Latest Odisha News

BREAKING NEWS

Browsing Category

ଓଡିଶା

Odisha

ବାଡ ଖାଉଥିଲା ଫସଲ: ଗଞ୍ଜେଇ ଚାଲାଣ କରି ଗିରଫ ହେଲେ ଯବାନ୍

ବୌଦ୍ଧ: ଗଞ୍ଜେଇ ଚାଲାଣ କରୁଥିଲେ ଯବାନ । ସୁରକ୍ଷା କ’ଣ ଦେବେ ସୁରକ୍ଷାରେ ନିୟୋଜିତ ଥିବା ଯବାନ ନିଜେ ହିଁ ଫସଲ ଉଜାଡୁଥିଲେ । ଗଞ୍ଜେଇ ଚାଲାଣ ଅଭିଯୋଗରେ ୩ ଯବାନଙ୍କୁ ଗିରଫ କରିଛି ବୌଦ୍ଧି ପୋଲିସ୍ । ଗିରଫ ନେଇ ସୂଚନା ଦେଇଛନ୍ତି ବୌଦ୍ଧ ଏସ୍‌ପି ରାହୁଲ ଗୋଏଲ । ତେବେ ଏଭଳି…

ଦୁର୍ବୃତ୍ତ ପଶିଲେ ଘରେ, ଲୁଟିନେଲେ କୋଟିଏ ଟଙ୍କା

କଟକ: ସାଲେପୁର ଥାନା ସୌରୀ ପଞ୍ଚାୟତ ଜାହାଙ୍ଗୀରାବାଦ ଗାଁରେ ବଡ଼ଧରଣର ଲୁଟ୍‌ । ସୋମବାର ବିଳମ୍ଵିତ ରାତିରେ ଏହି ଲୁଟ୍ ହୋଇଛି। ଝିଅ ବାହାଘର ପାଇଁ ଜମି ବିକ୍ରି କରି ରଖିଥିବା ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇଛନ୍ତି ଲୁଟେରା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।…

ବନ୍ୟଜନ୍ତୁ ଆକ୍ରମଣରେ ଗଲାଣି ୭୯୯ ଜୀବନ

ଭୁବନେଶ୍ବର: ରାଜ୍ୟରେ ଗତ ୫ ବର୍ଷରେ ବନ୍ୟଜନ୍ତୁ ଆକ୍ରମଣରେ ୭୯୯ ଜୀବନ ଗଲାଣି । ଏନେଇ ଆଜି ଗୃହରେ ତଥ୍ୟ ରଖିଛନ୍ତି ଜଙ୍ଗଲ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ । ଏନେଇ ପଦ୍ନଲୋଚନ ପଣ୍ଡାଙ୍କ ପ୍ରଶ୍ନରେ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି ।…

ଏନକାଉଣ୍ଟରରେ ୫ ହାର୍ଡକୋର ମାଓବାଦୀ ନିପାତ

ମାଲକାନଗିରି:ସୀମାନ୍ତ ଛତିଶଗଡ଼ର ବିଜାପୁର ଏବଂ ଦନ୍ତେବାଡ଼ା ସୀମାନ୍ତରେ ପୁଣି ମାଓବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ । ସୂଚନାନୁସାରେ, ଆଜି ସକାଳ ପ୍ରାୟ ୮ଟାବେଳେ ମାଓବାଦୀ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ। ଯବାନମାନେ ମଧ୍ୟ ଦୃଢ ପାଲଟା ଜବାବ ଦେଇଛନ୍ତି।…

ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ କି ବିମାନବନ୍ଦର ! ରାଉରକେଲାରେ ଏଏଆଇର ୬ ଜଣିଆ ପ୍ରତିନିଧି ଦଳ

ରାଉରକେଲା: ହେବ କି ରାଉରକେଲା ବିମାନବନ୍ଦର ର ନବକଳେବର !  ବିମାନବନ୍ଦର ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ନେଇ ନୂଆ ଆଶା ସଞ୍ଚାର ହୋଇଛି। ଭାରତୀୟ ବିମାନବନ୍ଦର ପ୍ରାଧିକରଣ(ଏଏଆଇ)ର ୬ ଜଣିଆ ପ୍ରତିନିଧି ଦଳ ଆଜି ରାଉରକେଲାରେ ପହଞ୍ଚିଛନ୍ତି। ଏହି ଦଳରେ ରହିଛନ୍ତି ଡିଜିଏମ୍‌(ସିଭିଲ୍‌)…

ଅଚଳ ଗୃହ: ବିଧାନସଭା ବାହାରେ ଧାରଣା ଦେଲେ ବିଜେଡ଼ି ଓ କଂଗ୍ରେସ 

ଭୁବନେଶ୍ୱର: ଆରମ୍ଭ ଦିନରୁ ଅଚଳ ଚାଲିଛି ଗୃହ। ଆଜିବି ସମାନ ସ୍ଥିତି। ଆଜି ବି ଚାଲି ପାରିଲା ନାହିଁ ବିଧାନସଭା । ଗୃହକାର୍ଯ୍ୟ ଆରମ୍ଭ ହେଉ ହେଉ ମୁଲତବୀ ଘୋଷଣା । ଘଣ୍ଟ-ଝାଞ୍ଜ-ପେଁକାଳୀ ବଜାଇ ପୁଣି ଗୃହ ଅଚଳ କଲେ ବିରୋଧୀ । ପ୍ରଥମେ ୧୧.୩୦ ଆଉ ପରେ ୧୨. ୩୧ ଯାଏଁ ଗୃହ ମୁଲତବି ରଖିଛନ୍ତି…

ରଥଯାତ୍ରା ପାଇଁ ପ୍ରସ୍ତୁତି: ବରଗଡ଼ରୁ ପୁରୀ ଯିବ ରଥକାଠ, ସର୍ଭେ କରିବେ ୫ଜଣିଆ ଟିମ୍‌

ପୁରୀ: ବିଶ୍ୱପ୍ରସିଦ୍ଧ ଶ୍ରୀକ୍ଷେତ୍ର ରଥଯାତ୍ରା ପାଇଁ ଚାଲିଲା ପ୍ରସ୍ତୁତି। ବରଗଡ଼଼ରୁ ପୁରୀ ଯିବ ରଥକାଠ। ବରଗଡ଼ରେ ପୁରୀ ଶ୍ରୀମନ୍ଦିରର ୫ ଜଣିଆ ଟିମ୍। ପଦ୍ମପୁର ଜଙ୍ଗଲରେ ସର୍ଭେ କରିବ ଏହି ୫ ଜଣିଆ ଟିମ୍। ପଦ୍ମପୁର ଜଙ୍ଗଲରେ ଶ୍ରୀମନ୍ଦିରର ୫ଜଣିଆ ଟିମ୍‌‌ କରିବେ ସର୍ବେକ୍ଷଣ।…

ରାସନ କାର୍ଡ ଇ-କେୱାଇସି: ଏଥିପାଇଁ କେତେ ଦେୟ ରହିଛି, ଏଜେଣ୍ଟମାନେ ଆପଣଙ୍କଠାରୁ ଅଧିକ ଆଦାୟ କରୁଛନ୍ତି କି? ନଜର…

ଭୁବନେଶ୍ୱର: ଭାରତ ସରକାରଙ୍କ ମାଗଣା ରାସନ ଯୋଜନାରେ ଲାଭ ପାଇବା ପାଇଁ ରାସନ କାର୍ଡଧାରୀମାନେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଆବଶ୍ୟକ। କେବଳ ରାସନ କାର୍ଡ ଥିବା ଲୋକମାନେ ହିଁ ଏହି ସୁବିଧା ପାଇପାରିବେ। କେନ୍ଦ୍ର ସରକାର ରାସନ କାର୍ଡ ସମ୍ବନ୍ଧୀୟ ଏକ ନୂଆ ନୀତି ଆଣିଛନ୍ତି। ଏବେ ସମସ୍ତ ରାସନ…

ଭିଜିଲାନ୍ସ ଜାଲରେ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ, ଘରୁ ବାହାରିଲା ଟଙ୍କାର ପାହାଡ଼

ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ। ଜଟଣୀ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅଫିସ୍‌ରେ ହୋଇଛି ରେଡ୍। କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀଙ୍କ ଘରେ ଚାଲିଛି ରେଡ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହେଲା ମହାସ୍ନାନ, ବନ୍ଦ ହେଲା ସାଧାରଣ ଦର୍ଶନ

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହେଲା ମହାସ୍ନାନ। ବନ୍ଦ ହେଲା ସାଧାରଣ ଦର୍ଶନ। ପାଳିଆ ସେବକଙ୍କୁ ସେବାୟତ ଛୁଇଁବାରୁ ମହାପ୍ରଭୁଙ୍କର ହେଲା ମହାସ୍ନାନ। ମଇଲମ ଚାଲିଥିବା ବେଳେ ଛୁଇଁ ଦେଇଥିଲେ ସେବାୟତ। ମହାସ୍ନାନ ନୀତି ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ସକାଳ ୬ .୫୦ ସମୟରେ…