Latest Odisha News

BREAKING NEWS

Browsing Category

ଓଡିଶା

Odisha

ଲାଞ୍ଚ ଅଭିଯୋଗରେ ଜୁନିଅର କ୍ଲର୍କଙ୍କୁ ୪ ବର୍ଷ ଜେଲଦଣ୍ଡ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ତହସିଲଦାର ଅଫିସର ପୂର୍ବତନ ଜୁନିଅର କ୍ଲର୍କ ସୁକାନ୍ତ କୁମାର ଦାସଙ୍କୁ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇ ଜେଲକୁ ପଠାଯାଇଛି। ବର୍ତ୍ତମାନ ଜଗତସିଂହପୁର କଲେକ୍ଟୋରେଟ୍‌ର ଜୁନିଅର କ୍ଲର୍କ ଭାବରେ ନିଯୁକ୍ତ ସୁକାନ୍ତଙ୍କୁ କଟକ ଭିଜିଲାନ୍ସ…

ଛେପ ପକାଇବା ଏବଂ ଆବର୍ଜନା ପାଇଁ ୫୮୧ ଜଣଙ୍କୁ ଜରିମାନା

ଭୁବନେଶ୍ୱର: ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ଅନ୍ତର୍ଗତ ଭୁବନେଶ୍ୱର ରେଳ ଷ୍ଟେସନରେ ରେଳବାଇ ସୁରକ୍ଷା ବଳ (ଆରପିଏଫ) ଦ୍ୱାରା ଗତ ମାର୍ଚ୍ଚ ୨୦୨୫ରେ ରେଳ ଷ୍ଟେସନରେ ଛେପ ପକାଇବା ଏବଂ ଆବର୍ଜନା ପକାଇବା ପାଇଁ ୫୮୧ ଜଣଙ୍କୁ ଜରିମାନା ଆଦାୟ କରାଯାଇଛି । ଏହି କାର୍ଯ୍ୟ ସମଗ୍ର ରେଳ…

ବେଆଇନ ବାଲି ଘାଟରେ ଚାଲିଛି ଲୁଟ୍

ଯାଜପୁର: ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚାଲିଛି ବେଆଇନ ବାଲି ଘାଟ । ନାମକୁ ମାତ୍ର ଲିଜ୍ ନେଇ ମନ ଇଚ୍ଛା ଲୁଟି ଚାଲିଛନ୍ତି ଲିଜଧାରୀ । ଯାହା ଫଳରେ ଦିନକୁ ଦିନ ବିଗିଡିବାରେ ଲାଗିଛି ପରିବେଶ ପ୍ରଦ୍ୟୁଷଣ । ଅଭିଯୋଗ କଲେ ମଧ୍ୟ ହେଉନି କାର୍ଯ୍ୟାନୁଷ୍ଠାନ । ଏନେଇ ଯାଜପୁର ବ୍ଲକର…

ଶ୍ରୀମନ୍ଦିର ମଗର ମୁଣ୍ଡ ଐତିହ୍ୟ କୀର୍ତ୍ତିରାଜି ତଳେ ପଡ଼ିବା ଘଟଣା, ସେବାୟତଙ୍କ ଅସନ୍ତୋଷ

ପୁରୀ: ଶ୍ରୀମନ୍ଦିର ଦକ୍ଷିଣ ଦ୍ବାର ନିକଟସ୍ଥ ମେଘନାଦ ପ୍ରାଚୀରରେ ସଂଲଗ୍ନ ମଗର ମୁଣ୍ଡ ଐତିହ୍ୟ କୀର୍ତ୍ତିରାଜିଟି ଭାଙ୍ଗି ତଳେ ପଡ଼ିଛି। ଏହାକୁ ସୁରକ୍ଷିତ ଭାବେ ନରଖିବା ଯୋଗୁଁ ସେବାୟତମାନେ ପ୍ରଶ୍ନ କରିଛନ୍ତି। ତେବେ ଏହି ମଗର ମୁଣ୍ଡଟିକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତଳେ…

ପୌରାଣିକ ପୃଷ୍ଠାରେ ମା’ ବୁଢୀ ଠାକୁରାଣୀଙ୍କ ଯାତ୍ରା, ଜାଣନ୍ତୁ କଣ କୁହେ କିମ୍ବଦନ୍ତୀ

ବ୍ରହ୍ମପୁର: ଆଜିଠୁ ଆରମ୍ଭ ହେବ ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା । ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସାଆନ୍ତାଣୀ ବୁଢ଼ୀ ଠାକୁରାଣୀଙ୍କ ଘଟ ବିଳମ୍ବିତ ରାତିରେ ଆସିବ। ଶାଶୂଘରୁ ବାପଘରକୁ ଆସିବେ ମା’ । ପ୍ରାୟ ମାସେ ଧରି ବାପଘରେ ରହିବା ପରେ ବାପଘରୁ ବିଦାୟ ନେବେ ।…

ଏହି ସବୁ ଜିଲ୍ଲାରେ କିଛି ଘଣ୍ଟା ପାଇଁ ବର୍ଷିବ କାଳବୈଶାଖୀ…ଆଲର୍ଟ ଜାରି

ଭୁବନେଶ୍ବର: ରାଜ୍ୟରେ ଏବେ କାଳବୈଶାଖୀ ନେଇ ଆଲର୍ଟ ଜାରି ହୋଇଛି । ଆସନ୍ତା ୨ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ । ଏହାରି ଭିତରେ ଆଜି ପାଇଁ ୭ ଜିଲ୍ଲାକୁ ହାଇଆଲର୍ଟ ଜାରି କରାଯାଇଛି । ଆଗାମୀ କେଇ ଘଣ୍ଟା ପାଇଁ ରାଜ୍ୟର ଏହି ଜିଲ୍ଲାମାନଙ୍କରେ…

ମହଙ୍ଗା ପଡିଲା ଲାଞ୍ଚ ନେବା, ଗିରଫ ହେଲେ ସହକାରୀ ଯନ୍ତ୍ରୀ ନରେଶ କୁମାର ଦାସ

ଭୁବନେଶ୍ଵର: ଗିରଫ ହେଲେ ଗ୍ରାମୀଣ କାର୍ଯ୍ୟ ବିଭାଗର ସହକାରୀ ଯନ୍ତ୍ରୀ ନରେଶ କୁମାର ଦାସ । ଲାଞ୍ଚ ନେବା ଅଭିଯୋଗରେ ନରେଶ କୁମାର ଦାସଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗତକାଲି କାମ ବିଲ୍ ପରିଶୋଧ କରିବା ପାଇଁ ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରା ପଡିଥିଲେ…

ପୁଣି ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ, ଆହ୍ବାନ ଦେଲେ ପିସିସି ସଭାପତି

ଭୁବନେଶ୍ବର: ପୁଣି ଥରେ ଆନ୍ଦୋଳନ ଡାକରା ଦେଲାଣି କଂଗ୍ରେସ । ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା ଦେଇଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ । ଏନେଇ ରାଜ୍ୟରେ କୋଣଅନୁକୋଣରେ ରହିଥିବା ସମସ୍ତ କଂଗ୍ରେସ କର୍ମୀ ଏବଂ ନେତା, ଆସନ୍ତା ଏପ୍ରିଲ ୧୫ରେ ମଶାଲ ଶୋଭାଯାତ୍ରା କରିବେ । ସମସ୍ତ ବ୍ଲକ…

ଖୋର୍ଦ୍ଧାରେ ଶିଳ୍ପ ପ୍ରକଳ୍ପ ଗୁଡିକର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ୧୧ଟି ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରଥମେ ହଳଦୀପଦା ଅସ୍ଥାୟୀ ହେଲିପ୍ୟାଡ୍‌ ରେ ଆଜି ଦିନ ୧୨ଟାରେ ଅବତରଣ କରିଥିଲେ ମୁଖ୍ୟମନ୍ତ୍ରୀ । ସେଠାରେ ସେ କାଳିବେତୀ ଓ ହଳଦୀପଦା ଆଦି ଦୁଇଟି ସ୍ଥାନରେ ଶିଳ୍ପ…

ମୃତ୍ୟୁ ପରେ ବି ଜୀବନ୍ତ କରି ରଖିବାର ଇଚ୍ଛା, ସ୍ୱାମୀଙ୍କ ପ୍ରତିମୂର୍ତ୍ତି କରି ସେଥିରେ ପ୍ରାଣ ପ୍ରତିଷ୍ଠା କଲେ ସ୍ତ୍ରୀ

ରାୟଗଡ଼ା: ମୃତ୍ୟୁ ପରେ ବି ଅମର ସ୍ଵାମୀ । ନିର୍ମଳ ଚେହେରା, ସୁନ୍ଦର ଠାଣି ଏବଂ ସ୍ଵାମୀଙ୍କ ହସ ହସ ମୁହଁ ଦେଖି ସତେ ଯେମିତି ସବୁ ଦୁଃଖ ଭୁଲିଯାଉଛନ୍ତି ସ୍ତ୍ରୀ । ଏ ମୁର୍ତ୍ତି ହେଉଛି ରାୟଗଡା ଜିଲ୍ଲା ମୁନିଗୁଡ଼ାର ଜଣେ ଡାକ୍ତର ସମୀର ରାୟଙ୍କର । ସ୍ଵାମୀଙ୍କ ବିୟୋଗ ପରେ ଏତେ ବଡ ଦୁନିଆରେ…