Latest Odisha News

BREAKING NEWS

Browsing Category

ଓଡିଶା

Odisha

୧୨ରେ ବସିବ ବିଜେଡି ବିଧାୟକ ଦଳ ବୈଠକ

ଭୁବେନଶ୍ବର: ୧୨ରେ ବସିବ ବିଜେଡି ବିଧାୟକ ଦଳ ବୈଠକ। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନରେ ଏହି ବୈଠକ ଅନୁଷ୍ଠିତ ହେବ। ସୂଚନା ଅନୁଯାୟୀ, ଶଙ୍ଖ ଭବନରେ ଏହି ବୈଠକ ବସିବାକୁ ଥିବାବେଳେ ବିଧାନସଭା ପାଇଁ ରଣନୀତି ପ୍ରସ୍ତୁତ କରାଯିବ ବୋଲି ଜଣାପଡିଛି। ସେପଟେ…

କୋଣାର୍କ ସୂର୍ଯ୍ୟ ମନ୍ଦିର ନିକଟରେ ଜଳିଗଲା ୧୩ ଦୋକାନ

ପୁରୀ: କୋଣାର୍କ ମନ୍ଦିର ସାମ୍ନାରେ ବସିଥିବା ୧୩ଟି ଉଠା ଦୋକାନ ଜଳିପୋଡି ପାଉଁଶ ହୋଇଯାଇଛି । ରବିବାର ଦିନ ବିଳମ୍ବିତ ରାତିରେ ବାଉଁଶ ଜରିପାଲରେ ବନ୍ଧା ଅସ୍ଥାୟୀ ଦୋକାନ ଗୁଡ଼ିକରେ ନିଆଁ ଲାଗି ଯାଇଥିଲା । ହସ୍ତଶିଳ୍ପ ଦୋକାନ ସହ କିଛି ଜଳଖିଆ ଦୋକାନ ମଧ୍ୟ ଜଳି ଯାଇଛି । ନିଆଁ ଲାଗିବା ପରେ…

ମରଣଯନ୍ତା ରାସ୍ତା ମରାମତି ଦାବିରେ ଆଜି ବିନିକା ବନ୍ଦ

ସୁବର୍ଣ୍ଣପୁର:ମରଣଯନ୍ତା ରାସ୍ତା ମରାମତି ଦାବିରେ ବନ୍ଦ ପାଳନ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ମୁଖ୍ୟ ରାସ୍ତା ମରାମତି ଦାବିରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଆଜି ବନ୍ଦ ପାଳନ କରାଯାଉଛି। ଆଜି ବିନିକାକୁ ୮ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବିନିକା ସଚେତନ ନାଗରିକ ମଞ୍ଚ ।…

ଦୀର୍ଘ ୮ ବର୍ଷ ପରେ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ବ୍ରାହ୍ମଣ ନିଯୋଗ କର୍ମକର୍ତ୍ତା ନିର୍ବାଚନ

ଭୁବନେଶ୍ୱର: ଦୀର୍ଘ ୮ବର୍ଷ ପରେ ରବିବାର ଦିନ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ବ୍ରାହ୍ମଣ ନିଯୋଗ ସମିତିର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଛି । ବିଧିବଦ୍ଧ ଭାବେ ନୂତନ ବୋର୍ଡ଼ ଗଠନ କରାଯାଇ କର୍ମକର୍ତ୍ତା ନିର୍ବାଚନ ହୋଇଛି । ନାରାୟଣ ମହାପାତ୍ର ବ୍ରାହ୍ମଣ ନିଯୋଗର ନୂତନ ସଭାପତି ଭାବେ…

ଅନଲାଇନ ଅଟୋ ବୁକ୍, ଚାଳକଙ୍କୁ ଅତର୍କିତ ଆକ୍ରମଣ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ବଢିବାରେ ଲାଗିଛି ଚୋରି, ଡକାୟତି, ହତ୍ୟା, ନିଶା କାରବାର ଭଳି ହିଂସାତ୍ମକ ଗତିବିଧି। ପୋଲିସର ସମସ୍ତ ବ୍ୟବସ୍ଥାକୁ ଅପରାଧୀମାନେ ଏହାକୁ ଖାତିର କରୁ ନାହାନ୍ତି। ଭରତପୁର ଥାନା ଅଞ୍ଚଳରେ ଆଜି ସନ୍ଧ୍ୟାରେ ଜଣେ ଅଟୋ ଚାଳକଙ୍କୁ ପ୍ରାଣାନ୍ତକ ଆକ୍ରମଣ…

ବସନ୍ତ ପଞ୍ଚମୀରେ ଅନୁକୂଳ ହେଲା ରଥକାଠ

ପୁରୀ: ଆସନ୍ତା ରଥଯାତ୍ରା ପାଇଁ ରଥକାଠର ଅନୁକୂଳ ଆଜି ପବିତ୍ର ଶ୍ରୀପଞ୍ଚମୀ ଅବସରରରେ ହୋଇଛି। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଥିବା ରଥଖଳାରେ ୩ ଟି ଧଉରା କାଠ ରଖାଯାଇ ପୂଜାର୍ଚ୍ଚନା କରାଯାଇଛି। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମା ସରସ୍ୱତୀଙ୍କ ପୂଜାର୍ଚ୍ଚନା…

‘ମଧୁ ବର୍ଣ୍ଣବୋଧ’ର ଡିଜିଟାଲ କପି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର: ଭକ୍ତକବି ମଧୁସୂଦନ ରାଓ ଛବିଳ ମଧୁ ବର୍ଣ୍ଣବୋଧ ବହି ପ୍ରକାଶ କରି ରାଜ୍ୟ ପାଇଁ ଗୌରବ ଆଣିଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ‘ବର୍ଣ୍ଣବୋଧ’ର ପୁନଃମୁଦ୍ରିତ ସଂସ୍କରଣ ଓ ଏହାର ଡିଜିଟାଲ କପି ଉନ୍ମୋଚନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ…

ବ୍ୟାଟେରୀ ବିସ୍ଫୋରଣ ଘଟି ୨ ଶିଶୁ ଗୁରୁତର

ବଲାଙ୍ଗିର: ବଲାଙ୍ଗୀରରେ ରବିବାର ଏକ ଅବ୍ୟବହୃତ ବ୍ୟାଟେରୀ ବିସ୍ଫୋରଣ ହେବାରୁ ଦୁଇ ଜଣ ଶିଶୁ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଜିଲ୍ଲାର ପାଟନାଗଡ଼ ଥାନା ଅନ୍ତର୍ଗତ ପାଡିଲ୍ ଗାଁରେ ଏହି ଘଟଣା ଘଟିଛି। ରଞ୍ଜିତ ଦଳେଇ ଏବଂ ଜବାହର ସନଦ ନାମକ ଦୁଇ ଶିଶୁ ଏକ ଅବ୍ୟବହୃତ ବ୍ୟାଟେରୀ ପାଇ…

ମାଘ ସପ୍ତମୀ ପାଇଁ ପୁରୀରେ ଟ୍ରାଫିକ କଟକଣା, ଜାଣନ୍ତୁ… 

ପୁରୀ: ପବିତ୍ର ମାଘ ସପ୍ତମୀରେ ବୁଡ଼ ପକାଇବା ପାଇଁ ଚନ୍ଦ୍ରଭାଗାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଯାହାକୁ ନଜରରେ ପୁରୀ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି। ଜାଣନ୍ତୁ ଯାନବାହାନ ପାଇଁ କଣ ରହିଛି ଟ୍ରାଫିକ କଟକଣା... ମାଘ ସପ୍ତମୀରେ ଭିଡ଼କୁ ନଜରରେ ରଖି ବ୍ୟାପକ…

ମହୁ ମାଛି ଆକ୍ରମଣରେ ୨୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଆହତ

କଳାହାଣ୍ଡି: ମହୁ ମାଛି ଆକ୍ରମଣରେ ୨୦ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଆହତ ହୋଇ ଥିବା ଜଣାପଡିଛି । ଏଭଳି ଖବର ଆସିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ଉପକଣ୍ଠ ଦୁଆରଶୁଣି ଗ୍ରାମରୁ । ଏକ ଘରୋଇ ସ୍କୁଲରେ ହଠାତ୍ ଛାତ୍ର ଛାତ୍ରୀ ମାନଙ୍କୁ ମହୁ ମାଛି ଆକ୍ରମଣ କରି ଥିଲା । ଆଜି ବସନ୍ତ ପଞ୍ଚମୀ…