Latest Odisha News

BREAKING NEWS

Browsing Category

ଓଡିଶା

Odisha

ମୁହାଁମୁହିଁ ତାରା-ଜୟନାରାୟଣ, ବିରୋଧି ଶାସକ ହାତାହାତି

ଭୁବନେଶ୍ଵର: ଗୃହ ଭିତରେ ମୁହାଁମୁହିଁ ଶାସକ ବିରୋଧି । ଚାଲି ପାରିଲାନି ଗୃହ କାର୍ଯ୍ୟ । ୧୨ ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି । ସେପଟେ ଗୃହରେ ଜୟନାରାୟଣ ମିଶ୍ର ଓ ତାରା ବାହିନୀପତିଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ଉପୁଜିଛି । ବିଧାନସଭା ପ୍ରଶ୍ନୋତ୍ତର ଚାଲିଥିବା ବେଳେ ଦୁଇ ବିଧାୟକ…

୧୬ ବର୍ଷ ପରେ ବିରଳ ସଂଯୋଗ, ମହୋଦଧିରେ ପବିତ୍ର ଗୋବିନ୍ଦ ଦ୍ଵାଦଶୀ ବୁଡ ପକାଉଛନ୍ତି ଶ୍ରଦ୍ଧାଳୁ

ପୁରୀ: ଆଜି ପବିତ୍ର ଗୋବିନ୍ଦ ଦ୍ଵାଦଶୀ । ଏହି ଅବସରରେ ଶତାଧିକ ସେବାୟତ, ସାଧୁସନ୍ଥ, ମଠ ମହନ୍ତଙ୍କ ସହିତ ଶ୍ରଦ୍ଧାଳୁ ମାନେ ମଧ୍ୟ ପୁରୀ ମହୋଦଧିରେ ବୁଡ଼ ପକାଇଛନ୍ତି। ଅଜଣାତରେ ହୋଇଥିବା ପାପକୁ ନାଶ କରିବାକୁ ଆଜିର ଦିନରେ ମହୋଦଧୀରେ ବୁଡ ପକାଇବା ପରମ୍ପରା ରହିଛି। ଦୀର୍ଘ ୧୬ ବର୍ଷ ପରେ ଆଜି…

ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ ବେଳେ ମାଡ଼ିବସିଲା ପୋଲିସ

ବଲାଙ୍ଗିର: ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣବେଳେ ମାଡ଼ିବସିଲା ପୋଲିସ। ଗଞ୍ଜେଇ ଚାଲାଣ ହେଉଥିବା ଆମ୍ବୁଲାନ୍ସକୁ ବଲାଙ୍ଗିର ଟାଉନଥାନା ପୋଲିସ ଗୋଡ଼ାଇ ଗୋଡ଼ାଇ ଧରିଥିଲା। ୧୮ଶହ ବୋତଲ କଫ୍‌‌ସିରଫ, ଆମ୍ବୁଲାନ୍ସ ସହ ଗୋଟିଏ ସ୍କୁଟି ପୋଲିସ ଜବତ କରିଛି। ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ…

ହାତକୁ ଦି ହାତ ହେବେ ଅନୁଭବ-ଜାଗ୍ରତି, ଦିଲ୍ଲୀରେ ହେବ ଡେଷ୍ଟିନେସନ୍ ୱେଡିଂ

ଭୁବନେଶ୍ଵର: ଦୀର୍ଘ ଦିନର ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ସରିଲା ନିର୍ବନ୍ଧ, ଆଜି ପଡିବ ହାତଗଣ୍ଠି। ଦ୍ବିତୀୟ ଇନିଂସ ଆରମ୍ଭ କରିବେ ଓଲିଉଡ୍ ଅଭିନେତା ଅନୁଭବ ମହାନ୍ତି। ଦିଲ୍ଲୀର ଜାଗ୍ରତି ଶୁକ୍ଲାଙ୍କ ହାତ ଧରିବେ କଟକର ବାଳୁଙ୍ଗା ଟୋକା। ଦିଲ୍ଲୀର ଏକ ମନ୍ଦିରରେ ହେବ ଡେଷ୍ଟିନେସନ୍…

ବାହା ହେବେ ବିଜେଡି ନେତା ପ୍ରଦୀପ ମାଝୀ, ଗୋଆରେ ହେବ ଡେଷ୍ଟିନେସନ ୱେଡିଂ

ଭୁବନେଶ୍ୱର: ବାହା ହେବେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ । ଗୋଆରେ ହେବ ଡେଷ୍ଟିନେସନ ୱେଡିଂ। ଆସନ୍ତା ୧୨ ତାରିଖରେ ଗୋଆସ୍ଥିତ ପାଞ୍ଜିମରେ ତାଙ୍କ ବିବାହ ଉତ୍ସବର ଆୟୋଜନ କରାଯାଇଛି। ଏନେଇ ନିଜେ ସୂଚନା ଦେଇଛନ୍ତି ବରିଷ୍ଠ ନେତା ପ୍ରଦୀପ ମାଝୀ । କେନ୍ଦ୍ରାପଡ଼ାର ଝିଅ ସୁଶ୍ରୀ ସଙ୍ଗୀତା…

ଏବର୍ଷ ୨ ପରାଗ, ୨ ଗ୍ରହଣ: ମାର୍ଚ୍ଚ ୧୪ରେ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ, ଭାରତ ଉପରେ ପଡିବ କି ପ୍ରଭାବ?

ଭୁବନେଶ୍ୱର: ଚଳିତ ବର୍ଷ ମୋଟ ୪ଟି ପରାଗ ଓ ଗ୍ରହଣ ସଂଗଠିତ ହେବ। ଦୁଇଟି ଆଶିଂକ ସୂର୍ଯ୍ୟପରାଗ ଏବଂ ଦୁଇଟି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ। ସେଥିମଧ୍ୟରୁ କେବଳ ଗୋଟିଏ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ। ଅର୍ଥାତ ୨୦୨୫ ରେ ୨ ପରାଗ, ୨ ଗ୍ରହଣ ହେବ। ବର୍ଷର ପ୍ରଥମ…

ସବୁ ଜିଲ୍ଲାରେ ଲକ୍ଷପତି ଦିଦି କର୍ମଶାଳା: ପ୍ରତ୍ୟେକ ଜିଲ୍ଲାର କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ଙ୍କୁ ନେଇ ବୈଠକ

ଭୁବନେଶ୍ୱର: ଆଜି ରାଜ୍ୟର ପ୍ରତି ଜିଲ୍ଲାରେ ଆୟୋଜିତ ହେବ ଲକ୍ଷପତି ଦିଦି କର୍ମଶାଳା। ଲକ୍ଷପତି ଦିଦି କାର୍ଯ୍ୟକ୍ରମକୁ ମିଶନ ମୋଡରେ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଉପମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପ୍ରତ୍ୟେକ ଜିଲ୍ଲାର କମ୍ୟୁନିଟି ସପୋର୍ଟ…

ରାଜ୍ୟରେ କଲବଲ କରିବ ତାତି: ୧୩ ଓ ୧୪ରେ ବଢ଼ିବ ଗ୍ରୀଷ୍ମ ପ୍ରକୋପ, ୬ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ୱର: ରାଜ୍ୟରେ ପୁଣି ବଢ଼ିଲା ତାତି। ତାତିର ତାଉରେ ଜଳିବ ପଶ୍ଚିମ ଓଡ଼ିଶ । ରାଜ୍ୟରେ ପ୍ରଚଣ୍ଡ ଖରା ସହ କଲବଳ କରାଣି ତାତି। ୩ରୁ ୪ ଦିନ ହେବ ତାତି ସାମାନ୍ୟ କମ ଥିବା ବେଳେ ଗତକାଲିଠାରୁ ପୁଣି ବଢିଛି ତାତି। ଏନେଇ ହିଟୱେବ ବା ଗ୍ରୀଷ୍ମ ପ୍ରବାହ ସତର୍କତା ଜାରି କରିଛି ପାଣିପାଗ ବିଭାଗ।…

ପୋଲିସ ଓ ଗୋ ଚାଲାଣକାରୀଙ୍କ ମଧ୍ୟରେ ଗୁଳିବିନିମୟ, ୨ ଅପରାଧୀ ଆହତ

ସମ୍ବଲପୁର: ପୋଲିସ ଓ ବେଆଇନ ଗୋ ଚାଲାଣକାରୀଙ୍କ ମଧ୍ୟରେ ଗୁଳିବିନିମୟ। ସମ୍ବଲପୁର ସିଟି ଷ୍ଟେସନ ଅଞ୍ଚଳରେ ପୋଲିସର ଏନ୍‌କାଉଣ୍ଟର। ଏହି ଏନ୍‌କାଉଣ୍ଟରରେ ୨ ଜଣ ଅପରାଧୀ ଆହତ ହୋଇଥିବା ସୂଚନା ରହିଛି। ଏଥିମଧ୍ୟରୁ ଜଣଙ୍କ ବାମ ଗୋଡ଼ ଓ ଜଣଙ୍କ ଡାହାଣ ଗୋଡ଼ରେ ବାଜିଛି ଗୁଳି। ଗୁରୁତର ଦୁଇ…

ବାଲି ମାଫିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ, ୯୬ ଗିରଫ

ଭୁବନେଶ୍ୱର: ରାଜ୍ୟରେ ଚୋରା ବାଲି ମାଫିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ମଧ୍ୟ ରାଜ୍ୟ ତମାମ ପୋଲିସ ପକ୍ଷରୁ ଚଢ଼ାଉ ଜାରି ରହିଛି। ଏହି କ୍ରମରେ ବାଲି ବୋଝେଇ…