Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ପାଇଁ ଜାରି ରହିବ ସୁଧ ମୁକ୍ତ ୠଣ ବ୍ୟବସ୍ଥା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ରାଜ୍ୟ ସରକାର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କ ପାଇଁ ସୁଧ ମୁକ୍ତ ୠଣ ବ୍ୟବସ୍ଥାକୁ ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି।…

ମୁଖ୍ୟମନ୍ତ୍ରୀଙ୍କ ବଡ ଭେଟି, ବୃଦ୍ଧି ହେଲା ଗୃହରକ୍ଷୀ ପଦବୀ

ଭୁବନେଶ୍ବର: ଯୁବବର୍ଗକୁ ମୁଖ୍ୟମନ୍ତ୍ରୀଙ୍କ ବଡ ଭେଟି । ବଢିଲା ଗୃହରକ୍ଷର ପଦବୀ ସଂଖ୍ୟା । ରାଜ୍ୟରେ  ୨୫୦୦ ନୂଆ ଗୃହରକ୍ଷୀ ପଦବୀ ସଂଖ୍ୟା ସ୍ୟୃଷ୍ଟଇ କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ଏଥିସହିତ ଖୁବଶୀଘ୍ର ଏହି ପଦବୀ…

ଓଡିଶା ଆସିବେ କେନ୍ଦ୍ର ସଡକ ମନ୍ତ୍ରୀ ଗଡକରୀ

ଭୁବନେଶ୍ବର: ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ଆସନ୍ତା ଏପ୍ରିଲ ୧୭ରେ ଓଡ଼ିଶା ଆସିବେ ନୀତିନ ଗଡ଼କରୀ । କଟକରେ ମହତାବଙ୍କ ଜୟନ୍ତୀ ଉତ୍ସବରେ ଯୋଗଦେବେ । ଏଥିସହିତ ବିଭିନ୍ନ ଏନଏଚଏଆଇ ପ୍ରକଳ୍ପର ସମୀକ୍ଷା କରିବେ । ଏହି ଗସ୍ତରେ ବରମୁଣ୍ଡା…

ଭୁବନେଶ୍ୱରରୁ ଅପହୃତ ଶିଶୁପୁତ୍ର ବାଲେଶ୍ୱରରୁ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱରରୁ ଅପହୃତ ଶିଶୁପୁତ୍ର ବାଲେଶ୍ୱରରୁ ଉଦ୍ଧାର। ବାଲେଶ୍ୱରରେ ପିଲା ଚୋରକୁ ଧରିଲା ପୋଲିସ। ଶନିବାର ବିଳମ୍ବିତ ରାତିରେ ରାମ ମନ୍ଦିର ସମ୍ମୁଖରୁ ଚୋରି ହୋଇଥିଲା ଶିଶୁ। ଦୃଷ୍ଟିବାଧିତ ମାଆ କୋଳରୁ ହୋଇଥିଲା ଶିଶୁ ଚୋରି। ଶିଶୁପୁତ୍ରକୁ ଉଦ୍ଧାର ସହ ଅପହରଣକାରୀ ଗିରଫ। ତେବେ…

ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ବୁଲିଲା ଖଣ୍ଡା, ଜଣେ ଗୁରୁତର

ସମ୍ବଲପୁର: ହନୁମାନ ଜୟନ୍ତୀରେ ସମ୍ବଲପୁର ବିରାଟ ଶୋଭାଯାତ୍ରାରେ ବୁଲିଲା ଖଣ୍ଡା। ଶୋଭାଯାତ୍ରା ଘଟିଲା ଅଘଟଣ। ଜଣେ ମହିଳା ବୁଲାଇଲେ ଖଣ୍ଡା। ଏଥିରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ମହିଳା ଜଣକ ଖଣ୍ଡା ବୁଲାଇବା ସମୟରେ ଅସାବଧାନତାରୁ ଖଣ୍ଡାଟି ତାଙ୍କ ମୁଣ୍ଡରେ ବାଜିଛି। ଫଳରେ ସମ୍ପୃକ୍ତ…

ଯାତ୍ରା ଦେଖି ଫେରିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା, ୩ ବାଇକ୍ ଆରୋହୀ ମୃତ

ସୁନ୍ଦରଗଡ଼: ଯାତ୍ରା ଦେଖି ଫେରିବାବେଳେ ମର୍ମନ୍ତୁଦ ଦୁର୍ଘଟଣା। ଚାଲିଗଲା ୩ ଜୀବନ। ସୁନ୍ଦରଗଡ଼ ବଡଗାଁ ଥାନା ମରିଚିମୁଣ୍ଡା ନିକଟରେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଗତକାଲି ଭୋର ପ୍ରାୟ ୩ଟା ସମୟରେ ରାମନବମୀ ଯାତ୍ରା ଦେଖି ଫେରୁଥିବା ବେଳେ ଘଟିଛି ଦୁର୍ଘଟଣା। ୩ ବାଇକ…

ଆଗାମୀ ୭ ଦିନ ଯାଏଁ କାଳବୈଶାଖୀ ବର୍ଷା! ଆଜି ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୭ ଦିନ ଯାଏଁ କାଳବୈଶାଖୀ ଜାରି ରହିବ। ପଶ୍ଚିମାଝଡ଼ ଓ ଟ୍ରଫ ଲାଇନ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆଗାମୀ ୭ ଦିନ ଯାଏଁ ବର୍ଷା ହେବ। ଏନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ଆଜି ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।…

ନରିଙ୍କ ପରେ ଦୟାଙ୍କୁ ଯାତ୍ରାରୁ କରାଗଲା ବାସନ୍ଦ, ଜାଣନ୍ତୁ କଣ ରହିଛି କାରଣ…

ଭୁବନେଶ୍ୱର: ଓଡ଼ିଶାର ଯାତ୍ରା ଜଗତରେ ଏକ ନାଟକୀୟ ମୋଡ଼ ଦେଖାଦେଇଛି। ଖ୍ୟାତନାମା କମେଡ଼ିଆନ୍‌ ନରି ପଣ୍ଡାଙ୍କ ପରେ ଦୟାନିଧି ଉପାଧ୍ୟାୟାଙ୍କୁ ବାସନ୍ଦ କରାଯାଇଛି। ଯାତ୍ରା ସ୍କ୍ରିପ୍ଟର ଗୁଣବତ୍ତାକୁ ନେଇ ସେ ସୋଶିଆଲ ମିଡିଆରେ ଖୋଲାଖୋଲି ସମାଲୋଚନା କରିବାରୁ ଦୟାନିଧିଙ୍କୁ ସୋମବାର ଓଡ଼ିଶା…

ଭଦ୍ରକରେ ବଡ଼ ଅଘଟଣ, ଡିଜେ ବାଜୁଥିବା ସମୟରେ ୧୧ କେଭି ତାର ଲାଗି ଦୁଇ ମୃତ

ଭଦ୍ରକ: ଭଦ୍ରକ ଜିଲ୍ଲାର ତିହିଡ଼ି ବ୍ଲକ ଅନ୍ତର୍ଗତ ନୂଆନନ୍ଦ ଗାଁରେ ପାଟୁଆ ଯାତ୍ରା ଚାଲିଥିବା ବେଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଡିଜେ ବାଜୁଥିବା ସମୟରେ ଏକ ଡିଜେ ଗାଡ଼ି ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୪ ଜଣ ଗୁରୁତର ଆହତ…

ଭାରତ ଇତିହାସର ରହସ୍ୟମୟ ସମ୍ପ୍ରଦାୟ ଆଜିବିକା, ଓଡ଼ିଶାର ଗୁମ୍ଫାରେ ରହୁଥିଲେ ଏମାନେ

ଆଜିବିକା ସମ୍ପ୍ରଦାୟ ଭାରତୀୟ ଇତିହାସରେ ଏକ ରହସ୍ୟମୟ ଓ ଅନନ୍ୟ ଧାର୍ମିକ ସମ୍ପ୍ରଦାୟ। ଯାହା ଖ୍ରୀଷ୍ଟପୂର୍ବ ୬ଷ୍ଠ ଶତାବ୍ଦୀ ସମୟରେ ଜୈନ ଓ ବୌଦ୍ଧ ଧର୍ମ ସହିତ ଏକକାଳୀନ ଉତ୍ଥାନ ଲାଭ କରିଥିଲା। ଏହି ସମ୍ପ୍ରଦାୟର ପ୍ରତିଷ୍ଠାତା ଥିଲେ ମକ୍ଖଲି ଗୋସାଳ (ମସ୍କାରୀ ଗୋଶାଳକ), ଯିଏକି ସେତେବେଳର…