Latest Odisha News

BREAKING NEWS

Browsing Category

ଓଡିଶା

Odisha

ହଟିବ ଟ୍ରାଫିକ ସମସ୍ୟା; ପଳାଶୁଣିରେ ଗଙ୍ଗୁଆ ନାଳ ଉପରେ ହେବ ୬ ଲେନ୍ ରାସ୍ତା

ଭୁବନେଶ୍ୱର: ଦୂର ଦେବାକୁ ଯାଉଛି ଭୁବନେଶ୍ବର ପଳାଶୁଣିର ଦୀର୍ଘ ବର୍ଷର ଟ୍ରାଫିକ୍ ସମସ୍ୟା। ଗଙ୍ଗୁଆ ନାଳ ଉପରେ ୬ ଲେନ୍ ବିଶିଷ୍ଟ ରାସ୍ତା ନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ।…

ବିଧାନସଭାକୁ ମୋବାଇଲ ନେବେ ସାମ୍ବାଦିକ ହେଲେ ଭିଡିଓଗ୍ରାଫି ଉପରେ ରୋକ

ଭୁବନେଶ୍ୱର: ବିଧାନସଭାରେ ହଟିଲା ସାମ୍ବାଦିକଙ୍କ ମୋବାଇଲ କଟକଣା । ସାମ୍ବାଦିକମାନେ ଆନ୍ଦୋଳନ କରିବା ପରେ ନିଷ୍ପତ୍ତି ବଦଳାଇଲେ ସରକାର । ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ବୁଝାସୁଝା ପରେ ଧାରଣାରୁ ଓହରିଛନ୍ତି ସାମ୍ବାଦିକ ମାନେ । କଟକଣା ଉଠିଥିଲେ ମଧ୍ୟ ମିଡିଆ ଗ୍ୟାଲେରୀରେ ଫଟୋ…

ରାଜ୍ୟରେ ଦୈନିକ ୩ କୋଟି ଅଣ୍ଡାର ଆବଶ୍ୟକତା ରହିଛି: ମନ୍ତ୍ରୀ

ଭୁବନେଶ୍ଵର: ରାଜ୍ୟରେ ଆହୁରି ଅଣ୍ଡାର ଆବଶ୍ୟକତା ଅଛି । ରାଜ୍ୟରେ ପ୍ରତିଦିନ ରାଜ୍ୟରେ କୋଟିଏ ୧୦ ହଜାର ଅଣ୍ଡା ଉତ୍ପାଦନ ହେଉଛି ସତ ହେଲେ ଦୈନିକ ଆହୁରି ୩ କୋଟି ଅଣ୍ଡାର ଆବଶ୍ୟକତା ରହିଛି ବୋଲି ବିଧାନସଭାରେ ପ୍ରଶ୍ନକାଳ ସମୟରେ ଏହି ଉତ୍ତର ରଖିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ…

ରାସନକାର୍ଡକୁ ନେଇ ବଡ ତଥ୍ୟ ରଖିଲେ ଯୋଗାଣମନ୍ତ୍ରୀ

ଭୁବନେଶ୍ଵର: ରାଜ୍ୟରେ ୮୦ ହଜାରରୁ ଅଧିକ ଲୋକଙ୍କ ପାଖରେ ନାହିଁ ରାସନକାର୍ଡ । ରାଜ୍ୟରେ କେତେ ଭୂତ ରାସନକାର୍ଡ ଚିହ୍ନଟ ହେଲାଣି ବୋଲି ଗୃହରେ ପ୍ରଶ୍ନ ଉଠିଥିବାବେଳେ ଏନେଇ ଗୃହରେ ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ପାତ୍ର । ମନ୍ତ୍ରୀ କୃଷ୍ଣ ପାତ୍ରଙ୍କ…

ବିଚ୍ ରାସ୍ତାରେ ହାଇଡ୍ରାମା, ଗିରଫ କରିବାକୁ ଆସି ନାକେଦମ ହେଲା ଛତିଶଗଡ଼ ପୋଲିସ

ବରଗଡ଼: ୱାରେଣ୍ଟଙ୍କୁ ଗିରଫ କରିବାକୁ ଆସି ଓଡି଼ଶାରେ ନାକେଦମ ହେଲା ଛତିଶଗଡ଼ ପୋଲିସ। ବିଚ୍ ରାସ୍ତାରେ ଚାଲିଲା ହାଇଡ୍ରାମା। ବରଗଡ଼ ସହରରେ ହଟ୍ଟହଟ୍ଟା ହେଲା ଛତିଶଗଡ଼ ପୋଲିସ। ୱାରେଣ୍ଟଙ୍କୁ ଗିରଫ କରିବାକୁ ଆସି ହେଲା ନାକେଦମ। ଏକ ମାମଲାରେ ବରଗଡ଼ର ରୂପେଶ ଝାମରଙ୍କ ନାଁରେ ୱାରେଣ୍ଟ ଥିବା ନେଇ…

ଅସମ୍ଭାଳ ତାତି; ଦିନ ସାଢ଼େ ୧୧ ସୁଦ୍ଧା ୩୭ ଟପିଲା ଝାରସୁଗୁଡ଼ା ତାପମାତ୍ରା

ଭୁବନେଶ୍ୱର: ଆକାଶରୁ ହେବ ଅଗ୍ନିବର୍ଷା। ସାରା ରାଜ୍ୟରେ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଆସନ୍ତା ୨ ଦିନ ଅଗ୍ନିବର୍ଷା ନେଇ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ରାଜ୍ୟରେ ଗତ କିଛିଦିନ ହେଲା ଅଧିକାଂଶ ସ୍ଥାନରେ ତାପମାତ୍ରା ୩୭ ଡିଗ୍ରୀ…

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ, ହାଇକୋର୍ଟରେ ଶୁଣାଣି

ପୁରୀ: ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ନେଇ ଆଜି (ବୁଧବାର) ହାଇକୋର୍ଟରେ ଶୁଣାଣି। ଚାବି ହଜିବା ନେଇ ହୋଇଥିବା ରଘୁବୀର ଦାସ ତଦନ୍ତ କମିଶନ ରିପୋର୍ଟ ଉପରେ ସରକାର ନିରବ ରହିଥିବାରୁ ହାଇକୋର୍ଟରେ ଏନେଇ ଶୁଣାରି ସମୟରେ ଅଧିକ ସରଗରମ ହେବ। ଏହି ରିପୋର୍ଟ ଉପଯୁକ୍ତ ସମୟରେ ବିଧାନସଭାରେ…

ଗୃହ ବୟକଟ୍ କରିଥିବା କଂଗ୍ରେସ ସଦସ୍ୟଙ୍କୁ ବୁଝାସୁଝା କରୁଛି ଶାସକ ଦଳ

ଭୁବନେଶ୍ଵର: ବିଧାନସଭାରୁ ୭ ଦିନ ପାଇଁ ନିଲମ୍ବିତ ହୋଇଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ତାରାଙ୍କୁ ବାଚସ୍ପତି ସୁରମା ପାଢ଼ୀ ନିଲମ୍ବନ କରିଥିବାରୁ ଏହାର ପ୍ରତିବାଦରେ କଂଗ୍ରେସ ବିଧାୟକମାନେ ବିଧାନସଭା ନ ଯିବାକୁ ନିଷ୍ପତ୍ତି ନେଇଛନ୍ତି । ବିଧାନସଭା ଚାଲିଥିବାବେଳେ ଗୃହ…

ଆଠଗଡ ବନଖଣ୍ଡରେ ହାତୀ ଶାବକ ମୃତ

କଟକ: ଆଠଗଡ ବନଖଣ୍ଡରେ ଆଖି ବୁଜିଲା ହାତୀ ଶାବକ। ଅସୁସ୍ଥ ଥିବାରୁ ହାତୀ ଶାବକର ଚାଲିଥିଲା ଚିକିତ୍ସା। ହେଲେ ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ଛୁଆ ହାତୀର ଜୀବନ। ହାତୀ ଶାବକଟିର ବ୍ୟବଚ୍ଛେଦ କରାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ। କଟକ ଡିଲ୍ଲା…

ଦୁଇ ଦିନିଆ ଓଡ଼ିଶା ଗସ୍ତର ଆସିବେ ଶାହା

ଭୁବନେଶ୍ଵର: ଦୁଇ ଦିନିଆ ଓଡ଼ିଶା ଗସ୍ତର ଆସିବେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଆସନ୍ତା ୨୨ ତାରିଖରେ ଆସିବେ ଅମିତ ଶାହ । ବିଭିନ୍ନ ସରକାରି ପ୍ରକଳ୍ପର ଶିଳାନ୍ୟାସରେ ଯୋଗ ଦେବେ ଗୃହ ମନ୍ତ୍ରୀ । ଏହା ସହ ଦଳୀୟ ନେତାଙ୍କୁ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।…