Latest Odisha News
Browsing Category

ଓଡିଶା

Odisha

ମା’ ମାନଙ୍କୁ ବିଭ୍ରାନ୍ତ କରିବାକୁ ବିଜେପିର ଅପଚେଷ୍ଟାକୁ ବିରୋଧୀ କରିବାକୁ ନବୀନଙ୍କ ଆହ୍ୱାନ

ଭୁବନେଶ୍ୱର: ଆଜି ଶଙ୍ଖ ଭବନରେ ବିଶ୍ୱ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଜୁ ମହିଳା ଜନତା ଦଳର କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଥିଲେ ଯେ, ମାଆ ମାନେ ପରିବାରର ଶକ୍ତି । ସମାଜର ଶକ୍ତି । ୧୯୯୦ରେ ପ୍ରିୟ ନେତା ବିଜୁ ବାବୁ…

ରବି ଋତୁ ପାଇଁ ମେ’ ପହିଲାରୁ ହେବ ଧାନକିଣା, ଜନପୋଷଣ କେନ୍ଦ୍ରରେ ମିଳିବ ପୁଷ୍ଟିଯୁକ୍ତ ଶସ୍ୟ

ଭୁବନେଶ୍ୱର: ଆସନ୍ତା ମେ’ ପହିଲାରୁ ରାଜ୍ୟରେ ରବି ଋତୁ ପାଇଁ ଧାନ ସଂଗ୍ରହ ହେବ। ମେ’ ପହିଲାରୁ ଏହି ଧାନକିଣା ପ୍ରକ୍ରିୟା ଆରମ୍ଭ ହୋଇ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥି ନିମନ୍ତେ ଚଳିତ ମାସରୁ ଚାଷୀମାନଙ୍କର ପଞ୍ଜିକରଣ ଆରମ୍ଭ କରାଯିବ । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟଯୋଗାଣ ଓ ଖାଉଟି…

ଖାତାକୁ ଆସିଲା ‘ସୁଭଦ୍ରା’ ଦ୍ବିତୀୟ କିସ୍ତି, ଶୀଘ୍ର କରନ୍ତୁ ଚେକ୍

ବ୍ରହ୍ମପୁର: ଖାତାକୁ ଆସିଲା ‘ସୁଭଦ୍ରା’ ଦ୍ବିତୀୟ କିସ୍ତି ଟଙ୍କା । ପ୍ରାୟ ୧ କୋଟି ମହିଳାଙ୍କ ଖାତାକୁ ଆସିଲା ‘ସୁଭଦ୍ରା’ ଟଙ୍କା । ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଜ୍ୟର ପ୍ରାୟ ୧କୋଟି ହିତାଧିକାରୀ ପାଇଛନ୍ତି ସୁଭଦ୍ରା ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା । କୋଟିଏ ୬୪ ହଜାର ହିତାଧିକାରୀଙ୍କ…

ବିବାହ ଶୋଭାଯାତ୍ରା ବେଳେ ଛୁରାମାଡ଼, ୩ ଆହତ

ଖଲ୍ଲିକୋଟ: ବାହାଘର ପ୍ରୋସେସନ ପାଲଟିଲା ରଣକ୍ଷେତ୍ର । ଖଲ୍ଲିକୋଟରେ ପୂର୍ବ ଶତ୍ରୁତାକୁ ନେଇ ଗଣ୍ଡଗୋଳ । ବିବାଦକୁ ନେଇ ଜଣଙ୍କୁ ପିଠିରେ ଛୁରୀ ଭୂଷି ଆକ୍ରମଣ । ଗଣ୍ଡଗୋଳ ଫଳରେ ୩ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି…

ଗୋଷ୍ଠି ସଂଘର୍ଷ, ୫ ଆହତ, ଜଣେ ଗୁରୁତର

ଖୋର୍ଦ୍ଧା: ରଣକ୍ଷେତ୍ର ପାଲଟିଲା ଗୁଣ୍ଡୁରପୁର ଛକ । ଖୋର୍ଦ୍ଧା ଗୁଣ୍ଡୁରପୁର ଛକରେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ଗତକାଲି ବିଳମ୍ବିତ ରାତିରେ ଗଣ୍ଡଗୋଳ ହୋଇଥିବା ନେଇ ସୂଚନା ମିଳିଛି । ତେବେ ଗଣ୍ଡଗୋଳ ବେଳେ ୨ଟି ବାଇକ୍‌ ପୋଡ଼ିଦେବା ସହ ଟେକାପଥର ମାଡ଼ରେ ଦୁଇ ଗୋଷ୍ଠୀର ୬ ଜଣ ଆହତ ହୋଇଥିବା…

ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ: ସରିଲା ନିର୍ବନ୍ଧ ପଡିବ ହାତଗଣ୍ଠି

ଭୁବନେଶ୍ଵର: ଦୀର୍ଘ ଦିନର ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ । ସରିଲା ନିର୍ବନ୍ଧ ପଡିବ ହାତଗଣ୍ଠି । ଶେଷରେ ଜାଗ୍ରତିଙ୍କ ହାତ ଧରିଲେ ଅନୁଭବ ମହାନ୍ତି । ନିର୍ବନ୍ଧ କଲେ, ମୁଦି ଦିଆନିଆ ହେଲେ। ଆଉ ଦିନ କେଇଟା ପରେ ପଡ଼ିବ ଉଭୟଙ୍କର ହାତ ଗଣ୍ଠି। ଆଗରୁ ମନ ମିଶିଥିଲା ଏବେ ଦୁହେଁ ଏକାଠି…

ପିଜି ପାଇଁ ମାର୍ଚ୍ଚ ୧୦ରୁ ନାମଲେଖା ଆବେଦନ, ମେ ପ୍ରଥମ ସପ୍ତାହରେ ପରୀକ୍ଷା

ଭୁବନେଶ୍ଵର: ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଶିକ୍ଷାବର୍ଷ ୨୦୨୫-୨୬ ନିମନ୍ତେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା । ଏନେଇ ରାଜ୍ୟ ସରକାରଙ୍କ ତରଫରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିନିମନ୍ତେ ଆବେଦନକାରୀମାନଙ୍କ ପାଇଁ ଆସନ୍ତା ମାର୍ଚ୍ଚ ୧୦ ତାରିଖ ଠାରୁ Common…

ବରଗଡରେ ଏକ ସପିଂ ମଲ୍ ସିଲ୍ କଲା ପ୍ରଶାସନ

ବରଗଡ଼: ବରଗଡରେ ଏକ ସପିଂ ମଲକୁ ସିଲ୍ କଲା ପ୍ରଶାସନ। ବେଆଇନ ପାର୍କିଂ ପାଇଁ ଗୋଟିଏ ଦିନରେ ୫ ଲକ୍ଷ ଜରିମାନା ଆଦାୟ କଲା ବରଗଡ଼ ପୌର ପରିଷଦ। ସୂଚନା ଅନୁଯାୟୀ, ନୋ-ପାର୍କିଂ ଜୋନ୍‌ରେ ପାର୍କିଂ କରାଯାଉଥିବା ଯୋଗୁ ବରଗଡ଼ ପୌର ପରିଷଦ ପକ୍ଷରୁ ଏଭଳି ଜରିମାନା ଆଦାୟ କରାଯାଇଛି। ତେବେ ପୌର…

ସହିଦ ନଗରର ମିକ୍ସର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ସହିଦ ନଗର ଅଞ୍ଚଳରେ ଥିବା ଏକ ମିକ୍ସର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ସୂଚନା ଅନୁଯାୟୀ, ଫ୍ୟାକ୍ଟ୍ରି ଭିତରେ ନିଆଁ ଲାଗିବା କାରଣରୁ ପ୍ରବଳ ମାତ୍ରାରେ ଧୂଆଁ ଉଠିଥିଲା। ଏହା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶନ ବାହିନୀକୁ ଖବର ଦେଇଥିଲେ। …

ଆଜି ମିଳିବ ସୁଭଦ୍ରାର ଦ୍ବିତୀୟ କିସ୍ତି

ଭୁବନେଶ୍ୱର: ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆଜି ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି ଟଙ୍କା ମହିଳାଙ୍କୁ ପ୍ରଦାନ କରାଯିବ। ବ୍ରହ୍ମପୁରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶୁଭାରମ୍ଭ କରିବେ। ସୂଚନା ଅନୁଯାୟୀ, ଆଜି ପୁଣି ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆସିବ ୫ ହଜାର ଟଙ୍କା।…