Latest Odisha News

BREAKING NEWS

Browsing Category

ଓଡିଶା

Odisha

ଗିରଫ ହେଲେ କୋଟିପତି ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ବିଶ୍ଵଦର୍ଶୀ ସାହୁ

ବଣାଇ: ଗିରଫ ହେଲେ ବଣେଇ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ବିଶ୍ଵଦର୍ଶୀ ସାହୁ। ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ଏହାପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ । ସୂଚନା ଅନୁସାରେ, ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଇଟିଡିଏ ପ୍ରକଳ୍ପ ଅଧିକାରୀ ବିଶ୍ବଦର୍ଶୀ…

ନିର୍ବାଚନ କମିଶନର ଭାବେ ଦାୟିତ୍ବ ନେଲେ ମଧୁସୂଦନ ପାଢ଼ୀ

ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ବ ନେଲେ ମଧୁସୂଦନ ପାଢ଼ୀ। ଭୁବନେଶ୍ୱର ତୋଷାଳି ଭବନରେ ଥିବା କାର୍ଯ୍ୟାଳୟରେ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ମଧୁସୂଦନ ପାଢ଼ୀ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରଛନ୍ତି। ପୂର୍ବତନ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ…

କଣାସରେ ଝାଡ଼ାବାନ୍ତି ନେଲା ଆଉ ଏକ ଜୀବନ; ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି

ଭୁବନେଶ୍ୱର: ପୁରୀ ଜିଲ୍ଲାର କଣାସ ବ୍ଲକରେ ପ୍ରଦ୍ୟୁଷିତ ଜଳ ପିଇ ଡ଼ାଇରିଆ ବ୍ୟାପିବା ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି । ଫଳରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ମୃତକ ହେଲେ କଣାସ ବ୍ଲକର ଜାଗୁଳେଇପଦର ଗ୍ରାମର ବାସିନ୍ଦା କୃଷ୍ଣ ବେହେରାଙ୍କ ପତ୍ନୀ ଜହ୍ନି ବେହେରା । ସେ ଡାଇରିଆରେ…

ଅଲିଭରିଡଲେଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ, ପ୍ରଥମ ଦିନରେ ୧୮୫ ଅଣ୍ଡା ସଂଗ୍ରହ

କୋଣାର୍କ: ଆରମ୍ଭ ହୋଇଛି ବିରଳ ପ୍ରଜାତି ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ପ୍ରକିୟା । କୋଣାର୍କ ଚନ୍ଦ୍ରଭାଗା ସମୁଦ୍ର ଉପକୂଳରୁ ଗୁରୁବାର ବିଲମ୍ବିତ ରାତିରେ ପ୍ରଥମ କରି ଦୁଇଟି ଅଲିଭରିଡଲେ ୧୮୫ଟି ଅଣ୍ଡା ଦେଇଥିବା ଦେଖିବାକୁ ମିଳିଛି । ଏହି ସମସ୍ତ ଅଣ୍ଡାକୁ ସଂଗୃହିତ କରାଯାଇ ଚନ୍ଦ୍ରଭାଗା…

ଛାତ୍ରାବାସରୁ ୧୫ ଛାତ୍ର ପଳାଇଯିବା ଘଟଣାରେ ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ

ରାଉରକେଲା: ସୁନ୍ଦରଗଡ ଜିଲ୍ଲା ବଣାଇ ଉପଖଣ୍ଡ ମହୁଲପଦା ଥାନା ଅନ୍ତର୍ଗତ ସିହିଡିଆ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ଛାତ୍ରାବାସରୁ ୧୫ ଜଣ ଛାତ୍ର ଫେରାର ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବଣାଇ ବିଇଓ ସୁନୀଲ ମୁଣ୍ଡୁ । ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଦ୍ରୌପଦୀ…

ଆକ୍ସନ ମୋଡରେ ପୋଲିସ, ଦୁଇ ଦିନ ଧରି ଶିମିଳିପାଳ ଅଭୟାରଣ୍ୟରେ ଚାଲିଛି ବଡ଼ ଧରଣର ରେଡ

କରଞ୍ଜିଆ: ଆକ୍ସନ ମୋଡରେ ଯଶିପୁର ପୋଲିସ। ଶିମିଳିପାଳ ଅଭୟାରଣ୍ୟ ଭିତରେ ଚାଲିଛି ବେଆଇନ୍ ଅଫିମ ଚାଷ । ଏହି ଖବର ପାଇବା ପରେ ଦୁଇ ଦିନ ଧରି ଚାଲିଛି ବଡ଼ ଧରଣର ରେଡ। ଏକ କୋଟିରୁ ଅଧିକ ଟଙ୍କାର ଅଫିମ ଗଛ ଜବତ ହୋଇଛି। ଶିମିଳିପାଳ ଓ ଏହାର ପାଦଦେଶରେ ଦୁଇ ଦିନ ଧରି ବଡ଼ ଧରଣର ରେଡ଼ ହୋଇଛି।…

ଯୁକ୍ତ ତିନି ପ୍ରଶ୍ନପତ୍ର ଲିକ୍ ମାମଲାରେ ଛାତ୍ରଙ୍କ ସମେତ ୧୨ ଗିରଫ

ବରଗଡ଼: ବରପାଲି ମହାବିଦ୍ୟାଳୟରେ ଯୁକ୍ତ ତିନି ଥାର୍ଡ ସେମିଷ୍ଟାର ପରୀକ୍ଷାର ପଲିଟିକାଲ ସାଇନ୍ସ ବିଷୟର ପ୍ରଶ୍ନପତ୍ର ଲିକ ମାମଲା ଏବେ ଚାଞ୍ଚଲ୍ୟ ଖେଳାଇଛି। ଏହି ମାମଲାରେ ୧୨ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୧୦ ଜଣ କଲେଜ ଛାତ୍ର ରହିଥିବା ସୂଚନା ମିଳିଛି। ସେହିପରି…

ରାଜ୍ୟର ପ୍ରତି ଜିଲ୍ଲାରେ ସ୍ଥାପନ ହେବ ୫୦ ଶଯ୍ୟା ବିଶିଷ୍ଟ ମଲ୍ଟିସ୍ପେସିଆଲିଟି ହସ୍ପିଟାଲ୍

ଭୁବନେଶ୍ୱର: ରାଜ୍ୟର ପ୍ରତି ଜିଲ୍ଲାରେ ୫୦ ଶଯ୍ୟା ବିଶିଷ୍ଟ ମଲ୍ଟିସ୍ପେସିଆଲିଟି ହସ୍ପିଟାଲ୍ ସ୍ଥାପନ କରାଯିବ। ଏହି ପ୍ରସ୍ତାବକୁ ଗୃହୀତ କରିଛନ୍ତି ରାଜ୍ୟ ସରକାର। ରାଜ୍ୟରେ ସ୍ୱାସ୍ଥ୍ୟ ସେବାକୁ ତ୍ୱରାନ୍ୱିତ କରିବା ନିମନ୍ତେ ସମ୍ ହେଲ୍‌ଥ କେୟାର ସର୍ଭିସେସ୍ ପକ୍ଷରୁ ଏହି ଯୋଜନା ହାତକୁ…

ସରିଗଲା ଶୀତ: ଆରମ୍ଭ ହେଲାଣି ଖରା, ବଢୁଛି ଦିନ ସହ ରାତିର ତାପମାତ୍ରା

ଭୁବନେଶ୍ବର: ଶୀତଋତୁରେ ଶୀତ ଉଭାନ। ରାଜ୍ୟରେ ନାହିଁ ସେମିତି ଥଣ୍ଡା। ସରିଗଲା ଶୀତ। ମାଘ ମାସ ଆହୁରି ୧୫ଦିନ ପରେ ‌ସରିବ। କିନ୍ତୁ ମାଘମାସରେ ଶୀତ କି ଜାଡ଼ ନାହିଁ। ବଢିଲା ଦିନ ସହ ରାତିର ତାପମାତ୍ରା। ରାଜ୍ୟରେ ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ୟ୍ୟନ୍ତ ବୃଦ୍ଧି ପାଇଛି ତାପମାତ୍ରା ।…

ଓଡ଼ିଶାରେ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ସହ ଶୀତଳ ଭଣ୍ଡାର ସ୍ଥାପନ କରିବାକୁ ଗୁଜୁରାଟ କମ୍ପାନୀ ଆଗ୍ରହୀ

ଭୁବନେଶ୍ୱର: ଉତ୍କର୍ଷ ଓଡ଼ିଶା କନକ୍ଲେଭ ସଫଳତାର ସହ ଶେଷ ହୋଇଛି । ହେଲେ ଏହା ପରେ ମଧ୍ୟ ଓଡ଼ିଶାକୁ ନିବେଶକଙ୍କ ସୁଅ ଛୁଟିଛି । ବର୍ତ୍ତମାନ ଗୁଜୁରାଟର ଫଣିଧର ଗ୍ରୁପ ଓଡ଼ିଶାରେ ନିବେଶ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଏହି ଗ୍ରୁପ ଓଡ଼ିଶାରେ ଶୀତଳ ଭଣ୍ଡାର କରିବା ସହିତ ଖାଦ୍ୟ…