Latest Odisha News

BREAKING NEWS

Browsing Category

ଓଡିଶା

Odisha

ସୋମବାର ଯାଏଁ ମୁଲତବି ରହିବ ବିଧାନସଭା

ଭୁବନେଶ୍ଵର: ସୋମବାର ଯାଏଁ ମୁଲତବି ହେଲା ବିଧାନସଭା । ଆଜି ବାରମ୍ବାର ଗୃହ କାର୍ଯ୍ୟ ବ୍ୟାଘାତ ହେବା ପରେ ସୋମବାର ଯାଏଁ ଗୃହ କାର୍ଯ୍ୟକୁ ମୁଲତବି କରିଛନ୍ତି ବାଚସ୍ପତି । ସୂଚନା ଅନୁସାରେ, ଆଜି ବିଧାନସଭା ଦ୍ୱିତୀୟ ପଯ୍ୟାୟ ବଜେଟ ଅଧିବେଶନର ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ଦେଖାଦେଇଥିଲା ।…

୭ ଦିନ ବନ୍ଦ ରହିବ ରତ୍ନ ଭଣ୍ଡାର ମରାମତି କାମ

ଭୁବନେଶ୍ଵର: ସପ୍ତାହେ ବନ୍ଦ ରହିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ । ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ମରାମତି କାମ । ଦୋଳଯାତ୍ରାର ବିଶେଷ ନୀତିକାନ୍ତି ପାଇଁ ବନ୍ଦ ରହିବ ମରାମତି କାମ । ଫଗୁ ଦଶମୀ ଠାରୁ ହୋଲି ଉତ୍ସବ ଯାଏଁ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ । ଏନେଇ…

ଲୋୟର ପିଏମଜି ପାଚିକା ସଂଘର ଗର୍ଜନ, ୧୦ ଦଫା ଦାବି ନେଇ ବିକ୍ଷୋଭ

ଭୁବନେଶ୍ଵର: ବିଧାନସଭା ଆରମ୍ଭରୁ ହିଁ ଚାଲିଛି ହଟ୍ଟୋଗୋଳ । ଗୁହ ଭିତରେ ଓ ବାହାରେ ପ୍ରତିବାଦ । ଗୃହ ଭିତରେ ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧି କମ୍ପନ କରୁଥିବା ବେଳେ ଗୃହ ବାହାରେ ଆନ୍ଦୋଳନ କରିଛନ୍ତି ପାଚିକା । ୧୦ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ପାଚିକା ମହାସଂଘ । ଦାବୀପୂରଣ…

ରାଜ୍ୟର ଏସପି, ଡିଆଇଜି, ଆଇଜିଙ୍କୁ ମିଳିଲା କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ କ୍ଷମତା

ଭୁବନେଶ୍ବର: ବଢିଲା ଏସପି, ଡିଆଇଜି ଏବଂ ଆଇଜିଙ୍କ କ୍ଷମତା । ଏଣିକି ରାଜ୍ୟରେ କାର୍ଯ୍ୟରତ ଥିବା ଏସପି, ଡିଆଇଜି, ଆଇଜି କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଭାବେ ଆଇନ ଭାର ସମ୍ଭାଳିପାରିବେ । ନୂଆ କରି ପ୍ରଣୟନ ହୋଇଥିବା ଭାରତୀୟ ନାଗରିକ ସୁରକ୍ଷା କୋଡ୍ (ବିଏନଏସଏସ) ଅନୁଯାୟୀ ରାଜ୍ୟରେ ଏସପି,…

ଟ୍ରେନ୍‌ରେ କଟି ଯବାନ ଗୁରୁତର, ହେଲେ ଏୟାର୍‌ଲିଫ୍ଟ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ରେଳ ଷ୍ଟେସନ୍‌ରେ ଅଭାବନୀୟ ଘଟଣା । ଟ୍ରେନ୍‌ରେ କଟି ଗୁରୁତର ହେଲେ ବିଏସ୍ଏଫ୍ ଯବାନ । ତୁରନ୍ତ ଉଦ୍ଧାର କରି ତାଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରଯାଇଥିଲା । ମାତ୍ର ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ…

ବନ୍ଧା ହେଲେ କୋଟିପତି ଯୁଗ୍ମ କମିଶନର

ଭୁବନେଶ୍ଵର: ଗିରଫ ହେଲେ କଟକ ଏସଟିଏ ଯୁଗ୍ମ କମିଶନର ପ୍ରଦୀପ ମହାନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରଦୀପ ମହାନ୍ତିଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗତକାଲି ଏସଟିଏ ଯୁଗ୍ମ କମିଶନର ପ୍ରଦୀପ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢାଉ ଚାଲିଥିବା ବେଳେ ଘରୁ ୨ କେଜି ୧୦୦ ଗ୍ରାମ ସୁନା…

ବଦଳିବ କି ରେଭେନ୍ସା କଲେଜ ନାଁ….କ’ଣ କହିଲେ ମନ୍ତ୍ରୀ?

ଭୁବନେଶ୍ବର: ବଦଳିବ କି ରେଭେନ୍ସା କଲେଜ୍ ନାଁ ? ନାଁ ପରିବର୍ତ୍ତନ ନେଇ ରାଜନୀତି ଜୋର ଦାର ତେଜିଥିଲେ ମଧ୍ୟ ଏପର୍ଯ୍ୟନ୍ତ, ସେନେଇ କୌଣସି ବି ସୂଚନା ମିଳିନଥିଲା । ଯାହାକୁ ନେଇ ଆଜି ରେଭେନ୍ସା କଲେଜ ନାଁ ପରିବର୍ତ୍ତନକୁ ନେଇ ଆଜି ଗୃହରେ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ।…

ହଷ୍ଟେଲରେ ବଢୁଛି ମୃତ୍ୟୁ ସଂଖ୍ୟା: ଗତ ୮ ମାସରେ ଗଲାଣି ୨୬ ଜୀବନ

ଭୁବନେଶ୍ବର: ରାଜ୍ୟରେ ହଷ୍ଟେଲରେ ବଢୁଛି ଛାତ୍ରଛାତ୍ରୀଙ୍କ ମୃତ୍ୟୁ ସଂଖ୍ୟା । ରାଜ୍ୟରେ ୨୦୨୪ ଜୁଲାଇରୁ ଆଦିବାସୀ ଆବାସିକ(ଏସଟି) ହଷ୍ଟେଲରେ ମୃତ୍ୟୁ ସଂଖ୍ୟା ବଢ଼ିଛି । ଗତ ୮ ମାସରେ ମୃତ୍ୟୁସଂଖ୍ୟା ୨୬କୁ ପହଞ୍ଚିଛି । ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପ୍ରଶ୍ନରେ କିଛି ଏପରି…

୧୦ରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ

ଭୁବନେଶ୍ବର: ଆସନ୍ତା ୧୦ ତାରିଖରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା ଦେବ କଂଗ୍ରେସ । କଂଗ୍ରେସର ରାଜ୍ୟବ୍ୟାପୀ ଆନ୍ଦୋଳନ ନେଇ ସୂଚନା ଦେଇଛନ୍ତି, କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ । ଆସନ୍ତା ୧୦ ତାରିଖରେ କଂଗ୍ରେସ, ସବୁ ଜିଲ୍ଲାପାଳ ଏବଂ ଭୁବନେଶ୍ବର ଏଡିଏମ୍ ଅଫିସ ଆଗରେ କଳାପଟି ବାନ୍ଧି…

ବାରବାଟୀ ଷ୍ଟାଡିୟମର ନବୀକରଣ ପାଇଁ ଏବେ ଯୋଜନା ନାହିଁ: କ୍ରୀଡ଼ା ମନ୍ତ୍ରୀ

ଭୁବନେଶ୍ୱର: କଟକର ଐତିହାସିକ ବାରବାଟୀ ଷ୍ଟାଡିୟମର ନବୀକରଣ ପାଇଁ ଓଡ଼ିଶା ସରକାରଙ୍କ କୌଣସି ଯୋଜନା ନାହିଁ। ବିଧାନସଭାରେ ଶୁକ୍ରବାର ଦିନ କଂଗ୍ରେସ ବିଧାୟକ ସୋଫିଆ ଫିରଦୋସଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ କ୍ରୀଡ଼ା ଏବଂ ଯୁବ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି। ଅପରପକ୍ଷରେ…