Latest Odisha News

BREAKING NEWS

Browsing Category

ଓଡିଶା

Odisha

ପଣସା ପଞ୍ଚାୟତର ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ

ଯାଜପୁର: ଯାଜପୁର ବ୍ଲକ ପଣସା ପଞ୍ଚାୟତର ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ କଲେ ୱାଡ ମେମ୍ବର । ଉକ୍ତ ପଞ୍ଚାୟତର କୌଣସି ଉନ୍ନୟମୂଳକ କାର୍ଯ୍ୟ ହେଉ ନ ଥିବାରୁ ନିର୍ବାଚିତ ୱାଡ ମେମ୍ବର ମାନେ ଦୁଃଖ ପ୍ରକାଶ କରି ସରପଞ୍ଚ କୁଳମଣୀ ପରିଡାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ…

ବାକି ଥିବା ମାମଲାର ତଦନ୍ତ ପ୍ରକ୍ରିୟା ଶେଷ କରିବା ପାଇଁ ନିର୍ଦ୍ଦେଶ

ଭୁବନେଶ୍ବର: ଗତ ମାର୍ଚ୍ଚ ମାସରେ ଭୁବନେଶ୍ବର ସହରାଞ୍ଚଳ ଜିଲ୍ଲା ପୋଲିସ ପକ୍ଷରୁ ମୋଟ ୧୩୦୦ ଟି ମାମଲାର ତଦନ୍ତ ସମ୍ପୂର୍ଣ କରି ତଦନ୍ତକାରୀ ଅଫିସରମାନେ ନ୍ୟାୟାଳୟରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଛନ୍ତି । ଭୁବନେଶ୍ବର ସହରାଞ୍ଚଳର ବିଭିନ୍ନ ଥାନାରେ ପ୍ରାୟ ଦଶ ହଜାରରୁ ଉର୍ଦ୍ଧ୍ବ ମାମଲାର ବାକି…

ଜୋରଦାର ହେଲା ବିଜେଡି Vs ବିଜେଡି

ଭୁବନେଶ୍ବର: ବିଜେଡିରେ ଥମୁନି ଓ୍ବକଫ୍ ନିଆଁ । ଜୋରଦାର ହେଲା ବିଜେଡି କଳି । ପ୍ରଥମେ ଓ୍ବକଫ୍ ସଂଶୋଧନ ବିଲ ସମର୍ଥନରେ ଭୋଟକୁ ନେଇ ସସ୍ମିତ ପାତ୍ରଙ୍କୁ କିଛି ବିଜେଡି ନେତା ଟାର୍ଗେଟ୍ କଲେ । ପରେ ବିଜେଡି ନିଷ୍ପତିରେ ୟୁଟର୍ଣ୍ଣ ପଛରେ କିଏ, ତାକୁ ନେଇ ଚର୍ଚ୍ଚା ହେଲା । ସାଂସଦ ଦେବାଶିଷ…

କାର୍‌ରୁ ୧୩୦ କିଲୋ ଗଞ୍ଜେଇ ଜବତ, ଦୁଇ ଗିରଫ

ଫୁଲବାଣୀ: ବେଧଡକ ଚାଲିଛି ବେଆଇନ ଗଞ୍ଜେଇ ବେପାର। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ଏକ କାର୍ ଭିତରୁ ୧୩୦ କିଲୋ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି। ଏହି ଘଟଣାରେ ଦୁଇଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଫୁଲବାଣୀ ସଦର ଥାନା ଅନ୍ତର୍ଗତ…

ବିଜୁ ଯୁବ ଜନତା ଦଳ ନେତାଙ୍କ ବିସ୍ଫୋରକ ବୟାନ: ‘ମାନସ ମଙ୍ଗରାଜଙ୍କ କଥାରେ ଭୋଟ ଦେଇଥିଲେ ସସ୍ମିତ୍’

ଭୁବନେଶ୍ବର: ଦିନ ଗଡିବା ସାଙ୍ଗରେ ବଢିଚାଲିଛି ବିଜେଡି ଭିତରେ ଉଷ୍ମତା । ପ୍ରତିଦିନ ନୂଆ ନୂଆ ଚାଞ୍ଚଲ୍ୟକର ବୟାନ ସାମ୍ନାକୁ ଆସୁଛି । ବିଜେଡିର ବରିଷ୍ଠ ନେତାମାନେ ଏନେଇ ବଡ ବଡ ବୟାନ ରଖିଥିବା ବେଳେ ଆଜି ଓ୍ବାକଫ୍ ବିଲ ସପକ୍ଷରେ ସସ୍ମିତଙ୍କ ଭୋଟକୁ ନେଇ ବିସ୍ଫୋରକ ବୟାନ ରଖିଛନ୍ତି ବିଜୁ…

ଆଉ ଦୁଇ ଦିନ ମଧ୍ୟରେ ସରିବ ମାଟ୍ରିକ ଖାତା ଦେଖା, ମେ’ ପ୍ରଥମ ସପ୍ତାହରେ ରେଜଲ୍ଟ

କଟକ: ମେ’ ୨ୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍‌ ରେଜଲ୍ଟ। ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ। ଆଉ ଦୁଇ ଦିନ ମଧ୍ୟରେ ସରିବ ଖାତା ଦେଖା। AI ଏବଂ QR କୋର୍ଡ ଦ୍ବାରା ପରୀକ୍ଷା ପରିଚାଳନା ସଫଳ ହୋଇଛି। ବିଜ୍ଞାନ ପ୍ରଶ୍ନପତ୍ରରେ ୪ ମାର୍କ କମ୍‌ ନେଇ କିଛି ଅସୁବିଧା ହେବନି କହିଲେ।…

ପୁଣି କମିଲା ସୁନା ଦର: ୫୫ ହଜାର ମୁହାଁ ଖସୁଛି…..

ନୂଆଦିଲ୍ଲୀ: ବେଶ୍ କିଛି ଦିନ ସୁନା ବଜାରରେ ନିଆଁ ଲାଗିଥିବା ବେଳେ ଗ୍ରାହକଙ୍କ ପକେଟକୁ ଭାରି ବାଧୁଥିଲା । ହେଲେ ଏବେ ବିଗତ ଦିନମାନଙ୍କରେ ଆଶ୍ବସ୍ତିକର ସଙ୍କେତ ଦେଉଛି ସୁନା ବଜାର । ଗତ ଦୁଇ ଦିନ ହେବ ଲଗାତାର ସୁନା ଦରରେ ହ୍ରାସ ପରିଲକ୍ଷିତ ହୋଇଛି । କୁହାଯାଉଛି, ଖୁବଶୀଘ୍ର ଏହା ୫୫…

ମାଳତୀପାଟପୁର ବସ୍ ଷ୍ଟାଣ୍ଡରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ଟୁରିଷ୍ଟ ବସ୍

ପୁରୀ: ମାଳତୀପାଟପୁର ବସ୍ ଷ୍ଟାଣ୍ଡରେ ଭୟଙ୍କର ଅଗ୍ନିକାଣ୍ଡ। ହୁତୁହୁତୁ ହୋଇ ଜଳିଗଲା ଟୁରିଷ୍ଟ ବସ୍। ରାସ୍ତାରେ ଛିଡ଼ା ହୋଇଥିବାବେଳେ ଅଚାନକ ଲାଗିଲା ନିଆଁ। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି। କେଉଁ କାରଣରୁ ବସ୍‌ରେ ନିଆଁ ଲାଗିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ।…

ସ୍ନାନ ପୂର୍ଣ୍ଣିମା ପୂର୍ବରୁ ସରିବ ରତ୍ନଭଣ୍ଡାର ମରାମତି କାମ

କଟକ: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଜାରି ରହିଛି। ସ୍ନାନ ପୂର୍ଣ୍ଣିମା ଭିତରେ ରତ୍ନ ଭଣ୍ଡାର କାମ ସରିବ ବୋଲି କୁହାଯାଇଛି। ପ୍ରଥମେ ଡି ପ୍ଲାଷ୍ଟରିଙ୍ଗ ଓ ପରେ ପଥର ମରାମତି କାମ ଜାରି ରହିଛି। ଶ୍ରୀମନ୍ଦିର ରତ୍ନଭଣ୍ଡାର କମିସନ ରିପୋର୍ଟ ସାର୍ବଜନୀନ କରିବା ସମ୍ପର୍କିତ ମାମଲାର…

ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ସାମାଜିକ ଅନ୍ତର୍ଭୁକ୍ତୀକରଣ ଅଭିଯାନ ଆରମ୍ଭ

ଭୁବନେଶ୍ୱର: ରାଜ୍ୟର ବିକାଶରେ ସାମିଲ ପାଇଁ ଗରିବ ଏବଂ ପଛୁଆ ଯୋଗ୍ୟ ପରିବାରଙ୍କୁ ସ୍ବୟଂ ସହାୟକ ଗୋଷ୍ଠୀରେ ଅନ୍ତର୍ଭୁକ୍ତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରଥମ ପର୍ଯ୍ୟାୟରେ ୪,୧୨,୫୪୮ଯୋଗ୍ୟ ପରିବାରକୁ ଏସଏଚଜିରେ ସାମିଲ କରାଯାଇଥିଲା। ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ସାମାଜିକ…