Latest Odisha News

BREAKING NEWS

Browsing Category

ଓଡିଶା

Odisha

କର୍କଟ ରାଶିରେ ମଙ୍ଗଳଙ୍କ ପ୍ରବେଶ, ଏହି ୩ ରାଶିର ବ୍ୟକ୍ତି ରୁହନ୍ତୁ ସତର୍କ..

ଭୁବନେଶ୍ବର: ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ଏକ ଗୁରୁତ୍ୱପୂର୍ଣ୍ଣ ଗ୍ରହ ଭାବରେ ବିବେଚନା କରାଯାଏ । ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ଗ୍ରହମାନଙ୍କର ସେନାପତି କୁହାଯାଏ । ମଙ୍ଗଳ ଗ୍ରହକୁ ସାହସ, ବୀରତ୍ୱ, ଶକ୍ତି, ଭୂମି, ରକ୍ତ, ଭାଇ, ଯୁଦ୍ଧ ଏବଂ ସେନାର କାରକ ଭାବରେ ବିବେଚନା…

ଦୁଗ୍ଧ ଉତ୍ପାଦନକୁ ବହୁଗୁଣିତ କରିବ ଅନ-କଲ୍ କୃତ୍ରିମ ପ୍ରଜନନ ସେବା

ଭୁବନେଶ୍ୱର: ଅନ-କଲ୍ କୃତ୍ରିମ ପ୍ରଜନନ (ଏଆଇ) ସେବା ଗୋପାଳନ ଓ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବ। ଗୋପାଳକ ମାନେ ଏହି ସେବା ଘରେ ବସି ପାଇ ପାରିବେ। ଏଥି ପାଇଁ ମତ୍ସ୍ୟ ଓ ପ୍ରାଣି ସମ୍ପଦ ବିକାଶ ବିଭାଗ ପକ୍ଷରୁ ଟୋଲ୍-ଫ୍ରି ନମ୍ବର ‘୧୫୫୩୩୩’ର ବ୍ୟାପକ ସୁଯୋଗ ନେବାକୁ…

ଭୁବନେଶ୍ୱରରେ ହେବ ୩ ନୂଆ ଗୃହ ନିର୍ମାଣ ପ୍ରକଳ୍ପ

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ୧୫୦ତମ କର୍ତ୍ତୃପକ୍ଷ ବୈଠକ ଗୁରୁବାର ଆୟୋଜିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଡିଏ ଅଧ୍ୟକ୍ଷ ତଥା ଗୃହ ଓ ନଗର ଉନ୍ନୟନ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ବୈଠକରେ ୨୦୨୫-୨୬…

ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା; ପୋଲିସ-ସେବାୟତ ସମନ୍ୱୟ ବୈଠକ 

ଭୁବନେଶ୍ୱର: ପବିତ୍ର ଅଶୋକାଷ୍ଟମୀ ଉପଲକ୍ଷେ ଆସନ୍ତା ୦୫.୦୪.୨୦୨୫ ଓ ୦୯.୦୪.୨୦୨୫ରେ ହେବାକୁ ଥିବା ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା ପାଇଁ ଆଜି ଲିଙ୍ଗରାଜ ଥାନାରେ ପୋଲିସ ଏବଂ ସେବାୟତଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକକୁ…

୨୪ ଘଣ୍ଟାରେ ପ୍ରବଳ ବର୍ଷା ! ଆଲର୍ଟ କଲା ପାଣିପାଗବିଭାଗ

ନୂଆଦିଲ୍ଲୀ:କାଳବୈଶାଖୀ ବର୍ଷା ଆଣିବ ଆଶ୍ୱସ୍ତି। ଆଗାମୀ ୩ ଦିନ ସାରା ରାଜ୍ୟରେ କାଳବୈଶାଖୀ ବର୍ଷା ରହିବ। ୩ ଦିନ ପରେ ପୁଣି କଲବଲ କରିବ ଖରା ଗରମ ଓ ଗୁଳୁଗୁଳି। ଟ୍ରଫ ଲାଇନ ତଥା ବଙ୍ଗୋପସାଗର ରୁ ବହୁଥିବା ଆର୍ଦ୍ର ବାୟୁ ଓ ପଶ୍ଚିମ ଦିଗରୁ ଆସୁଥିବା ଶୁଷ୍କ ବାୟୁ କାଳବୈଶାଖୀ ବର୍ଷା କରାଇବ।…

ଷଷ୍ଠ ଶ୍ରେଣୀ ଛାତ୍ରର ହାତ କାଟିଦେଲେ ସିନିୟର..

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଅଞ୍ଚଳ ଅନ୍ତର୍ଗତ ବାସିପିଠାର ଏସଏସଡି ହାଇସ୍କୁଲରେ ଏକ ରାଗିଂ ଘଟଣା ସାମ୍ନାକୁ ଆସିଛି। ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସେହି ବିଦ୍ୟାଳୟରେ ସିନିୟର ମାନଙ୍କ ନିର୍ଯାତନାରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ର ଗୁରୁତର ଆହତ ହୋଇଥିବା…

ବଦଳିବ ରଘୁରାଜପୁରର ରୂପରେଖ, କାର୍ଯ୍ୟକାରୀ ହେବ ସ୍ବତନ୍ତ୍ର ପ୍ରକଳ୍ପ

ପୁରୀ: ଐତିହ୍ୟ ଗ୍ରାମ ରଘୁରାଜପୁରର ବଦଳିବ ରୂପରେଖ । ରଘୁରାଜପୁରର ବିକାଶ ସହିତ ଅଧିକରୁ ଅଧିକ ପର୍ଯ୍ୟଟକମାନଙ୍କୁ କିଭଳି ଏହି କଳା ଗ୍ରାମ ଆକର୍ଷିତ କରିବ ସେନେଇ ଏକ ସ୍ବତନ୍ତ୍ର ପ୍ରକଳ୍ପ ଖୁବଶୀଘ୍ର କାର୍ଯ୍ୟକାରୀ ହେବ । ସେନେଇ ପ୍ରୟାସ ଆରମ୍ଭ କରିଛି ରାଜ୍ୟ ପର୍ଯ୍ୟଟନ ବିଭାଗ ।…

କ୍ୟାପିଟାଲ୍ ହସ୍ପିଟାଲରୁ ଏସସିବି ମେଡିକାଲକୁ ଗଡିବ ଆମ ବସ୍: ମନ୍ତ୍ରୀ

ଭୁବନେଶ୍ବର: ଏଣିକି କ୍ୟାପିଟାଲ୍ ହସ୍ପିଟାଲରୁ ଏସସିବି ମେଡିକାଲକୁ ଗଡିବ ଆମ ବସ୍ । ଏହା ଦ୍ବାରା ଉପକୃତ ହେବେ ରୋଗୀ ତଥା ରୋଗୀଙ୍କ ସମ୍ପର୍କୀୟ । ଏହି ରୁଟ୍ ସମେତ ଅନ୍ୟ ନୂଆ ରୁଟରେ ଚାଲିବ ଇ-ବସ୍ । ଏନେଇ ବନେଶ୍ବର ଗାଢକଣସ୍ଥିତ ଆମ ବସ୍ ଡିପୋରେ ୪୦ଟି ନୂଆ ଇ-ବସର ଉଦଘାଟନ କରିଛନ୍ତି ଗୃହ ଓ…

ଓ୍ୱାକଫ ବିଲ: ରାଜ୍ୟସଭାରେ ବିଜେଡିର ଆଭିମୁଖ୍ୟ, ବିରୋଧୀ-ମୋଦୀ ହତବାକ!

ନୂଆଦିଲ୍ଲୀ: ସଂସଦରେ ବଜେଟ୍‌ ଅଧିବେଶନର ଆଉ ଦୁଇ ଦିନ ବାକି ଥିବା ବେଳେ ଗୁରୁବାର ରାଜ୍ୟସଭାରେ ଓ୍ୱାକଫ୍‌ (ସଂଶୋଧନ) ବିଲ୍‌ ଉପସ୍ଥାପନ ହୋଇଛି। ଏହାପୂର୍ବ ଦିନ ଲୋକସଭାରେ ୧୨ ଘଣ୍ଟାର ଜୋରଦାର ଆଲୋଚନା ପରେ ପାସ ହୋଇଥିଲା। ଏବେ ରାଜ୍ୟସଭାରେ ଏହାର ଭାଗ୍ୟ ନିର୍ଣ୍ଣୟ ହେବ।  ଏହି ସମୟରେ ବିଜେଡିର…

ପୁଣି ବଢିଲା ସୁନା ଦର: ଜାଣନ୍ତୁ କେତେ ରହିଛି ଦାମ୍

ଭୁବନେଶ୍ୱର: ନୂଆ ରେକର୍ଡ ପରେ ରେକର୍ଡ ସୃଷ୍ଟି କରିଚାଲିଛି ସୁନା ଦର । ଗତ କିଛି ଦିନ ମଧ୍ୟରେ ସୁନା ଦର ଆକାଶ ଛୁଆଁ ହୋଇଛି । ଗୁରୁବାର ଅର୍ଥାତ୍‌ ଏପ୍ରିଲ ୩ରେ ୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୯୩,୩୮୦ରେ ପହଞ୍ଚିଛି । ଗତକାଲି ଏହା ୯୨,୮୪୦ ଟଙ୍କା ଥିବା ବେଳେ ପୁଣି ୫୪୦…