Latest Odisha News

BREAKING NEWS

Browsing Category

ଓଡିଶା

Odisha

୫୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ୨ ଆକାଉଣ୍ଟାଣ୍ଟ

ଅନୁଗୁଳ: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଦୁଇ ଆକାଉଣ୍ଟାଣ୍ଟ । ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଅନୁଗୁଳ ସିଭିଲ୍ ସପ୍ଲାଏଜ୍ ଅଫିସର (ସିଏସ୍ଓ)ଙ୍କ କାର୍ଯ୍ୟାଳୟର ଦୁଇ ଜଣ ଜୁନିଅର ଆକାଉଣ୍ଟାଣ୍ଟଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ଅଭିଯୁକ୍ତ ମାନେ ହେଲେ ଜୁନିଅର…

ବସନ୍ତର ଛୁଆଁରେ ହସି ଉଠୁଛି ପଳାଶ, ସଜେଇ ହୋଇଛି ଧରଣିରାଣୀ…

ଭୁବନେଶ୍ବର: ବସନ୍ତରୁତୁର ଆଗମନ ସହ ପୃଥିବୀ ଅଧିକ ପୁଲକିତ ହୁଏ । କାରଣ ଏହି ଋତୁରେ ପୃଥିବୀକୁ ବିଭିନ୍ନ ରୂପରେ ସଜେଇଥାଏ ପ୍ରକୃତିରାଣୀ । ଏହି ଋତୁରେ ଫୁଟିଥିବା ଅନ୍ୟ ଫୁଲ ମାନଙ୍କ ମଧ୍ୟରେ ସୌନ୍ଦର୍ଯ୍ୟରେ ସବୁଠୁ ଉର୍ଦ୍ଧ୍ବରେ ରହିଛି ପଳାଶ ଫୁଲ । ବର୍ତ୍ତମାନ ପଳାଶ ଫୁଲ ଫୁଟିବା ଦ୍ବାରା…

୫ ତାରିଖରେ ଖୋଲା ରଖିବ ସମସ୍ତ ଶିକ୍ଷାନୁଷ୍ଠାନ

ଭୁବନେଶ୍ଵର: ଆସନ୍ତାକାଲି ଖୋଲା ରହିବ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ । ମାର୍ଚ୍ଚ ୫ ତାରିଖ ତଥା ଆସନ୍ତାକାଲି ରାଜ୍ୟର ସବୁ ସ୍କୁଲ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶ ଜାରି ହୋଇଛି । ସମସ୍ତ ଜିଲ୍ଲା…

ବିଜୁ ବାବୁଙ୍କ ନାଁକୁ ଡରୁଛି ବିଜେପି, କାରଣ ଲୋକ ତାଙ୍କୁ ଭଲ ପାଆନ୍ତି: ପ୍ରମିଳା ମଲ୍ଲିକ

ଭୁବନେଶ୍ଵର: ଏପ୍ରିଲ ୨୪ରେ ପଞ୍ଚାୟତିରାଜ ଦିବସ ପାଳନ ନିଷ୍ପତ୍ତି ପ୍ରସଙ୍ଗ । ବିଜେପିକୁ ଟାର୍ଗେଟ୍‌ କଲେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ବିଜୁ ବାବୁଙ୍କ ନାଁକୁ ଡରୁଛି ବିଜେପି, କାରଣ ଲୋକ ତାଙ୍କୁ ଭଲ ପାଆନ୍ତି । ଏପରି ଅପମାନ କରିବା ସରକାରଙ୍କ ଠିକ୍‌ ନୁହେଁ । ଓଡ଼ିଆ…

କାହିଁକି ବିଜୁଙ୍କୁ ନେଇ ରାଜନୀତି?

ଭୁବନେଶ୍ବର: ମାର୍ଚ୍ଚ ୫ ନୁହେଁ ଏପ୍ରିଲ ୨୪ରେ ପାଳନ ହେବ ପଞ୍ଚାୟତିରାଜ ଦିବସ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ଜୋରଦାର ହୋଇଛି ରାଜନୀତି । ମାର୍ଚ୍ଚ ୫ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ । ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରତି ବିଜୁବାବୁଙ୍କ ଅବଦାନ ପାଇଁ…

ଉତ୍କଳ ବିଶ୍ବବିଦ୍ୟାଳୟରେ ଉତ୍ତେଜନା; ଜୟ ଭୀମ ଛାତ୍ର ସଂଗଠନକୁ ବିରୋଧ

ଭୁବନେଶ୍ଵର: ଉତ୍କଳ ବିଶ୍ବବିଦ୍ୟାଳୟରେ ଉତ୍ତେଜନା । ଜୟ ଭୀମ ଛାତ୍ର ସଂଗଠନକୁ ଏବିଭିପି, ଛାତ୍ର କଂଗ୍ରେସ ଓ ଅନ୍ୟାନ୍ୟ ଛାତ୍ର ସଂଗଠନର ବିରୋଧ । ବିଶ୍ବବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ପ୍ରତିବାଦ । ଗତକାଲି ଜୟ ଭୀମ ସଂଗଠନ ଓ ବିଶ୍ବବିଦ୍ୟାଳୟ ଛାତ୍ରଙ୍କ ଭିତରେ ବଚସା ହୋଇଥିଲା । ଆଜି…

ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କ ଘରେ ରେଡ୍‌ ପ୍ରସଙ୍ଗ; ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ: ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ମିଳିଥିବା ଅନ୍ତରୀଣ ସୁରକ୍ଷା ବଳବତ୍ତର ରହିଲା । ମଙ୍ଗଳବାର ଶୁଣାଣି ପରେ ହାଇକୋର୍ଟ ଏହି ସୁରକ୍ଷା ବଳବତ୍ତର ରଖିଛନ୍ତି । ୧୮ ତାରିଖରେ ହେବ ପରବର୍ତ୍ତୀ ଶୁଣାଣି । ବର୍ତ୍ତମାନ ସିବିଆଇ ବିଷ୍ଣୁପଦ ସେଠୀଙ୍କୁ ଗିରଫ କରିପାରିବନି । ସୂଚନାମୁତାବକ, ଟେଣ୍ଡର…

ଏବେଠୁ ଅସହ୍ୟ: ଦିନ ୨ଟା ସୁଦ୍ଧା ୩୭ ଡିଗ୍ରୀ ଡେଇଁଲା ଝାରସୁଗୁଡା

ଭୁବନେଶ୍ବର: ଡରାଇଲାଣି ଅସହ୍ୟ ତାତି ସାଙ୍ଗକୁ ଗରମ ପବନ । ଏବେଠୁ ଜଳିଲାଣି ଭାରତ । ବାହାରକୁ ବାହାରିବା ମୁସ୍କିଲ ଲାଗିଲାଣି । ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଆଜି ଦିନ ୨ଟା ସୁଦ୍ଧା ୩୭ ଡିଗ୍ରି ଟପିଛି ଝାରସୁଗୁଡା ସହର । ବଉ ରାଜଧାନୀ ଭୁବନେଶ୍ବର ୩୬ ଛୁଇଁଛି । ଦିନ ୨ଟା ୩୦…

ବିଜେଡିକୁ କଡା ଉତ୍ତର ଦେଲେ ମନ୍ତ୍ରୀ: କହିଲେ, ‘ବିଜେଡିର ସମ୍ପତ୍ତି ନଥିଲେ ବିଜୁ ବାବୁ’

ଭୁବନେଶ୍ବର: ପଞ୍ଚାୟତିରାଜ ଦିବସକୁ ନେଇ ବିଜେଡି ଲଗାତାର ସରକାରଙ୍କୁ ଆଜି ଟାର୍ଗେଟ କରିଥିବା ବେଳେ ଏହାର କଡା ଜବାବ ରଖିଛନ୍ତି, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ବିଜୁ ବାବୁଙ୍କୁ ବିଜେପି ସରକାର ଅସମ୍ମାନ କରୁଥିବା ଲାଞ୍ଛନାକୁ ନେଇ ମନ୍ତ୍ରୀ କହିଛନ୍ତି, ବିଜୁ ବାବୁ ଓଡିଶାର ବରପୁତ୍ର…

ମହିଳା ଦିବସରେ ବ୍ରହ୍ମପୁର ଯିବେ ମୁଖ୍ୟମନ୍ତ୍ରୀ, ମିଳିବ ସୁଭଦ୍ରାର ଦ୍ବିତୀୟ କିସ୍ତି

ଭୁବନେଶ୍ବର: ଆସନ୍ତା ୮ ତାରିଖ, ବିଶ୍ବ ମହିଳା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ବ୍ରହ୍ମପୁର ଗସ୍ତରେ ଯିବେ । ଉକ୍ତ ଦିନ ସୁଭଦ୍ରାର ଦ୍ବିତୀୟ କିସ୍ତି ମହିଳାମାନଙ୍କୁ ବଣ୍ଟା ଯିବାକୁ ଥିବା ବେଳେ ବ୍ରହ୍ମପୁର ସଭାରେ ଏହାର ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ବ୍ରହ୍ମପୁର ସ୍ଥିତ…