ୍ରୀଙ୍କ ଫଟୋରେ ଅଶୃଳ ଶ୍ରଦ୍ଧାଞ୍ଜଳି ଲେଖାଯାଇଛି । ଏହାସହ ସୁଭଦ୍ରା ପରିଡାଙ୍କ ଅକାଳ ବିୟୋଗରେ ସୁଭଦ୍ରା ଦୀପ ଦ୍ଵାରା…

ଚାଲି ପାରୁନି ଗୃହ: ଆଜି ବି ସମାନ ସ୍ଥିତି, ୧୨ଟା ୯ ମିନିଟ ଯାଏଁ ଗୃହ ମୁଲତବି

ଭୁବନେଶ୍ୱର: ଆରମ୍ଭରୁ ହିଁ ବିରୋଧୀଙ୍କ କଡ଼ା ଆଭିମୁଖ୍ୟ। ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟରେ ଗୃହ ଚଲେଇ ଦେଉନାହାନ୍ତି ବିରୋଧୀ। ବାରମ୍ବାର ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଗୃହ ମୁଲତବୀ ଦେଖିବାକୁ ମିଳୁଛି। ଆଜି ମଧ୍ୟ ଅଧିବେଶନ ଆରମ୍ଭରୁ ବିଜେଡ଼ି ଏବଂ କଂଗ୍ରେସର ପ୍ପ୍ରବଳ ହଟ୍ଟଗୋଳ…

ଜବତ ହେଲା ଗୋମାଂସ ବୋଝେଇ କଣ୍ଟେନର, ଡ୍ରାଇଭର ଅଟକ

ବାଲେଶ୍ୱର: ଖନ୍ତାପଡ଼ା ଥାନା ପଣପଣା ପଞ୍ଚାୟତ ବାଲେଶ୍ୱର ହାଇୱେ ପେଟ୍ରୋଲପମ୍ପ ନିକଟରେ ଗୋ ମାଂସ ବୋଝେଇ ହୋଇଥିବା ସନ୍ଦେହରେ କଣ୍ଟେନରକୁ ଅଟକ ରଖିଛି ଖନ୍ତାପଡ଼ା ପୋଲିସ। ବିଳମ୍ବିତ ରାତିରେ କଲକାତାରୁ ବେଙ୍ଗାଲୁରୁ କଣ୍ଟେନରରେ ମାଂସ ଚାଲାଣ ହେଉଥିବାବେଳେ ପୋଲିସ ଜବତ କରିଛି। ବେଗୁନିଆ…

ବେଆଇନ ଭାବେ ମାଟି ଚୋରା ଚାଲାଣ ହେଉଥିବା ସ୍ଥାନରେ ଜିଲ୍ଲାପାଳ ଓ ଏସପିଙ୍କ ଚଢ଼ାଉ

ଭଦ୍ରକ: ବେଆଇନ ଭାବେ ମାଟି ଚୋରା ଚାଲାଣ ହେଉଥିବା ସ୍ଥାନରେ ରାତ୍ରିରେ ଚଢ଼ାଉ ହୋଇଛି। ଭଦ୍ରକ ଜିଲ୍ଲାପାଳ ଓ ଏସପି ମିଳିତ ଭାବେ ଚଢ଼ାଉ କରିଛନ୍ତି। ଚରମ୍ପା ନିକଟସ୍ଥ ଧାମରା ରେଳ ଲାଇନ ପାଖରେ ମଧ୍ୟ ରାତ୍ରିରେ ପହଞ୍ଚି ଜିଲ୍ଲାପାଳ ଓ ଏସପି ଚଢ଼ାଉ କରିଛନ୍ତି। ମାଟି ଉତ୍ତଳନ ସ୍ଥାନରୁ ଗୋଟିଏ…

କଲବଲ କରିବ ତାତି; ୫ ଦିନରେ ୪୦ ଡିଗ୍ରୀ ଛୁଇଁବ ତାପମାତ୍ରା

ଭୁବନେଶ୍ୱର: ଆଉ ତାତିରୁ ମିଳିବନି ନିସ୍ତାର । ରାଜ୍ୟର କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ଆସନ୍ତା ୪ରୁ ୫ ଦିନ ମଧ୍ୟରେ ଦିନର ସର୍ବୋଚ୍ଚ ତାପମାତ୍ରା ୩ରୁ ୫ ଡିଗ୍ରୀ ବୃଦ୍ଧି ସହ କିଛି ଜିଲ୍ଲାରେ ୪୦ ଡିଗ୍ରୀ ସେଲସିୟସ ଅତିକ୍ରମ କରିବା ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ଆଇଏମଡି । ଫଳରେ…

ହୀରାକୁଦ ଡ୍ୟାମର ବାମ ଡାଇକରେ ଆରମ୍ଭ ହେବ ଅତିରିକ୍ତ ସ୍ପିଲ୍ ୱେ କାମ

ସମ୍ବଲପୁର: ହୀରାକୁଦରେ ଆରମ୍ଭ ହେବ ଅତିରିକ୍ତ ସ୍ପିଲ୍ ୱେ କାମ । ଏନେଇ ୯ଜଣିଆ ଟିମ୍ ହୀରାକୁଦ ଗସ୍ତ କରି ହୀରାକୁଦ ଅତିରିକ୍ତ ସ୍ପିଲ ଓ୍ବେ ଅଞ୍ଚଳ, ବିସ୍ଥାପିତ ହେବାକୁ ଥିବା ଅଞ୍ଚଳ, ସାଇଫନ ଅଞ୍ଚଳ ବୁଲି ଦେଖିଛନ୍ତି । ପୂର୍ବରୁ ଥିବା ଅତିରିକ୍ତ ସ୍କିଲ୍ ୱେ କାମ ଶେଷ ହେବ । ଏଥିପାଇଁ ୮୪୪…

ନାରୀ ନିର୍ଯାତନା ପ୍ରସଙ୍ଗରେ ସବୁ ଜିଲ୍ଲାପାଳଙ୍କ ଅଫିସ ଘେରିବ କଂଗ୍ରେସ

ଭୁବନେଶ୍ବର: ନାରୀ ନିର୍ଯାତନା ପ୍ରସଙ୍ଗରେ ଗୃହରେ ଦୁଇ ଦିନ ଧରି ହଙ୍ଗାମା କରିବା ସହ କଳା ପଟି ବାନ୍ଧି ପ୍ରତିବାଦ କରିଥିଲା କଂଗ୍ରେସ । ଏନେଇ ଆଜି ସବୁ ଜିଲ୍ଲାପାଳଙ୍କ ଅଫିସ ଘେରିବ ଦଳ । ଆଜିଠୁ ଜିଲ୍ଲାସ୍ତରରେ ଆନ୍ଦୋଳନ କରିବ କଂଗ୍ରେସ । ସମସ୍ତ ଜିଲ୍ଲା ମୁଖ୍ୟାଳୟ ଘେରାଉ କରିବେ ନେତା ଓ…

ସାମାଜିକ ବିକାଶରେ ମହିଳା ସାମ୍ବାଦିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର: ମହିଳାଙ୍କ ସୁରକ୍ଷା ହେଉଛି ସରକାରଙ୍କ ପ୍ରାଥମିକତା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ରବିବାର ଶୁଭାରମ୍ଭ ହୋଇଥିବା ଶକ୍ତି ଆପ୍ଲିକେସନ୍ ମହିଳାମାନଙ୍କ ସୁରକ୍ଷା କ୍ଷେତ୍ରରେ ଏକ ଗେମ୍ ଚେଞ୍ଜର ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଭୁବନେଶ୍ୱରରେ…

ବିଭିନ୍ନ ଚୋରା ବାଲିଘାଟରେ ଚଢାଉ; ୧୩୬ଟି ବାଲି ବୋଝେଇ ଗାଡି ଜବତ, ୧୨୩ ଗିରଫ

ଭୁବନେଶ୍ବର: ରାଜ୍ୟରେ ଚୋରା ବାଲି ମାଫିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ମଧ୍ୟ ରାଜ୍ୟ ତମାମ ପୋଲିସ ପକ୍ଷରୁ ଚଢ଼ାଉ ଜାରି ରହିଛି । ରାଜ୍ୟର ସମସ୍ତ ଜିଲ୍ଲା…