Latest Odisha News

BREAKING NEWS

Browsing Category

ଓଡିଶା

Odisha

ଏସବିଆଇରୁ ୨୭ ଲକ୍ଷ ଲୁଟି ନେଲେ ଦୁର୍ବୁତ୍ତ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବହଳଦା ଏସବିଆଇ ଶାଖାରୁ ୨୭ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୁତ୍ତ। ସୂଚନା ଅନୁଯାୟୀ, ସକାଳ ପ୍ରାୟ ୧୦ଟା ୧୫ମି. ସମୟରେ ୫ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଦୁଇଟି ମୋଟରସାଇକେଲରେ ଆସିଥିଲେ। ସେମାନଙ୍କ ମଧ୍ୟରୁ ତିନି ଜଣ ବ୍ୟାଙ୍କ ଭିତରକୁ ପ୍ରବେଶ କରିଥିଲେ…

ପାଣିପାଗ ବିଭାଗର ସତର୍କତା, ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ଵର: ପ୍ରଚଣ୍ଡ ବଜ୍ରପାତ ନେଇ ୨୫ ଜିଲ୍ଲାକୁ ସତର୍କତା । ଆସନ୍ତାକାଲି ସକାଳ ସାଢେ ଆଠଟା ପର୍ଯ୍ୟନ୍ତ ସତର୍କତା ଜାରି କଲା ପାଣିପାଗ କେନ୍ଦ୍ର । ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ବିଭାଗ । ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ…

ଜିରୋ ଆୟକରଦାତାଙ୍କ କାଟନାହିଁ ରାସନ କାର୍ଡ…ଦାବି କଲେ ବିଧାୟକ

ଭୁବନେଶ୍ବର: ଯେଉଁମାନେ ଜିରୋ ଆୟକର ଦେୁଛନ୍ତି ସେମାନଙ୍କ ରାସନ କାର୍ଡ ନକାଟିବାକୁ ଗୃହରେ ଦାବି ରଖିଛନ୍ତି ବିଜେଡି ବିଧାୟକ ଗଣେଶ୍ବର ବେହେରା । ଏନେଇ ବିଧାୟକ କହିଛନ୍ତି, ଇ-କେୱାଇସି ବେଳେ ଆୟକର ଦେଉଥିବା ଲୋକଙ୍କ ରାସନ କାର୍ଡ କଟାଯାଉଛି କିନ୍ତୁ ଅନେକ ଗରିବ ଲୋକ ପିଲାଙ୍କ ପଠାପଢା, ଘର…

ହାଇ ପ୍ରୋଫାଇଲ ଲୁଟ୍‌ର ଡେମୋ ଦେଖାଇଲା ସ୍ପାଇଡର୍ ସତୀଶ

ଭୁବନେଶ୍ଵର: ଭୁବନେଶ୍ବରରୁ ହାଇ ପ୍ରୋଫାଇଲ ଲୁଟ୍‌ର ସିନ୍‌ ରିକ୍ରିଏସନ କଲା କମିଶନରେଟ ପୋଲିସ । ଧରାପଡ଼ିଥିବା ସ୍ପାଇଡର ସତୀଶକୁ ନେଇ ସିନ୍‌ ରିକ୍ରିଏସନ କରିଛି ପୋଲିସ । କିପରି ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି କରିଥିଲା ସତୀଶ? କେଉଁ ପଟେ ଆସିଥିଲା? କିପରି ଲୁଟି ଚମ୍ପଟ୍‌ ମାରିଥିଲା? ସେ…

ଦେଶରେ ପ୍ରଥମ, ଯେଉଁଠି ଯାତ୍ରୀ ପାଠାଗାରରୁ ନେଇପାରିବେ ବହି

ଭୁବନେଶ୍ଵର: "ପଢ଼ିବା ଅର୍ଥାତ ମୁକ୍ତ ଆକାଶରେ ଉଡ଼ିବା" । ବହି ପଢ଼ିବାର ଶକ୍ତିକୁ ଦର୍ଶେଇବା ଏବଂ ପଢ଼ିବା ଅଭ୍ୟାସକୁ ପ୍ରୋତ୍ସାହିତ କରିବା ବିଷୟରେ ଆମକୁ ବୁଝାଏ ଭୁବନେଶ୍ୱର ବିମାନ ବନ୍ଦରରେ ଏକ ବହି ଥାକରେ ଥିବା ଏହି ଛୋଟ ଏବଂ ଶକ୍ତିଶାଳୀ ଧାଡ଼ି । ବକୁଳ ଫାଉଣ୍ଡେସନ ଏବଂ ଭାରତୀୟ ବିମାନ…

ଦେବଗଡ ଓ କେନ୍ଦୁଝର ଜିଲ୍ଲାରେ ସୁନାଖଣି ଠାବ

ଭୁବନେଶ୍ଵର: ରାଜ୍ୟର ୨ଟି ଜିଲ୍ଲାରୁ ଠାବ ହୋଇଛି ସୁନା ଖଣି । ବିଧାନସଭା ପ୍ରଶ୍ନ କାଳରେ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ବଡ ବୟାନ । ରାଜ୍ୟର ଦେବଗଡ ଓ କେନ୍ଦୁଝର ଜିଲ୍ଲାରୁ ଠାବ ହୋଇଛି ସୁନା ଖଣି । ରାଜ୍ୟରେ ସନ୍ଧାନ ମିଳିଥିବା ନୂଆ ସୁନାଖଣିର ବୈଷୟିକ ଦିଗ ପ୍ରତି ଧ୍ୟାନ ଦିଆଗଲାଣି କି…

ଦୁର୍ଘଟଣା: ୮ ମାସରେ ଗଲାଣି ୩ ହଜାରରୁ ଅଧିକ ଜୀବନ

ଭୁବନେଶ୍ବର: ଦୁର୍ଘଟଣାରେ ଗତ ୮ ମାସ ମଧ୍ୟରେ ୩୦୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ଦିନକୁ ଦିନ ଦୁର୍ଘଟଣାଜନିତ ମୃତ୍ୟୁ ବଢୁଥିବା ବେଳେ ଏବେ ଏହାକୁ ନେଇ ବିଧାନସଭାରେ ତଥ୍ୟ ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ରାଜ୍ୟର ଦୁର୍ଘଟଣାଜନିତ ମୃତ୍ୟୁ ପ୍ରସଙ୍ଗରେ ବିଜେଡି ବିଧାୟକ…

ପୁଣି ବଢିଲା ସୁନା ଦର: ଜାଣନ୍ତୁ କେତେ ରହିଛି ଆପଣଙ୍କ ସହରରେ ଦାମ୍…

ଭୁବନେଶ୍ବର: ପୁଣି ସାମାନ୍ୟ ବଢିଲା ସୁନା ଦର । ବିବାହ ଋତୁରେ ଏବେ ସୁନା ଦର ଚିନ୍ତା ବଢାଇଥିବା ବେଳେ ଲୋକଙ୍କ ଚାହିଦା ଦେଖି ଆହୁରି ବୃଦ୍ଧି ହେବାରେ ଲାଗିଛି ସୁନା ଦର । ସୁନା ଦର ୮୦ ଡେଇଁଛି । କୁହାଯାଉଥିଲା, ଅର୍ଥନୈତିକ ରିପୋର୍ଟ ୨୦୨୫ରେ ସୁନା ଦର କମ୍ ହେବ । ଚଳିତ ଆର୍ଥିକ ବର୍ଷର…

ପୂର୍ବ ସରକାରଙ୍କୁ ଟାର୍ଗେଟ, ୫-ଟି ପୋଲ୍‌ ଖୋଲିଲେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେସନର ପ୍ରଶ୍ନ କାଳରେ ପୂର୍ବ ସରକାରଙ୍କୁ ଟାର୍ଗେଟ କଲେ ରାଜସ୍ୱ ମନ୍ତ୍ରୀ। ପୂର୍ବ ସରକାରରେ ଥିବା ୫-ଟି ର ପୋଲ୍‌ ଖୋଲିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ବିଧାୟକ ପ୍ରତାପ ଦେବଙ୍କ ପ୍ରଶ୍ନରେ ସୁରେଶ ପୂଜାରୀ କଲେ ଟାର୍ଗେଟ। ମନ୍ତ୍ରୀ କହିଲେ, ବିଗତ…

ନିର୍ମାଣ ହେବ ଆହୁରି ୫୦୦ ବାତ୍ୟା ଆଶ୍ରୟସ୍ଥଳୀ

ଭୁବନେଶ୍ବର: ରାଜ୍ୟରେ ଆଉ ୫୦୦ଟି ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ହେବ । ଯେଉଁସବୁ ବହୁମୁଖୀ ଆଶ୍ରୟ ସ୍ଥଳୀ ରହିଛି ସେଗୁଡିକର ମରାମତି ମଧ୍ୟ କରାଯିବ । ଏନେଇ ଆଜି ବିଜେଡି ବିଧାୟକ ପ୍ରତାପ ଦେବଙ୍କ ପ୍ରଶ୍ନରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କିଛି ଏପରି ଉତ୍ତର ରଖିଛନ୍ତି । ଏନେଇ ରାଜସ୍ବ…