Latest Odisha News

BREAKING NEWS

Browsing Category

ଓଡିଶା

Odisha

ବନ୍ଧା ହେଲେ କୋଟିପତି ଯୁଗ୍ମ କମିଶନର

ଭୁବନେଶ୍ଵର: ଗିରଫ ହେଲେ କଟକ ଏସଟିଏ ଯୁଗ୍ମ କମିଶନର ପ୍ରଦୀପ ମହାନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରଦୀପ ମହାନ୍ତିଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗତକାଲି ଏସଟିଏ ଯୁଗ୍ମ କମିଶନର ପ୍ରଦୀପ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢାଉ ଚାଲିଥିବା ବେଳେ ଘରୁ ୨ କେଜି ୧୦୦ ଗ୍ରାମ ସୁନା…

ବଦଳିବ କି ରେଭେନ୍ସା କଲେଜ ନାଁ….କ’ଣ କହିଲେ ମନ୍ତ୍ରୀ?

ଭୁବନେଶ୍ବର: ବଦଳିବ କି ରେଭେନ୍ସା କଲେଜ୍ ନାଁ ? ନାଁ ପରିବର୍ତ୍ତନ ନେଇ ରାଜନୀତି ଜୋର ଦାର ତେଜିଥିଲେ ମଧ୍ୟ ଏପର୍ଯ୍ୟନ୍ତ, ସେନେଇ କୌଣସି ବି ସୂଚନା ମିଳିନଥିଲା । ଯାହାକୁ ନେଇ ଆଜି ରେଭେନ୍ସା କଲେଜ ନାଁ ପରିବର୍ତ୍ତନକୁ ନେଇ ଆଜି ଗୃହରେ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ।…

ହଷ୍ଟେଲରେ ବଢୁଛି ମୃତ୍ୟୁ ସଂଖ୍ୟା: ଗତ ୮ ମାସରେ ଗଲାଣି ୨୬ ଜୀବନ

ଭୁବନେଶ୍ବର: ରାଜ୍ୟରେ ହଷ୍ଟେଲରେ ବଢୁଛି ଛାତ୍ରଛାତ୍ରୀଙ୍କ ମୃତ୍ୟୁ ସଂଖ୍ୟା । ରାଜ୍ୟରେ ୨୦୨୪ ଜୁଲାଇରୁ ଆଦିବାସୀ ଆବାସିକ(ଏସଟି) ହଷ୍ଟେଲରେ ମୃତ୍ୟୁ ସଂଖ୍ୟା ବଢ଼ିଛି । ଗତ ୮ ମାସରେ ମୃତ୍ୟୁସଂଖ୍ୟା ୨୬କୁ ପହଞ୍ଚିଛି । ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପ୍ରଶ୍ନରେ କିଛି ଏପରି…

୧୦ରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ

ଭୁବନେଶ୍ବର: ଆସନ୍ତା ୧୦ ତାରିଖରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା ଦେବ କଂଗ୍ରେସ । କଂଗ୍ରେସର ରାଜ୍ୟବ୍ୟାପୀ ଆନ୍ଦୋଳନ ନେଇ ସୂଚନା ଦେଇଛନ୍ତି, କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ । ଆସନ୍ତା ୧୦ ତାରିଖରେ କଂଗ୍ରେସ, ସବୁ ଜିଲ୍ଲାପାଳ ଏବଂ ଭୁବନେଶ୍ବର ଏଡିଏମ୍ ଅଫିସ ଆଗରେ କଳାପଟି ବାନ୍ଧି…

ବାରବାଟୀ ଷ୍ଟାଡିୟମର ନବୀକରଣ ପାଇଁ ଏବେ ଯୋଜନା ନାହିଁ: କ୍ରୀଡ଼ା ମନ୍ତ୍ରୀ

ଭୁବନେଶ୍ୱର: କଟକର ଐତିହାସିକ ବାରବାଟୀ ଷ୍ଟାଡିୟମର ନବୀକରଣ ପାଇଁ ଓଡ଼ିଶା ସରକାରଙ୍କ କୌଣସି ଯୋଜନା ନାହିଁ। ବିଧାନସଭାରେ ଶୁକ୍ରବାର ଦିନ କଂଗ୍ରେସ ବିଧାୟକ ସୋଫିଆ ଫିରଦୋସଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ କ୍ରୀଡ଼ା ଏବଂ ଯୁବ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି। ଅପରପକ୍ଷରେ…

ମାତ୍ର ୬ ମିନିଟ୍ ଚାଲିଥିଲା ଗୃହ: ପୁଣି ୪ଟା ଯାଏଁ ମୁଲତବି

ଭୁବନେଶ୍ବର: ଆଜି ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହିଁ ବିରୋଧୀ ଗୃହରେ ହଲ୍ଲାବୋଲ କରିଥିଲେ । ବିଜୁ ବାବୁଙ୍କ ପ୍ରତି ଅସମ୍ମାନ ଏବଂ ନାରୀ ସୁରକ୍ଷାକୁ ନେଇ ଉଭୟ ବିଜେଡି କଂଗ୍ରେସ ଗୃହରେ ହଙ୍ଗାମା କରିଥିଲେ । ପରିସ୍ଥିତି ଏପରି ହୋଇଥିଲା ଯେ, ମାତ୍ର ୬ ମିନିଟ ଚାଲିପାରିଥିଲା…

ଆରମ୍ଭରୁ ହଟ୍ଟଗୋଳ: ବାଚସ୍ପତିଙ୍କ ପୋଡ଼ିଅମ୍ ଆଡ଼କୁ ମାଡ଼ିଗଲେ ବିରୋଧୀ, ମାତ୍ର ୬ ମିନିଟ୍ ଚାଲିଲା ଗୃହ

ଭୁବନେଶ୍ୱର: ଆରମ୍ଭରୁ ହିଁ ବିରୋଧୀଙ୍କ କଡ଼ା ଆଭିମୁଖ୍ୟ। ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ପ୍ରଥମ ଦିନରେ ହିଁ ବିରୋଧୀଙ୍କ ହଟ୍ଟଗୋଳ। ଅଧିବେଶନ ଆରମ୍ଭରୁ ବିଜେଡ଼ି ଏବଂ କଂଗ୍ରେସର ପ୍ପ୍ରବଳ ହଟ୍ଟଗୋଳ ଯୋଗୁଁ ୧୨ ଯାଏଁ ଗୃହ ମୁଲତବି ରଖିଛନ୍ତି ବାଚସ୍ପତି। ତେବେ ଆଜିଠୁ ବଜେଟ୍ ଅଧିବେଶନ…

ଦୁର୍ଘଟଣା ରୋକିବାକୁ ବଡ଼ ପଦକ୍ଷେପ: ରବିବାର ଓ ବୁଧବାର ହେବ ଶୂନ୍ୟ ସହନଶୀଳତା ଦିବସ

ଭୁବନେଶ୍ୱର: ଦୁର୍ଘଟଣା ରୋକିବାକୁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ। ଏଣିକି ରବିବାର ଓ ବୁଧବାର ହେବ ଶୂନ୍ୟ ସହନଶୀଳତା ଦିବସ। ସାରା ଦେଶରେ ଏବେ ରାସ୍ତା ଦୁର୍ଘଟଣା ବଢ଼ିବା ସହ ଏଥି ଜନିତ ମୃତ୍ୟୁ ହାର ମଧ୍ୟ ବଢ଼ିବାରେ ଲାଗିଛି। ଦ୍ରୁତ ଗତିରେ ଗାଡି ଚାଳନା, ମଦ୍ୟପାନ, ବିନା ହେଲମେଟରେ ଗାଡି…

କୋଟିଏ ସୁଭଦ୍ରା, କୋଟିଏ ଦୀପ: ସନ୍ଧ୍ୟାରେ ହିତାଧିକାରୀ ଜାଳିବେ ସୁଭଦ୍ରା ଦୀପ

ଭୁବନେଶ୍ଵର: ମହିଳାଙ୍କୁ ସଶକ୍ତ କରିବା ପାଇଁ ଏବଂ ସଶକ୍ତ ଓଡ଼ିଶା ଗଠନ ପାଇଁ ବହୁ ଲକ୍ଷପତି ଦିଦି ସୃଷ୍ଟି କରାଯିବ। ପ୍ରତି ଗାଁରେ ୫ ଜଣ ଲେଖାଏଁ ଲକ୍ଷପତି ଦିଦି ସୃଷ୍ଟି ହେବ। ଗୁରୁବାର ସୁଭଦ୍ରା ଟଙ୍କା ବାଣ୍ଟିବା ପରେ ‘ଗୋଟିଏ ସୁଭଦ୍ରା, ଗୋଟିଏ ଦୀପ’ ଆହ୍ୱାନ ଦେଇଥିଲେ ଉପମୁଖ୍ୟମନ୍ତ୍ରୀ…

ଏଣିକି ଘରେ ବସି ପାଇପରିବେ କାଷ୍ଟ୍, ଇନକମ୍, ରେସିଡେଣ୍ଟ ସାର୍ଟିଫିକେଟ୍

ଭୁବନେଶ୍ୱର: ରାଜସ୍ୱ ବିଭାଗର ବଡ଼ ନିଷ୍ପତ୍ତି। କାଷ୍ଟ୍, ଇନକମ୍, ରେସିଡେଣ୍ଟ ସାର୍ଟିଫିକେଟ ପାଇଁ ଆଉ ତହସିଲ ଅଫିସକୁ ଯାଇ ଘଣ୍ଟା ଘଣ୍ଟା ଛିଡା ହେବାକୁ ପଡ଼ିବନି। ଘରେ ବସି ମୋବାଇଲରେ ସାର୍ଟିଫିକେଟ ପାଇଁ ଆବେଦନ କରିପାରିବେ। ଓଡ଼ିଶା ସରକାର ଖୁବ୍‌ଶୀଘ୍ର ଏକ ମୋବାଇଲ୍‌ ଆପ୍‌ ଲଞ୍ଚ୍‌ କରିବେ।…